Home Left

ଆଇସୋଲେଶନ୍‌ କ୍ୟାମ୍ପରୁ ଛୁଟି ମିଳିବା ଖୁସିରେ ନାଚିଉଠିଲେ ଯୁବତୀ

ନୂଆଦିଲ୍ଲୀ,୧୮।୨: କରୋନା ଭାଇରସ୍‌ ସନ୍ଦେହରେ ଦିଲ୍ଲୀର ଏକ ଆଇସୋଲେଶନ୍‌ କ୍ୟାମ୍ପରେ କିଛି ଯୁବତୀ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ଓ ଘରକୁ ଫେରିବା ଖୁସିରେ ସେମାନେ ଉକ୍ତ କ୍ୟାମ୍ପରେ ନାଚୁଥିବାର ଦେଖିବାକୁ ମିଳିଛି। ଏହି…

‘ଲୁପ୍‌ ଲପେଟା’ରେ ଆସିବେ ତାପସୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଦେଇଚାଲିଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଥାପ୍ପଡ’ର ଟ୍ରେଲର୍‌ ରିଲିଜ ହୋଇଥିଲା। ଦର୍ଶକଙ୍କୁ ଫିଲ୍ମର କନ୍ସେପ୍ଟ ବେଶ ଦମଦାର୍‌ ଲାଗୁଛି। ସୋସିଆଲ ମିଡିଆରେ ଏବେ ଦର୍ଶକ…

ବେକାର ଯୁବକଙ୍କ ବିବାହ ବିଜ୍ଞାପନ: ମନରେ ଦେଶଭକ୍ତି ଥିବା କନ୍ୟା ଆବଶ୍ୟକ

ନୂଆଦିଲ୍ଲୀ,୧୮।୨: ବିବାହ ପାଇଁ କେତେକ ଭଲ ବର ଏବଂ କନ୍ୟା ଲାଗି ବିଜ୍ଞାପନ ଦେଇଥାନ୍ତି। ବିଜ୍ଞାପନରେ ବର ଅବା କନ୍ୟାଙ୍କ ବିଷୟରେ ବିବରଣୀ ଦିଆଯିବା ସହିତ ଆବଶ୍ୟକ ହେଉଥିବା ବର ତଥା କନ୍ୟାଙ୍କ ସମ୍ପର୍କରେ ସୂଚନା ମଧ୍ୟ ଦିଆଯାଇଥାଏ। ଏହାକୁ ଏକ…

ମୋଦି-ଟ୍ରମ୍ପ୍‌ଙ୍କ ମେଗା ଶୋ: ବଲିଉଡ୍‌ ଷ୍ଟାରଙ୍କୁ ନିମନ୍ତ୍ରଣ

ଅହମଦାବାଦ୍‌, ୧୮।୨: ଗୁଜରାଟ ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ଫେବୃୟାରୀ ୨୪ରେ ହେବାକୁ ଥିବା ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ମେଗା ଶୋ ସମସ୍ତେ ଟ୍ରମ୍ପ୍‌ରେ ଯୋଗଦେବା ପାଇଁ ବଲିଉଡ୍‌ ଷ୍ଟାରଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ ବିଗ୍‌…

ଆଦିତ୍ୟଙ୍କ ସହ ବିବାହକୁ ନେଇ ଏମିତି କହିଲେ ନେହା

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ମଧ୍ୟରେ ବିବାହର ଚର୍ଚ୍ଚା ଥମିବାର ନାଁ ନେଉନି। ଚର୍ଚ୍ଚା ହେଉଥିଲା ଯେ ଭାଲେଣ୍ଟାଇନ୍ସ ଡେ’ରେ ସେମାନେ ବାହା ହେବେ। ତେବେ ସେମାନଙ୍କ ବାହାଘର ସରିଯାଇଛି। ଆଉ ଏହାର ଫଟୋ ଓ ଭିଡିଓ…

ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲରେ ବ୍ୟବହାର ହେବ ନାହିଁ ଡିଆରଏସ୍‌

ନୂଆଦିଲ୍ଲୀ,୧୮।୨- ରଣଜୀ ଟ୍ରଫି ନକଆଉଟ୍‌ରେ ସୀମିତ ଡିଆରଏସ୍‌ ବ୍ୟବହାର କରାଯିବ। ଫଳରେ କ୍ୱାର୍ଟର ଫାଇନାଲର କୌଣସି ମ୍ୟାଚ୍‌ ଡିଆରଏସ୍‌ ବ୍ୟବହାର ହେବ ନାହିଁ। କିନ୍ତୁ ଏହା ସେମିଫାଇନାଲ ଓ ଫାଇନାଲ ପାଇଁ ଉପଲବ୍ଧ ହେବ। ଏ ନେଇ ବିସିସିଆଇ ଜେନାରାଲ ମ୍ୟାନେଜର…

ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କଲେ ମହିଳା

ଓ୍ବାଶିଂଟନ,୧୮।୨: ଆମେରିକାରେ ଜଣେ ମହିଳା ନିଜ ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କରିଛନ୍ତି। ସ୍ଥାନୀୟ ମିସିଗାନରେ ବାସ କରୁଥିବା ରୋନିକା ଫ୍ରୋଇସେ ନିଜ ଘୋଡ଼ା ଫ୍ରେକଲ୍‌ ବଟ୍‌ ଫେଡ୍‌ ସହିତ ବିମାନରେ ପ୍ରଥମ ଶ୍ରେଣୀରେ ଯାତ୍ରା କରିଛନ୍ତି। ଏବେ ଏହାକୁ…

ଗୁରୁପ୍ରିୟା ସେତୁ ଉଦ୍‌ଘାଟନର ଦେଢ଼ବର୍ଷ ନ ପୂରୁଣୁ ଚାଲିଲା ମରାମତି କାର୍ଯ୍ୟ

ଚିତ୍ରକୋଣ୍ଡା, ୧୮।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ତଥା ବିଚ୍ଛିନ୍ନାଞ୍ଚଳର ୯ଟି ପଞ୍ଚାୟତର ୧୫୧ ଖଣ୍ଡ ଗ୍ରାମର ଧିବାସୀ ଜଳବନ୍ଦୀ ଭିତରେ ରହିଥିଲେ। ସରକାର ଗୁରୁପ୍ରିୟା ସେତୁ ନିର୍ମାଣ କରିଥିଲେ। ତେବେ ଏହା ଉଦ୍‌ଘାଟନ ହେବାର ଦେଢ଼ ବର୍ଷ ନ ପୂରୁଣୁୁ…

ଡି. ଲିଲିଙ୍କୁ ମିଳିଲା ଆଡ୍‌ମିଟ୍‌ କାର୍ଡ: ଧରିତ୍ରୀ, ଜିଲା ପ୍ରଶାସନକୁ ଜଣାଇଲେ ଧନ୍ୟବାଦ

ଗଞ୍ଜାମ,୧୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହୁମା ବୀରଭଦ୍ର ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ରୀ ଡି. ଲିଲି ରେଡ୍ଡୀ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ଫିଲଅପ କରିଥିଲେ ମଧ୍ୟ ଆଡ୍‌ମିଟ୍‌ କାର୍ଡ ପାଇ ନ ଥିଲେ । ଉକ୍ତ ସ୍କୁଲ ପ୍ରଧାନ…

ପ୍ରଶାନ୍ତ କିଶୋର ଆରମ୍ଭ କରିବେ ‘ବାତ୍‌ ବିହାର କି’ କାର୍ଯ୍ୟକ୍ରମ

ପାଟନା,୧୮।୨: ଦିଲ୍ଲୀରେ ଅରବିନ୍ଦ କେଜରିଓ୍ବାଙ୍କ ନେତୃତ୍ୱାଧିନ ଆମ ଆଦମୀ ପାର୍ଟି(ଏଏପି)ର ବିପୁଳ ବିଜୟ ପରେ ଶ୍ରେୟ ନେଇଛନ୍ତି ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର। ମଙ୍ଗଳବାର ବିହାରର ପାଟନାରେ ସେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଛନ୍ତି। ଏହି ସମ୍ମିଳନୀରେ ପ୍ରଶାନ୍ତ…

ଇଟା ଭାଟିରୁ ନିଆଁ ଛିଟିକି ଅଗ୍ନିକାଣ୍ଡ: ଭାଇ-ଭଉଣୀ ଗୁରୁତର

ମାଲକାନଗିରି,୧୮।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଗୌଡ଼ଗୁଡ଼ା ଗାଁରେ ମଙ୍ଗଳବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ଲାଗି ୮ ବର୍ଷର ଭାଇ  ଓ ୨ ବର୍ଷର ଭଉଣୀ ଗୁରୁତର ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପରିନାହିଁ। ପ୍ରକାଶ ଯେ, ସକାଳେ ଭାଇ-ଭଉଣୀ ଘରେ…

ଅଜବ ପରମ୍ପରା: ଯେଉଁଠି ଭୂତ ବେଶ ଧାରଣ କରନ୍ତି ଲୋକେ

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ସେହିପରି ମେକ୍ସିକୋରେ ପ୍ରତିବର୍ଷ ଏକ ନିଆରା ପର୍ବ ପାଳିତ ହୋଇଥାଏ। ଏହି ପର୍ବର ନାମ ‘ଡେ ଅଫ୍‌ ଦି ଡେଡ୍‌’। ଏହି ଅବସରରେ ଲୋକମାନେ ଭୂତ ଏବଂ କଙ୍କାଳପରି ଦେଖାଯାଉଥିବା ପୋଷାକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri