୨୨ ମିଲିୟନ୍ ଫଲୋୟର୍ସ ହେବାରୁ କ୍ରିତି ଶେୟାର କଲେ ଏମିତି ଫଟୋ
ମୁମ୍ବାଇ: ହଟ୍ ଓ କ୍ୟୁଟ ଆକ୍ଟ୍ରେସ୍ କ୍ରିତି ସାନନ୍ ଏବେ ଖୁବ୍ ଖୁସି ଅଛନ୍ତି। କାରଣ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀଙ୍କ ଫଲୋୟର୍ସଙ୍କ ସଂଖ୍ୟା ୨୨ ମିଲିୟନରେ ପହଞ୍ଚିଛି। ଏଥିପାଇଁ ଖୁସି ଜାହିର୍ କରି କ୍ରିତି ସୋସିଆଲ ମିଡିଆରେ…
କଂଗ୍ରେସର ନୂଆ ରଣନୀତି: ଅଧିର ରଞ୍ଜନ ଚୌଧୁରୀ ଲୋକ ସଭା ନେତା ହେବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ,୧୮।୬: କଂଗ୍ରେସ ଦଳ ପକ୍ଷରୁ ଲୋକ ସଭାରେ ନେତା ପାଇଁ ପଶ୍ଚିମବଙ୍ଗର ଅଧିର ରଞ୍ଜନ ଚୌଧୁରୀଙ୍କ ନାମକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ ଏହି ପଦ ନେବାକୁ ମନା କରିବାରୁ କଂଗ୍ରେସ ବୈଠକରେ ଅଧିରଙ୍କ ନାମ ନେଇ ଚର୍ଚ୍ଚା…
ଶବାନାଙ୍କ ଚରିତ୍ରରେ ନଜର ଆସିବେ ସ୍ବରା
ମୁମ୍ବାଇ: ୧୯୮୨ରେ ପରଦାକୁ ଆସିଥିବା ମହେଶ ଭଟ୍ଟଙ୍କ ଫିଲ୍ମ ‘ଅର୍ଥ’ର ରିମେକ୍ ହେବାକୁ ଯାଉଛି। ପୂର୍ବ ଫିଲ୍ମରେ ଶବାନା ଆଜମୀ, ସ୍ମିତା ପାଟିଲ, ରାଜ କିରଣ ଓ କୁଲଭୂଷଣ ଖରବନ୍ଦା ଥିବା ବେଳେ ଏହା ସେମାନଙ୍କ କ୍ୟାରିୟରର ହିଟ୍ ଫିଲ୍ମ ସାବ୍ୟସ୍ତ…
ବସ୍ ଛାତରୁ ଭିଡ ରାସ୍ତାରେ ଗଳି ପଡିଲେ ୨୦ରୁ ଊର୍ଦ୍ଧ୍ୱ ଛାତ୍ର
ନୂଆଦିଲ୍ଲୀ,୧୮।୬: ଚେନ୍ନାଇରେ ବସ୍ ଡେ’ ପାଳନ ଅବସରରେ ଘଟିଛି ଏକ ଦୁର୍ଘଟଣା। ସୋମବାର ଏହି ଦିବସ ପାଳନ ଅବସରରେ କେତେଜଣ ଛାତ୍ର ଚଳନ୍ତା ବସ୍ ଛାତ ଉପରେ ଓ ଝରକାରେ ଚଢି ସ୍ଲୋଗନ୍ ଦେଉଥିଲେ। ହେଲେ ଏତିକି ବେଳେ ଏକ ଚଳନ୍ତା…
ସପ୍ତାହରେ ଦାନରେ ମିଳୁଛି ୧୪ ଲକ୍ଷ ଟଙ୍କା କଏନ୍: ଚିନ୍ତାରେ ଶିରିଡ଼ି ସାଇ ଟ୍ରଷ୍ଟ୍
ଶିରିଡ଼ି,୧୮।୬: ମହାରାଷ୍ଟ୍ରର ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ୍ ଏବେ ଚିନ୍ତାରେ ପଡ଼ିଛନ୍ତି। ମନ୍ଦିର ଦାନ ପେଟିରୁ ପ୍ରତି ସପ୍ତାହରେ ୧୪ ଲକ୍ଷ ଟଙ୍କାର କଏନ୍ ମିଳୁଛି। ତେବେ ଏତେ ସଂଖ୍ୟକ କଏନ୍ ବଦଳାଇବା କାଠିକର ପାଠ ହେଉଛି। ମନ୍ଦିର ସିଇଓ ଦୀପକ…
୧୫୦ ବର୍ଷର ପୁରୁଣା ସ୍କୁଲରେ ଟ୍ରେନ୍ ବଗିରେ ପାଠପଢ଼ିବେ ପିଲା
ମଦୁରାଇ,୧୮।୬: ୟୁକେର ଶିକ୍ଷା ବ୍ୟବସ୍ଥାର ଶୈଳୀ ଭଳି ଭାରତରେ ମଧ୍ୟ ପାଠପଢ଼ାକୁ ମଜାଳିଆ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଟ୍ରେନ୍ର ଖେଳନା ହେଉ କି ସତରେ ଏହାକୁ ଦେଖିବା ପାଇଁ ପିଲାମାନେ ବହୁତ ଭଲ ପାଆନ୍ତି। ଛୁଆମାନଙ୍କୁ ପାଠପଢ଼ା ପ୍ରତି…
ପ୍ରଶଂସକଙ୍କୁ ଅମିର, ମଲିକଙ୍କ ନିବେଦନ
ମାଞ୍ଚେଷ୍ଟର,୧୮।୬(ପିଟି)- ଭାରତଠାରୁ ମିଳିଥିବା ପରାଜୟ ପରେ ପାକିସ୍ତାନ ଦଳର ପ୍ରଶଂସକମାନେ ନିଜ ଦଳକୁ ସମାଲୋଚନା କରିବା ସହ ଖେଳାଳିଙ୍କୁ ଓ ତାଙ୍କ ପରିବାରବର୍ଗଙ୍କୁ ଖରାପ ଭାଷାରେ ଗାଳି ଦେଉଛନ୍ତି। ଏଥିରୁ ବିରତ ରହିବାକୁ ପେସର ମହମ୍ମଦ ଅମିର ପ୍ରଶଂସକଙ୍କୁ ନିବେଦନ କରିଛନ୍ତି।…
କର୍ନାଟକର କୃଷକ ତିଆରି କଲେ ଗଛରେ ଚଢି ପାରୁଥିବା ବାଇକ୍
ବେଙ୍ଗାଲୁର,୧୮।୬: ନଡ଼ିଆ ଓ ଗୁଆ ଗଛରେ ଚଢି ଫଳ ତୋଳିବା ବଡ କଷ୍ଟକର ବ୍ୟାପାର ହୋଇଥାଏ। ଏଥିପାଇଁ ଅନେକ ଲୋକ ଏହି ଫସଲ କରିବାକୁ ପଛଘୁଞ୍ଚା ଦେଇଥାଆନ୍ତି। ହେଲେ ଏବେ କର୍ନାଟକ ମଙ୍ଗାଲୁରୁରେ ରହୁଥିବା ଗଣପତି ଭଟ୍ଟ ନାମକ ଜଣେ କୃଷକ…
ବିହାର ଅଂଶୁଘାତରେ ତିନି ଦିନରେ ଗଲାଣି ୨୪୬ ଜୀବନ: ସଂସ୍କାର ପାଇଁ କାଠ ଅଭାବ
ପାଟଣା, ୧୮।୬: ବିହାରରେ ପ୍ରଚଣ୍ଡ ରୌନ୍ଦ୍ରତାପ ଯୋଗୁ ଜନଜୀବନ ଦୁର୍ବିସହ ହୋଇପଡିଛି। ସେଠାରେ ଅଂଶ୍ୁଘାତରେ ଗତ ୩ ଦିନ ମଧ୍ୟରେ ୨୪୬ଜଣଙ୍କ ଜୀବନ ଗଲାଣି। ପରିସ୍ଥିତି ଏପରି ହୋଇଛି ଯେ, ମୃତଦେହଗୁଡିକୁ ଦାହ ପାଇଁ କାଠର ଅଭାବ ପଡିଛି। ଗୟା, ନାଳନ୍ଦା,…
ସମ୍ପର୍କ ବିଚ୍ଛେଦ ପୂର୍ବରୁ ଦେଇଥାଏ କିଛି ସଙ୍କେତ: ଜାଣନ୍ତୁ ସେ ସମ୍ପର୍କରେ…
ପାର୍ଟନରଙ୍କ ମଧ୍ୟରେ ପ୍ରାୟ ସମୟ ଛୋଟବଡ଼ କଥାକୁ ନେଇ ଝଗଡା ହୋଇଥାଏ। ପରେ ପୁଣି ଏହାର ସମାଧାନ କରି ସେମାନେ ପୂର୍ବ ପରି ମିଶିଥା’ନ୍ତି। ମାତ୍ର ସବୁ ସମୟରେ ଏହା ଭାବିବା ଭୁଲ, ଯେଉଁଠି ଏହି ଛୋଟଛୋଟ ମନୋମାଳିନ୍ୟରେ ସମ୍ପର୍କ ଭାଙ୍ଗିବାର…
ବିହାରରେ ଚାଲିଛି ଶିଶୁ ହତ୍ୟା: ରାବ୍ରୀ
ପାଟନା,୧୮।୬: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶାସନରେ ଶିଶୁ ହତ୍ୟା ଚାଲିଛି ବୋଲି ଆର୍ଜେଡି ପକ୍ଷରୁ ରାବ୍ରୀ ଦେବୀ ଅଭିଯୋଗ କରିଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। ସରକାର ଶିଶୁ ମୃତ୍ୟୁ ନେଇ କୌଣସି ପଦକ୍ଷେପ ନେଉ ନ ଥିବା…
ମୌସୁମୀର ମଜା ନେବା ପୂର୍ବରୁ ଜାଣନ୍ତୁ, ଏହା ଜନିତ ସ୍ବାସ୍ଥ୍ୟ ସମସ୍ୟା: ଏଥିରୁ ବଞ୍ଚତ୍ବାର ୫ଟି ଉପାୟ
ପ୍ରଚଣ୍ଡ ତାତି, ଅସହ୍ୟ ଗରମ ପରେ ମୌସୁମୀର ଆଗମନ ଯେତିକି ଖୁସି ଦେଇଥାଏ, ତା’ଠୁ ଅଧିକ ଚିନ୍ତାରେ ପକାଇଥାଏ ଏହାଜନିତ ସଂକ୍ରମଣ ରୋଗ। ତେବେ ବର୍ଷାଦିନେ ପେଟ ସମସ୍ୟା, ପାଚନତନ୍ତ୍ର ସମସ୍ୟା ଦେଖାଯାଇଥାଏ। ମୌସୁମୀ ବର୍ଷାର ମଜା ନେବା ପୂର୍ବରୁ ଏହାଜନିତ…

