ବାଣଫୁଟାରେ ରେକର୍ଡ: ୧.୩ ଟନ୍ ବାରୁଦ ଦେଢ଼ କିମି ଉପର ଫୁଟିଲା
ଓ୍ବାଶିଂଟନ,୧୦।୨: ଆମେରିକାରେ ବାଣଫୁଟାରେ ଏକ ରେକର୍ଡ ହୋଇଛି। ଏହି ବାଣ ଭୂପୃଷ୍ଠଠାରୁ ଦେଢ଼ କିମି ଉପରେ ଫୁଟିଛି। କୋଲୋରାଡାରେ ହୋଇଥିବା ଓ୍ବିଣ୍ଟର ଫେଷ୍ଟିଭାଲରେ ଏଭଳି କରାଯାଇଛି। ୧.୩ ଟନ୍ ବାରୁଦରେ ଏହି ବାଣ ତିଆରି ହୋଇଥିଲା। ଏହି ବାଣର ଉଚ୍ଚତା ୬୨…
୧୧ କେଭି ବିଦ୍ୟୁତ ତାର ପଡ଼ି ଜଳିଗଲା ବାଇକ୍
ଚାନ୍ଦବାଲି,୧୦।୨(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମରା ନିକଟସ୍ଥ କଇଥଖୋଲା ବଜାରରେ ସୋମବାର ସକାଳେ ଏକ ଅଘଟଣ ଘଟିଛି। ସକାଳେ ୨ ଜଣ ବାଇକ୍ରେ ଯାଉଥିବା ସମୟରେ ୧୧ କେଭି ବିଦ୍ୟୁତ ତାର ସେମାନଙ୍କ ବାଇକ୍ ଉପରେ ଛିଡି ପଡିପଡ଼ିଥିଲା। ଏଥିରେ ବାଇକ୍ ଚାଳକ…
କ୍ରିକେଟ ପାଇଁ ବିଷ୍ଣୋଇ ଛାଡ଼ିଥିଲେ ଦ୍ୱାଦଶ ବୋର୍ଡ ପରୀକ୍ଷା
ଜୟପୁର,୧୦।୨- ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଭାରତୀୟ ଦଳ ପାଇଁ ସଫଳ ପ୍ରଦର୍ଶନ କରିଥିବା ବୋଲର ରବି ବିଷ୍ଣୋଇଙ୍କ ସମ୍ପର୍କରେ କିଛି ରୋଚକ କଥା ଜଣାପଡ଼ିଛି। ୧୬ ବର୍ଷରୁ କମ୍ ବୟସ ବର୍ଗରେ ସେ ଚୟନ ହୋଇ ନ ଥିଲେ।…
ପ୍ରଥମ ଫିଲ୍ମ ସମ୍ପର୍କରେ ଏମିତି କହିଲେ ‘ଜଓ୍ବାନୀ ଜାନେମନ୍’ର ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲୟା ଫର୍ନିଚରଓ୍ବାଲା ଏବେ ଖୁବ୍ ବିଜି ରହୁଛନ୍ତି। ମାସକ ତଳେ ରିଲିଜ୍ ହୋଇଥିବା ଫିଲ୍ମ ‘ଜଓ୍ବାନୀ ଜାନେମନ୍’ରେ ପୂଜା ବେଦୀଙ୍କ ଝିଅ ଆଲୟା ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ଯାଇଛନ୍ତି। ଏକ ସାକ୍ଷାତକାରରେ ଆଲୟା…
କରେଣ୍ଟ ଲାଗି ବସ୍ ଦୁର୍ଘଟଣା ପ୍ରସଙ୍ଗ: ୪ ଯନ୍ତ୍ରୀ ନିଲମ୍ବିତ
ଭୁବନେଶ୍ୱର,୧୦।୨(ବ୍ୟୁରୋ): ଗଞ୍ଜାମ ଜିଲା ଗୋଳନ୍ଥରା ବସ ଟ୍ରାଜେଡି ଯୋଗୁ ୧୦ ଜଣ ଆଖି ବୁଜି ସାରିଥିବା ବେଳେ ୨୨ ଜଣ ଆହତ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ସୋମବାର ଦାୟିତ୍ୱରେ ଅବହେଳା ପାଇଁ ୪ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ…
ଖାଲି ପାଦରେ ୧୨ କିଲୋମିଟର ଚାଲି ତିରୁପତି ଦର୍ଶନ କଲେ ଜାହ୍ନବୀ
ମୁମ୍ବାଇ: ବଲିଉଡ୍ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ଯେତେ ଆଧୁନିକ ହେଲେ ମଧ୍ୟ ନିଜ ସଂସ୍କୃତିକୁ ସେ ବେଶ୍ ଭଲ ପାଆନ୍ତି। ପ୍ରାୟ ସମୟରେ ତାଙ୍କୁ ପାରମ୍ପରିକ ଶାଢ଼ୀରେ ମଧ୍ୟ ଦେଖିବାକୁ ମିଳିଥାଏ। ସୋମବାର ସକାଳେ ଜାହ୍ନବୀ ଭିଆଇପି ବ୍ରେକ୍ ସମୟରେ…
ସୁପରଷ୍ଟାର ବିଜୟଙ୍କ ଘରେ ଚଢ଼ାଉ ପରେ ପୁଣି ଆୟକର ନୋଟିସ
ବେଙ୍ଗାଲୁରୁ,୧୦।୨: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବିଜୟଙ୍କୁ ଆୟକର ବିଭାଗ ପକ୍ଷରୁ ଏବେ ପୁଣି ନୋଟିସ୍ ଜାରି ହୋଇଛି। ଫେବୃୟାରୀ ୫ରେ ତାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆୟକର ଟିକସ ଫାଙ୍କି ଏବଂ ଅମ୍ବୁ ଚେଝିଆନ୍ଙ୍କ ସହିତ…
ତାପସୀଙ୍କ ଫିଲ୍ମର ଟ୍ରେଲର ଦେଖି ଭାବୁକ ହୋଇପଡ଼ିଲେ କେନ୍ଦ୍ରମନ୍ତ୍ରୀ
ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଅପ୍ କମିଂ ଫିଲ୍ମ ‘ଥପ୍ପଡ଼’ର ଟ୍ରେଲର ରିଲିଜ୍ ହୋଇଛି। ଏହି ଟ୍ରେଲରକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ନିଜ ସ୍ବାମୀଙ୍କଠାରୁ ଏଥିପାଇଁ ଅଲଗା ହେବାକୁ…
ଇଂଲିଶ୍ର ସବୁଠାରୁ ଲମ୍ବା ଶବ୍ଦ: ଉଚ୍ଚାରଣ କରିବାକୁ ଲାଗେ ସାଢ଼େ ୩ ଘଣ୍ଟା
ନ୍ୟୁୟର୍କ,୧୦।୨: ସାଧାରଣତଃ କେତେକ ଇଂଲିଶ୍ ଶବ୍ଦକୁ ଉଚ୍ଚାରଣ କରିବାରେ ଅସୁବିଧା ହୋଇଥାଏ। ଚେକୋସ୍ଲୋଭାକିଆ ଭଳି ଶବ୍ଦ ଉଚ୍ଚାରଣକାରୀଙ୍କୁ ଅସୁବିଧାରେ ପକାଇଥାଏ। ତେବେ ଇଂଲିଶ୍ରେ ଏଭଳି ଏକ ଶବ୍ଦ ରହିଛି ଯାହାକୁ ଉଚ୍ଚାରଣ କରିବା ଲାଗି ସାଢ଼େ ୩ ଘଣ୍ଟା ଲାଗିଥାଏ। ଏହି…
ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ: ଗର୍ଭବତୀଙ୍କୁ ୫ କିଲୋମିଟର କାନ୍ଧରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ
ପାପଡ଼ାହାଣ୍ଡି,୧୦।୨(ଡି.ଏନ୍.ଏ.): ସବୁବେଳେ ଜନହିତକର କାର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ଲୋକଙ୍କ ଠାରୁ ଅଭିଯୋଗ ପାଇବା ସଙ୍ଗେ ସଙ୍ଗେ ପହଞ୍ଚି ଯାଇ ସାହାଯ୍ୟ କରିବାକୁ ପଛାଉନାହାନ୍ତି। ସୋମବାର ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ…
କରୋନାଭାଇରସର ସତ୍ୟତା ବଖାଣୁଥିବା ବ୍ୟକ୍ତିଙ୍କୁ ଅପହରଣ କରୁଛି ଚାଇନା!
ବେଜିଂ,୧୦।୨: ଚାଇନା କାହିଁକି ଏବେ ସାରା ବିଶ୍ୱରେ କରୋନାଭାଇରସ ସମସ୍ତଙ୍କ ନିଦ ହଜାଇ ଦେଇଛି। ଏହାର ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଚାଇନା ସରକାର କରୋନାର ମୁକାବିଲା କରିବାରେ ଫେଲ୍ ମାରିଥିବା କୁହାଯାଉଛି।…
ଓମାର ଅବଦୁଲାଙ୍କ ନଜରବନ୍ଦୀ ହଟାଇବା ପାଇଁ ଅଣ୍ଟା ଭିଡ଼ିଲେ ସାରା ପାଇଲଟ
ଶ୍ରୀନଗର,୧୦।୨: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲାଙ୍କ ଉପରୁ ନଜରବନ୍ଦୀ ହଟାଇବା ପାଇଁ ଭଉଣୀ ସାରା ପାଇଲଟ ଅଣ୍ଟା ଭିଡ଼ିଛନ୍ତି। ଓମାରଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ସାରା ସୁପ୍ରିମ୍କୋର୍ଟରେ ସୋମବାର ଆବେଦନ କରିଛନ୍ତି। ଓମାରଙ୍କ ନଜରବନ୍ଦୀ ସମୟ ସୀମା ଫେବୃୟାରୀ…
Archives


