ବସ୍ ଟ୍ରାଜେଡିର ହେବ ସମୀକ୍ଷା, ବସିବ ଉଚ୍ଚସ୍ତରୀୟ ବୈଠକ: ଶକ୍ତିମନ୍ତ୍ରୀ
ଭୁବନେଶ୍ୱର, ୧୦।୨(ବ୍ୟୁରୋ): ଗଞ୍ଜାମ ଜିଲା ବ୍ରହ୍ମପୁରରେ ୧୧ କେଭି ବିଦ୍ୟୁତ ତାର ଲାଗି ୧୦ ଜଣ ବସ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଶକ୍ତି ବିଭାଗର ସୁପରିଟେଣ୍ଡେଣ୍ଟ,…
ସମୁଦ୍ର ତଳେ ଶହେ ବର୍ଷ ପୂର୍ବରୁ ହଜିଥିବା ଜାହାଜକୁ ଖୋଜି ଆଣିବ ରୋବୋ!
ଏବେ ମଣିଷ ସହ କାନ୍ଧ ମିଳାଇ କାମ କରିବାକୁ ପ୍ରସ୍ତୁତ କରାଗଲାଣି ରୋବେ। ଖୁବ୍ କମ୍ ସମୟ ମଧ୍ୟରେ ଏହା ମଣିଷର ସମକକ୍ଷ ହୋଇପାରିବ ବୋଲି କୁହାଯାଉଛି। ଏବେ ସମୁଦ୍ର ତଳେ ଶହେ ବର୍ଷ ପୂର୍ବରୁ ହଜିଥିବା ବଡ ବଡ ଜାହାଜକୁ…
କରୋନାଭାଇରସ ରୋକିବାକୁ ଟେଲିଭିଜନ, ସିନେମାରୁ ହଟାଯାଉଛି କିସିଂ ସିନ୍
ତାଇପେ,୧୦।୨: ଚାଇନାରେ କରୋନାଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହାକୁ ରୋକିବା ପାଇଁ ଚାଇନା ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ଶୁଣିବାକୁ ମିଳିଛି ଏବେ ଚାଇନା ସରକାର ଟେଲିଭିଜନ ଧାରାବାହିକ ଓ ସିନେମାରୁ କିସିଂ ସିନ୍ ହଟାଇ ଦେଉଛନ୍ତି।…
୨୧ ଲକ୍ଷ ଟଙ୍କାର କାର ଏବଂ ୧୧ ଲକ୍ଷ ଯୌତୁକ ନେଲେନି ବର: ଗ୍ରହଣ କଲେ ୧୦୧ ଟଙ୍କା
କୋଟା,୧୦।୨: ବାହାଘରରେ ଜଣେ ବର ତାଙ୍କୁ ଶ୍ୱଶୁର ଘର ପକ୍ଷରୁ ମିଳିଥିବା ୨୧ ଲକ୍ଷ ଟଙ୍କାର ବିଳାସ ପୂର୍ଣ୍ଣ କାର ଏବଂ ୧୧ ଲକ୍ଷ ଟଙ୍କାର ଯୌତୁକ ନେବାକୁ ମନା କରିଛନ୍ତି। କେବଳ ୧୦୧ ଟଙ୍କା ଗ୍ରହଣ କରି ସେ ବିବାହ…
ଅନ୍ତିମ ଦିନିକିଆ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳରେ ପରିବର୍ତ୍ତନ
ଓ୍ବେଲିଂଟନ,୧୦।୨- ଟିମ୍ ଇଣ୍ଡିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ଆଗୁଆ ଜିତି ନେଇଥିବା ନ୍ୟୁଜିଲାଣ୍ଡ ଦଳ ଅନ୍ତିମ ମ୍ୟାଚ୍ ପୂର୍ବରୁ ଦଳରେ ପରିବର୍ତ୍ତନ କରିଛି। ଲେଗ୍ ସ୍ପିିନର ଇଶ ସୋଧି ଓ ପେସର ବ୍ଲେର ଟିକନରଙ୍କୁ ଦଳରେ ସାମିଲ କରାଯାଇଛି।…
ଏବେ ଏହି ଦେଶରେ ସନ୍ତାନ ଜନ୍ମ ପାଇଁ ମିଳିବ ଦେଢ ଲକ୍ଷ ଟଙ୍କା ବୋନସ
ଏଥେନ୍ସ,୧୦।୨: ଗ୍ରୀସରେ ବେଳକୁ ବେଳ ଜନସଂଖ୍ୟା କମିବାରେ ଲାଗିଛି। ଏହାକୁ ନଜରରେ ରଖି ଏବେ ସନ୍ତାନ ଜନ୍ମକୁ ନେଇ ସରକାର ବୋନସ ଘୋଷଣା କରିଛନ୍ତି। ‘ବେବି ବୋନସ’ ଯୋଜନାରେ ଏବେ ସନ୍ତାନ ପ୍ରସବ ପରେ ଦମ୍ପତିଙ୍କୁ ବୋନସ ମିଳିବ ବୋଲି ସରକାର…
ପାଟନାରେ ବନ୍ଦ ଘରେ ବିସ୍ଫୋରଣ: ତଦନ୍ତ ଜାରି
ପାଟନା,୧୦।୨: ବିହାର ପାଟନାରେ ଏକ ବନ୍ଦ ଘରେ ସୋମବାର ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାନ୍ଧୀ ମଇଦାନ ନିକଟରେ…
ପାକିସ୍ତାନରେ ଅନଅଫିସିଆଲ ଭାରତୀୟ କବାଡ଼ି ଦଳ
ଅମ୍ରିତସର,୧୦।୨- ଭାରତରୁ ୬୦ ଜଣିଆ ସର୍କଲ କବାଡ଼ି ଦଳ ପାକିସ୍ତାନ ଦ୍ୱାରା ଆୟୋଜିତ ପ୍ରଥମ କବାଡ଼ି ବିଶ୍ୱକପ୍ ୨୦୨୦ରେ ଭାଗ ନେଇଛନ୍ତି। ଏହି ଇଭେଣ୍ଟ ସର୍କେଲ ଫର୍ମାଟରେ ଖେଳାଯାଏ। କ୍ରୀଡ଼ା ମନ୍ତ୍ରଣାଳୟଠାରୁ କୌଣସି ଅନୁମତି ନ ନେଇ ପାକିସ୍ତାନ ଗସ୍ତ କରିଥିବାରୁ…
ପୁସ୍ତକ ମେଳାରେ ହନୁମାନ ଚାଳିଶା ବାଣ୍ଟିବାରୁ ଭିଏଚ୍ପିକୁ ରୋକିଲା ପୋଲିସ
କୋଲକାତା,୧୯।୨: ପଶ୍ଚିମବଙ୍ଗରେ ରବିବାର ୪୪ତମ ଅନ୍ତର୍ଜାତୀୟ କୋଲକାତା ପୁସ୍ତକ ମେଳାର ଶେଷ ଦିନ ଥିଲା। ପୁସ୍ତକ ମେଳାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଲୋକମାନଙ୍କୁ ହନୁମାନ ଚାଳିଶା ବଣ୍ଟା ଯାଉଥିଲା। ଏହାକୁ ରୋକିଥିଲା ପୋଲିସ। ଫଳରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ…
୨୦ ହଜାର କରୋନାଭାଇରସ ରୋଗୀଙ୍କୁ ମାରିବାକୁ ଅନୁମତି ମାଗିଛି କି ଚାଇନା!
ବେଜିଂ,୧୦।୨: ଚାଇନାରେ କାୟା ବିସ୍ତାର କରିଥିବା କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଭାରତ ଓ ଆମେରିକା ସମେତ ବିଶ୍ୱର ଆଉ କିଛି ଦେଶ ଏହାକୁ ନେଇ ଚାଇନାକୁ ସାହାଯ୍ୟର ହାତ ବଢାଇଛନ୍ତି। ଚାଇନାରେ ସୋମବାର ସୁଦ୍ଧା କରୋନାଭାଇରସରେ ପ୍ରାୟ…
ରାମମନ୍ଦିର ଗର୍ଭଗୃହ ସୁନାରେ ହେବ ନିର୍ମାଣ
ନୂଆଦିଲ୍ଲୀ,୧୦।୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ମନ୍ଦିରର ଗର୍ଭଗୃହକୁ ସୁନାରେ ତିଆରି କରାଯିବ ବୋଲି କୁହାଯାଉଛି। ଏଥି ପାଇଁ ପାଟନାର ମହାବୀର ମନ୍ଦିର ନ୍ୟାସ ପକ୍ଷରୁ ଅବାଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା…
ପକୁଡ଼ି ଛାଣି ବିରୋଧ ପ୍ରଦର୍ଶନ କଲେ କଂଗ୍ରେସ କର୍ମୀ
ଅସାନସୋଲ,୧୦।୨: ରାଜ୍ୟରେ ବେକାରି ସମସ୍ୟା ବଢିଚାଲିଥିବା ବେଳେ ଏହାକୁ ବିରୋଧ କରି ପଶ୍ଚିମବଙ୍ଗର ଆସାନସୋଲରେ କଂଗ୍ରେସ କର୍ମୀମାନେ ଅଭିନବ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏମାନେ ରାସ୍ତା କଡରେ ପକୁଡ଼ି ଛାଣିବା ସହ ପ୍ଲାକାର୍ଡ ଧରି ମଧ୍ୟ ବିରୋଧ କରିଥିଲେ। ଉକ୍ତ…
Archives


