Home Left

IPL 2025ର ପ୍ରଥମ ଦିନ ଦେଖିବାକୁ ମିଳିବ ଅଦ୍ଭୁତ ଦୃଶ୍ୟ: ୧୭ ବର୍ଷ ପରେ…

ନୂଆଦିଲ୍ଲୀ,୧୨।୩: କିଛି ଦିନ ପରେ IPL 2025 ଆରମ୍ଭ ହେବାକୁ ଯାଉଛି। ଏହା ଏହି ଟୁର୍ନାମେଣ୍ଟର ୧୮ତମ ସିଜିନ ହେବ। ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ। ଏହି ମ୍ୟାଚ କୋଲକାତାର ଇଡେନ…

ବଡ଼ ଘୋଷଣା କଲା ୟୁକ୍ରେନ: ରୁଷିଆ ବିରୋଧରେ ୩୦ ଦିନିଆ ଅସ୍ତ୍ରବିରତି କରିବାକୁ ହେଲା ରାଜି

ମସ୍କୋ,୧୨।୩: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଏକ ବଡ଼ ଘଟଣା ଘଟିଛି। ମଙ୍ଗଳବାର ସାଉଦି ଆରବରେ ୟୁକ୍ରେନୀୟ ଏବଂ ଆମେରିକୀୟ ଅଧିକାରୀମାନେ ଶାନ୍ତି ଆଲୋଚନା କରିଥିଲେ। ଏହି ବୈଠକରେ ଆମେରିକା ଦ୍ୱାରା ପ୍ରସ୍ତାବିତ ୩୦ ଦିନିଆ ଅସ୍ତ୍ରବିରତିକୁ ଗ୍ରହଣ କରାଯାଇଛି। ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି…

Jio-Starlink Deal: ଏଲନ ମସ୍କଙ୍କ କମ୍ପାନୀ SpaceX ସହ ହାତ ମିଳାଇଲା Jio, ଏଣିକି ମିଳିବ ସୁପର୍‌-ଫାଷ୍ଟ ଡାଟା

ନୂଆଦିଲ୍ଲୀ,୧୨।୩: ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏଲନ ମସ୍କଙ୍କ କମ୍ପାନୀ SpaceX ସହିତ ଏକ ଚୁକ୍ତି ସ୍ବାକ୍ଷର କରିଛି। ଏହା ଅଧୀନରେ ଭାରତରେ ଷ୍ଟାରଲିଙ୍କ ସାଟେଲାଇଟ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ଗୋଟିଏ ଦିନ ପୂର୍ବରୁ ରିଲାଏନ୍ସ ଜିଓର…

୧୩ ବ୍ଲକର ୧୩ ଲକ୍ଷପତି ଦିଦି ସମ୍ବର୍ଦ୍ଧିତ

ଭବାନୀପାଟଣା,୧୨।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଖେଳପଡିଆରେ ମଙ୍ଗଳବାର ଜିଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲା ପ୍ରଶାସନ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହା ଅୟୋଜିତ…

ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଉଦ୍‌ଯାପିତ

କର୍ଲାମୁଣ୍ଡା,୧୨ା୩ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ ମଙ୍ଗଳବାର ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଘାଟନୀ ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର…

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି: ୨୯ ଅଭିଯୋଗର ଶୁଣାଣି

ନୂଆପଡ଼ା,୧୨।୩ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୯ ଅଭିଯୋଗର ଶୁଣାଣି ହୋଇଥିଲା। ଜିଲାପାଳ ମଧୁସୂଦନ ଦାସ ଅଭିଯୋଗ ଉପରେ ଶୀଘ୍ର…

ସଶକ୍ତୀକରଣ ଓ ସୁରକ୍ଷାର ଅଧିକାର

ସ୍ବାଭିମାନ ଓ ସୁରକ୍ଷାର ସହ ବଞ୍ଚତ୍ବା ପ୍ରତ୍ୟେକ ଭାରତୀୟ ନାରୀର ଜନ୍ମଗତ ଅଧିକାର। ରାଷ୍ଟ୍ରର ପ୍ରଥମ ଓ ପ୍ରଧାନ ଦାୟିତ୍ୱ ହେଲା ନାରୀକୁ ସୁରକ୍ଷା ଯୋଗାଇ ଦେଇ ତାକୁ ବ୍ୟକ୍ତିଭାବେ ପ୍ରତିଷ୍ଠିତ କରି ତା’ର ମାନବିକ ମୂଲ୍ୟବୋଧକୁ କ୍ଷୁଣ୍ଣ ନ କରି…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମକରି ମିଳୁନି ପାଉଣା

ନୂଆପଡ଼ା,୧୨ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଶ୍ରମିକମାନଙ୍କୁ କାମ ଯୋଗାଇ ପ୍ରବାସୀ ଶ୍ରମିକ ରୋକିବାରେ ସହାୟକ ହୋଇଛି ବୋଲି ପ୍ରଶାସନ କହୁଛି। ହେଲେ ଏହି ଯୋଜନାରେ କାମକରି ମଧ୍ୟ ଦୀର୍ଘ ୩ ବର୍ଷ ହେବ ପାଉଣା ନ ପାଇ ଦୁର୍ଦ୍ଦିନରେ…

ହାତମୁଠା ଭାଙ୍ଗିଯାଉ, ମୁଠା ନ ଫିଟୁ

ସତ୍ୟାଗ୍ରହ ସଂଗ୍ରାମ, ଗୋଟିଏ ନୂତନ କୌଶଳ ଓ ନୂତନ ପ୍ରେରଣାର ଉଦ୍ଦେଶ୍ୟ ନେଇ ଇଂରେଜ ସରକାରଙ୍କ ଅନ୍ୟାୟ ଓ ଯଥେଚ୍ଛାପୂର୍ଣ୍ଣ ଦମନ ନୀତିର ଉତ୍ତର ଦେବା ପାଇଁ ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହର ପରିକଳ୍ପନା। କୌଣସି ନୂତନ ପନ୍ଥା ଅବଲମ୍ବନ କରିବା ପୂର୍ବରୁ…

ଟ୍ରମ୍ପଙ୍କୁ ସିଧା ଧମକ ଦେଲେ କାନାଡା ପ୍ରଧାନମନ୍ତ୍ରୀ: ଆମେରିକା ଭୁଲ୍‌ ଧାରଣାରେ ନ ରୁହନ୍ତୁ…

ଓଟଓ୍ବା,୧୨।୩: କାନାଡାର ପ୍ରଧାନମନ୍ତ୍ରୀ ପଦ ପାଇଁ ହୋଇଥିବା ରେସ୍‌ରେ ମାର୍କ କାର୍ନି ବିଜୟୀ ହୋଇଛନ୍ତି। ସେ ଜଷ୍ଟିନ ଟ୍ରୁଡୋଙ୍କ ସ୍ଥାନ ନେବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓଟାୱା ବିରୋଧରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଥିବା ସମୟରେ କାର୍ନି ଦେଶର ଦାୟିତ୍ୱ…

VIDEO: ରିଷଭ ପନ୍ତଙ୍କ ଭଉଣୀ ବାହାଘରରେ ଜବରଦସ୍ତ ଡ୍ୟାନ୍ସ କଲେ ଧୋନୀ, ଭିଡିଓ ଭାଇରାଲ

ମୁମ୍ବାଇ,୧୨।୩: ରିଷଭ ପନ୍ତଙ୍କ ଭଉଣୀ ସାକ୍ଷୀ ପନ୍ତଙ୍କ ବିବାହ ଆଜି ଅନୁଷ୍ଠିତ ହେବ। ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟ ଖେଳି ଫେରିଥିବା ତାଙ୍କ ଭାଇ ପନ୍ତ ମଙ୍ଗଳବାର ସକାଳେ ମସୁରୀରେ ପହଞ୍ଚିଥିବା ବେଳେ ସାରେ, ପୂର୍ବତନ ଭାରତୀୟ କ୍ରିକେଟର ଏମଏସ ଧୋନୀ ତାଙ୍କ…

No Smoking Day: କିଏ ପ୍ରଥମେ ତିଆରି କରିଥିଲେ ସିଗାରେଟ୍‌, ଆଉ କେମିତି ହୋଇଥିଲା ଏହାର ଆରମ୍ଭ, ଜାଣନ୍ତୁ…

ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ବୁଧବାରକୁ ଧୂମପାନ ନିଷେଧ ଦିବସ ଭାବରେ ପାଳନ କରାଯାଏ। ଧୂମପାନର କୁପ୍ରଭାବକୁ ଆଲୋକପାତ କରିବା ଏବଂ ଏହାକୁ ଛାଡିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଏ। ୧୯୮୪ରେ ଆୟରଲ୍ୟାଣ୍ଡରେ ପ୍ରଥମେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri