ପାକିସ୍ତାନକୁ ହରାଇବାର ପ୍ରତିଶୋଧ ନେବି: ଅମିର ଖାନ୍
ଲଣ୍ଡନ, ୧୮।୬: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତ ନିକଟରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ବୃହତ୍ ପରାଜୟକୁ ସହଜରେ ହଜମ କରିପାରି ନାହାନ୍ତି ପୂର୍ବତନ ଖେଳାଳି ଏବଂ ପାକିସ୍ତାନ ମିଡିଆ। ସୋସିଆଲ ମିଡିଆଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ପାକିସ୍ତାନ ଟିମ୍…
ସୋନିଆଙ୍କ ପୋଷ୍ଟର ଭାଇରାଲ: ଲକ୍ଷ୍ମୀବାଇଙ୍କ ସହ ତୁଳନା କଲେ ସମର୍ଥକ
ନୂଆଦିଲ୍ଲୀ,୧୮।୬: କଂଗ୍ରେସ ଦଳ ନିଜ ରାଜନୈତିକ ଇତିହାସରେ ଲଗାତାର ଭାବେ ୨ଥର ଶୋଚନୀୟ ପରାଜୟର ସାମ୍ନା କରିଛି। ୨୦୧୪ ନିର୍ବାଚନରେ ୪୪ଆସନରେ ପଛରେ ରହିଥିବା ବେଳେ ଚଳିତ ଥର ୫୨ ଆସନରେ ବିରୋଧୀ ଦଳଠାରୁ କଂଗ୍ରେସ ପଛରେ ରହିଛି। ତେବେ ଦଳର…
ଥରିଲା ଆଣ୍ଡାମାନ୍-ନିକୋବର: ଆତଙ୍କିତ ଲୋକେ
ପୋର୍ଟବ୍ଲେୟାର,୧୮।୬: ଆଣ୍ଡାମାନ-ନିକୋବରରେ ମଙ୍ଗଳବାର ଭୋର୍ ୩ଟା ୪୯ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଶୋଇଥିବା ଅବସ୍ଥାରେ ଭୂକମ୍ପ ହେବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଭୟରେ…
ଶପଥ ଗ୍ରହଣ ପରେ ଦସ୍ତଖତ କରିବାକୁ ଭୁଲିଗଲେ ରାହୁଲ
ନୂଆଦିଲ୍ଲୀ,୧୮।୬: ଲୋକ ସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସୋମବାର ଏମ୍ପି ଭାବେ ପ୍ରାୟ ୨୬ ଜଣ ସଦସ୍ୟ ଶପଥ ନେଇଥିଲେ। ଏମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ସାମିଲ ଥିଲେ। ୪ର୍ଥ ଥର ଲାଗି ଲୋକ ସଭା…
ବିଶ୍ୱକପ୍ ପାଇଁ ସ୍ବତନ୍ତ୍ର ଲକେଟ୍ ପିନ୍ଧିଲେ ପାଣ୍ଡ୍ୟା
ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ନିଆରା ଲୁକ୍ ପାଇଁ ପ୍ରସିଦ୍ଧ। କିମ୍ବଦନ୍ତୀ ଫୁଟବଲର ନିଏମାରଙ୍କୁ ଅନୁକରଣ କରୁଥିବା ପାଣ୍ଡ୍ୟା ତାଙ୍କ ଭଳି ହେୟାର୍ଷ୍ଟାଇଲ୍ ମଧ୍ୟ କରିଛନ୍ତି। ପାଣ୍ଡ୍ୟାଙ୍କ ଆଉ ଏକ ପସନ୍ଦ ହେଉଛି ହୀରା। ଯାହାର ଖୁଲାସା…
ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର, ୧୮।୬(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୩ଟି ପଦବୀ ପାଇଁ ହେବାକୁ ଥିବା ଏହି ଉପନିର୍ବାଚନ ଲାଗି ପୃଥର ପୃଥକ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଜୁନ୍ ୨୫ ତାରିଖ…
ବାଲେଶ୍ୱର-ଫୁଲାଡ଼ି ରାସ୍ତାରୁ ବ୍ରାଉନ୍ସୁଗାର ଜବତ: ୪ ଗିରଫ
ବାଲେଶ୍ୱର ଅଫିସ,୧୮।୬: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ପୋଲିସ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରି ବାଲେଶ୍ୱର-ଫୁଲାଡ଼ି ରାସ୍ତାରୁ ଏକ କାରରେ ଯାଉଥିବା ୧ କିଲୋରୁ ଊଦ୍ଧର୍ବ ବ୍ରାଉନସୁଗାର ଜବତ କରିଛି। ଏହା ସହ ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ…
ସିକିମ୍ରେ ବାଦଲ ଫଟା ବର୍ଷା: ୩ ଶହରୁ ଅଧିକ ପର୍ଯ୍ୟଟକ ଜଳବନ୍ଦୀ
ଗାଙ୍ଗଟକ୍,୧୮।୬: ସିକିମ୍ରେ ବାଦଲ ଫଟା ବର୍ଷା ହୋଇଛି। ସ୍ଥାନୀୟ ଚୁଙ୍ଗ୍ ଥାଙ୍ଗ୍ରେରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଏଠାକୁ ବୁଲି ଆସିଥିବା ୩ ଶହରୁ ଅଧିକ ପର୍ଯ୍ୟଟକ ଜଳବନ୍ଦୀ ହୋଇଥିବା କୁହାଯାଉଛି। ବର୍ଷା ଲାଗି ରହିବାରୁ ଚୁଙ୍ଗ୍ ଥାଙ୍ଗ୍-ଲାଚେନ୍-ଥାଙ୍ଗୁ ମଧ୍ୟରେ…
ସାନିଟାରୀ ନାପକିନ୍ରେ ଲୁଚାଇରଖିଥିଲେ ୩ କୋଟି ଟଙ୍କାର ଡ୍ରଗ୍ସ: ମହିଳା ଗିରଫ
ବେଙ୍ଗାଲୁରୁ, ୧୮।୬: କର୍ନାଟକର କେମ୍ପେଗୌଡା ଜାତୀୟ ବିମାନବନ୍ଦରରେ ଶନିବାର ଡ୍ରଗ୍ସ କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ମହିଳାଜଣଙ୍କ ସାନିଟାରୀ ନାପକିନ୍ ଭିତରେ ୩ କୋଟି ଟଙ୍କାର ଡ୍ରଗ୍ସ ନେଇଆସୁଥିଲେ। ମହିଳାଙ୍କ ସହ ଅନ୍ୟ ୩ ଲୋକ ଆସୁଥିଲେ…
ଖାଦ୍ୟ ରୁଚି: ପୁରି
ଏମିତିରେ ଅଟା କିମ୍ବା ମଇଦାରେ ପ୍ରସ୍ତୁତ ପୁରି ସମସ୍ତେ ଖାଇଥାନ୍ତି । ହେଲେ ଆପଣ ଚାହିଁଲେ ଏଥିରେ କିଛି ନୂଆ ଟେଷ୍ଟ ଆଡ୍ କରି ପାରିବେ । ଆସନ୍ତୁ ଜାଣିବା ବିଭିନ୍ନ ପ୍ରକାର ପୁରି ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ… ବିଟ୍ ପୁରି…
ସୁନ୍ଦର କେଶ ପାଇଁ ଘରୋଇ ଉପାୟ
କେଶ ନାରୀ ସୌନ୍ଦର୍ଯ୍ୟର ଅଭିନ୍ନ ଅଙ୍ଗ। ତେଣୁ ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତେ ଚାହାନ୍ତି। ଯଦି ଆପଣ ବି ନିଜ କେଶକୁ ମଜଭୁତ ଏବଂ ସୁନ୍ଦର କରିବାକୁ ଚାହାନ୍ତି ତେବେ ଜାଣି ରଖନ୍ତୁ କେତୋଟି ଘରୋଇ ଉପାୟ… ଗୋଟିଏ ଅଣ୍ଡା,…
ସୁଖ ନିଦ୍ରା ଲାଗି…
ଏକ ସୁସ୍ଥ ଜୀବନ ଲାଗି ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ନିତାନ୍ତ ଆବଶ୍ୟକ। ହେଲେ ବର୍ତ୍ତମାନ କାର୍ଯ୍ୟ ବ୍ୟସ୍ତତା ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ମହିଳା ନିଦ୍ରାହୀନତା ଭୋଗୁଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ବିଭିନ୍ନ ସାସ୍ଥ୍ୟ ସମସ୍ୟାର କାରଣ ସାଜୁଛି।…

