Home Left

ଆଇଟମ୍‌ ସଙ୍ଗକୁ ନେଇ କ’ଣ କହିଲେ କ୍ରିତି

ମୁମ୍ବାଇ: ବଲିଉଡରେ ଖୁବ୍‌ କମ୍‌ ସମୟ ପାଇଁ ନଜର ଆସିଥିଲେ ବି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନାୟିକା କ୍ରିତି ସାନନ୍‌। ଆଇଟମ୍‌ ସଙ୍ଗରେ ସେ ଦର୍ଶକଙ୍କ ମନ ଜିଣିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ତାଙ୍କୁ ଆଇଟମ୍‌ ସଙ୍ଗ…

ମଝି ଆକାଶରେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ପାଇଲଟ ମୃତ

ଓ୍ବିଲିଂଟନ୍‌,୧୬।୬: ନ୍ୟୁଜିଲାଣ୍ଡ୍‌ରେ ମଝି ଆକାଶରେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବିମାନରେ ଥିବା ୨ ପାଇଲଟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ୪ ଜଣ ଲୋକ ଧକ୍କା ଲାଗିବା ପୂର୍ବରୁ ପାରାଚୁଟ୍‌ରେ ତଳକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ…

ଜୁନ୍‌ ୨୧ରେ କାହିଁକି ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ

ନୂଆଦିଲ୍ଲୀ,୧୬।୬: ଜୁନ୍‌ ୨୧ରେ ବିଶ୍ୱସ୍ତରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥାଏ। ଏହି ଦିନକୁ ଚୟନ କରିବା ପଛରେ ରହିଛି ଏକ କାରଣ। ଏହି ଦିନ ଉତ୍ତରଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ହୋଇଥାଏ। ଏହି ଦିନଠାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ହୋଇଥାଏ। ଏହି…

ବିଶ୍ୱକପ୍‌କୁ ନେଇ ଉତ୍ସାହିତ ଯବାନ

ଶ୍ରୀନଗର,୧୬।୬: ବିଶ୍ୱ କପ୍‌ କ୍ରିକେଟକୁ ନେଇ ସବୁଆଡେ ଚର୍ଚ୍ଚା। ବିଶେଷ କରି ଭାରତ ପାକିସ୍ତାନ ମ୍ୟାଚକୁ ଯେମିତି କେହି ହାତଛଡା କରିବାକୁ ଚାହାଁନ୍ତି ନାହିଁ। ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ ପୂର୍ବରୁ ଜମ୍ମୁ-କଶ୍ମୀର ସୀମାରେ ଥିବା ବିଏସ୍‌ଏଫ୍‌…

ପ୍ରଥମେ ବ୍ୟାଟିଂ ଭାରତ

ମାଞ୍ଚେଷ୍ଟର,୧୬।୬(ପିଟି): ଏଠାରେ ଭାରତ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ବର୍ଷା ହେବାର ସମ୍ଭାବନା ଥିବାରୁ ସର୍ଫରାଜ ଅହମ୍ମଦ ଏହି ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିବ।…

ଓ୍ବାର୍ଲଡ କପ୍‌ ପ୍ରେମ: ସୁନାରେ ବ୍ୟାଟ, ବଲ ତିଆରି କଲେ ଯୁବକ

ଅହମ୍ମଦାବାଦ,୧୬।୬: ଗୁଜରାଟ ଅହମ୍ମଦାବଦର ମନିଷ ସୋନୀ ନାମକ ଜଣେ ଯୁବକ ଏବେ ଖୁବ୍‌ ଚର୍ଚ୍ଚାରେ। କ୍ରିକେଟ ଓ୍ବାର୍ଲଡ କପ୍‌ ଚାଲିଥିବା ସମୟରେ ସେ ସୁନାରେ କ୍ରିକେଟ ବ୍ୟାଟ, ବଲ୍‌, ଷ୍ଟମ୍ପ, ବେଲ୍‌ ଆଦି ତିଆରି କରିଛନ୍ତି। କ୍ରିକେଟର ହେବାକୁ ପିଲାବେଳୁ ଇଚ୍ଛା…

ବିଏସ୍‌ଏଫ୍‌ ଅପରେଶନ : ଧରାପଡ଼ିଲେ କ୍ୟାଡର ମାଓବାଦୀ

ମାଲକାନଗିରି,୧୬ା୬(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ବିଏସ୍‌ଏଫ୍‌ଙ୍କ ଅପରେଶନରେ ଧରାପଡ଼ିଛନ୍ତି କ୍ୟାଡର ମାଓବାଦୀ ଚନ୍ଦ୍ର ସିସା ଓରଫ ଚନ୍ଦନ। ଆନ୍ଧ୍ର-ଓଡ଼ିଶା ଜୋନାଲ ବର୍ଡର କମିଟିର ସେ ସଦସ୍ୟ ଥିଲେ। ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ତେବେ…

ରାମମନ୍ଦିର ନିର୍ମାଣ ପାଇଁ ସରକାର ଆଣନ୍ତୁ ଅଧ୍ୟାଦେଶ: ଉଦ୍ଧବ ଠାକ୍‌ରେ

ଅଯୋଧ୍ୟା,୧୬।୬: ରାମମନ୍ଦିର ନିର୍ମାଣ ପାଇଁ ସରକାର ଅଧ୍ୟାଦେଶ ଆଣନ୍ତୁ ବୋଲି ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ରବିବାର କହିଛନ୍ତି। ସେ ଦଳର ନବନିର୍ବାଚିତ ୧୮ ଜଣ ଏମ୍‌ପି ସହିତ ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରି ଏଭଳି କହିଛନ୍ତି। ରାମମନ୍ଦିର କୌଣସି ରାଜନୈତିକ…

ତିହିଡ଼ିରେ ବିଜେଡିର ରଜ ଭେଟ: ପରାଜୟର ସମୀକ୍ଷା କଲେ ନେତା

ତିହିଡି,୧୬।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ତଳି ତିହିଡି ବ୍ଲକ ଅଧୀନ ଦୋଳସାହି ପଞ୍ଚାୟତର ବାସନ୍ତି ପଡିଆରେ ରବିବାର ମଧ୍ୟାହ୍ନରେ ବିଜେଡିର ରଜ ଭେଟି ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବ୍ଲକ ଅଧ୍ୟକ୍ଷ କମଳାକାନ୍ତ ଭୋଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ…

ଆରମ୍ଭ ହେଲା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ପ୍ରସ୍ତୁତି

କାଠମାଣ୍ଡୁ,୧୬।୬: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆସନ୍ତା ୨୧ ତାରିଖରେ ପାଳନ କରାଯିବ ଏହି ୫ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହାକୁ ଦୃଷ୍ଟିରେ ରଖି ନେପାଳର କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ତରଫରୁ ଏକ…

ହାତୀ ଉପଦ୍ରବ : ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ

ସଜନାଗଡ଼,୧୬ା୬(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ କୁଲାଡିହା ପାଦଦେଶ ତିନିକୋଶିଆ ସଂରକ୍ଷିତ ଜଙ୍ଗଲକୁ ୨୮ଟି ଝାଡ଼ଖଣ୍ଡୀ ହାତୀ ପଶି ଆସିଛନ୍ତି। ଏହି ହାତୀପଲ ଶନିବାର ବିଳମ୍ବିତ ରାତିରେ ସଜନାଗଡ଼ ପଞ୍ଚାୟତର ତେଣ୍ଡା ଗ୍ରାମ ପାଖ ସାତଘାଟି ଏବଂ ମୁଣ୍ଡଘୂରା…

ଜୋକ ଦ୍ୱାରା ରୋଗ ଚିକିତ୍ସା ୧୦ ବର୍ଷରେ ୧୩ ଗୁଣା ମହଙ୍ଗା: ବର୍ଷକୁ ୧୨ କୋଟି ଟଙ୍କାର ଜୋକ ବିକ୍ରି

ନାଗପୁର,୧୬।୬: ଆଧୁନିକ ଚିକିତ୍ସା ସତ୍ତ୍ୱେ କେତେକ ଜୋକ ଦ୍ୱାରା ରୋଗ ଚିକିତ୍ସା ପଦ୍ଧତି ପ୍ରତି ବେଶ୍‌ ଆକର୍ଷିତ ହେଉଛନ୍ତି। ଏହି ପଦ୍ଧତି ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି। ମହାରାଷ୍ଟ୍ରରେ ଏଭଳି ଚିକିତ୍ସା ପ୍ରତି ଲୋକଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ରହିଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?