Home Left

ଆଜି ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର, ୧।୬(ବ୍ୟୁରୋ): ଶନିବାର ଓଡ଼ିଶାରେ ପହଞ୍ଚିବ ଅନ୍ତର୍ଜାତୀୟ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର। ରାତି ପ୍ରାୟ ୯ଟାରେ ତାଙ୍କ ମୃତଦେହ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବ ବୋଲି ସୂଚନା ମିଳିଛି। ତାଙ୍କର ଶେଷ ଦର୍ଶନ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ରାତି ୧୦ଟା…

ପ୍ରତିଯୋଗିତାରେ ପାରା ଜିତିନେଲେ କାର୍‌ ଓ ବାଇକ୍‌

ଲକ୍ଷ୍ନୌ,୧।୬: ଖେଳ ପ୍ରତିଯୋଗିତାରେ ବିଜେତାଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ପାରା ଏଭଳି ପ୍ରତିଯାଗିତାରେ ଅଂଶଗ୍ରହଣ କରି କାର ଓ ବାଇକ୍‌ ଜିଣିବା ଶୁଣିଲେ ଯେ କେହି ଚକିତ ହେବା ନିଶ୍ଚିତ। ଉତ୍ତରପ୍ରଦେଶ ମୁଜାଫରନଗର ଜିଲାରେ ଘଟିଛି ଏଭଳି ଏକ…

ନନ୍ଦନକାନନରେ ଖୁସି ଖବର: ନୀଳଗିରି ଲାଙ୍ଗୁରର ଶାବକ ଜନ୍ମ

ନରାଜ,୧।୬(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶୁକ୍ରବାର ଡାଇରିଆ ରୋଗରେ ଆକ୍ରାନ୍ତ ହୋଇ ଅଣ୍ଡିରା ନୀଳଗିରି ଲାଙ୍ଗୁରର ମୃତ୍ୟୁ ଘଟିଥିଲା। ତେବେ ଏକାକି ଥିବା ମାଇ ନୀଳଗିରି ଲାଙ୍ଗୁର ଶନିବାର ଏକ ଶାବକ ଜନ୍ମ ଦେଇଛି। ଶାବକଟିର ଲିଙ୍ଗ ନିରୂପଣ ହୋଇ ନ…

୩୦୩ ସମ୍ମୁଖରେ ୫୨ ରହିବ ଅଧିକ ଓଜନଦାର୍‌: ରାହୁଲ

ନୂଆଦିଲ୍ଲୀ, ୧।୬: ସଂସଦରେ ଭାଜପାର ୩୦୩ ସଦସ୍ୟ ରହିଛନ୍ତି। ଅପରପକ୍ଷରେ କଂଗ୍ରେସ ସଦସ୍ୟ ସଂଖ୍ୟା ୫୨ ରହିଛି। ୩୦୩ ସମ୍ମୁଖରେ ୫୨ ଅଧିକ ଓଜନଦାର୍‌ ରହିବ ବୋଲି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ପ୍ରକାଶ କରିଛନ୍ତି। ସଂସଦର କେନ୍ଦ୍ରୀୟ…

ସ୍ମୃତି ଇରାନୀଙ୍କ ମୁଖ୍ୟ ସହଯୋଗୀଙ୍କ ହତ୍ୟାକାରୀ ଗିରଫ

ଆମେଥି,୧।୬: ଉତ୍ତର ପ୍ରଦେଶ ଆମେଥି ଲୋକ ସଭା ଆସନର ଭାଜପା ନେତ୍ରୀ ସ୍ମୃତି ଇରାନିଙ୍କ ମୁଖ୍ୟ ସହଯୋଗୀ ସୁରେନ୍ଦ୍ର ସିଂଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏକ ଏନ୍‌କାଉଣ୍ଟ ମାଧ୍ୟମରେ ଅଭିଯୁକ୍ତଙ୍କୁ ପୋଲିସ ଧରିଥିବା ସୂଚନା ମିଳିଛି।…

କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଚଢ଼ାଉ

ବାଲେଶ୍ୱର ଅଫିସ,୧।୬: ବାଲେଶ୍ୱର ସହରରେ ଥିବା ବିଭିନ୍ନ କୋଚିଂ ସେଣ୍ଟରରେ ଶନିବାର ପୂର୍ବାହ୍ନରେ ଫାୟାର ସେଫ୍ଟି ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ୧୦ରୁ ଅଧିକ ଟିମ୍‌ ବିଭିନ୍ନ ସ୍ଥାନରେ ଫାୟାର ସେଫ୍ଟି ନେଇ ତଦାରଖ କରିଛନ୍ତି। ଅପରପକ୍ଷରେ…

୫୯ ବର୍ଷ ଧରି ବିପଦ ଶଙ୍କୁଳ ଅବସ୍ଥାରେ ବ୍ରିଜ୍‌ ପାରି ହେଉଛନ୍ତି ଲୋକେ

ଇସଲାମାବାଦ୍‌, ୧।୬: ପାକିସ୍ତାନରେ ରହିଛି ପୃଥିବୀର ସବୁଠାରୁ ବିପଦ ଶଙ୍କୁଳ ବ୍ରିଜ୍‌। ଏହା କାଠ ପଟା ଏବଂ ଲୁହା ଜଞ୍ଜିରରେ ନିର୍ମିତ। ୧୯୬୦ରେ ଏହି ଝୁଲା ବ୍ରିଜ୍‌କୁ ତତ୍‌କାଳୀନ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାଁ ବୋରିକ୍‌ ହ୍ରଦ ଉପରେ ନିର୍ମାଣ କରିଥିଲେ।…

ପ୍ରତିରକ୍ଷା ବିଭାଗ ସମ୍ଭାଳିବା ପୂର୍ବରୁ ଓ୍ବାର ମେମୋରିୟାଲ ପହଞ୍ଚିଲେ ରାଜନାଥ

ନୂଆଦିଲ୍ଲୀ,୧।୬: ମୋଦି ସରକାରରେ ପ୍ରତିରକ୍ଷା ବିଭାଗ ମିଳିଛି ବରିଷ୍ଠ ନେତା ରାଜନାଥ ସିଂଙ୍କୁ। ଶୁକ୍ରବାର ତାଙ୍କୁ ଏହି ଦାୟିତ୍ୱ ମିଳିଛି। ଶନିବାର ଦାୟିତ୍ୱ ଗ୍ରହଣ ପୂର୍ବରୁ ରାଜନାଥ ପ୍ରଥମେ ନ୍ୟାଶନାଲ ଓ୍ବାର ମେମୋରିଆଲ୍‌ ପହଞ୍ଚିଥିଲେ। ସେଠାରେ ସେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।…

ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା

ଭୁବନେଶ୍ୱର, ୧ା୬(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପାଣି ସମସ୍ୟାକୁ ନେଇ ଅଶାନ୍ତି ଦେଖାଦେଇଛି। ଗୁରୁବାର ଛାତ୍ରମାନେ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଗୁରୁବାର ଅପରାହ୍ନ ପ୍ରାୟ ୨ଟାରୁ ଗୋପବନ୍ଧୁ ଛାତ୍ରାବାସ ଏବଂ ମଧୁସୂଦନ ଛାତ୍ରାବାସରେ ପାଣି ଆସୁ ନ ଥିବା ଅନ୍ତେବାସୀମାନେ…

ଅକ୍ଷୟ ମହାନ୍ତିଙ୍କ ସ୍ତ୍ରୀ ପ୍ରବୀଣାଙ୍କ ପରଲୋକ

କଟକ ଅଫିସ, ୧ା୬: ବିଶିଷ୍ଟ ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ତଥା ଖୋକାଭାଇଙ୍କ ସ୍ତ୍ରୀ ପ୍ରବୀଣା ମହାନ୍ତିଙ୍କ ଶୁକ୍ରବାର ରାତି ସାଢେ ୯ଟାରେ ପରଲୋକ ଘଟିଛି। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ବାରବାଟୀ ପ୍ୟାଲେସ୍‌ରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ…

ଚର୍ଚ୍ଚିତ ଟୁଇଟ୍‌ : ମୁଖ୍ୟମନ୍ତ୍ରୀ, ସିଏମ୍‌ଙ୍କ ବ୍ୟକ୍ତିଗତ ସଚିବଙ୍କ ଫଟୋ ଭାଇରାଲ

ଭୁବନେଶ୍ୱର,୧ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ। ଜଣେ ରାଜ୍ୟ ତଥା ଦେଶ ରାଜନୀତିରେ ଚର୍ଚ୍ଚିତ ନାମ। ଅନ୍ୟ ଜଣେ ପ୍ରଶାସକ ମହଲରେ ସବୁଠୁ ଚର୍ଚ୍ଚିତ/ଆଲୋଚିତ ବ୍ୟକ୍ତିତ୍ୱ। ବିଭିନ୍ନ ସରକାରୀ ସଭାସମିତିରେ ଉଭୟଙ୍କୁ ଦେଖିବାକୁ ମିଳିଥାଏ।…

ମୋଦି ସରକାରଙ୍କୁ ଡୋନାଲ୍ଟ ଟ୍ରମ୍ପ୍‌ଙ୍କ ଝଟ୍‌କା: ଜିଏସ୍‌ପି ସୁବିଧାରୁ ଭାରତ ବଞ୍ଚିତ ହେବା ଆଶଙ୍କା

ଓ୍ବାଶିଂଟନ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ଝଟ୍‌କା ଦେବାର ଯୋଜନା କରିଛନ୍ତି। ପୂର୍ବରୁ ଭାରତକୁ ବ୍ୟବସାୟ କ୍ଷେତ୍ରରେ ମିଳୁଥିବା ଜେନେରାଲାଇଜଡ୍‌ ସିଷ୍ଟମ ଅଫ୍‌ ଫ୍ରିଫେରେନ୍ସଜ୍‌(ଜିଏସ୍‌ପି)କୁ ଆମେରିକା ରଦ୍ଦ କରିବାକୁ ପଛାଇବ ନାହିଁ ବୋଲି ଟ୍ରମ୍ପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?