କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଷ୍ଟାଲିନ୍
ଚେନ୍ନାଇ,୩।୬: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ଅଧ୍ୟକ୍ଷ ସ୍ବର୍ଗତଃ ଏମ୍ କରୁଣାନିଧିଙ୍କୁ ତାଙ୍କ ୯୫ ତମ ଜନ୍ମ ଦିବସ ଉପଲକ୍ଷେ ଦଳର ବହୁ ନେତା ଓ ତାଙ୍କ ପୁଅ ତଥା ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନ୍ ସୋମବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।…
ବ୍ଲଡପ୍ରେସର
ଆମ ଶରୀରରେ ରକ୍ତ ସଂଚାଳନ ସକ୍ରିୟ ରହିବା ଦରକାର। ଏଥିରେ ଅସନ୍ତୁଳନ ପରିଲକ୍ଷିତ ହେଲେ ତାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଅସନ୍ତୁଳିତ ରକ୍ତ ସଂଚାଳନକୁ ବ୍ଲଡପ୍ରେସର ବା ରକ୍ତଚାପ ବୋଲି କୁହାଯାଏ। ଏପରି ସମସ୍ୟା ଦେଖାଦେଲେ ସେଥିପ୍ରତି ସତର୍କ ରହିବା…
ଧାତୁ ଦୌର୍ବଲ୍ୟ
”ଶୈଶବାବସ୍ଥାରେ ସପ୍ତମଧାତୁ ଶୁକ୍ର ଶରୀରରେ ଗୁପ୍ତାବସ୍ଥାରେ ରହିଥାଏ। ଯୌବନ ପ୍ରାରମ୍ଭାବସ୍ଥାରେ ଏହା ପ୍ରକଟ ହେବା ସହ ବୟସ ବଢ଼ିବା ସଙ୍ଗେସଙ୍ଗେ ଉତ୍ପାଦନ ବଢ଼େ ଏବଂ ଚାଳିଶ ବର୍ଷ ବୟସ ପରେ ଧୀରେ ଧୀରେ ଏହାର ଉତ୍ପାଦନ ହାର କମେ। ତେଣୁ ଏହି…
ତମାଖୁ ସେବନଓ ଫୁସ୍ଫୁସ୍ ଧୂଆଁ
ଆମ ଶରୀରରେ ଫୁସ୍ଫୁସ୍ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏହା ରକ୍ତରେ ଥିବା ହିମୋଗ୍ଲୋବିନକୁ ଅମ୍ଳଜାନ ସଂଯୁକ୍ତ କରିଥାଏ- ଅର୍ଥାତ୍ ହୃଦ୍ଯନ୍ତ୍ରରୁ ଆସୁଥିବା ଅପରିଷ୍କାର ରକ୍ତ (ଯାହାକି ବିଭିନ୍ନ ଶିରା ଦ୍ୱାରା ସଂଗୃହୀତ ହୋଇଥାଏ), ଏହିଠାରେ ଅମ୍ଳଜାନ ସଂଯୁକ୍ତ ହୋଇ ପରିଷ୍କାର…
ଦିଦିଙ୍କ ପାଖକୁ ‘ଗେଟ୍ ଓ୍ବେଲ୍ ସୁନ୍’ କାର୍ଡ ପଠାଇବ ଭାଜପା
କୋଲକତା,୩।୬: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ହରଡ଼ଘଣାରେ ପକାଇବା ପାଇଁ ଭାଜପା ପକ୍ଷରୁ ଉଦ୍ୟମ କରାଯାଉଛି। ଗତ ସପ୍ତାହରେ ଜୟ ଶ୍ରୀରାମ କାର୍ଡକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ମମତା ଦିଦି ମାନସିକସ୍ତରରେ ଅସୁସ୍ଥ ଥିବା ଦର୍ଶାଇ ଭାଜପା ‘ଗେଟ୍ ଓ୍ବେଲ୍ ସୁନ୍’…
ଟ୍ରକ ଧକ୍କାରେ ଦୁଇ ଜଣଙ୍କ ଜୀବନ ଗଲା
ରାଇସୁଆଁ,୩ା୬(ଡି.ଏନ୍.ଏ.): କେନ୍ଦୁଝର ଜିଲା ସଦର ଥାନା ନିକଟରେ ସୋମବାର ସକାଳେ ଏକ ଟ୍ରକ ଧକ୍କା ଦେବାରୁ ରାଇସୁଆଁର ଜଣେ ଯୁବତୀ ଓ ଜଣେ ମହିଳାଙ୍କ ଜୀବନ ଯାଇଛି। ମୃତକ ଦୁଇଜଣ ପ୍ରାତଃ ଭ୍ରମଣରେ ଯାଇଥିଲେ।
ଟ୍ରେନ୍ରେ ଡକାୟତି ଯୋଜନା: ଗ୍ୟାଙ୍ଗର ୬ ଗିରଫ
ବ୍ରହ୍ମପୁର ଅଫିସ,୩ା୬ : ବ୍ରହ୍ମପୁର ରେଳବାଇ ପୋଲିସ ଶନିବାର ବିଳମ୍ବିତ ରାତିରେ ୪ ନମ୍ବର ପ୍ଲାଟଫର୍ମରୁ କୋଣାର୍କ ଏକ୍ସପ୍ରେସରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡଙ୍କ ସମେତ ୬ ଜଣଙ୍କୁ କାବୁ କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ବିହାର ଅଞ୍ଚଳର…
ଗୋଟିଏ ଦିନରେ ୨୬ ଲକ୍ଷ ଟଙ୍କାର ଚକୋଲେଟ କିଣି ମହିଳା ଚର୍ଚ୍ଚାରେ
ସାଧାରଣ ଲୋକଙ୍କୁ ୨୬ ଲକ୍ଷ ଟଙ୍କା ରୋଜଗାର କରିବାକୁ ବର୍ଷ ବର୍ଷ ସମୟ ଲାଗିଯାଇଥାଏ। ଯେଉଁ ଟଙ୍କାକୁ ରୋଜଗାର କରିବାକୁ ଏତେ ସମୟ ଲାଗିଥାଏ ସେହି ଟଙ୍କାକୁ ଖର୍ଚ୍ଚ କରିବାକୁ ମଧ୍ୟ ଇଚ୍ଛା ହୋଇ ନ ଥାଏ। ତେବେ ଆପଣ ଜାଣି…
ୟୁଏସ୍ ଭିଜା ପାଇଁ ଆବେଦନ; ଦେବାକୁ ହେବ ୫ ବର୍ଷର ସୋସିଆଲ ମିଡିଆ ରେକର୍ଡ
ଓ୍ବାଶିଂଟନ,୩-୬: ଆମେରିକାର ଟ୍ରମ୍ପ ସରକାର ଭିଜା ନିୟମରେ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଏଣିକି ଭିଜା ଆବେଦନ କରିବା ବେଳେ ଆବେଦନକାରୀଙ୍କୁ ନିଜର ସୋସିଆଲ ମିଡିଆରେ ଥିବା ଆକାଉଣ୍ଟ ନାମ ଏବଂ ଗତ ୫ ବର୍ଷର ସମସ୍ତ ତଥ୍ୟ ଦେବାକୁ…
ପରାଜୟ ପରେ କାର୍ଯ୍ୟକର୍ତ୍ତାଙ୍କୁ ବିଦା କଲେ ମାୟାବତୀ
ଲକ୍ଷ୍ନୌ,୩ା୬(ଆଇଏଏନ୍ଏସ୍): ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଏସ୍ପି ସୁପ୍ରିମୋ ମାୟାବତୀ ୬ ରାଜ୍ୟର ନିର୍ବାଚନ ସଂଯୋଜକ ଏବଂ ଦୁଇ ରାଜ୍ୟର ବିଏସ୍ପି ସଭାପତିଙ୍କୁ ବିଦା କରିଛନ୍ତି। ଉତ୍ତରାଖଣ୍ଡ, ବିହାର, ଝାଡଖଣ୍ଡ, ରାଜସ୍ଥାନ, ଗୁଜରାଟ ଏବଂ ଓଡିଶାର ବିଏସ୍ପି ସଂଯୋଜକଙ୍କୁ…
କାଟ୍ରିନାଙ୍କ ଆଖିକୁ ନିଦ ନାହିଁ
ମୁମ୍ବାଇ: ଜୁନ୍ ୫ରେ ରିଲିଜ୍ ହେବାକୁ ଯାଉଛି କାଟ୍ରିନା କୈଫ୍ ଅଭିନୀତ ବଲିଉଡ୍ ଚଳଚ୍ଚିତ୍ର ‘ଭାରତ’। ଏଥିଲାଗି ତାଙ୍କ ଆଖିରେ ନିଦ ନ ଥିବା କାଟ୍ରିନା କହିଛନ୍ତି। ରାତି ତମାମ୍ ଉଜାଗର ରହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଦର୍ଶକ କିପରି ଗ୍ରହଣ…
ଜେଟ୍ର ୨୦୦୦ ଷ୍ଟାଫ୍ଙ୍କୁ ନିଯୁକ୍ତି ଦେବ ସ୍ପାଇସ୍ଜେଟ୍
ନୂଆଦିଲ୍ଲୀ,୩-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ସ୍ପାଇସ୍ଜେଟ୍ ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଜେଟ୍ ଏୟାରଓ୍ବେଜ୍ର ୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ। ସ୍ପାଇସ୍ଜେଟ୍ ସିଏମ୍ଡି ଅଜୟ ସିଂ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ, ଜେଟ୍ ଏୟାରଓ୍ବେଜ୍ର କର୍ମଚାରୀଙ୍କୁ କମ୍ପାନୀ…

