ଗାର୍ଗି କଲେଜ ଘଟଣାକୁ ନିନ୍ଦା କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୦।୨: ଆମ ଆଦମୀ ପାଟି(ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଟୁଇଟ୍ କରି ଗାର୍ଗି କଲେଜରେ ଛାତ୍ରୀଙ୍କୁ କରାଯାଇଥିବା ଦୁର୍ବବ୍ୟହାର ଘଟଣାର ନିନ୍ଦା କରିଛନ୍ତି। ଏହାସହ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ସହ ଛାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇ…
ଓସ୍କାର ଆଓ୍ବାର୍ଡ: ସାଉଥ୍ କୋରିଆକୁ ଶୁଭେଚ୍ଛା ଜଣାଇଲା ବଲିଉଡ୍
ମୁମ୍ବାଇ: ଓସ୍କାର ଆଓ୍ବାର୍ଡ ୨୦୨୦କୁ ନେଇ ଇତିହାସ ରଚିଛି ସାଉଥ୍ କୋରିଆ। ପ୍ରଥମଥର ପାଇଁ ଅଣ ଇଂରାଜୀ ଫିଲ୍ମ ଭାବେ ସାଉଥ୍ କୋରିଆର ଫିଲ୍ମ ‘ପାରାସାଇଟ୍’ ଓସ୍କାର ଦୌଡରେ ସାମିଲ ହୋଇଥିଲା। କେବଳ ସେତିକି ନୁହେଁ ଏହା ଶେଷରେ ବାଜି ମାରିଥିଲା…
ବାଂଲାଦେଶ ଖେଳାଳିଙ୍କ ପ୍ରତିକ୍ରିୟାକୁ ଗୁରୁତର ସହ ନେଲା ଆଇସିସି
ପୋଚେଫ୍ସଷ୍ଟ୍ରୁମ,୧୦।୨(ପି.ଟି.)- ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଭାରତକୁ ୩ ଉଇକେଟରେ ହରାଇ ଚାମ୍ପିୟନ ହେବା ପରେ ବାଂଲାଦେଶ ଦଳର ଖେଳାଳିମାନେ ଭାବପ୍ରବଣ ହୋଇ ଅତ୍ୟଧିକ ଆକ୍ରମଣାତ୍ମକ ଆଚାରଣ ପ୍ରଦର୍ଶନ କରିଥିଲେ। ଏହାକୁ ଗୁରୁତର ସହ ନେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ…
ଦର୍ଶକଙ୍କୁ ପସନ୍ଦ ଆସୁଛି ‘ମଲଙ୍ଗ’
ଆଦିତ୍ୟ ରୟ କାପୁର ଓ ଦିଶା ପଟାନୀଙ୍କ ଷ୍ଟାରର୍ ଫିଲ୍ମ ‘ମଲଙ୍ଗ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ‘ମଲଙ୍ଗ’ରେ ଆଦିତ୍ୟଙ୍କୁ ପୂରା ଦମଦାର ଅନ୍ଦାଜରେ ଦେଖିବାକୁ ମିଳିଛି। ଦିଶାଙ୍କ ଅଭିନୟ ସହ ଡ୍ୟାନ୍ସ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଫିଲ୍ମଟିରେ…
ହଜିଗଲେ କି ଦୀପବୀର!
ମୁମ୍ବାଇ: ବଲିଉଡ୍ର ବେଷ୍ଟ କପୁଲ ଭାବେ ପରିଚିତ ଦୀପିକା ପାଦୁକୋନ ଓ ରଣବୀର ସିଂ ଯାହା କଲେ ବି ଆସନ୍ତି ଚର୍ଚ୍ଚାକୁ। ଏଥର ତାଙ୍କ ଭ୍ୟାକେଶନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏବେ ଏହି ଦମ୍ପତି ଭ୍ୟାକେଶନରେ ଥିବା ବେଳେ ଇନ୍ଷ୍ଟାଗ୍ରାମରେ…
ମହିଳା କ୍ରିକେଟର ଡେଭିନଙ୍କ ବିଶ୍ୱ ରେକର୍ଡ
ଓ୍ବେଲିଂଟନ,୧୦।୨- ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଅଧିନାୟିକା ସୋଫି ଡେଭିନ ସୋମବାର ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ କ୍ରମାଗତ ୫ ଟି୨୦ ମ୍ୟାଚ୍ରେ ଅତିକମ୍ରେ ୫୦ କିମ୍ବା ତା’ଠାରୁ ଅଧିକ ରନ୍ କରିଛନ୍ତି।…
ଅଣ୍ଡା ମାଡ଼ କରି କହ୍ନେୟା କୁମାରଙ୍କୁ ବିରୋଧ
ଜମୁଇ,୧୦।୨: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍ୟୁ) ଛାତ୍ରସଂଘର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ନେତା କହ୍ନେୟା କୁମାରଙ୍କ ଉପରକୁ ସୋମବାର ପୁଣି ଥରେ ଆକ୍ରମଣ ହୋଇଛି। ବିହାରର ଜମୁଇରୁ ନଓ୍ବାଡାକୁ ତାଙ୍କ ରାଲି ଯାଉଥିବା ବେଳେ ରାସ୍ତାରେ କେହି ଦୁର୍ବୃତ୍ତ ଅଣ୍ଡା…
କରୋନା ଭାଇରସ୍କୁ ରୋକିବା ପାଇଁ ଚାଇନା ଗଲେ ରାକ୍ଷୀ ସାଓ୍ବନ୍ତ
ଚାଇନାରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି। ଏହି ମାରାତ୍ମକ ଭାଇରସ୍ର ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରିନାହିଁ। ଏସବୁ ଭିତରେ…
ବିଶ୍ୱର ସବୁଠାରୁ ଦାୟିତ୍ୱବାନ ପିତା!
ନୂଆଦିଲ୍ଲୀ,୧୦।୨: ଟୁଇଟରରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହା କୌଣସି ସେଲିବ୍ରିଟିଙ୍କର ନୁହେଁ ବରଂ ଏକ ଘଡିଆଲ କୁମ୍ଭୀରର। ଏହି ଫଟୋରେ ଦେଖାଯାଇଛି ଗୋଟିଏ ଘଡିଆଲ କୁମ୍ଭୀର ତା’ର ଛୁଆଙ୍କୁ ପାଣିରୁ ଛାଣି କୂଳକୁ ଆଣିବାକୁ ଚେଷ୍ଟା କରୁଛି।…
ସେବା ସର୍ତ୍ତ ପୂରଣ କରୁଥିବା ମହିଳା ଅଧିକାରୀଙ୍କୁ ପେନସନ୍ ଦେବା ସପକ୍ଷରେ ଭାରତୀୟ ସେନା
ନୂଆଦିଲ୍ଲୀ,୧୦।୨: ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାଲାଗି ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ଭାରତୀୟ ସେନା କହିଛି ଯେଉଁ ମହିଳା କର୍ମଚାରୀମାନେ ସେବା ସର୍ତ୍ତ ପୂରଣ କରିଛନ୍ତି ସେମାନଙ୍କୁ ପେନସନ୍ ଦେବା ଉଚିତ। ସେନା ପକ୍ଷରୁ ଆହୁରି ମଧ୍ୟ…
ପ୍ରେମ ଦିବସ ପୂର୍ବରୁ ଫୁଟିଲା ଗୁଳି: ପ୍ରଥମ ପ୍ରେମିକ କଲେ ଗୁଳିମାଡ
ଭୁବନେଶ୍ୱର,୧୦।୨(ବ୍ୟୁରୋ): ପ୍ରେମ ଦିବସ ପୂର୍ବରୁ ରାଜଧାନୀରେ ଫୁଟିଛି ଗୁଳି। ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ନିକଟରେ ଏକ ଗୁଳିମାଡ ହୋଇଛି। ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଯୁବତୀ ଜଣଙ୍କ ଶିକ୍ଷାନୁଷ୍ଠାନ କ୍ୟାମ୍ପସ…
ଆର୍ଏସ୍ଏସ୍ ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଗୋଇନ୍ଦା ରିପୋର୍ଟ
ନୂଆଦିଲ୍ଲୀ,୧୦।୨: ଦେଶରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବା ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ଜାରି ହୋଇଛି। ଏଥିରେ ଦର୍ଶାଯାଇଛି ଯେ, କିଛି ଆର୍ଏସ୍ଏସ୍ ନେତା ଏବଂ କେତେକ ଆର୍ଏସ୍ଏସ୍ କାର୍ଯ୍ୟାଳୟ ଉପରେ ଏଭଳି ଆକ୍ରମଣ କରିବା ଲାଗି ଆତଙ୍କବାଦୀଙ୍କ…
Archives


