Home Left

ଚର୍ମକୁଞ୍ଚନରୁ ଦୂରେଇ ରଖି ବାର୍ଦ୍ଧକ୍ୟରୁ ଯବାନ କରାଏ ଏହି ଫଳ

ଫଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ ଶରୀରକୁ ଶକ୍ତି ଯୋଗାଇଥାଏ। ମାତ୍ର କିଛି ଫଳର ଏପରି ଗୁଣ ରହିଛି, ଯାହା ବାର୍ଦ୍ଧକ୍ୟରୁ ଯୌବନ ରଖିବାରେ ସାହାଯ୍ୟ କରେ। ଏହି ଫଳର ନାମ ହେଉଛି ଡ୍ରାଗନ୍‌। ଏହାକୁ ପିତାୟା ମଧ୍ୟ କୁହାଯାଇଥାଏ।…

ଅଲାରନାଥ ପୀଠରେ ଅନବସର ଦର୍ଶନ ଆରମ୍ଭ

ବ୍ରହ୍ମଗିରି,୧୮।୬(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠରେ ମଙ୍ଗଳବାରଠାରୁ ଅନବସର ଦର୍ଶନ ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ୧୦୮ କଳସରେ ମହାସ୍ନାନ କରିବାପରେ ଅଣସର ପିଣ୍ଡିରେ ଗୁପ୍ତସେବା ପାଇବା ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ଭୋର ୪ଟାରୁ…

ନୀତୀଶଙ୍କ ମୁଜାଫରପୁର ଗସ୍ତ: ଲୋକେ କହିଲେ ଫେରିଯାଅ ମୁଖ୍ୟମନ୍ତ୍ରୀ

ପାଟନା, ୧୮।୬: ବିହାରରେ ମସ୍ତିଷ୍କ ଜ୍ୱରରେ ଶିଶୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଜାଫରପୁର ଗସ୍ତ କରିଛନ୍ତି। ତେବେ ଉପସ୍ଥିତ ଲୋକେ ଏପର୍ଯ୍ୟନ୍ତ ଶିଶୁ ମୃତ୍ୟୁ ଘଟଣାରେ ନୀତୀଶଙ୍କ ନିଦ ଭାଙ୍ଗି ନ ଥିବା…

ଉପବାଚସ୍ପତି ପ୍ରସ୍ତାବ ଆସିଲେ ବିଚାର କରାଯିବ: ପିନାକୀ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଉପବାଚସ୍ପତିି ପାଇଁ ପ୍ରସ୍ତାବ ଆସିଲେ ଏ ନେଇ ବିଚାର କରାଯିବ। ଲୋକ ସଭା ଉପବାଚସ୍ପତି ପଦ ନେଇ ବିଜେଡି ପକ୍ଷରୁ ସଂସଦୀୟ ଦଳ ନେତା ପିନାକୀ ମିଶ୍ର ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି। ସେ କହିଛନ୍ତି, ଏବେ ଉପବାଚସ୍ପତି…

ଯାଦୁ ଦେଖାଇବାକୁ ଯାଇ ଗଙ୍ଗାନଦୀରେ ବୁଡ଼ି ଜୀବନ ହାରିଲେ ଯାଦୁକର

କୋଲକାତା, ୧୮।୬: ଗଙ୍ଗାନଦୀରେ ଦୁଃସାହସିକ ଯାଦୁ ଦେଖାଇବାକୁ ଯାଇ ଯାଦୁକର ଚଞ୍ଚଳ ଲହରୀଙ୍କ ମୃତ୍ୟୁ ଘଟିଛି। ଗତ ୩୦ ଘଣ୍ଟା ହେବ ନିଖୋଜ ଥିବା ଚଞ୍ଚଳଙ୍କୁ ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି ପରେ ମଙ୍ଗଳବାର ଗଙ୍ଗାନଦୀ ଘାଟରୁ ତାଙ୍କ ମୃତଦେହ ଉଦ୍ଧାର…

ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ: ଆଉ ଏକ ନୂଆ ଭିଡିଓ ଶେୟାର କଲେ ମୋଦି

ନୂଆଦିଲ୍ଲୀ,୧୮।୬: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଆସନ୍ତା ୨୧ ତାରିଖରେ ପାଳନ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଥ୍ରିଡି ଆନିମେଟେଡ ଯୋଗ ଅପଲୋଡ କରୁଛନ୍ତି। ଏହି କ୍ରମରେ ସୋମବାର ମୋଦି…

ସନ୍ନି-ଧର୍ମେନ୍ଦ୍ରଙ୍କ ସହ ସେଲଫି ଦେଖାଇ ଲୋକଙ୍କୁ ଠକୁଥିଲେ ଟେଲର

ଚଣ୍ଡିଗଡ଼,୧୮।୬: ବଡ଼ ବଡ଼ ଫିଲ୍ମ ଷ୍ଟାର ଓ ଅଧିକାରୀଙ୍କ ସହ ସେଲଫି ଦେଖାଇ କିଛି ଲୋକ ଚତୁରତାର ସହ ସାଧାରଣ ଲୋକଙ୍କୁ ନିଜର ଠକେଇର ଶୀକାର କରିଥାନ୍ତି। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହରିୟାଣା ରାଜ୍ୟର ଫତେହାବାଦର ରତିଆ…

ଶହୀଦଙ୍କ ପୁଅକୁ କୋଳରେ ଧରି କୋହ ସମ୍ଭାଳି ପାରିଲେନି ଏସ୍‌ଏସ୍‌ପି

ଶ୍ରୀନଗର,୧୮।୬: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ପୋଲିସ ଅଧିକାରି ଅନ୍ୟଜଣେ ଶହୀଦ ପୋଲିସ ଅଧିକାରୀଙ୍କ ୪ ବର୍ଷର ପୁଅକୁ କୋଳରେ ଧରି କାନ୍ଦୁଥିବା ଦେଖିବାକୁ ମିଳିଛି। ଏହି ଫଟୋଟି ସମସ୍ତଙ୍କ ମନକୁ ଆନ୍ଦୋଳିତ…

ଶାହିଦ୍‌ କପୁରଙ୍କ ସହ ଡେଟ୍‌ରେ ଯିବାକୁ ଚାହୁଁଛନ୍ତି ଏହି ଅଭିନେତା

ନିକଟରେ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଅଭିନେତା ଅପରାଶକ୍ତି ଖୁରାନା ଏବେ ଶାହିଦ କପୁରଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି। ଏକ ଚାଟ୍‌ ଶୋ’ରେ ଭାଗ ନେବା ଅବସରରେ କେଉଁ ଅଭିନେତାଙ୍କ ସହ ରିଲେସନ୍‌ସିପ୍‌ରେ…

୩୮ ବର୍ଷ ହେବ ବିଜୁଳି ସଂଯୋଗ ନ ପାଇ ମନ୍ତ୍ରୀଙ୍କ ସାମ୍ନାରେ ବିଷ ପିଇଲେ ଚାଷୀ

ମୁମ୍ବାଇ,୧୮।୬: ମହାରାଷ୍ଟ୍ରର ଜଣେ ୩୯ ବର୍ଷୀୟ ଯୁବ ଚାଷୀ ବୁଲଦାନାଠାରେ ୨ଜଣ ମନ୍ତ୍ରୀଙ୍କ ସାମ୍ନାରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଈଶ୍ୱର ସୁପରାଓ ଖରତେ ନାମକ ଏହି ଚାଷୀ ଦୀର୍ଘ ପ୍ରାୟ ୩୮ ବର୍ଷ ହେବ ବିଜୁଳି ସଂଯୋଗ…

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନ ଶହୀଦ

କାମାକ୍ଷାନଗର, ୧୮।୬(ଡି.ଏନ୍‌.ଏ.): ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲାରେ ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି। ସେ ହେଲେ ଢେଙ୍କାନାଳ ଜିଲା କାମାକ୍ଷାନଗର ବଡସୁଆଁଳ ଗ୍ରାମର ଅଜିତ୍‌ ସାହୁ। ୨୦୧୫ ମସିହାରେ…

ଅନ୍ତର୍ଜାତୀୟ ଯୋଗ ଦିବସ: ଆୟୁର୍ବେଦ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିବ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ନ୍ୟୁୟର୍କ,୧୮।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଆୟୁର୍ବେଦ ଚିକିତ୍ସାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏକ ନୂତନ ପରିଚିତି ଦେବାକୁ ଯାଉଛି। ଏହି ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରାଯିବ। ଏଥିରେ ହାଇପରଟେନସନ୍‌, ଡାଇବେଟିସ୍‌,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?