ସ୍କୁଟି ଡିକିରୁ ବାହାରିଲା ସାପ, ଦେଢ଼ ଫୁଟର ସାପକୁ ଉଦ୍ଧାର କଲା…
ଭୁବନେଶ୍ୱର,୩୦।୮: ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ସୁଜିତ୍ ଗିରି ନାମକ ଜଣେ ବ୍ୟକ୍ତିଙ୍କ ସ୍କୁଟି ଡିକିରୁ ବାହାରିଲା ସାପ। ମିଳିଥିବା ସୂଚନାନୁଯାୟୀ, ସୁଜିତ୍ ଗିରି ନିଜର ହୋଣ୍ଡା ଆକ୍ଟିଭା ସ୍କୁଟି ଧରି ରାଜମହଲ ଛକକୁ ମେଡିସିନ ଆଣିବା ପାଇଁ ଯାଇଥିଲେ। ମେଡିସିନ ରଖିବା ପାଇଁ…
ଚନ୍ଦ୍ରଗ୍ରହଣରେ ଏହି ୩ ରାଶି ଉପରକୁ ମାଡି ଆସୁଛି ବଡ଼ ବିପଦ, ରୁହନ୍ତୁ ସତର୍କ , ନଚେତ୍ …
୨୦୨୫ ବର୍ଷର ନବମ ମାସ ଅର୍ଥାତ୍ ସେପ୍ଟେମ୍ବର ମାସ ଧାର୍ମିକ-ଜ୍ୟୋତିଷ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ଅନନ୍ତ ଚତୁର୍ଦ୍ଦଶୀ, ଜୀବିତପୁତ୍ରିକା, ସର୍ବପିତୃ ଅମାବାସ୍ୟା ଏବଂ ଶାରଦୀୟ ନବରାତ୍ରି ଭଳି ବଡ଼ ପର୍ବ ପାଳନ କରାଯିବ। ଏହା ବ୍ୟତୀତ ମଙ୍ଗଳ, ଶୁକ୍ର ଏବଂ…
ନାଚୁଥିଲେ ନିଶା ମହାରଣା, ହଠାତ୍ ଦର୍ଶକ ଫୋପାଡିଲେ ଚେୟାର: ଆଉ ତା’ପରେ ଘଟିଲା..
ଜଟଣୀ,୩୦।୮: ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ମଞ୍ଚ ଉପରେ ଜୋରଦାର ବିରୋଧ କରାଯାଇଛି। ଜଟଣୀ ଗଣେଶ ପୂଜାରେ ନୃତ୍ୟ ପରିବେଷଣ ବେଳେ ଏହି ବିରୋଧ ହୋଇଛି। ନିଶା ନାଚୁଥିବାବେଳେ ତାଙ୍କୁ ଉପରକୁ ଚେୟାର ଚେୟାର ଫିଙ୍ଗିଛନ୍ତି ଦର୍ଶକ। ଅବଶ୍ୟ ଏହି ଚେୟାର…
ବରିଷ୍ଠ ଦେଖାଇ ହେଉଛ, ଏଇଠି ବସ: ତାତିଲେ ଛାତ୍ର, ଯୁବ ବିଜେଡି ନେତା
ଭୁବନେଶ୍ୱର,୩୦ା୮(ସୁନିତ୍ ମିଶ୍ର):ବରିଷ୍ଠମାନଙ୍କ ପରେ ଏବେ ବିଜେଡିରେ ଯୁବ ଓ ଛାତ୍ର ସଭାପତି ଚୟନକୁ ନେଇ ଦଳର ଛାମୁଆ ସଙ୍ଗଠନରେ ଅସନ୍ତୋଷ ତୀବ୍ରରୂପ ଧାରଣ କରିଛି। ଛାତ୍ର ସଭାପତି ଚୟନକୁ ନେଇ ଛାତ୍ରନେତାମାନଙ୍କ ମେଳି ଶୁକ୍ରବାର ସକାଳେ ସ୍ଥାନୀୟ ଏକ ମଣ୍ଡପରେ ଦେଖିବାକୁ…
ଅଶ୍ଳୀଳ ୱେବସାଇଟରେ ଜର୍ଜିଆ ମେଲୋନିଙ୍କ ଫଟୋ, ଖବର ପ୍ରସାରିତ ହେବା ପରେ…
ରୋମ,୩୦। ୮: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୁକ୍ରବାର ଏକ ପର୍ଣ୍ଣ ୱେବସାଇଟରେ ତାଙ୍କର ଏବଂ ଅନ୍ୟ ଅନେକ ମହିଳାଙ୍କର ବିକୃତ ଫଟୋ ପୋଷ୍ଟ କରାଯିବାକୁ କଡ଼ା ନିନ୍ଦା କରିଛନ୍ତି। ଏହାକୁ ସମାଲୋଚନା କରି ସେ କହିଛନ୍ତି ଯେ ସେ ଏଥିରେ…
ନାଏବ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ
ମୋହନା,୩୦ା୮(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ବ୍ଲକ ଲିଲିଗଡ଼ ପଞ୍ଚାୟତ ନାଏବ ସରପଞ୍ଚ ସନ୍ତୋଷ ନାୟକଙ୍କୁ ମୋହନା ଜେଏମ୍ଏଫ୍ସି ଶୁଭଜିତ ବେହେରା ଅଯୋଗ୍ୟ ଘୋଷଣା କରିଛନ୍ତି। ଅଧିକ ସନ୍ତାନ ଥିବା ଅଭିଯୋଗର ବିଚାର କରି ସନ୍ତୋଷଙ୍କ ନାଏବ ସରପଞ୍ଚ ପଦବୀକୁ ବିଚାରପତି ଅସିଦ୍ଧ…
ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି: ୩ ଜଣଙ୍କ ମୃତଦେହ ଉଦ୍ଧାର, ଅନେକ ଲୋକ ନିଖୋଜ
ଶ୍ରୀନଗର,୩୦।୮: ଜମ୍ମୁର ରିଆସି ଜିଲାର ମାହୋରରେ ମଧ୍ୟ ଏକ ବଡ଼ ଭୂସ୍ଖଳନ ହୋଇଛି, ଯାହା ଫଳରେ ଅନେକ ଘର ଭାସି ଯାଇଛି। ପ୍ରାୟ ସାତ ଜଣ ନିଖୋଜ ଥିବା ସୂଚନା ମିଳିଛି। ସେହିପରି ରାମବାନ ଜିଲାର ରାଜଗଡ଼ ଅଞ୍ଚଳରେ ମଧ୍ୟ ଭୂସ୍ଖଳନ…
ଏ ଯାଏ ସରିଲାନି କେନାଲ ମରାମତି: ଦୃଷ୍ଟି ଦେଉନାହାନ୍ତି ଜଳସମ୍ପଦ ବିଭାଗର ଅଧିକାରୀ
ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ):ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ୧୦୭ଟି କେନାଲର ମରାମତି ପାଇଁ ଟେଣ୍ଡର ବାହାରିଥିଲା। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ସେସବୁର କାମ ସରିବାର ଥିଲା। କିନ୍ତୁ ବିଳମ୍ବରେ ଟେଣ୍ଡର ଡକାଯିବା ଯୋଗୁ କାମ ମଧ୍ୟ ବିଳମ୍ବରେ…
ଏହି ଦିନ ଭାରତ ଆସିବେ ପୁଟିନ୍, ସୂଚନା ଦେଲେ…
ନୂଆଦିଲ୍ଲୀ, ୩୦ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ ଆସନ୍ତା ଡିସେମ୍ବରରେ ଭାରତ ଗସ୍ତରେ ଆସିବେ। ଏନେଇ କ୍ରେମଲିନର ବହିର୍ବ୍ୟାପାର ନୀତି ପରାମର୍ଶଦାତା ୟୁରି ଉଷାକୋଭ ଶୁକ୍ରବାର ସୂଚନା ଦେଇଛନ୍ତି। ପୁଟିନ୍ ପ୍ରାୟ ୪ ବର୍ଷ ପରେ ଭାରତ ଆସିବେ। ଶେଷଥର ପାଇଁ…
ସଫଳତାକୁ ଦେଖାଯାଉ
କିଛି ରୋଚକ ଖବରର ଶିରୋନାମା ଅନେକ ସମୟରେ ଅଗ୍ରହଣୀୟ ହୋଇଥିଲେ ବି ସେସବୁକୁ ପ୍ରସ୍ତୁତ କରାଯାଉଛି। ବିଶେଷ ଭାବରେ ଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍ସି) ସହ ବିଭିନ୍ନ ସର୍ବଭାରତୀୟ ଓ ରାଜ୍ୟସ୍ତରୀୟ ପରୀକ୍ଷା ଓ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଲା ବେଳେ…
ନିଃସଙ୍ଗତା ମହାମାରୀ
ମଣିଷ ସମ୍ପର୍କ ସୂତ୍ରରେ ବାନ୍ଧିହୋଇ ରହିଥାଏ ଅନ୍ୟମାନଙ୍କ ସହ। ତେବେ ତାକୁ ଏକ ବିକଶିତ ପ୍ରାଣୀର ପରିଚୟ ପ୍ରଦାନ କରିଥିବା ଏଭଳି ଜୀବନରେ କ୍ରମେ ଅବକ୍ଷୟ ଆସିବାରେ ଲାଗିଛି। ପରିଣାମ ସ୍ବରୂପ, ବୃଦ୍ଧି ପାଇ ଚାଲିଛି ନିଃସଙ୍ଗତା, ଯାହାକି କ୍ରମେ ଏକ…
ପରୀକ୍ଷାର ସମୟ
ଦିଲ୍ଲୀର ପୋଲିସ ମୁଖ୍ୟଙ୍କୁ ରାତାରାତି ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ୧୯୯୨ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସତୀଶ ଗୋଲ୍ଛାଙ୍କୁ ୨୧ ଅଗଷ୍ଟରେ ନିଯୁକ୍ତ କରାଯାଇଛି। ଏକ ସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କରାଯିବା ପରଦିନ ଏଭଳି ପଦକ୍ଷେପ…
Archives


