Home Left

ପେସା ଡାକ୍ତର, ନିଶା ସଙ୍ଗୀତ

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହକି ୱାଲର୍‌ଡକପ ଅବସରରେ ହକି ଆନ୍ଥେମ ‘ଜୟ ହୋ ହକି’ରେ କଣ୍ଠଦାନ କରି କିପରି ଅନୁଭବ କରୁଛନ୍ତି ? ନିଶ୍ଚିତ ରୂପେ ଗର୍ବ ଅନୁଭବ କରୁଛି। ଓଡିଶାରେ ପ୍ରଥମ ଥର ପାଇଁ ହକି ୱାଲର୍‌ଡକପ…

ମୋଦିଙ୍କ ଶପଥ ଗ୍ରହଣ ଲାଗି ଦିଲ୍ଲୀରେ ୧୦ ହଜାର ଯବାନ ମୁତୟନ

ନୂଆଦିଲ୍ଲୀ,୩୦।୫: ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ, ମଞ୍ଚ ପ୍ରସ୍ତୁତ, ଅତିଥି ମଧ୍ୟ ପହଞ୍ଚି ସାରିଛନ୍ତି। ଗୁରୁବାର ସନ୍ଧ୍ୟା ୭ଟାରେ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ଦାମୋଦାର ଦାସ ମୋଦି। ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଏହି…

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପୁଲଓ୍ବାମା ଶହିଦ ଯବାନଙ୍କ ପରିବାର

ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ପରିବାର। କେବଳ ଶହିଦଙ୍କ ମା’ ହିଁ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେଇପାରିବେ। ମେ ୩୦ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ…

ପଞ୍ଚାୟତ ସଭା ଚାଲିଥିବା ବେଳେ ତଡ଼ା ଖାଇଲେ ସରପଞ୍ଚଙ୍କ ସ୍ବାମୀ

ଆନନ୍ଦପୁର,୩୦।୫: ଘଷିପୁରା ବ୍ଲକ ବଳରାମପୁର ପଞ୍ଚାୟତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପଞ୍ଚାୟତର ସଭା ଚାଲିଥିବା ବେଳେ ସରପଞ୍ଚଙ୍କ ସ୍ବାମୀଙ୍କୁ ତଡ଼ା ଖାଇବାକୁ ପଡ଼ିଛି। ସୂଚନାଯୋଗ୍ୟ, ମହିଳା ସରପଞ୍ଚଙ୍କ ଅନୁପସ୍ଥିତିରେ ତାଙ୍କ ସ୍ବାମୀଙ୍କ ଦାରା ଚାଲିଥିବା ସଭାକୁ ପଞ୍ଚାୟତ ପ୍ରତିନିଧି ବିରୋଧ…

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜଗନ ମୋହନ

ହାଇଦ୍ରାବାଦ,୩୦।୫: ଓ୍ବାଏସ୍‌ଆର୍‌ କଂଗ୍ରେସର ମୁଖ୍ୟ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡି ଗୁରୁବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆନ୍ଧ୍ରର ବିଭାଜନ ପରେ ସେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଅପରାହ୍ନ ୧୨ଟା ୨୩ରେ…

ଉତ୍ସାହିତ କରେ ପ୍ରଶଂସକଙ୍କ ଭଲପାଇବା

ଗତବର୍ଷ ଜୁନ ମାସରେ ରାଜସ୍ଥାନରେ ଓଡ଼ିଆ ଚଳଚ୍ଚିତ୍ର ‘ଲୋକାଲ ଟୋକା ଲଭ ଚୋଖା’ର ଶୁଟିଂ ହେଉଥାଏ। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ରରେ ରାଜସ୍ଥାନରେ ମୋଟ ୬ ଦିନର ଶୁଟିଂ ଦିନ ଧାର୍ଯ୍ୟ ହୋଇଥିଲା। ଭୋର ୫ଟାରୁ…

ନିଜ ପଦରୁ ଇସ୍ତଫା ଦେଲେ ମଣିପୁରର ୧୨ କଂଗ୍ରେସ ବିଧାୟକ

ଇମ୍ଫାଲ,୩୦।୫: ଲୋକ ସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସରେ ସଙ୍କଟ ଲାଗି ରହିଛି। ମଣିପୁର ବିଧାନସଭାର ୧୨ ଜଣ ବିଧାୟକ ଗୁରୁବାର ମଣିପୁର ପ୍ରଦେଶ କଂଗ୍ରେସ କମିଟି(ଏମ୍‌ପିସିସି)ରୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି। ଏମାନେ ଦଳ ତ୍ୟାଗ କରି…

ବିଜୁ ଯୁବ ବାହିନୀ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟାଜିତ

ହାଟଡିହି,୩୦।୫(ଡି.ଏନ.ଏ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଆମ୍ବୋ ମହାଦେବ ପଡ଼ିଆରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବୁଧବାର ଆୟୋଜିତ ହୋଇଥିଲା। ଉକ୍ତ ଟର୍ଣ୍ଣାମେଣ୍ଟରେ ଆମ୍ବୋ ଗୋପିନାଥ ଜୀଉ କ୍ରିକେଟ କ୍ଲବ ଓ ବାବା ଅନନ୍ତ ନାରାୟଣ କ୍ରିକେଟ କ୍ଲବ…

ସାପୁଆ କେଳାଙ୍କ ନାଗେଶ୍ୱରୀ ଧ୍ୱନୀ ପିଲାଙ୍କ ମସ୍ତିଷ୍କ ବିକାଶ କରେ: ରିପୋର୍ଟ

ଜେନେଭା,୩୦।୫: ଭାରତରେ ସାପୁଆ କେଳା ସାପ ଖେଳ ସମୟରେ ବଜାଉଥିବା ନାଗେଶ୍ୱରୀ ଧ୍ୱନୀ ଛୋଟ ପିଲାଙ୍କ ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ। ଏନେଇ ଜେନେଭା ବିଶ୍ୱ ବିଦ୍ୟାଳୟରେ ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସମୟ ପୂର୍ବରୁ…

ଦ୍ୱିତୀୟ ପାଳିରେ ପ୍ରଥମ ବିଦେଶ ଗସ୍ତରେ ମାଳଦ୍ୱୀପ ଯିବେ ମୋଦି

ନୂଆଦିଲ୍ଲୀ, ୩୦।୫: ଲଗାତର ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ମୋଦି ମାଳଦ୍ୱୀପ ଗସ୍ତରେ ଯିବେ। ଦ୍ୱିତୀୟ ପାଳିରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ହେବ ବୋଲି ଜଣାପଡିଛି। ଜୁନ୍‌ ୭-୮ ତାରିରିଖରେ ସେଠାକୁ ଯିବାର…

ଝଡ଼ ବତାସ ନେଲା ଜୀବନ

ଚିତ୍ରକୋଣ୍ଡା,୩୦।୫: ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ନାକାମାମୁଡ଼ି ପଞ୍ଚାୟତ ବାମେରିଙ୍ଗ ଗଁାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ଉକ୍ତ ଗଁାରେ ଥିବା ଏକ ନଦୀକୁ ଡଙ୍ଗାରେ ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍‌ ଝଡ଼ ତୋଫାନ ଆସିବାରୁ ଡଙ୍ଗା ଓଲଟିପଡ଼ି ବୁଡ଼ି…

ରାହୁଲ ଗାନ୍ଧୀଙ୍କ ପାଇଁ ବ୍ରତ ରଖୁଥିବା ଅଭିନେତ୍ରୀ ମୋଦିଙ୍କୁ ନେଇ ଏମିତି କହିଲେ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ବ୍ରତ ରଖୁଥିବା ଟିଭି ଅଭିନେତ୍ରୀ ତଥା ମଡେଲ ମାହିକା ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବଡ କଥା କହିଛନ୍ତି। ସାଧାରଣ ନିର୍ବାଚନରେ ମୋଦିଙ୍କ ଜବରଦସ୍ତ ବିଜୟ ପରେ ମାହିକା କହିଛନ୍ତି, ଭାରତୀୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?