Home Left

ଉଦ୍‌ବେଗଜନକ ସ୍ଥିତିରେ ସଡ଼କ ଦୁର୍ଘଟଣା: ୨୦୧୮ରେ ୫୩୧୫ଙ୍କର ମୃତ୍ୟୁ

କଟକ ଅଫିସ, ୧ା୬: ରାଜ୍ୟରେ ସଡ଼କ ଦୁର୍ଘଟଣା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚତ୍ଛି। ୨୦୧୮ରେ ରାଜ୍ୟରେ ମୋଟ୍‌ ୧୧,୨୬୨ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ସେଥିମଧ୍ୟରେ ୫୩୧୫ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୭,୧୦୯ ଆହତ ହୋଇଥିବା ବେଳେ ମୃତ୍ୟୁ ହାର ୨୦୧୭ ତୁଳନାରେ ୧୦.୦୬…

‘ରାଇଜିଂ ଷ୍ଟାର’ ଟପ୍‌ ୬ରେ ଅନନ୍ୟା

ଭୁବନେଶ୍ୱର, ୧ା୬(ବ୍ୟୁରୋ): ପୁଣି ଜାତୀୟ ସ୍ତରରେ କମାଲ ଦେଖାଇଛନ୍ତି କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ। ୨୦୧୫ରେ ଇଣ୍ଡିଆନ ଆଇଡଲ ଜୁନିୟର ଟାଇଟଲ ଜିତିବା ପରେ ସେ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ପ୍ରତିଷ୍ଠିତ ହୋଇପାରିଥିଲେ। ଏହାପରେ ସେ ଅନେକ ଓଡ଼ିଆ…

ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ: ଫନୀ ବିପନ୍ନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୬(ବ୍ୟୁରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପଦ୍ମିନୀ ଦିଆନ ଶୁକ୍ରବାର ବିଭାଗ ପରିଦର୍ଶନ କରିବା ସହ ବିଭାଗୀୟ କାର୍ଯ୍ୟାବଳୀର ସମୀକ୍ଷା କରିଛନ୍ତି। ଆଗାମୀ ଦିନରେ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଜୀବନ…

ଭର୍ଜିନିଆ ମ୍ୟୁନିସ୍‌ପାଲ ବିଲ୍ଡିଂରେ ଆଖିବୁଜା ଗୁଳି ଚଳାଇଲେ ଅଜଣା ବ୍ୟକ୍ତି: ୧୧ ମୃତ

ଭର୍ଜିନିଆ,୧।୬: ଆମେରିକା ଭର୍ଜିନିଆରେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିମାଡ଼ରେ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥବରେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ମ୍ୟୁନିସ୍‌ପାଲ ବିଲ୍ଡିଂରେ ଜଣେ ଅଜଣାବ୍ୟକ୍ତି ପଶି ଏଭଳି…

ଟଏଲେଟ୍‌ ପାଣିରେ ଉଡ୍‌ଲି ଚଟ୍‌ଣି ତିଆରି କରୁଥିଲେ ଦୋକାନୀ: ଭିଡ଼ିଓ ହେଲା ଭାଇରାଲ

ମୁମ୍ବାଇ,୧।୬: ଜଣେ ଜଳଖିଆ ଦୋକାନି ଇଡ୍‌ଲି ସହିତ ଖିଆ ଯାଉଥିବା ଚଟ୍‌ଣି ଟଏଲେଟ୍‌ ପାଣିରେ ତିଆରି କରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓ ଦେଖିବାପରେ ମୁମ୍ବାଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ପୋଲିସକୁ ସୂଚନା…

ଭୁଲ୍‌ରେ ମଧ୍ୟ ଏହିସବୁ ରୋଗୀ ଖାଆନ୍ତୁ ନାହିଁ ତରଭୁଜ

ଖରାଦିନେ ତରଭୁଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି। ଏଥିରେ ଭରପୂର ମାତ୍ରାରେ ଭିଟାମିନ୍‌, ମିନେରାଲ୍‌ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଗବେଷକଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି ଗୋଟିଏ ଦିନରେ ୩୦୦ ଗ୍ରାମ ତରଭୁଜ ଖାଇବା ଉଚିତ। ଏହା ସ୍ବାସ୍ଥ୍ୟ ଉପଯୋଗୀ ମଧ୍ୟ…

ବରଯାତ୍ରୀ ନେଇ ଆସିଥିବା ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ପାଟଣା,୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ଦହିବୁଡା ହୁଡିସାହି ବାଙ୍କ ନିକଟରେ ଶନିବାର ସକାଳେ ଏକ ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତଜଣଙ୍କ ହେଲେ…

ଶ୍ରୀଲିଙ୍ଗରାଜଙ୍କ ଟ୍ରଷ୍ଟ ବୋର୍ଡରେ ନିଯୁକ୍ତି ପ୍ରସଙ୍ଗ:ଘୁଞ୍ଚୁଛି ଦିନ: ଆଶା ଆଶଙ୍କାରେ ଆବେଦନକାରୀ

ପୁରୁଣା ଭୁବନେଶ୍ୱର,୧ା୬(ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ ରହିଛି। ତେବେ ଅନେକ ସମୟରେ ବୋର୍ଡ଼ର ବେପରୁଆ କାର୍ଯ୍ୟକଳାପ ପାଇଁ ଠାକୁରଙ୍କ ତହବିଲରୁ ଅଯଥା ଅର୍ଥ ବ୍ୟୟ ହେଉଛି। ଶ୍ରୀଲିଙ୍ଗରାଜଙ୍କ ଟ୍ରଷ୍ଟବୋର୍ଡରେ ନିଯୁକ୍ତି ଲାଗି ଖବରକାଗଜରେ ବିଜ୍ଞାପନ…

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ୭ଦିନ ମଧ୍ୟରେ ଦାଖଲ ହେବ କଣ୍ଟିଜେଣ୍ଟ ପ୍ଲାନ୍‌

ଖୋର୍ଦ୍ଧା ଅଫିସ,୧ା୬: ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ଶୁକ୍ରବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲାପାଳଙ୍କ ସଦ୍‌ଭାବନା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂପିନ୍ଦର ସିଂ ପୁନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ତଥା…

୨୭ ଚକ ନିର୍ମାଣ ଶେଷ

ପୁରୀ ଅଫିସ,୧ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ତୁମ୍ବ କାମ ସରିବା ପରେ ଚକ ନିର୍ମାଣ ଚାଲିଛି। ଶୁକ୍ରବାର ସୁଦ୍ଧା ୨୭ ଚକ ନିର୍ମାଣ ଶେଷ ହୋଇଛି। ତିନିରଥ ଲାଗି ମୋଟ ୪୨ଟି ଚକ ତିଆରି ହେବ। ସେଥିମଧ୍ୟରୁ ନନ୍ଦିଘୋଷ…

ଏସ୍‌ସିବି: ଡାକ୍ତର ଶୂନ୍ୟ ଟ୍ରମା ଆଇସିୟୁ

କଟକ ଅଫିସ,୧ା୬: ଏସ୍‌ସିବି ଟ୍ରମା ଆଇସିୟୁ ଏବେ ଡାକ୍ତର ଶୂନ୍ୟ। ଟ୍ରମା ଆଇସିୟୁ ପାଇଁ ନିଯୁକ୍ତ ୪ ଜଣ ଠିକା ଡାକ୍ତର ଚାକିିରିରୁ ଇସ୍ତଫା ଦେଇ ପଳାଇଛନ୍ତି। ଫଳରେ ଟ୍ରମା ଆଇସିୟୁକୁ ନେଇ ଅଡୁଆ ପରିସ୍ଥିତି ଉପୁଜିଛି। ମେଡିକାଲର ଅନ୍ୟ ଡାକ୍ତରଙ୍କ…

ଅଣ୍ଟା ସଳଖୁଛି ହୋଟେଲ ଶିଳ୍ପ

ପୁରୀ ଅଫିସ, ୧ା୬: ଫନୀ ମାଡ଼ରେ ଦୋହଲିଯାଇଛି ପୁରୀ ହୋଟେଲ ଶିଳ୍ପର ଭିତ୍ତିଭୂମି। ଅଳ୍ପବହୁତେ ପ୍ରାୟ ସବୁ ହୋଟେଲ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ବାତ୍ୟାକୁ ୨୯ ଦିନ ବିତିଲାଣି। ହେଲେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଛିଡା ହୋଇପାରି ନାହିଁ ହୋଟେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?