ଅଜଣା ଗାଡ଼ି ଧକ୍କାରେ ୨ ମୃତ, ଜଣେ ଗୁରୁତର
ସୋର,୩୧।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ଶପୁଲିଆଠାରେ ଶୁକ୍ରବାର ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଭଦ୍ରକ ଅସୁରାଳି ହଂସପୁର ଅଞ୍ଚଳର…
ଟ୍ରକ୍ ଧକ୍କାରେ ହାତୀ ମୃତ୍ୟୁ ଘଟଣା: ଘଟଣାସ୍ଥଳ ପରିଦର୍ଶନ କଲେ ଅତିରିକ୍ତ ପିସିସିଏଫ୍
ଢେଙ୍କାନାଳ ଅଫିସ,୩୧।୧: ଢେଙ୍କାନାଳ ଜିଲା ଓଡ଼ପଡ଼ା ବ୍ଲକ ପୋଡ଼ପଡ଼ା ଛକ ୫୫ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ଶୁକ୍ରବାର ଅତିରିକ୍ତ ପିସିସିଏଫ୍ ଶଶି ପଲ ଦୁର୍ଘଟଣାସ୍ଥଳରେ ପରିଦର୍ଶନ କରିଛନ୍ତି। ରେଞ୍ଜର, ବନ କର୍ମଚାରୀଙ୍କଠାରୁ ସେ ବିଭିନ୍ନ…
ଏହି ଆଣ୍ଟିନା ପ୍ରଥମେ ଦେଇଥିଲା ଟାଇଟନିକ୍ ବୁଡ଼ିବା ବାର୍ତ୍ତା
ଆଜିର ସମୟରେ ହଜାର ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ମୋବାଇଲ ଯୋଗେ ସଙ୍ଗେ ସଙ୍ଗେ ବାର୍ତ୍ତା ପହଞ୍ଚିପାରୁଛି। ବିନା ତାରରେ ଅନାୟସରେ ଦୂର ସମ୍ପର୍କୀୟଙ୍କ ସହ ଯୋଗାଯୋଗ ହୋଇପାରୁଛି। କିନ୍ତୁ ବିନା ତାରରେ ଲୋକଙ୍କ ନିକଟରେ ପ୍ରଥମେ ବାର୍ତ୍ତା ପହଞ୍ଚାଇବାରେ…
‘କରୋନା’ ଭୂତାଣୁ ଆତଙ୍କ: ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କଲା ଡବ୍ଲ୍ୟୁଏଚଓ
ନୂଆଦିଲ୍ଲୀ,୩୧।୧: ଭୟଙ୍କର ‘କରୋନା’ ଭୂତାଣୁ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବାକୁ ଲାଗିଛି। ଏହି ଭାଇରସ ଏବେ ବିଶ୍ୱର ୧୮ଟି ଦେଶରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି ଏହାକୁ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରିଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)। ସମସ୍ତ ଦେଶ…
ରାତିରେ ବି ଖୋଲା ରହିଥାଏ ‘ଫ୍ଲୋଟିଂ ପୋଷ୍ଟ ଅଫିସ୍’
ବର୍ତ୍ତମାନ ଡିଜିଟାଲ ଯୁଗରେ ପୋଷ୍ଟ ଅଫିସ୍ର ମଧ୍ୟ ଚାହିଦା ବେଶ୍ ରହିଛି। ଆଜିବି ଡାକଘର ଜରିଆରେ ଜଣେ ଆଉ ଜଣଙ୍କ ପାଖକୁ ନିଜର ବାର୍ତ୍ତା ପଠାଇପାରୁଛି। ତେବେ ଜାଣିଛନ୍ତି କି ଭାରତରେ ଏକ ଆଶ୍ଚର୍ଯ୍ୟ ଓ ଆକର୍ଷଣୀୟ କରିଦେବା ଭଳି ଏକ…
ପୁଣି ଏକ ନାଟକ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ଦୋଷୀ ପବନ ଗୁପ୍ତା
ନୂଆଦିଲ୍ଲୀ,୩୧।୧: ଫାଶୀ ପାଇବାର ଗୋଟିଏ ଦିନ ପୂର୍ବରୁ ପୁଣି ନୂଆ ନାଟକ ଦେଖାଇଛନ୍ତି ନିର୍ଭୟା ଦୋଷୀ। ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିଜକୁ ନାବାଳକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପବନ।…
ପ୍ରଥମେ ବ୍ୟାଟିଂ କରିବ ଭାରତ
ଓ୍ବେଲିଂଟନ,୩୧।୧- ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଘରୋଇ ଦଳ ଅଧିନାୟକ ଟିମ୍ ସୌଦି ଟସ୍ ଜିତି ଟିମ୍ ଇଣ୍ଡିଆକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛନ୍ତି। ଆହତ ସମସ୍ୟା ଯୋଗୁ କେନ ଓ୍ବିଲିୟମସନ ମ୍ୟାଚ୍ରୁ ବାଦ୍…
ରାଷ୍ଟ୍ରପତି ସିଏଏ ପ୍ରସଙ୍ଗ ଉଠାଇବା କ୍ଷଣି ସଂସଦରେ ହଙ୍ଗାମା
ନୂଆଦିଲ୍ଲୀ, ୩୧।୧: ବଜେଟ୍ ଅଧିବେଶନ ପୂର୍ବରୁ ସଂସଦର ସେଣ୍ଟ୍ରାଲ ହଲରେ ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ରାଷ୍ଟପତି କହିଛନ୍ତି, ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁ ହେବା ଦ୍ୱାରା ଦୀର୍ଘଦିନର ସ୍ବପ୍ନ ସାକାର ହୋଇଛି।…
ଏମିତି ମନ୍ଦିର, ଯେଉଁଠି ବ୍ୟବହୃତ ହୋଇନି ଲୁହା
ହରିୟାଣା: ଉତ୍ତରଭାରତର ଅମ୍ବାଲା ସିଟିର ଗୀତା ନଗରୀରେ ଜୈନ ମୁନି ବିଜୟ ଇନ୍ଦ୍ରଦ୍ୟୁମ୍ନ ସୁରେଶ୍ଚରଙ୍କ ସ୍ମୃତିରେ ଭିନ୍ନ ଧରଣର ଏକ ଗୋଲାକାର ମନ୍ଦିର ନିର୍ମାଣ କରାଯାଇଛି। ଏହି ମନ୍ଦିରର ବିଶେଷତ୍ୱ ହେଲା ଏଥିରେ କେବଳ ମାର୍ବଲ ବ୍ୟବହାର କରାଯାଇଛି। ଆଦୌ ଲୁହାର…
କରୋନା ଭୟ: ଚାଇନାରୁ ସ୍ବତନ୍ତ୍ର ବିମାନରେ ଆସିବେ ଭାରତୀୟ
ବେଜିଂ,୩୧।୧: ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାର ୟୁହାନ ସହରରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସେମାନଙ୍କୁ ଦୁଇଟି ବିମାନରେ ଫେରାଇ ଆଣିବା ପାଇଁ ଚାଇନା କର୍ତ୍ତୃପକ୍ଷଙ୍କୁ ଅନୁମତି ମଗାଯାଇଛି। ଶୁକ୍ରବାର ସାରେ ସୁଦ୍ଧା…
ତାରାତାରିଣୀଙ୍କୁ ଦର୍ଶନ କଲେ ଭି.କେ. ପାଣ୍ଡିଆନ: ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା
ପୁରୁଷୋତ୍ତମପୁର,୩୧।୧(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟିର ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଅଚାନକ ଗଞ୍ଜାମ ଜିଲାର ମା’ତାରା ତାରିଣୀଙ୍କ ଦର୍ଶନ ଲାଗି ଶୁକ୍ରବାର ସକାଳେ ଆସି ପହଞ୍ଚିଛନ୍ତି। ସେ ମା’ଙ୍କ ଦର୍ଶନ କରିବା ସହ ମନ୍ଦିରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର…
ସ୍ତ୍ରୀ ସାକ୍ଷୀଙ୍କ ନାଁରେ ଏହି ଅଭିଯୋଗ ଆଣିଲେ ଧୋନୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ପରିବାର ସହ ମଧ୍ୟ ପ୍ରଦେଶର କାହ୍ନା ପାର୍କ ବୁଲିବାକୁ ଯାଇଛନ୍ତି। ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ବେଳେବେଳେ ସେ ଧୋନୀଙ୍କ ଭିଡିଓ ମଧ୍ୟ ଶେୟାର…
Archives


