ବିବାହ ପୂର୍ବରୁ ବ୍ୟାଚ୍ଲର୍ ପାର୍ଟି ଦେଲେ ନେହା, ଆଦିତ୍ୟ
ବଲିଉଡ୍ ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବିବାହ କରିବେ। ଉଭୟଙ୍କ ବିବାହ ଆସନ୍ତା ଫେବୃୟାରୀ ୧୪ ଅର୍ଥାତ୍ ଭାଲେଣ୍ଟାଇନ ଡେ’ରେ ହେବ ବୋଲି…
ସିଏଏକୁ ନେଇ ପ୍ରତିକ୍ରିୟା ରଖିଲେ ଉର୍ମିଳା
ମୁମ୍ବାଇ,୩୧।୧: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ବଲିଉଡ୍ ରଙ୍ଗିଲା ଗର୍ଲ ଉର୍ମିଲା ମାତୋଣ୍ଡକର ସିଏଏକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ସିଏଏକୁ ବିରୋଧ କରି କହିଛନ୍ତି…
ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍: ହରମନପ୍ରୀତ, ବୋଲରଙ୍କ ଦମ୍ରେ ଜିତିଲା ଭାରତ
କାନବେରା,୩୧।୧- ଭାରତୀୟ ମହିଳା ଦଳ ଚଳିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବୋଲରଙ୍କ ଜବରଦସ୍ତ ବୋଲିଂ ଓ ପରେ ଅଧିନାୟିକା ହରମନପ୍ରୀତ କୌରଙ୍କ ଅପରାଜିତ ୪୨ ରନ୍ର ଇନିଂସ ବଳରେ ଭାରତ ୫ ଉଇକେଟରେ…
ନ୍ୟୁଜିଲାଣ୍ଡ ଆଗରେ ୧୬୬ ରନ୍ର ବିଜୟ ଲକ୍ଷ୍ୟ
ଓ୍ବେଲିଂଟନ,୩୧।୧- ଏଠାରେ ଚାଲିଥିବା ଚତୁର୍ଥ ଟି୨୦ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୧୬୬ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୨୦ ଓଭରରେ ୮…
ଫଟୋଶୁଟ୍ ପାଇଁ ଏକାଠି ହେଲେ ଗୋଟିଏ ଓ୍ବାର୍ଡରେ ୧୯ସନ୍ତାନ ଜନ୍ମ ଦେଇଥିବା ୧୯ ନର୍ସ
ଓ୍ବାଶିଂଟନ,୩୧।୧: କିଛିଦିନ ତଳେ ଶୁଣିବାକୁ ମିଳିଥିଲା ଆମେରିକାର ଏକ ଘରୋଇ ହସ୍ପିଟାଲର ଗୋଟିଏ ୟୁନିଟରେ କାମ କରୁଥିବା ୧୯ ଜଣ ନର୍ସ ପାଖାପାଖି ମାସରେ ଗର୍ଭବତୀ ହୋଇଛନ୍ତି। ଏମାନେ ୨୦୧୯ରେ ମଧ୍ୟ ମାସେ ଦୁଇ ମାସ ବ୍ୟବଧାନରେ ୧୯ ସନ୍ତାନ ଜନ୍ମ…
ଟିକ୍ଟକ୍ ହେଲା କାଳ, ପାଟିରେ ରହିଗଲା ‘ମାଉଥ୍ ଅରଗାନ୍
ଆଜିକାଲି ଯୁବପିଢିଙ୍କୁ ଟିକ୍ଟକ୍ ନିଶା ଘାରିଛି। କିଏ ଘରେ ତ ଆଉ କିଏ କଲେଜରେ, ଆଉ କେଉଁଠି ଟ୍ରେନରେ କିଏ ପାର୍କରେ ବିଭିନ୍ନ ସ୍ଥାନରେ ଟିକ୍ଟକ୍ ଭିଡିଓ କରି ଅପଲୋଡ କରୁଛନ୍ତି। ବେଳେବେଳେ ଟିକ୍ଟକ୍ ଭିଡିଓ ପ୍ରସ୍ତୁତ ବେଳେ ଅଭାବନୀୟ ଘଟଣାମାନ…
ସାବଧାନ! ଏସବୁ ଖରାପ ଅଭ୍ୟାସ ପାଇଁ ହୋଇପାରନ୍ତି ମୋଟା
ଖାଲି ଖାଦ୍ୟ ଯୋଗୁ ଲୋକେ ମୋଟା ହୁଅନ୍ତି ତାହା ନୁହେଁ। ଏକ ଗବେଷଣାରୁ ଜଣାପଡ଼ିଛି, କେତେକ ଖରାପ ଅଭ୍ୟାସ ଯୋଗୁ ଲୋକେ ଖୁବ୍ଶୀଘ୍ର ମୋଟା ହୋଇଯାଇଥାନ୍ତି। ଯାହା ପ୍ରତି ଆଦୌ ଧ୍ୟାନ ନ ଥାଏ। ତେବେ ଜାଣନ୍ତୁ ଏ ସମ୍ପର୍କରେ… ସୋସିଆଲ…
ଭୁଶୁଡ଼ିଲା ଭାରତୀୟ ବ୍ୟାଟିଂ ଲାଇନ
ଓ୍ବେଲିଂଟନ,୩୧।୧- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ଟି୨୦ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ ଭୁଶୁଡ଼ି ପଡ଼ିଛି। ଦଳ ୧୩ ଓଭରରେ ତା’ର ପ୍ରମୁଖ ୬ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହରାଇ ୯୭ ରନ୍ କରିଛି। କେବଳ…
୧୯ ବର୍ଷରୁ କମ୍ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ସଚିନ, ରୋହିତଙ୍କ ପ୍ରଶଂସା
ନୂଆଦିଲ୍ଲୀ,୩୧।୧- ନ୍ୟୁଜିଲାଣ୍ଡ ଖେଳାଳିମାନେ ଖେଳୁଆଡ଼ ମନୋଭାବ ପାଇଁ ବିଶ୍ୱରେ ବେଶ ପରିଚିତ। କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ଆଇସିସି ବିଶ୍ୱକପ୍ ଫାଇନାଲରେ ପରାଜୟ ପରେ ଯେଉଁଭଳି ଖେଳୁଆଡ଼ ମନୋଭାବ ଦେଖାଇଥିଲା, ସେଥିନେଇ ଦଳକୁ ସ୍ପିରିଟ୍ ଅଫ୍ କ୍ରିକେଟ ମିଳିଥିଲା। ସିନିୟର…
୫-ଟି ସଚିବଙ୍କ ହିଞ୍ଜଳି ଗସ୍ତ: ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ, ଶିକ୍ଷା ବ୍ୟବସ୍ଥା ସୁଧାର ଉପରେ ଗୁରୁତ୍ୱ
ଶେରଗଡ଼, ୩୧।୧(ଡି.ଏନ୍.ଏ.): ରାଜ୍ୟର ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲା ହିଞ୍ଜଳି ବ୍ଲକ ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ଏବଂ ପ୍ରକଳ୍ପ ବୁଲି ଦେଖିଛନ୍ତି। ସକାଳ ୮ଟାରେ ସେ ନନ୍ଦିକ ଗ୍ରାମରେ ଥିବା ଉନ୍ନତ ଉଚ୍ଚ ବିଦ୍ୟାଳୟ ପହଞ୍ଚି…
ପୃଥ୍ବୀରାଜର ଶୁଟିଂ ଆରମ୍ଭ କଲେ ମାନୁଷୀ, ଅକ୍ଷୟଙ୍କ ସହ ଡେବ୍ୟୁ କରିବାର ମିଳିଛି ସୁଯୋଗ
ବମ୍ବେ: ଖୁବ୍ଶୀଘ୍ର ବଡ଼ ପରଦାରେ ନଜର ଆସିବେ ମାନୁଷୀ ଛିଲ୍ଲର। ୨୦୧୭ରେ ବିଶ୍ୱ ସୁନ୍ଦରୀ ଆଖ୍ୟା ପାଇବା ପରେ ସେ ସୁଯୋଗ ଅପେକ୍ଷାରେ ରହିଥିଲେ। ଶେଷରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ପୃଥ୍ବୀରାଜ’ରେ ଡେବ୍ୟୁ କରୁଛନ୍ତି। ଚଳଚ୍ଚିତ୍ରରେ ପୃଥ୍ବୀରାଜଙ୍କ…
ତରଳୁଛି ଫ୍ଲୋରିଡାକ୍ଷେତ୍ର ଭଳି ହିମପାହାଡ଼: ଚେତାବନୀ ଦେଲେ ବୈଜ୍ଞାନିକ
ଓ୍ବାଶିଂଟନ,୩୧।୧: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଫ୍ଲୋରିଡାର କ୍ଷେତ୍ର ଭଳି ହିମପାହାଡ଼ ତରଳିବାରେ ଲାଗିଛି ବୋଲି ସମ୍ପୃକ୍ତି ଏକ ଗବେଷଣାରୁ ଜଣାପଡ଼ିଛି। ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପ୍ରଥମଥର ପାଇଁ ଆଣ୍ଟାର୍କଟିକାରେ ଗରମ ପାଣି ଯୋଗୁ ବରଫ…
Archives


