Home Left

ଆଜି ଯୁକ୍ତ୨ ବିଜ୍ଞାନ ପରୀକ୍ଷାଫଳ

ଭୁବନେଶ୍ୱର, ୩ା୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଭବନରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ଏହି ସମୟଠାରୁ ପରୀକ୍ଷାର୍ଥୀମାନେ www.chseodisha.nic.in ଓ www.orissaresults.nic.in…

ତାମିଲନାଡୁ ପରେ ପଶ୍ଚିମବଙ୍ଗ: ବାଧ୍ୟତାମୂଳକ ହିନ୍ଦୀ ଶିକ୍ଷାକୁ ବିରୋଧ

କୋଲକାତା,୩ା୬(ଆଇଏଏନ୍‌ଏସ୍‌): ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତାବରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ ଭାବେ ଶିକ୍ଷା ଦେବା ପାଇଁ ସୁପାରିସ କରାଯାଇଥିବାବେଳେ ଏହାକୁ ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟରେ ବିରୋଧ ଆରମ୍ଭ ହୋଇଯାଇଛି। ରବିବାର ପଶ୍ଚିମବଙ୍ଗର ଶିକ୍ଷାବିତ୍‌ ଓ ସାହିତି୍ୟକମାନେ କେନ୍ଦ୍ରର…

‘ଇଣ୍ଡିଆ ଟୁଡେ’ କଭର ଷ୍ଟୋରିରେ ଚନ୍ଦ୍ରାଣୀ

ଭୁବନେଶ୍ୱର, ୩ା୬ (ବ୍ୟୁରୋ) : କେନ୍ଦୁଝର ଲୋକ ସଭା ଆସନରୁ ବିଜୟୀ ହୋଇଥିବା ବିଜେଡିର ଚନ୍ଦ୍ରାଣୀ ମୁର୍ମୁ ଜାତୀୟସ୍ତରୀୟ ପତ୍ରିକା ‘ଇଣ୍ଡିଆ ଟୁଡେ’ର ପ୍ରଚ୍ଛଦପଟ ଷ୍ଟୋରିରେ ସ୍ଥାନ ପାଇଛନ୍ତି। ଚନ୍ଦ୍ରାଣୀ ସପ୍ତଦଶ ଲୋକ ସଭାରେ ସର୍ବକନିଷ୍ଠ ସଦସ୍ୟ। ୨୫ ବର୍ଷୀୟା ଚନ୍ଦ୍ରାଣୀ…

କମୁଛେ ପାରମ୍ପରିକ ଥଁଡା ପାନୀୟର ଚାହିଦା

ଭବାନୀପାଟଣା, ୩ା୬ (ଡି.ଏନ୍‌.ଏ): କଳାହାଣ୍ଡି ଜିଲାର ଭବାନୀପାଟଣା ସହର ସମେତ ଆସର ପାସର ଅଂଚଲରେ ଖରା ଝାଉର ପରକୋପ ଜାରି ରହିଛେ। ଏନ୍‌ତାଥି ଦୁକାନ ବଜାରରେ ପାରମ୍ପାରିକ ଦେଶୀ ଥଁଡା ପାନୀୟର ଠାନ୍‌ ଭିନେ ଭିନେ କମ୍ପାନୀର ପାନୀୟ ନେଇଛେ। ଆଏଜକାଲି…

ଅସ୍ତିତ୍ୱ ହରାଇଛି ବ୍ରହ୍ମଗିରି, ଘରକୁ ଫେରିନାହାନ୍ତି ବିପନ୍ନ

ବ୍ରହ୍ମଗିରି,୩ା୬ : ସାମୁଦ୍ରିକ ଝଡ ଫନୀକୁ ଏକମାସ ପୂରିଛି। ଫନୀର ତାଣ୍ଡବ ଲୀଲାରେ ବ୍ରହ୍ମଗିରିର ଅସ୍ଥିତ୍ୱ ହରାଇବା ସହ ବଦଳିଯାଇଛି ରୂପରେଖ। ସବୁଆଡେ ଦେଖାଯାଉଛି ଶ୍ରୀହିନ। ଏକ ମାସ ପରେ ବି ବାତ୍ୟା ବିପନ୍ନମାନେ ନିଜ ବାସସ୍ଥାନକୁ ନ ଫେରି ବିଭିନ୍ନ…

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ପାକିସ୍ତାନ ମୁକାବିଲା ଆଜି

ଲଣ୍ଡନ,୩।୫(ଏଏଫପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଆୟୋଜକ ତଥା ହଟ୍‌ ଫେଭରାଇଟ ଇଂଲଣ୍ଡ ସୋମବାର ୧୯୯୨ ଚାମ୍ପିୟନ ପାକିସ୍ତାନକୁ ଭେଟିବ। ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉପରେ ଏବେ ସାରା ବିଶ୍ୱର…

ଦକ୍ଷିଣ ଆଫ୍ରିକାକୁ ହରାଇଲା ବାଂଲାଦେଶ

ଲଣ୍ଡନ,୩।୬(ଏଏଫପି)- ଚଳିତ ବିଶ୍ୱକପ୍‌ରେ ବାଂଲାଦେଶ ପ୍ରଥମ ବିପର୍ଯ୍ୟୟ ଘଟାଇଛି। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଟୁର୍ନାମେଣ୍ଟର ପଞ୍ଚମ ମ୍ୟାଚ୍‌ରେ ବାଂଲାଦେଶ ୨୧ ରନରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା…

ବୋପାନ୍ନା ଆଉଟ୍‌

ପ୍ୟାରିସ, ୩ା୬ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ ରେମାନିଆନ ପାର୍ଟନର ମାରିଅସ୍‌ କୋପିଲ୍‌ ଫ୍ରେଞ୍ଚ ଓପନ୍‌ ଟେନିସ୍‌ରୁ ବିଦାୟ ନେଇଛନ୍ତି। ରବିବାର ପୁରୁଷ ଡବଲ୍ସର ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ସର୍ବୀୟ ଯୋଡ଼ି ଡୁସାନ ଲାଜୋଭିକ୍‌ ଏବଂ ଜାଙ୍କୋ…

ଅନ୍ଧାରରେ ରୋଗୀ, ପ୍ରତିକାର ନାହିଁ

ଚମ୍ପୁଆ,୩ା୬(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଡିଜି ଓ ଇନ୍‌ଭର୍ଟର ଥିଲେ ମଧ୍ୟ ବିଦ୍ୟୁତ୍‌ କାଟ୍‌ ସମୟରେ ରୋଗୀମାନେ ଅନ୍ଧାରରେ ରହୁଛନ୍ତି। ଅସହ୍ୟ ଗରମ ସହିବାକୁ ପଡୁଛି। ବିଭିନ୍ନ ସମୟରେ ଲୋ- ଭୋଲଟେଜ୍‌ ସମସ୍ୟା ଯୋଗୁ ୱାର୍ଡଗୁଡିକରେ ବଲ୍‌ବ ଜଳୁଥିଲେ…

ମରାମତି ହେଉନି ଯାତ୍ରୀ ବିଶ୍ରାମାଗାର

ବଅଁରପାଳ, ୩ା୬(ଡି.ଏନ.ଏ.) ବଅଁରପାଳ ବ୍ଲକ ବଳରାମପ୍ରସାଦ ଠାରେ ଥିବା ଯାତ୍ରୀ ବିଶ୍ରାମାଗାରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହାର ମରାମତି କରାଯାଉ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ହେଲା ବିଶ୍ରାମାଗାରଟି ଶୋଚନୀୟ ଅବସ୍ଥାରେ ଥିଲେ ମଧ୍ୟ ଏଥିପ୍ରତି…

ଆର୍‌ଆଇଙ୍କୁ ମାଡ଼ ମାରି ଜଣେ ଗିରଫ

ଢେଙ୍କିକୋଟ, ୩ା୬(ଡି.ଏନ୍‌.ଏ.) -ଘଟଗାଁ ତହସିଲ ଅଧୀନ ପିପିଳିଆ ରାଜସ୍ବ ନିରୀକ୍ଷକଙ୍କୁ ମାଡ଼ ମାରି ଜଣେ ଗିରଫ ହୋଇଥିବାବେଳେ ଅନ୍ୟ ଜଣେ ଫେରାର ଥିବା ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ପଞ୍ଚାୟତ ମଣ୍ଡାଟାଙ୍ଗର ଗ୍ରାମରେ ଜଣେ ବ୍ୟକ୍ତି…

ଜୀବନ ନେବାକୁ ଚାହିଁଛି ଲୁହାଛଡ଼

ବ୍ରହ୍ମପୁର ଅଫିସ୍‌,୩ା୬-ରାମଲିଙ୍ଗମ୍‌ ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମନ୍ଥରଗତିରେ ଚାଲିଛି। ଫଳରେ ଏହି ପୋଖରୀର ତିନି ପାଖରେ ଥିବା ରାସ୍ତାରେ ଯାତାୟାତରେ ଅସୁବିଧା ହେଉଛି। ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ରହିବା ଫଳରେ ଲୁହା ଛଡ଼ ପଦାକୁ ବାହାରିଛି। ଅନେକ ସ୍ଥାନରେ ଲମ୍ବା ଲୁହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?