ଚନ୍ଦ୍ରାବାବୁଙ୍କୁ ଝଟକା:ଭାଜପାରେ ମିଶିଲେ ୪ ଟିଡିପି ଏମ୍ପି
ନୂଆଦିଲ୍ଲୀ,୨୧।୬:ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡ଼ୁଙ୍କ ନେତୃତ୍ୱାଧୀନ ତେଲୁଗୁ ଦେଶମ୍ ପାର୍ଟି(ଟିଡିପି)ର ୪ ରାଜ୍ୟ ସଭା ସଦସ୍ୟ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଓ୍ବାଇ.ଏସ୍. ଚୌଧୁରୀ, ସି.ଏମ୍. ରମେଶ, ଜି. ପି. ମୋହନ ରାଓ ଏବଂ ଟି. ଜି.…
କର୍ମସ୍ଥଳରେ ବଢ଼ୁଛି ଯୌନ ଶୋଷଣ
ମୁମ୍ବାଇ,୨୧।୬:ଦେଶରେ ‘#ମି ଟୂ’ ଆନ୍ଦୋଳନ ସତ୍ତ୍ୱେ କାର୍ଯ୍ୟସ୍ଥଳରେ ଯୌନ ଶୋଷଣ ରୋକିବା ଲାଗି ଯେଉଁ ବିଧିବ୍ୟବସ୍ଥା ରହିଛି ତାହାକୁ ନିଯୁକ୍ତିଦାତା ଅନୁସରଣ କରୁନାହାନ୍ତି ବୋଲି ୫୦ ପ୍ରତିଶତ କର୍ମଜୀବୀ ମହିଳା ମତ ଦେଇଛନ୍ତି। ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହି ସୂଚନା…
ଫନୀ କ୍ଷୟକ୍ଷତି ଆକଳନ: ଓଡ଼ିଶାରେ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର,୨୧।୬ (ବ୍ୟୁରୋ): ବାତ୍ୟା ‘ଫନୀ’ କ୍ଷୟକ୍ଷତି ଆକଳନ କରିବାକୁ ଏକ ୪ ଜଣିଆ କେନ୍ଦ୍ରୀୟ ଟିମ୍ ୩ ଦିନିଆ ଓଡିଶା ଗସ୍ତରେ ଆସି ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହିି ଟିମ୍ ଶୁକ୍ରବାର ପୁରୀ ଜିଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ।…
ଶରୀର, ମନ ଓ ଆତ୍ମାକୁ ଯୋଡ଼େ ଯୋଗ
ନୂଆଦିଲ୍ଲୀ,୨୧।୬: ସଂସ୍କୃତର ‘ଯୁଜ୍’ ଧାତୁରୁ ଯୋଗର ଉତ୍ପତି; ଯାହାର ଅର୍ଥ ‘ଯୋଡ଼ିବା’। ଅର୍ଥାତ୍ ଶରୀର, ମନ ଏବଂ ଆତ୍ମାକୁ ଗୋଟିଏ ସୂତ୍ରରେ ଯୋଡ଼ିବା। ସ୍ପଷ୍ଟ ଶବ୍ଦରେ କହିଲେ, ଯୋଗର ଅର୍ଥ ଶାରୀରିକ ବ୍ୟାୟାମ, ଯେଉଁ ପ୍ରକ୍ରିୟାରେ ମନୁଷ୍ୟ ସୁସ୍ଥ ରହିବା ପାଇଁ…
ଘୁଞ୍ଚିଲା ଯୁକ୍ତ୨ ନାମଲେଖା ଅବଧି
ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଯୁକ୍ତ୨ ନାମଲେଖା ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଅବଧି ୫ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଅନ୍ଲାଇନ୍ ଆବେଦନର ଶେଷ ତାରିଖ ଜୁନ୍ ୨୦…
ଆୟୁଷ୍ମାନ ଭାରତ ଯୋଜନାରେ ବ୍ୟାପକ ଦୁର୍ନୀତି : ଡାକ୍ତର ଲୁଟିଛନ୍ତି ଚିକିତ୍ସା ଅର୍ଥ, କାଗଜକଲମରେ ରୋଗୀ ସେବା
ନୂଆଦିଲ୍ଲୀ,୨୧।୬(ଆଇଏଏନ୍ଏସ୍) : କେନ୍ଦ୍ର ସରକାରଙ୍କ ବୃହତ୍ ସ୍ବାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତରେ ଏକ ବଡ଼ଧରଣର ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ଗରିବ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଚିକିତ୍ସା ଅର୍ଥକୁ ଶତାଧିକ ଡାକ୍ତର ଲୁଟିନେଇ ନିଜ ପକେଟରେ ପୂରାଇଥିବା ଅଭିଯୋଗ ଆସିଛି। ଏହି…
ଧାଓ୍ବନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାନ୍ତ୍ୱନା
ନୂଆଦିଲ୍ଲୀ,୨୧।୬(ପି.ଟି.)- ତାରକା ତଥା ଅଭିଜ୍ଞ ଓପନର ଶିଖର ଧାଓ୍ବନ ଇଞ୍ଜୁରି କାରଣରୁ ଭାରତୀୟ ବିଶ୍ୱକପ୍ ଦଳରୁ ବାଦ ପଡିଛନ୍ତି। ଫଳରେ ଭାରତର ବିଶ୍ୱକପ୍ ଅଭିଯାନକୁ ଜବରଦସ୍ତ ଝଟ୍କା ଲାଗିଛି। ଧାଓ୍ବନ ମଧ୍ୟ ଏଥିରେ ନିରାଶ ହୋଇଛନ୍ତି। ଏଥିପାଇଁ ତାଙ୍କୁ ସବୁଆଡୁ ସମବେଦନାର…
ଭାରତରେ ଲଞ୍ଚ ହେବନି ଫେସ୍ବୁକ୍ କ୍ରିପ୍ଟୋକରେନ୍ସି
ନୂଆଦିଲ୍ଲୀ,୨୧-୬: ସୋସିଆଲ ମିଡିଆ କମ୍ପାନୀ ଫେସ୍ବୁକ ଭାରତରେ ନିଜର କ୍ରିପ୍ଟୋକରେନ୍ସି ‘ଲିବ୍ରା’କୁ ଲଞ୍ଚ କରିବ ନାହିଁ। ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ପୂର୍ବରୁ ଦେଶରେ କୌଣସି ପ୍ରକାର କ୍ରିପ୍ଟୋକରେନ୍ସିର ପ୍ରଚଳନକୁ ବ୍ୟାନ୍ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଫେସ୍ବୁକ ନିଜର…
୧୫ମାସରେ ଉଠିଯିବ ବନ୍ଦେ ଭାରତ ଏକ୍ସପ୍ରେସ୍ର ନିର୍ମାଣ ଖର୍ଚ୍ଚ
ନୂଆଦିଲ୍ଲୀ,୨୧-୬: ଦେଶର ପ୍ରଥମ ଇଞ୍ଜିନବିହୀନ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ମାସକୁ ୭ କୋଟି ଟଙ୍କା ଆୟ କରୁଛି। ଏଭଳି ହାରରେ ଆୟ ହୋଇଚାଲିଲେ ଆସନ୍ତା ୧୨ରୁ ୧୫ ମାସ ମଧ୍ୟରେ ଏହି ଟ୍ରେନ ନିର୍ମାଣରେ ହୋଇଥିବା ଖର୍ଚ୍ଚ ଆଦାୟ ହୋଇଯିବ…
ଇଲେକ୍ଟ୍ରିକ ଗାଡ଼ିର ରେଜିଷ୍ଟ୍ରେଶନ ଫିସ୍ ହେବ ଛାଡ଼
ନୂଆଦିଲ୍ଲୀ,୨୧-୬: ଦେଶରେ ପ୍ରଦୂଷଣମୁକ୍ତ ଇଲେକ୍ଟ୍ରିକ ବାହନ ଚଳାଚଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବ୍ୟାଟେରି ଚାଳିତ ସମସ୍ତ ପ୍ରକାର ଗାଡ଼ିର ରେଜିଷ୍ଟ୍ରେଶନ ଫିସ୍କୁ ଛାଡ଼ କରିବାକୁ ଯାଉଛନ୍ତି। ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ…
ଆମେରିକା-ଇରାନ ଯୁଦ୍ଧ ଲାଗିଲେ; ଅଶୋଧିତ ତେଲ ଦରରେ ଲାଗିବ ନିଆଁ
ନୂଆଦିଲ୍ଲୀ,୨୧-୬: ଇରାନ ବିରୋଧରେ ଆମେରିକାର କଟକଣା ଜାରି ପରେ ତେହରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆମେରିକାର ଏକ ସାମରିକ ଡ୍ରୋନକୁ ଇରାନ ଖସାଇ ଦେଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଏବେ ଯୁଦ୍ଧର ଆଶଙ୍କା…
ସକାଳେ ଗ୍ଲାସେ କମଳା ରସ…
ସକାଳେ ଗ୍ଲାସେ କମଳା ରସ ପିିଇଲେ ଅନେକ ଫାଇଦା ମିଳିଥାଏ । ଏଥିରେ ଲୌହ, କ୍ୟାଲସିୟମ୍, ପୋଟାସିୟମ, ଖଣିଜ, ଭିଟାମିନ ‘ଏ’ , ‘ବି ’ ଓ ‘ସି’ ଆଦି ପୋଷକ ତତ୍ତ୍ୱ ରହିଛି। କମଳା ରସ ଶରୀରକୁ ଫୂର୍ତ୍ତି ରଖିଥାଏ।…
Archives


