ଭୁଲ୍‌ରେ ମଧ୍ୟ ଏହିସବୁ ରୋଗୀ ଖାଆନ୍ତୁ ନାହିଁ ତରଭୁଜ

ଖରାଦିନେ ତରଭୁଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି। ଏଥିରେ ଭରପୂର ମାତ୍ରାରେ ଭିଟାମିନ୍‌, ମିନେରାଲ୍‌ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଗବେଷକଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି ଗୋଟିଏ ଦିନରେ ୩୦୦ ଗ୍ରାମ ତରଭୁଜ ଖାଇବା ଉଚିତ। ଏହା ସ୍ବାସ୍ଥ୍ୟ ଉପଯୋଗୀ ମଧ୍ୟ ହୋଇଥାଏ। ତେବେ ଏପରି କିଛି ବ୍ୟକ୍ତି ଅଛନ୍ତି, ତରଭୁଜ ଯେଉଁମାନଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଜାଣନ୍ତୁ ସେ ସମ୍ପର୍କରେ…

ମଧୁମେହ ରୋଗୀ: ଏଥିରେ ପ୍ରଚୁର ପରିମାଣରେ ନାଚୁରାଲ ସୁଗାର ରହିଥିବାରୁ ମଧୁମେହ ରୋଗୀଙ୍କ ପାଇଁ ହାନିକାରକ ହୋଇଥାଏ।

ବୃକକ୍‌ ରୋଗୀ: ବୃକକ୍‌ ସମ୍ବନ୍ଧୀୟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ତରଭୁଜ ଖାଇବା ବାରଣ କରାଯାଏ। କାରଣ ତରଭୁଜରୁ ମିଳୁଥିବା ମିନେରାଲ୍‌ସ ବୃକକ୍‌ ରୋଗୀଙ୍କ ପାଇଁ କ୍ଷତିକାରକ।

ଶ୍ୱାସରୋଗୀ: ଏହି ରୋଗୀଙ୍କୁ ଥଣ୍ଡା ଜିନିଷଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥାଏ। ତେଣୁ ତରଭୁଜରେ ପ୍ରଚୁର ମାତ୍ରାରେ ଜଳୀୟାଂଶ ରହିଥିବାରୁ ଶ୍ୱାସରୋଗୀ ଏହାକୁ ଆଦୌ ଖାଇବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳଭୋଜନରେ ଏସବୁ ଖାଦ୍ୟପଦାର୍ଥ ସାମିଲ କରୁଛନ୍ତି କି…

ସୁସ୍ବାସ୍ଥ୍ୟ ପାଇଁ ନିୟନ୍ତ୍ରିତ ଆହାର ଜରୁରୀ। କୁହାଯାଏ ଠିକ୍‌ ସମୟରେ ସକାଳଭୋଜନ କରିବା ଦ୍ୱାରା ଅନେକ ରୋଗରୁ ରକ୍ଷା ପାଇହୁଏ। ଏହା ଦିନ ତମାମ ଜଣଙ୍କୁ...

ଏହିସବୁ ରୋଗ ପାଇଁ ମହୌଷଧି ଟମାଟୋ

ଟମାଟୋ ଏକ ଏପରି ପରିବା ଯାହା ସହଜରେ ବଜାରରେ ଉପଲବ୍ଧ ହୋଇଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ବ୍ୟଞ୍ଜନର ସ୍ବାଦ ବଢ଼ାଇବା ସହ ଶରୀରକୁ...

ଟି ଲେଙ୍ଗ୍‌ଥ ଡ୍ରେସ୍‌

ଟିଲେଙ୍ଗ୍‌ଥ ଡ୍ରେସ୍‌ର ଲମ୍ବା ସାଧାରଣତଃ ଆଣ୍ଠୁ ତଳକୁ ହେଲେ ଗୋଇଠି ଉପରକୁ ରହିଥାଏ। ବିଶେଷ କରି ଏହାର ଏକ ଭଲ ଗୁଣ ହେଲା, ଏହା ନା...

ଏହି ୩ଟି ଜିନିଷ ସହ କେବେ ବି ଖାଆନ୍ତୁ ନାହିଁ କଦଳୀ: ଲାଭ ଜାଗାରେ କରିବେ ଶରୀରର କ୍ଷତି

ସୁସ୍ଥ ଶରୀର ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଜରୁରୀ। ହେଲେ ଅନେକ ସମୟରେ ଆମେ କାହାକୁ କାହାସହ ଖାଇବା ତାହା ଜାଣି ନ ଥାଉ। ବିଶେଷଜ୍ଞଙ୍କ...

ମନଖୋଲି ଏସବୁ ସ୍ଥାନରେ ଖର୍ଚ୍ଚ କରନ୍ତୁ ଟଙ୍କା; ସୌଭାଗ୍ୟ ବଢ଼ିବ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର ଆଜି ବି ପ୍ରାସଙ୍ଗିକ। ଏଥିରେ ଜୀବନକୁ ସରଳ କରିବା ଲାଗି ଅନେକ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିରୁ ଗୋଟିଏ ହେଲା...

ଡେଙ୍ଗୁରୁ ଦୂରେଇ ରଖେ ଏହି ଘରୋଇ ଚିକିତ୍ସା…

ଖରାଦିନେ ମଶା ବଂଶ ବୃଦ୍ଧି ପାଇବା ଯୋଗୁ ଡେଙ୍ଗୁ, ଚିକେନଗୁନିଆ ଆଦି ରୋଗ ହେବାର ଆଶଙ୍କା ରହିଥାଏ। ତେବେ କେତେକ ଘରୋଇ ଚିକିତ୍ସା ଦ୍ୱାରା ଏସବୁ...

ଏଭଳି ଉପାୟରେ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଜୀବନରେ କେବେ ମିଳେନାହିଁ ଶାନ୍ତି: ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ

କ୍ୟାରିୟର, ପଦୋନ୍ନତି, ବୈବାହିକ ଜୀବନ, ଅର୍ଥ, ଶିକ୍ଷା ଏବଂ ବ୍ୟବସାୟ ସହ ଜୀବନର ଅନେକ ସମସ୍ୟା ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ କହିଛନ୍ତି। ତାଙ୍କ...

ଶୀତଦିନେ ଖାଆନ୍ତୁ ବରକୋଳି

ବରକୋଳି ସାଧାରଣତଃ ଶୀତଦିନେ ମିଳିଥାଏ। ଏହାକୁ ଖାଇଲେ ଥଣ୍ଡା ଓ ଗାଲୁଆ ହୋଇଥାଏ ବୋଲି କୁହାଯାଏ। ହେଲେ ଏଥିରେ ଥିବା କିଛି ଭିଟାମିନ୍ସ ଆମ ଶରୀର...

Advertisement
Archives

Model This Week