ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବାକୁ ଯୁବ କଂଗ୍ରେସକୁ ପ୍ରିୟଙ୍କାଙ୍କ ଆହ୍ବାନ
ନୂଆଦିଲ୍ଲୀ,୨୨।୬: ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବାକୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୁବକର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। ଏହାଦ୍ୱାରା ତୃଣମୂଳସ୍ତରରେ ସଂଗଠନ ମଜବୁତ ହୋଇପାରିବ ବୋଲି ସେ ଉତ୍ତରପ୍ରଦେଶ ଯୁବ କଂଗ୍ରେସ ଉଦ୍ଦେଶ୍ୟରେ କହିଛନ୍ତି। ଜନସାଧାରଣଙ୍କ ପାଖରେ ପହଞ୍ଚି ସେମାନଙ୍କ…
୧୫ ବର୍ଷର କ୍ୟାରିୟର ଭିତରେ ପ୍ରଥମ ଥର ମହାନାୟକଙ୍କ ସହ କାମ କରିବେ ଇମ୍ରାନ୍: ଆସିଲା ଫାଷ୍ଟ ଲୁକ୍
ମୁମ୍ବାଇ: କିସିଂ ବୟ ଇମ୍ରାନ ହାସ୍ମି ପ୍ରଥମ ଥର ଲାଗି ନିଜ କ୍ୟାରିୟରରେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ସହ କାମ କରିବାକୁ ଯାଉଛନ୍ତି। ଫିଲ୍ମ ‘ଚେହରେ’ରେ ସେ ଅମିତାଙ୍କ ସହ କାମ କରିବେ। କିସିଂ ବୟ କିଛି ବର୍ଷ ହେବ…
ପ୍ରଥମେ ବ୍ୟାଟିଂ କରିବ ଭାରତ
ସାଉଥାମ୍ପଟନ,୨୨।୬: ଏଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ବଡ଼ ସ୍କୋର ଛିଡ଼ କରିବା ଉଦ୍ଦେଶ୍ୟ ରଖି ଏହି ନିଷ୍ପତ୍ତି ନେଇଥିବା ଅଧିନାୟକ ବିରାଟ କୋହଲି କହିଛନ୍ତି। ଆହତ…
ହାଓ୍ବାଇରେ ବିମାନ ଦୁର୍ଘଟଣା: ୯ ମୃତ
ହୋନୋଲୁଲୁ,୨୨।୬: ହାଓ୍ବାଇରେ ଏକ ଦୁଇ ଇଞ୍ଜିନ ବିଶିଷ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କିଙ୍ଗ୍ ଏୟାର ବିମାନଟି ଧିଲିଘାଂମ୍ ବିମାନ…
ପାରିକରଙ୍କ ପୋଷ୍ୟ ଗ୍ରାମ ବୁଲିଲେ ସ୍ମୃତି, ସାଓ୍ବନ୍ତ
ପଣଜୀ,୨୨।୬: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ମନୋହର ପାରିକର ଆମେଥିର ଯେଉଁ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ସେହି ଗ୍ରାମ ଗସ୍ତରେ ଶନିବାର ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ। ଏଠାରେ ସେ ସାଧାରଣ…
ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ସମୟ ସୀମା ବୃଦ୍ଧି
କଲମ୍ବୋ,୨୨।୬: ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତ ସମୟ ସୀମାକୁ ପୁଣି ବୃଦ୍ଧି କରାଯାଇଛି। ଏନେଇ ରାଷ୍ଟ୍ରପତି ମୈଥ୍ରୀପାଳ ସିରିସେନା ସୂଚନା ଦେଇଛନ୍ତି। ଏଠାରେ ଏପ୍ରିଲ୍ ୨୩ଠାରୁ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା। ଏହା ଶନିବାର ଶେଷ ହେଉଥିଲା। ତେବେ ଆସନ୍ତା ୧୦ ଦିନ…
ପଶ୍ଚିମବଙ୍ଗ ହିଂସା: ସ୍ଥିତି ପରଖିବାକୁ ପହଞ୍ଚିଲେ ଭାଜପାର ୩ ଜଣିଆ ଟିମ୍
କୋଲକାତା,୨୨।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ଏବେ ଏଠାକାର ସ୍ଥିତି ପରଖିବା ଲାଗି ଶନିବାର ଭାଜପାର ଏକ ୩ ଜଣିଆ ପ୍ରତିନିଧି ମଣ୍ଡଳ ଉତ୍ତର ୨୪ ପ୍ରଗଣା ଜିଲାର ଭାତପରାଠାରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଏସ୍.ଏସ୍. ଆଲୁଓ୍ବାଲିଆ,…
୧୪ବର୍ଷ ଜେଲ୍ଦଣ୍ଡ ଭୋଗୀ ମୃତ୍ୟୁର ୫ ବର୍ଷ ପରେ ଦେଶଦ୍ରୋହ ଅଭିଯୋଗରୁ ମୁକ୍ତ ହେଲେ ଅଭିଯୁକ୍ତ
କୋଲକତା,୨୨।୬: କୁହାଯାଏ ବିଳମ୍ବରେ ମିଳୁଥିବା ନ୍ୟାୟ ପ୍ରକୃତ ନ୍ୟାୟ ନୁହେଁ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ। ଦେଶଦ୍ରୋହ ଅପରାଧରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୩ ଜଣ ଅଭିଯୁକ୍ତଙ୍କୁ କୋଲକତା ହାଇକୋର୍ଟ ମୁକ୍ତ କରିଛନ୍ତି। ସେମାନଙ୍କୁ ୨୦୦୫ରେ ଏକ ନିମ୍ନ…
ପିତାଙ୍କ ସହ ଦେଖା କରିବାକୁ ରାଞ୍ଚି ପହଞ୍ଚିଲେ ତେଜ ପ୍ରତାପ
ପାଟନା,୨୨।୬: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସଜା କଟୁଥିବା ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଶନିବାର ରାଞ୍ଚି ପହଞ୍ଚିଛନ୍ତି ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ। ରାଜେନ୍ଦ୍ର ଆୟୁର୍ବେଦୀୟ ସଂସ୍ଥାନରେ ଲାଲୁଙ୍କର ଚିକିତ୍ସା ଚାଲିଥିବା ବେଳେ…
ମୁଜାଫରପୁର ହସ୍ପିଟାଲ ପଛରେ ମିଳିଲା ମାନବ କଙ୍କାଳ
ପାଟନା,୨୨।୬: ବିହାର ମୁଜାଫରପୁରରେ ଥିବା ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ମସ୍ତିଷ୍କ ଜ୍ୱରରେ ଶହ ଶହ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ଏହି ହସ୍ପିଟାଲ ପଛପଟେ ମାନବ କଙ୍କାଳ ମିଳିବା ଆଲୋଚନାର ବିଷୟ ପାଲଟିଛି। ତେବେ ଅପରିଚିତ ବ୍ୟକ୍ତିଙ୍କ…
ଲାହୁଲ-ସ୍ପୀତି ହେବ ଭାରତର ପ୍ରଥମ ଯକ୍ଷ୍ମା ମୁକ୍ତ ଜିଲା
କେଲାଙ୍ଗ୍,୨୨।୬: ହିମାଚଳପ୍ରଦେଶର ଲାହୁଲ-ସ୍ପୀତିକୁ ଖୁବ୍ ଶୀଘ୍ର ଭାରତର ପ୍ରଥମ ଯକ୍ଷ୍ମା ମୁକ୍ତ ଜିଲା ଭାବେ ଘୋଷଣା କରାଯିବ। ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏକ ବୈଠକରେ ଏସଡିଏମ୍ ଅମର ନେଗି ଏନେଇ ସୂଚନା ଦେଇଛନ୍ତି।…
ରିୟାଙ୍କ ପ୍ରେମରେ ଉବୁଟୁବୁ ସୁଶାନ୍ତ, ହେଲେ କହୁଛନ୍ତି ‘ସେ ମୋର ଭଲ ବନ୍ଧୁ’
ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନନ୍ଙ୍କ ସହ ବ୍ରେକ୍ଅପ୍ ପରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ କୁଆଡ଼େ ରିୟା ଚକ୍ରବର୍ତ୍ତୀଙ୍କ ପ୍ରେମରେ ପଡ଼ିଛନ୍ତି। କଥାଟିକୁ ଉଭୟ ସ୍ପଷ୍ଟ କରି ନ ଥିଲେ ସୁଦ୍ଧା ଦୁହେଁ ଏକାଠି ଅଧିକ ସମୟ ବିତାଉଛନ୍ତି। ଅନେକ କାର୍ଯ୍ୟକ୍ରମରେ…

