ପାନୀୟ ଜଳ ଓ ଦୀର୍ଘାୟୁ ଜୀବନ
ପୃଥିବୀ ପୃଷ୍ଠରେ ରହିଥିବା ସମସ୍ତ ବୃକ୍ଷଲତା ଓ ସମସ୍ତ ପ୍ରାଣୀଜଗତ ଜଳ ବିନା ବଞ୍ଚତ୍ରହିବା ଅସମ୍ଭବ। ଜଳ ହିଁ ଜୀବନ। ବୃକ୍ଷଲତା ଆଦି ପାଇଁ ଜଳର ପ୍ରକାରଭେଦ ଅଧିକ ଜରୁରୀ ନ ଥିବା ବେଳେ, ମନୁଷ୍ୟ ପାଇଁ ପାନୀୟ ଜଳ ନିମନ୍ତେ…
ବରଗଡ଼ରେ ପୁଣି ମାଡ଼ିଲା ବୁଲଡୋଜର
ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପ୍ରଶାସନ ସହର ରାସ୍ତାପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର୍ କରିଛି। ସ୍ଥାନୀୟ ଲମ୍ବା ବିଲଡ଼ିଂରୁ ଭଟଲି ଛକ ରାସ୍ତାପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ଗାନ୍ଧିଛକରୁ କେନାଲ ଛକ ରାସ୍ତାପାର୍ଶ୍ୱରୁ ଜବରଦଖଲ ହଟାଯିବା ରବିବାରରୁ ଆରମ୍ଭ…
ଆସୁଛି ୨ ଲଘୁଚାପ: ୧୨ରୁ ବଢ଼ିବ ବର୍ଷା
ଭୁବନେଶ୍ୱର,୧୧ା୮(ଅନୁରାଧା ମହାରଣା):ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବାବେଳେ ଦିନରେ ଖରା, ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ଆଗକୁ ୨ଟି ଲଘୁଚାପ ହେବାର ଥିବାରୁ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଆସନ୍ତା ୧୨…
କୁଆଡ଼େ ଗଲେ ଜଗଦୀପ ଧନକର: ମିଳୁନି ଖୋଜଖବର, ହୋଇପାରୁନି ସମ୍ପର୍କ
ନୂଆଦିଲ୍ଲୀ,୧୧।୮: ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକର ୨୧ ଜୁଲାଇରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ସେ ଏହି ଇସ୍ତଫା ପଛରେ ସ୍ବାସ୍ଥ୍ୟ କାରଣ ଦର୍ଶାଇଥିଲେ। ତଥାପି, ଇସ୍ତଫା ପରେ କେହି ତାଙ୍କୁ ଦେଖିନାହାଁନ୍ତି କିମ୍ବା ସେ କୌଣସି କାର୍ଯ୍ୟକ୍ରମରେ ଯୋଗ…
ଦ୍ୱାଦଶ ଆଦିତ୍ୟଙ୍କ ଅନୁଷ୍ଠାନ ବେଳେ ପଡ଼ିଥିଲା ବାର ହରିବୋଲ
ଗଜପତିଙ୍କର ସାମ୍ରାଜ୍ୟ ବିଜୟ ସ୍ମାରକୀ ଥିଲା ଅ୧୮ଙ୍କ କାର୍ତ୍ତିକ ଶୁକ୍ଳ ଦଶମୀ। ପଞ୍ଚୁକ ଦିନ। ସେହିଦିନ ଭୁବନେଶ୍ୱର ରାଜଗୁରୁ, ନରସିଂହପୁରର ଆନନ୍ଦ ରଥ ପହଞ୍ଚତ୍ଥିଲେ କୋଣାର୍କରେ। ଗଜପତିଙ୍କ ଆଦେଶରେ ସେମାନେ କୋଣାର୍କରେ ପହଞ୍ଚତ୍ ଯଜ୍ଞ ମଣ୍ଡପର ମାପ ଦେଲେ ବାସ୍ତୁଶାସ୍ତ୍ର ଅନୁସାରେ।…
ଟ୍ରମ୍ପ-ପୁଟିନଙ୍କ ସାକ୍ଷାତ ପୂର୍ବରୁ ଚାରିଆଡ଼େ ହଲଚଲ: ସାରା ବିଶ୍ୱର ବଦଳିଯିବ ନକ୍ସା
ଓ୍ବାଶିଂଟନ୍,୧୧।୮: ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେ ଏକ ବିନାଶକାରୀ ଦିଗକୁ ମୁହାଁଇବାକୁ ଯାଉଛି ଏବଂ ଏହାର କାରଣ ହେବ…
ଯୋଗ କରିବା ସମୟରେ ଏହି କଥା ପ୍ରତି ଦିଅନ୍ତୁ ଧ୍ୟାନ…
ବର୍ତ୍ତମାନ ଆମ ଜୀବନରେ ଯେଉଁ ପ୍ରମୁଖ ଜିନିଷର ଆବଶ୍ୟକତା ରହିଛି ତାହା ହେଲା ଯୋଗ। ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ଯୋଗ କରନ୍ତି ତେବେ ତାହାର ସୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ତେବେ ଯୋଗ କରିବା ପୂର୍ବରୁ କେତୋଟି…
ବରଗଡ଼ରେ ଆଉ ଏକ ବଳଙ୍ଗା କାଣ୍ଡ: ପେଟ୍ରୋଲ ଢାଳି ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ, ଖେଳପଡ଼ିଆରୁ ମିଳିଲା…
ବରଗଡ଼,୧୧ା୮(ପ୍ରେମାନନ୍ଦ ଖମାରୀ): ବାଲେଶ୍ୱର, ବଳଙ୍ଗା, କେନ୍ଦ୍ରାପଡ଼ା ପରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମରୁ ସୋମବାର ସକାଳେ ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ଜଣେ ୧୩ ବର୍ଷୀୟା ନାବାଳିକା ଘରଠାରୁ ଅନତିଦୂରରେ ରହିଥିବା ଖେଳପଡ଼ିଆ…
ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ: ଆଜିଠାରୁ ଯୁଦ୍ଧାଭ୍ୟାସ
ନୂଆଦିଲ୍ଲୀ,୧୧ା୮:ଭାରତୀୟ ନୌସେନାର ଯୁଦ୍ଧଜାହାଜଗୁଡ଼ିକ ମଙ୍ଗଳବାର ଓ ବୁଧବାର ଆରବ ସାଗରରେ ସମରାଭ୍ୟାସ ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଥିବାବେଳେ ପାକ୍ ନୌସେନା ମଧ୍ୟ ସେହି ସମୟରେ ଯୁଦ୍ଧାଭ୍ୟାସ କରିବାକୁ ଘୋଷଣା କରିଛି। ସାମୁଦ୍ରିକ ବାଣିଜ୍ୟର ମୁଖ୍ୟ ମାର୍ଗ ଏବଂ ଆଞ୍ଚଳିକ ସୁରକ୍ଷା ପାଇଁ…
ସକାଳେ ଖାଲିପେଟରେ ଖାଆନ୍ତୁ କିସ୍ମିସ୍, ମିଳିବ ଜବରଦସ୍ତ ଲାଭ, ଜାଣନ୍ତୁ କ’ଣ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ…
ସକାଳେ ଖାଲି ପେଟରେ ବେଶି ନୁହେଁ ମାତ୍ର ୫ଟି କିସ୍ମିସ୍ ଖାଇଲେ ଜବରଦସ୍ତ ଲାଭ ମିଳିବ। କାରଣ କିସ୍ମିସ୍ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ସକାଳର ସୁସ୍ଥ ଜୀବନ ଆରମ୍ଭ କରିବା ଅର୍ଥ ସାରା ଦିନ…
Instagram ନା YouTube: କେଉଁଥିରୁ ମିଳେ ଅଧିକ ଟଙ୍କା
ଆଜିର ସମୟରେ ସୋସିଆଲ ମିଡିଆ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଆୟର ଏକ ବଡ଼ ଉତ୍ସ ପାଲଟିଛି। ଲକ୍ଷ ଲକ୍ଷ ଲୋକ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଭଳି ପ୍ଲାଟଫର୍ମରେ କଣ୍ଟେଣ୍ଟ ତିଆରି କରି ନିଜର ଆୟ କରୁଛନ୍ତି। କିନ୍ତୁ…
ଆମେ ବୁଡ଼ିଲେ, ଅଧା ବିଶ୍ୱକୁ ବୁଡାଇଦେବୁ: ଭାରତକୁ ଚେତାବନୀ ଦେଲେ ମୁନିର
ଇସଲାମାବାଦ୍,୧୧।୮: ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକାରୁ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ପାକିସ୍ତାନ ଭାରତ ସହିତ ଯୁଦ୍ଧରେ ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହୁଏ, ତେବେ ଆମେ ସମଗ୍ର ଅଞ୍ଚଳକୁ ପରମାଣୁ ଯୁଦ୍ଧକୁ ଠେଲି ଦେବେ।…
Archives


