Home Left

ବିବାଦୀୟ ବୟାନ ଦେଲେ ମମତାଙ୍କ ପୁତୁରା: କହିଲେ, ‘ଜୟ ଶ୍ରୀରାମ’ର ଜବାବରେ କୁହ ‘ରାମ୍‌ ନାମ୍‌ ସତ୍ୟ ହେ’

କୋଲକାତା,୨୫।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଦ୍ୱିତୀୟ ନମ୍ବରର ପ୍ରଭାବଶାଳୀ ବ୍ୟକ୍ତି ଅଭିଷେକ ବାନାର୍ଜୀ ଜୟ ଶ୍ରୀରାମ ନାରା ଉପରେ ଚାଲିଥିବା ବିବାଦକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗର ସୋନାରପୁରରେ ଭାଜପାକୁ ଅଭିଷେକ…

ବଳାତ୍କାର ଉଦ୍ୟମ ପଡ଼ିଲା ମହଙ୍ଗା

ପ୍ରୟାଗରାଜ,୨୫।୬: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଦିନକୁ ଦିନ ବଳାତ୍କାର ମାମଲା ବଢ଼ିବାରେ ଲାଗିଛି। ଏହାରି ଭିତରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଖିରି ଥାନା ଅନ୍ତର୍ଗତ ଲାଲତାରା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା…

ନେଟ୍ସରେ ଭୁବିଙ୍କ ଅଭ୍ୟାସ

ନୂଆଦିଲ୍ଲୀ,୨୫।୬- ଭାରତୀୟ ଦଳର ମ୍ୟାନେଜମେଣ୍ଟକୁ ମଙ୍ଗଳବାର ବଡ଼ ଆଶ୍ୱସ୍ତି ମିଳିଛି। ପେସର ଭୁବନେଶ୍ୱର କୁମାର (ଭୁବି) ୩୦ରୁ ୩୫ ମିନିଟ୍‌ ଧରି ମାଞ୍ଚେଷ୍ଟରର ଇନ୍‌ଡୋର ନେଟ୍ସରେ ଅଭ୍ୟାସ କରିଛନ୍ତି। ଗୁରୁବାର ଓଲ୍ଡ ଟ୍ରାଫୋର୍ଡଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ମୁକାବିଲାରେ ତାଙ୍କ…

ହିମାଚଳ ପ୍ରଦେଶରେ ଭୂସ୍ଖଳନ

ଶିମଲା,୨୫।୬: ହିମାଚଳ ପ୍ରଦେଶ କିନୌର ଜିଲାର କଶଙ୍ଗ ନାଳ ନିକଟରେ ଭୂସ୍ଖଳନ ଯୋଗୁ ପାହାଡ଼ର ଏକ ଅଂଶ ଧସି ଯାଇଥିଲା। ଫଳରେ ନ୍ୟାସନାଲ ହାଇଓ୍ବେ-୫ରେ ରାସ୍ତା ଜାମ୍‌ ହେବା ସହ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। ଏହି ଘଟଣାର ପୁରା ଭିଡିଓ…

ଜିମ୍‌ରେ ବିରାଟଙ୍କ ଓ୍ବାର୍କ ଆଉଟ୍‌

ନୂଆଦିଲ୍ଲୀ,୨୫।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ଗୁରୁବାର ଓ୍ବେଷ୍ଟଇଣ୍ଡିଜକୁ ଭେଟିବାକୁ ଯାଉଛି। ମାଞ୍ଚେଷ୍ଟରଠାରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଜିମ୍‌ରେ ଝାଳ ବୁହା ପରିଶ୍ରମ କରିଛନ୍ତି। ତାଙ୍କର ଓ୍ବାର୍କ ଆଉଟ୍‌ ବେଳର ଏକ ଭିଡିଓ କୋହଲି…

ଅସଲି ନାଁରେ ବଲିଉଡ୍‌ ଚରିତ୍ର

ମୁମ୍ବାଇ: ବଲିଉଡ୍‌ରେ ଏମିତି କେତେଜଣ କଳାକାର ଅଛନ୍ତି ଯେଉଁମାନେ ଅଭିନୟ ସମୟରେ ନିଜ ନାଁ ରଖିବାକୁ ପସନ୍ଦ କରି ନ ଥାଆନ୍ତି। ହେଲେ ଏଠି ଆଉ କେତେଜଣ ଅଭିନେତ୍ରୀ ଅଭିନେତା ରହିଛନ୍ତି ଯେଉଁମାନେ ନିଜ ନିଜ ଅସଲ ନାଁକୁ ପରଦାରେ ବ୍ୟବହାର…

ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

କୋଲକାତା,୨୫।୬: ଚଳିତ ଦିନରେ ଶାଶୁ ବୋହୂଙ୍କ କଳି ସବୁବେଳେ ଶୁଣିବାକୁ ମିଳୁଥିବା ବେଳେ ପଶ୍ଚିମ ବଙ୍ଗରେ ଜଣେ ଶାଶୁ ବୋହୂ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ହାଓ୍ବଡା ଜିଲାର ସାଲିକାରେ ଜଣେ ଶାଶୁ ବୋହୂକୁ ବଞ୍ଚାଇବାକୁ ଯାଇ ନିଜ ପୁଅକୁ ଗୁଳି…

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଲାରା ମେଡିକାଲରେ ଭର୍ତ୍ତି

ମୁମ୍ବାଇ,୨୫।୬(ପିଟି)- ଓ୍ବେଷ୍ଟଇଣ୍ଡିଜ ଦଳର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ମଙ୍ଗଳବାର ମେଡିକଲାରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ସେ ଏବେ ସୁସ୍ଥ ଅଛନ୍ତି ଓ ତାଙ୍କୁ ତୁରନ୍ତ ଡିସଚାର୍ଜ କରାଯିବା ନେଇ ଜଣାପଡ଼ିଛି। ନିଜ ସମୟର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଛାତିରେ ଯନ୍ତ୍ରଣା…

୧୦୦୧ ଛିଦ୍ର ଥିବା ଧବଳ ଶିବଲିଙ୍ଗ ପୂଜା କଲେ ପୂରଣ ହୁଏ ସବୁ ମନସ୍କାମନା

ମଧ୍ୟପ୍ରଦେଶର ଶିବା ସହରରେ ରହିଛି ୧୦୦୧ ଛିତ୍ର ଥିବା ଧବଳ ଶିବଲିଙ୍ଗ। ଏଠାରେ ଥିବା ମହା ମୃତ୍ୟୁଞ୍ଜୟ ମନ୍ଦିରରେ ଏହି ଚମତ୍କାରି ଶିବ ଲିଙ୍ଗ ରହିଛି। ଏହାକୁ ଦେଖିବାକୁ ଦୂର ଦୂରାନ୍ତରରୁ ଭକ୍ତମାନେ ଆସିଥାଆନ୍ତି। ଏଠାରେ ଶିବଙ୍କୁ ମହାମୃତ୍ୟୁଞ୍ଜୟ ଭାବେ ପୂଜା…

ମହାକାଶରେ ୨୦୪ ଦିନ ରହିବା ପରେ ପୃଥିବୀକୁ ଫେରିଲେ ୩ ମହାକାଶଚାରୀ

ଓ୍ବାଶିଂଟନ,୨୫।୬: ମହାକାଶରେ ୨୦୪ ଦିନ ରହିବା ପରେ ୩ ମହାକାଶଚାରୀ ମଙ୍ଗଳବାର ପୃଥିବୀକୁ ଫେରିଛନ୍ତି। ସକାଳ ୮ଟା ୪୭ରେ ସେମାନେ କାଜାକସ୍ଥାନର କାରାଗାଣ୍ଡାଠାରେ ପୃଥିବୀ ପୃଷ୍ଠରେ ପାଦ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ନାସାର ମହାକାଶଚାରୀ ଆନେ ମ୍ୟାକ୍‌କ୍ଲେନ୍‌, ରୁଷିଆ ଅନ୍ତରୀକ୍ଷ ଯାତ୍ରୀ…

ପୁଣି ଥରେ ବୋହୂ ସାଜିଲେ ହେମା: ଫଟୋ ହେଲା ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଡ୍ରିମ୍‌ ଗର୍ଲଙ୍କ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଝିଅ ଇସା ଦେଓଲ ଏହି ଫଟୋଟି ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏବେ ଏହା ଭାଇରାଲ ହୋଇଛି। କିଛିଦିନ ତଳେ ଦ୍ୱିତୀୟ ସନ୍ତାନର ଜନନୀ ହୋଇଥିବା…

ଗ୍ଲୋବାଲ ଲିଗ୍‌ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଗୋନୀଙ୍କ ସନ୍ନ୍ୟାସ

ନୂଆଦିଲ୍ଲୀ,୨୫।୬- ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ର ଟରୋଣ୍ଟୋ ନ୍ୟାଶନାଲ୍ସ ଦଳର ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଥିବା ପୂର୍ବତନ ପେସର ମନପ୍ରୀତ ଗୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଯୁବରାଜ ସିଂଙ୍କ ପରେ ଦ୍ୱିତୀୟ ପଞ୍ଜାବୀ କ୍ରିକେଟର ଭାବେ ସେ ଅବସର ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?