Home Left

କବିସୂର୍ଯ୍ୟଙ୍କ ସାହିତ୍ୟକୃତୀକୁ ୟୁନେସ୍କୋରେ ସ୍ଥାନିତ ଦାବି

ଦିଗପହଣ୍ଡି,୨୪ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ବଜାର ଗାନ୍ଧୀ ଛକଠାରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ତଥା ଆଇନଜୀବୀ ଅଶେଷ ନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

୨୧ ମିନିଟ୍‌ରେ ଶତକ: କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ ଯାହା…

ନୂଆଦିଲ୍ଲୀ,୨୪।୧: କ୍ରିକେଟ୍‌ରେ ରେକର୍ଡ ହେବା ସାଧାରଣ କଥା। କିନ୍ତୁ ଏମିତି କିଛି ରେକର୍ଡ ଥାଏ ଯାହା ଇତିହାସ ହୋଇଯାଇଥାଏ। ପ୍ରଥମ ଶ୍ରେଣୀ କ୍ରିକେଟରେ ସବୁଠାରୁ ଦ୍ରୁତତମ ଶତକ ୧୯୯୩ ମସିହାରେ ଗ୍ଲେନ ଚାପେଲ ହାସଲ କରିଥିଲେ, ଯିଏ ଆଣ୍ଡ୍ରୁ ଷ୍ଟ୍ରସ ଏବଂ…

ଚାଲିଗଲେ ପାଟଣା ଅଞ୍ଚଳର ଦକ୍ଷ ସଂଗଠକ ଗଦାଧର ମହାନ୍ତ, ସ୍ମୃତିକୁ ମନେ ପକାଇ…

ପାଟଣା,୨୪ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ଗ୍ରାମର ଜଣାଶୁଣା ଧର୍ମପରାୟଣ, ସାମାଜିକ କର୍ମୀ, ସୁଲେଖକ, ସଂଗଠକ ଗଦାଧର ମହାନ୍ତଙ୍କ ଶୁକ୍ରବାର ରାତିରେ ୮୭ବର୍ଷ ବୟସରେ ବିୟୋଗ ଘଟିଛି। ସେ ଜଣେ ପରୋପକାରୀ, ଅମାୟିକ, ବନ୍ଧୁ ବତ୍ସଳ ବ୍ୟକ୍ତି…

ବରିଷ୍ଠ ସାମ୍ବାଦିକ ରାମ କୁମାର ଅଗ୍ରୱାଲଙ୍କ ପରଲୋକ

ବଲାଙ୍ଗୀର,୨୪।୧:ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ ରାମ କୁମାର ଅଗ୍ରୱାଲ (୭୯)ଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ ଘଟିଛି। ସେ କିଛିଦିନ ହେଲା ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଘରେ ଥିଲେ। ୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିବା ରାମ କୁମାର ୭୦ ଦଶକ ଆରମ୍ଭରୁ ସାମ୍ବାଦିକତା କ୍ଷେତ୍ରରେ…

ସାଧାରଣତନ୍ତ୍ର ଦିବସ ପାଇଁ  ପ୍ରସ୍ତୁତି ଜୋରଦାର: ସାମୁହିକ ପରେଡ୍‌ରେ ବିଡିଓ, ଆଇଆଇସି ସାମିଲ

ଦାରିଙ୍ଗବାଡି, ୨୪ ।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ ସୋମବାର ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏ ନେଇ ବ୍ଲକ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଗତ କିଛି…

ସରକାରଙ୍କ ବଡ଼ ଉପହାର, ଅବସର କର୍ମଚାରୀଙ୍କ ୧୦% ବଢିକି ଆସିବ ପେନସନ

ନୂଆଦିଲ୍ଲୀ,୨୪।୧: କେନ୍ଦ୍ର ସରକାର ସରକାରୀ ସାଧାରଣ ବୀମା କମ୍ପାନୀ (PSGICs) ଏବଂ ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (NABARD)ର କର୍ମଚାରୀ ଏବଂ ପେନସନଭୋଗୀଙ୍କ ମୂଳ ଦରମା ଏବଂ ପେନସନରେ ସଂଶୋଧନକୁ ଅନୁମୋଦନ କରିଛନ୍ତି। ଏହା ସହିତ, କେନ୍ଦ୍ର ସରକାର…

କଂଗ୍ରେସରେ ବଡ଼ ହଇଚଇ: ଇସ୍ତଫା ଦେଲେ ମୋକିମ୍‌ଙ୍କ ସମୂହ ସମର୍ଥକ

ଭୁବନେଶ୍ୱର,୨୪।୧:କଂଗ୍ରେସରୁ ମହମ୍ମଦ ମୋକିମ୍‌ ସମର୍ଥକ ସମୂହ ଇସ୍ତଫା ଦେଇଛନ୍ତି। ମୋଟ ୪୧ ଜଣ କଂଗ୍ରେସ ନେତାଙ୍କ ସମୂହ ଇସ୍ତଫା ଦେଇଥିବା ସୂଚନା ମିଳିଛି। ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ ସଭାପତିଙ୍କ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ, କିଛି…

ପଲ୍ୟୁସନ ସାର୍ଟିଫିକେଟ ପାଇଁ ବାଧକ ସାଜିଛି ମୋବାଇଲ ନେଟୱାର୍କ: ଲୋକେ ହନ୍ତସନ୍ତ

ଦାରିଙ୍ଗବାଡି, ୨୪।୧ (ଅରୁଣ ସାହୁ ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏବେ ଗାଡି ମାଲିକମାନେ ନିଜ ପଲ୍ୟୁସନ ସାର୍ଟିଫିକେଟ କରାଇବା ପାଇଁ ଲାଗିପଡ଼ିଛନ୍ତି। କିନ୍ତୁ ଏଥିରେ ବଡ଼ ଚିନ୍ତା ଦେଖାଯାଇଛି। ପୂର୍ବରୁ ଦାରିଙ୍ଗବାଡିର ଏକ ପେଟ୍ରୋଲ ଟାଙ୍କିରେ ପଲ୍ୟୁସନ କରାଇବା ବ୍ୟବସ୍ଥା…

୮୫ହଜାର ତଳେ ସବୁଠାରୁ ଅଧିକ ମାଇଲେଜ ଦେଉଥିବା ୫ଟି ସ୍କୁଟି, ଦେଖନ୍ତୁ ଲିଷ୍ଟ…

ପେଟ୍ରୋଲ ମୂଲ୍ୟ ବୃଦ୍ଧି ସହିତ, ଭାରତରେ ଦୁଇଚକିଆ ଯାନ କ୍ରେତାଙ୍କ ପାଇଁ ମାଇଲେଜ ଏକ ପ୍ରମୁଖ କାରଣ ପାଲଟିଛି। ଛାତ୍ର, ଅଫିସ ଯାଉଥିବା ବ୍ୟକ୍ତି କିମ୍ୱା ପରିବାର, ଏକ ଉଚ୍ଚ ମାଇଲେଜ ସ୍କୁଟିର ଦୈନନ୍ଦିନ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରେ।…

ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ନିଜ ପାଦ କାଟିଦେଲେ: ଶେଷରେ ଘଟିଲା…

ଲକ୍ଷ୍ନୌ,୨୪ା୧:ଉତ୍ତର ପ୍ରଦେଶର ଜଉନପୁର ଜିଲାରେ ବିଚଳିତ କରିଦେବା ଭଳି ଏକ ଘଟଣା ଘଟିଛି। ଜଣେ ୨୪ ବର୍ଷୀୟ ଯୁବକ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ଜରିଆରେ ଆଡ୍‌ମିଶନ କରି ଏମ୍‌ବିବିଏସ୍‌ ସ୍ବପ୍ନ ସାକାର କରିବାକୁ ଯାଇ ଭିନ୍ନକ୍ଷମ ପ୍ରମାଣପତ୍ର…

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୨୪।୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ। ଉଭୟଙ୍କ ମଧ୍ୟରେ ଅଧଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିବା ଜଣା ପଡ଼ିଛି।ଦିଲ୍ଲୀପଙ୍କ ସହ ପାରିବାରିକ ସମ୍ପର୍କ ରହଥିବା ଆଇନ ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ, ତାଙ୍କ ବାାପା ବିଶ୍ବଭୂଷଣଙ୍କୁ ମଧ୍ୟ ଦିଲ୍ଲୀପ…

ଦହିଚିନି-ନଜର ଆଉ କଳା ବିଲେଇ…କ’ଣ ଆପଣ ବି ଭାରତୀୟଙ୍କ ଏହି ୨୦ଟି ଅନ୍ଧବିଶ୍ୱାସକୁ ମାନନ୍ତି?

ଭାରତ ଏକ ପ୍ରାଚୀନ ଦେଶ, ଯେଉଁଠାରେ ଇତିହାସ, ଧର୍ମ, ପରମ୍ପରା ଏବଂ ପୁରୁଣା ବିଶ୍ୱାସ ଏବେ ବି ଲୋକଙ୍କ ମଧ୍ୟରେ ଗଭୀର ଭାବରେ ଜଡିତ। ତେଣୁ, ଏହା ବିଶ୍ୱାସ କରିବା କଷ୍ଟକର ନୁହେଁ ଯେ ଭାରତୀୟମାନେ ଏବେ ବି ଅନେକ ଅନ୍ଧବିଶ୍ୱାସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?