Home Left

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ: ୨ ବ୍ଲକ ବିଜେଡି ସଭାପତି ନିଲମ୍ବିତ

ଦଶରଥପୁର,୨୭ା୫(ଡି.ଏନ.ଏ.)- ଦଳରେ ରହି ଦଳ ବିରୋଧରେ ଅନ୍ତର୍ଘାତୀ କାର୍ଯ୍ୟ କରିବା ଯୋଗୁ ବିଜେଡିର ଦଶରଥପୁର ବ୍ଲକ ସଭାପତି ସୁବାସ ଚନ୍ଦ୍ର ମହାନ୍ତି ଏବଂ ଯାଜପୁର ବ୍ଲକ ସଭାପତି ପ୍ରଭାତ ଘଡାଇଙ୍କୁ ସୋମବାର ପଦରୁ ନିଲମ୍ବିତ କରାଯାଇଛି। ଯାଜପୁର ଜିଲା ବିଜେଡି ସଭାପତି…

ନବନିର୍ବାଚିତ ବିଏସପି ଏମ୍‌ପିଙ୍କୁ ସୁରକ୍ଷା ଦେବାକୁ ମନାକଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ,୨୭।୫: ଜଣେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ବିଏସପିର ନବନିର୍ବାଚିତ ଏମ୍‌ପି ଅତୁଲ ରାୟଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଅତୁଲ ଗିରଫଦାରୀ ଉପରେ ସୁରକ୍ଷା ଦେବାକୁ କୋର୍ଟ…

ଥରା ରୋଗ ପାଇଁ ପ୍ରାରମ୍ଭିକ ଚିକିତ୍ସା ଜରୁରୀ

ଥରା ରୋଗର ଏଭଳି ଏକ ସ୍ନାୟୁଜନିତ ରୋଗ, ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହଁି। ଉକ୍ତ ରୋଗୀଙ୍କୁ ନିୟମିତ ଔଷଧ ଖାଇବା ସହ ଅଭିଜ୍ଞ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ପଡ଼ିଥାଏ। ଯଦି ଏଭଳି ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରାଯାଇପାରେ, ତେବେ…

ଇସ୍ତଫା ଦିଅନ୍ତୁ ତେଜସ୍ବୀ: ବଂଶବାଦକୁ ଦାୟୀ କଲେ ଆରଜେଡି ନେତା

ପାଟନା,୨୭।୫: ଲୋକ ସଭା ନିର୍ବାଚନରେ ଆରଜେଡିର ଶୋଚନୀୟ ପରାଜୟ ପରେ ଦଳ ବିରୋଧୀ ସ୍ବର ଉତ୍ତୋଳନ ହେବାରେ ଲାଗିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ନିର୍ବାଚନରେ ଲଜ୍ଜାଜନକ ପରାଜୟର ଦାୟିତ୍ୱ…

ଅଜବ କଳାର ଅଧିକାରୀ ବିଜେନ୍ଦ୍ର

କୁହାଯାଏ, ସଂଗୀତର କୁହୁତାନ ନା କେବଳ ମନକୁ ହାଲ୍‌କା କରେ ବରଂ ହୃଦୟର ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣାକୁ ବି କିଛି ମାତ୍ରାରେ ଲାଘବ କରିଦିଏ। କିନ୍ତୁ ଏ କଳା ସମସ୍ତଙ୍କ ପାଖରେ ନଥାଏ। କିଛି ଖାସ୍‌ ଲୋକଙ୍କୁ ଏହି ନିଆରା…

ମାଗଣାରେ ପାଞ୍ଚଟଙ୍କିଆ ଖାଦ୍ୟ ନ ଦେବାରୁ ମାଡ଼ମାରି ଢାଳିଦେଲେ ଯୁବକ, ଥାନାରେ ଅଭିଯୋଗ

ରଣପୁର, ୨୭।୫(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ସରକାରୀ ଡାକ୍ତରଖାନା ପରିସରରେ ରହିଛି ପାଞ୍ଚଟଙ୍କିଆ ଆହାର କେନ୍ଦ୍ର। ସୋମବାର ଉକ୍ତ କେନ୍ଦ୍ରର କର୍ମଚାରୀମାନେ ଜଣେ ଯୁବକଙ୍କୁ ମାଗଣାରେ ଖାଦ୍ୟ ନ ଦେବାରୁ ସେହି ଯୁବକ ଜଣକ ଗଣ୍ଡଗୋଳ କରି ସମସ୍ତ ଖାଦ୍ୟ ତଳେ…

ରୁମାଲ ଚୋରି ଖେଳିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୭।୫- ମ୍ୟାଚ୍‌ ପୂର୍ବରୁ ପ୍ରାକ୍ଟିସବେଳେ ଖେଳାଳିମାନେ ଫିଟ୍‌ ରହିବା ପାଇଁ ସର୍ବଦା କିଛି ଅଲଗା ଖେଳ ଖେଳିଥାନ୍ତି। ଏହା ଖେଳାଳିଙ୍କୁ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବା ସହ ଚାପମୁକ୍ତ କରେ। ଏଭଳି କିଛି କରିଛନ୍ତି ଭାରତୀୟ ଦଳର ଖେଳାଳିମାନେ।…

ବାଗଡ଼ିଆ ଅଞ୍ଚଳରେ କାଳବୈଶାଖୀ: ବ୍ୟାପକ କ୍ଷୟକ୍ଷତି

ଛେଣ୍ଡିପଦା,୨୭।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଅଞ୍ଚଳରେ ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ହୋଇଛି। ଝଡତୋଫାନ ସହ କୁଆପଥର ବୃଷ୍ଟିପାତ ସାଙ୍ଗକୁ ପ୍ରବଳ ବେଗରେ ପବନ ବହିଛି। ଏଥିଯୋଗୁ ଅଧିକାଂଶ ଲୋକଙ୍କ ଚାଳଛପର ଘର, ଗୁହାଳ ଘର, ଆଜବେଷ୍ଟସ,…

ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ଜଙ୍ଘିରା ପଞ୍ଚାୟତ ବାହୁଟିଆ ଗ୍ରାମସ୍ଥ ଏକ ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ବୈଲୋଚନ ବେହେରା(୩୫)। ତାଙ୍କ ଘର ହୁଣ୍ଡା ପଞ୍ଚାୟତ ତଅଁଳାହତା ଗ୍ରାମର…

ମୋଦିଙ୍କୁ ଅନୁରୋଧ କଲେ ଋଷି କପୁର କହିଲେ ଏହି କଥା…

ବଲିଉଡର ବରିଷ୍ଠ ଅଭିନେତା ଋଷି କପୁର କର୍କଟ ରୋଗରେ ପୀଡିତ ହୋଇ ଆମେରିକାରେ ଚିକିତ୍ସିତ ହେଉଛନ୍ତି। ନିଜ ଫ୍ୟାନ୍‌ ମାନଙ୍କ ସହ ଯୋଡି ରହିବା ପାଇଁ ସେ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ…

ଗ୍ଲାମରସ ଲୁକ୍‌ରେ ଦୀପିକା

ମୁମ୍ବାଇ,୨୭।୫: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍‌ର ଷ୍ଟାଇଲିସ୍‌ ଆଇକୋନ ଭାବେ ବେଶ୍‌ ଜଣାଶୁଣା। କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ନିକଟରେ ସେ ନିଜର ସୋସିଆଲ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି।…

ଯେଉଁଠି କନ୍ୟାକୁ ବିବାହ କରନ୍ତି ବରର ଭଉଣୀ

ବିବାହକୁ ନେଇ କେଉଁଠି କେତେ ପ୍ରକାରର ନିୟମ ରହିଛି। ହେଲେ ଗୁଜରାଟର ଛୋଟା ଉଦୟପୁରରେ ଥିବା ସୁରଖେଡା ଗାଁର ଆଦିବାସୀଙ୍କ ବିବାହ ପ୍ରଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। କାରଣ ଏଠାରେ ବର, କନ୍ୟା ଘରକୁ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?