Home Left

ୱାରେଣ୍ଟିଙ୍କୁ ଗିରଫ କରିବାକୁ ଆସି ବରଗଡ଼ରେ ଛତିଶଗଡ଼ ପୋଲିସ ହଟହଟା

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ):  ବରଗଡ଼ ସହରର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆସି ଛତିଶଗଡ଼ ପୋଲିସ ହଟହଟା ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ବରଗଡ଼ ସହରର ରୂପେଶ ଝାୱରଙ୍କ ନାମରେ ୱାରେଣ୍ଟ ଥିବାବେଳେ ଛତିଶଗଡ ପୋଲିସ ମଙ୍ଗଲବାର ତାଙ୍କୁ…

କିଏ ସେହି ଶିଖର ଧାୱନଙ୍କ ମିଷ୍ଟ୍ରି ଗର୍ଲଫ୍ରେଣ୍ଡ? ଚାମ୍ପିୟନ୍ସ ଟ୍ରଫି ସମୟରେ ଭାଇରାଲ ପରେ…

ନୂଆଦିଲ୍ଲୀ,୧୨।୩: ଶିଖର ଧାୱନ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ସେ ଖବରର ଶିରୋନାମାରେ ରହିବା ବନ୍ଦ କରିନାହାଁନ୍ତି। ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରାଯାଇଥିଲା। ତାଙ୍କୁ ଦୁବାଇରେ ଭାରତୀୟ ଦଳର ଅନେକ ମ୍ୟାଚ ଉପଭୋଗ କରୁଥିବାର ଦେଖାଯାଇଥିଲା।…

ଲଖନା ପଞ୍ଚାୟତ: ଅନାସ୍ଥା ଭୋଟ ଶେଷ, ଫଳାଫଳ ସ୍ଥଗିତ

ନୂଆପଡ଼ା,୧୨ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ପଞ୍ଚାୟତ କାର୍ଯ୍ୟାଳୟରେ ମଙ୍ଗଳବାର ଅନାସ୍ଥା ଭୋଟ ହୋଇଥିଲେ ମଧ୍ୟ ସରପଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ ଫଳାଫଳ ଘୋଷଣା କରା ନ ଯାଇ ସ୍ଥଗିତ ରଖାଯାଇଛି। ସରପଞ୍ଚ ଉନ୍ନୟନ କାର୍ଯ୍ୟ ଟଙ୍କା…

ହୋଟେଲ ରୁମରୁ ମିଳିଲା ବିଦେଶୀ ମହିଳାଙ୍କ ମୃତଦେହ, ଜଣେ ଯୁବକଙ୍କ ସହିତ ଆସିଥିଲେ ଦିଲ୍ଲୀ

ଲକ୍ଷ୍ନୌ,୧୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବିଭୂତିଖଣ୍ଡ ଅଞ୍ଚଳରେ ଥିବା ଏକ ହୋଟେଲ ରୁମରୁ ଜଣେ ୪୩ ବର୍ଷୀୟା ବିଦେଶୀ ମହିଳାଙ୍କ ମୃତଦେହ ମିଳିଛି। ପୋଲିସ ମଙ୍ଗଳବାର ଏହି ସୂଚନା ଦେଇଛି। ବିଭୂତିଖଣ୍ଡ ପୋଲିସ ଷ୍ଟେଶନ ଚାର୍ଜ ଇନ୍ସପେକ୍ଟର (SHO) ସୁନୀଲ…

ଆଜି ହାତକୁ ଦି’ ହାତ ହେବେ ପ୍ରଦୀପ ମାଝୀ: ବାନ୍ଧବୀଙ୍କୁ କରିବେ ଜୀବନସାଥୀ

ନବରଙ୍ଗପୁର,୧୨।୩(ସଦାଶିବ ପ୍ରହରାଜ):ନବରଙ୍ଗପୁର ପୂର୍ବତନ ଏମ୍‌ପି ତଥା ବିଜେଡି ବରିଷ୍ଠ ନେତା ପ୍ରଦୀପ ମାଝୀ ୧୨ ତାରିଖ ବୁଧବାର ବିବାହ କରିବେ। ସେ ନିଜ ବାନ୍ଧବୀ ସଙ୍ଗୀତା ସାହୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ସଙ୍ଗୀତାଙ୍କ ଘର କେନ୍ଦ୍ରାପଡ଼ା ଜିଲାରେ। ସେ ଭୁବନେଶ୍ୱରରେ ନିଜସ୍ବ…

ସୀମା ପୁନଃ ନିର୍ଦ୍ଧାରଣ ନେଇ ଷ୍ଟାଲିନ୍‌ଙ୍କ ବୈଠକରେ ଯୋଗଦେବ ବିଜେଡି

ଭୁବନେଶ୍ୱର,୧୨ା୩(ସୁନିତ୍‌ ମିଶ୍ର):ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଡାକିଥିବା ବୈଠକରେ ବିଜେଡି ଯୋଗଦେବ। ମଙ୍ଗଳବାର ଡିଏମ୍‌କେ ସାଂସଦ ଦୟାନିଧି ମାରାନ୍‌ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ। ନବୀନ ଏବଂ ମାରାନ୍‌ଙ୍କ…

ବିଶ୍ୱର ସବୁଠୁ ପ୍ରଦୂଷିତ ୨୦ ସହର ମଧ୍ୟରୁ ଭାରତରେ ୧୩

ନୂଆଦିଲ୍ଲୀ,୧୨ା୩(ପି.ଟି.):ବିଶ୍ୱରେ ସବୁଠାରୁ ପ୍ରଦୂଷିତ ୨୦ ସହର ମଧ୍ୟରୁ ଭାରତର ୧୩ ସହର ରହିଛି। ସୁଇସ୍‌ ଏୟାର କ୍ୱାଲିଟି ଟେକ୍ନୋଲୋଜି କମ୍ପାନୀ ‘ଆଇକ୍ୟୁ ଏୟାର’ ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ‘ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୪’ ଅନୁଯାୟୀ, ମେଘାଳୟର ବର୍ନିହାଟ ହେଉଛି…

ଖାର୍ଗେଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ସଭାରେ ହଟ୍ଟଗୋଳ

ନୂଆଦିଲ୍ଲୀ,୧୨ା୩ : ରାଜ୍ୟ ସଭାରେ ମଙ୍ଗଳବାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଣସଂସଦୀୟ ମନ୍ତବ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି। ତେବେ କେନ୍ଦ୍ର ସରକାର ଦେଶକୁ ଆଞ୍ଚଳିକତା ଭିତ୍ତିରେ ଭାଗ ଭାଗ କରିବାକୁ ଉଦ୍ୟମ କରୁଥିତ୍ବାରୁ ସେ ଏଭଳି ମନ୍ତବ୍ୟ…

ପାକିସ୍ତାନ କ୍ରିକେଟ ଆଇସିୟୁରେ…ଚମକାଇବା ଭଳି ବୟାନ ଦେଲେ…

ରାଚୀ,୧୧ା୩: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଜାତୀୟ ଟି୨୦ ଦଳକୁ ଅଲରାଉଣ୍ଡର ଶଦାବ ଖାନ୍‌ଙ୍କ ପ୍ରତ୍ୟାବର୍ତ୍ତନ ଉପରେ ପ୍ରଶ୍ନ ଉଠାଇବା ସହ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ପାକିସ୍ତାନ କ୍ରିକେଟ ଆଇସିୟୁରେ ଥିବା କହିଛନ୍ତି। ଗତ ଟି୨୦ ବିଶ୍ୱକପ୍‌ଠାରୁ ଜାତୀୟ ଦଳରୁ…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଛୁଇଁଲାଣି ୩୭୩୮

ଭୁବନେଶ୍ୱର,୧୦।୩(ରବିନାରାୟଣ ଜେନା): ରାଜ୍ୟରେ ଦିନକୁ ଦିନ ବାଲାଂଦେଶୀ ଅନୁପ୍ରବେଶକାରୀ ବଢୁଛନ୍ତି। ଖାଲି ଯେ ସେମାନଙ୍କ ସଂଖ୍ୟା ବଢୁଛି ତାହା ନୁହେଁ, ସେମାନେ ରାଜ୍ୟରେ ବିଭିନ୍ନ ପ୍ରକାର ଅପରାଧିକ ମାମଲା ଘଟାଉଛନ୍ତି। ଅଦ୍ୟାବଧି ରାଜ୍ୟର ୩୭୩୮ ଜଣ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି…

କିଏ ହେବେ ଦଲାଇ ଲାମାଙ୍କ ନୂଆ ଉତ୍ତରାଧିକାରୀ? ତିବ୍ବତର ଧର୍ମଗୁରୁଙ୍କ ସମ୍ପୂର୍ଣ୍ଣ ବିବରଣୀ…

ନୂଆଦିଲ୍ଲୀ,୧୧।୩: ତିବ୍ଦତୀୟ ବୌଦ୍ଧ ନେତା ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବିଷୟରେ ଦୀର୍ଘଦିନରୁ ଆଲୋଚନା ହୋଇଆସୁଛି। ଏବେ ଦଲାଇ ଲାମା ରାଜି ହୋଇଛନ୍ତି ଯେ ତାଙ୍କର ଉତ୍ତରାଧିକାରୀ ବଛାଯିବା ଉଚିତ। ଏଯାବତ ତିବ୍ଦତରେ ଜନ୍ମିତ ଶିଶୁକୁ ଖୋଜି ଦଲାଇ ଲାମାଙ୍କ ନିଯୁକ୍ତି କରାଯାଉଥିଲା,…

ପାକିସ୍ତାନ ଟିମ୍‌କୁ ଆଉ ଏକ ବଡ଼ ଝଟ୍‌କା,ଏବେ ଦଳରୁ…

ନୂଆଦିଲ୍ଲୀ,୧୧।୩: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରେ ବାଦ ପଡ଼ିଥିବା ପାକିସ୍ତାନୀ ଦଳର ସମସ୍ୟା ଶେଷ ହେବାର ନାଁ ନେଉନାହିଁ। ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବାକୁ ଥିବା ବେଳେ ମାତ୍ର ୨୪ ଘଣ୍ଟା ପୂର୍ବରୁ ଜଣେ ଅଭିଜ୍ଞ ଖେଳାଳି ଓହରିଛନ୍ତି। ଆମେ ପାକିସ୍ତାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri