Home Left

କଳାହାଣ୍ଡି : ୧୦୩ କେନ୍ଦ୍ରରେ ପରୀକ୍ଷା ଦେବେ ୨୧,୧୬୫ ଛାତ୍ରୀଛାତ୍ର

ଭବାନୀପାଟଣା,୧୮।୨(ଡି.ଏନ୍‌.ଏ.): ଚଳିତ ବର୍ଷ କଳାହାଣ୍ଡି ଜିଲାର ୩୩୬ଟି ହାଇସ୍କୁଲର ୨୧ ହଜାର ୧୬୫ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ଏଥି ନିମନ୍ତେ ଜିଲାରେ ୧୦୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି ପରୀକ୍ଷାରେ ଜିଲାର ୧୯ ହଜାର ୭୩୯ ରେଗୁଲାର ଛାତ୍ରୀଛାତ୍ର, ୧୪୧୨…

ମ୍ୟାଗି ପକୋଡା

ଆବଶ୍ୟକ ସାମଗ୍ରୀ: ନୁଡଲ୍ସ-୧୫୦ଗ୍ରାମ୍‌, ଲୁଣ ଅଧାଚାମଚ, ଲଙ୍କା ପାଉଡର ଦୁଇ ଚାମଚ, କର୍ନଫ୍ଲୋର-ଦୁଇ ଚାମଚ, ଚିଜ୍‌ କ୍ୟୁବ୍‌-ଅଧା କପ, ଶିମ୍‌ଲା ମିର୍ଚ୍ଚି-ଅଧାଚାମଚ, ରିଫାଇନ୍‌ଡ ଅଏଲ ଦୁଇ କପ, ପାଣି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଶିମ୍‌ଲା ମିର୍ଚ୍ଚିକୁ ଭଲଭାବେ ଧୋଇ କାଟନ୍ତୁ। ଏହାପରେ…

ଭାରତ-ବ୍ରିଟେନ ମିଳିତ ସମରାଭ୍ୟାସ: ଅଜେୟ ଓ୍ବାରିଅର-୨୦୨୦

ଲଣ୍ଡନ,୧୮।୨: ଭାରତ ଏବଂ ବ୍ରିଟେନ ମଧ୍ୟରେ ୫ମ ଥର ପାଇଁ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ମିଳିତ ସମରାଭ୍ୟାସ ଅଜେୟ ଓ୍ବାରଅର-୨୦୨୦ ବ୍ରିଟେନର ସାଲିସବୁରୀ ସମତଳ ଅଞ୍ଚଳରେ ଜାରି ରହିଛି। ଦୁଇ ଦେଶର ଯବାନ ଆତଙ୍କବାଦ ବିରୋଧରେ କିଭଳି ଅପରେଶନ କରାଯିବ…

ବିଧାନସଭାରେ ଉଠିଲା ବେସରକାରୀ କଲେଜ ଅଧ୍ୟାପକଙ୍କୁ ସପ୍ତମ ବେତନ କମିଶନ ଦରମା ପ୍ରସଙ୍ଗ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ସରକାରୀ କଲେଜ ଅଧ୍ୟାପକଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ମିଳୁଛି। ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକଙ୍କୁ ଏ ପର୍ଯ୍ୟନ୍ତ ସପ୍ତମ ବେତନ କମିଶନ ଦରମା ମିଳିଲା ନାହିଁ। ଜଣେ ସରକାରୀ କଲେଜ ଅଧ୍ୟାପକ ଅବସର ବେଳକୁ ୧୫ ଲକ୍ଷ ଟଙ୍କା…

ଶପିଂ କରିବା ପୂର୍ବରୁ

ପ୍ରଥମେ ଲିଷ୍ଟ କରନ୍ତୁ: ସବୁବେଳେ ମନେରଖନ୍ତୁ ଯେତେବେଳେ ଆପଣ ଶପିଂ କରିବାକୁ ଯାଉଛନ୍ତି ପ୍ରଥମେ ଲିଷ୍ଟ କରନ୍ତୁ କ’ଣ କିଣିବେ। କାହିଁକି ନା ଆପଣ ମାର୍କେଟ ଯାଇ କିଛି ଭୁଲିଯାଇପାରନ୍ତି। ଶପିଂ ଲିଷ୍ଟ ଆପଣଙ୍କ ସମୟକୁ ବଞ୍ଚାଇପାରେ। ଆପଣଙ୍କୁ ପ୍ରଥମରୁ ଜଣାଥିବ…

ହାତରେ ଖାଇଲେ ବଢ଼େ ଖାଦ୍ୟର ସ୍ବାଦ

ବର୍ତ୍ତମାନର ଆଧୁନିକ ଯୁଗରେ ଅଧିକାଶ ଲୋକେ ହାତ ପରିବର୍ତ୍ତେ ଚାମଚରେ ଖାଇବାକୁ ପସନ୍ଦ କରୁଛନ୍ତି। ମାତ୍ର ଚାମଚରେ ନ ଖାଇ ହାତରେ ଖାଇବା ଦ୍ୱାରା ଖାଦ୍ୟର ସ୍ବାଦ ବଢ଼ିଥାଏ। ନିକଟରେ ନ୍ୟୁୟର୍କର ଷ୍ଟେଭେନ୍‌ସ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି।…

ସବୁ ଭିକାରିଙ୍କ ପାଖରେ ରହିଛି ଏହି ଅଭିନେତାଙ୍କ ପର୍ସନାଲ ଫୋନ୍‌ ନମ୍ବର

ମୁମ୍ବାଇ: ମାୟାଗନରୀ କହିଲେ ବୁଝାଏ ବଲିଉଡ୍‌ କଳାକାରଙ୍କ ନଗରୀ। ଆଉ ଏହା ହେଉଛି ମୁମ୍ବାଇରେ। ଏଠାରେ ଥିବା ସବୁ ସେଲିବ୍ରିଟି କୋଟିପତି। ଏଠି ଗରିବ ବୋଲି କେହି ନାହିଁ କହିଲେ ଚଳେ। ହେଲେ ଏଠି ଏମିତି ଜଣେ ସେଲିବ୍ରିଟି ରହୁଛନ୍ତି ଯାହାଙ୍କର…

ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷାକୁ ନେଇ ବିଧାନସଭାରେ କଂଗ୍ରେସର ହଟ୍ଟଗୋଳ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ବିଧାନସଭାରେ କଂଗ୍ରେସ ଦଳର ସଭ୍ୟମାନେ ମଙ୍ଗଳବାର ହଙ୍ଗାମା କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଭାଷା ଓ ସଂସ୍କୃତି ପାଇଁ ରାଜ୍ୟ ସରକାରଙ୍କର ତିଳେ ମାତ୍ର ଦରଦ ନାହିଁ। ଓଡ଼ିଆ ଭାଷାର ଉନ୍ନତି…

ବାଘ ସଫାରୀରେ ପର୍ଯ୍ୟଟକଙ୍କ ଲୁଗା ଟାଣିଲା ବାଘ: ଭିଡ଼ିଓ ଭାଇରାଲ

ଭୋପାଳ,୧୮।୨: କିଛିଦିନ ତଳେ ଛତିଶଗଡ଼ ରାୟପୁରରେ ଥିବା ନନ୍ଦନବନ ଜଙ୍ଗଲ ସଫାରୀରେ ଏକ ବାଘ ପର୍ଯ୍ୟଟକଙ୍କ ବସର ପିଛା କରିଥିଲା। ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଲାଗିଥିଲା। ଏହାପରେ ବନବିଭାଗ ପକ୍ଷରୁ ଟୁରିଷ୍ଟ ବସର ଡ୍ରାଇଭର ଓମ୍‌ ପ୍ରକାଶ ଏବଂ ଗାଇଡ୍‌…

ଅମିତାଭଙ୍କୁ କାହିଁକି କ୍ଷମା ମାଗିଲେ ଅମର ସିଂହ

ନୂଆଦିଲ୍ଲୀ,୧୮।୨: ସମାଜବାଦୀ ପାର୍ଟି(ଏସ୍‌ପି)ର ପୂର୍ବତନ ନେତା ତଥା ରାଜ୍ୟସଭା ଏମ୍‌ପି ଅମର ସିଂହଙ୍କ ଖରାପ୍‌ ସ୍ବାସ୍ଥ୍ୟାବସ୍ଥା ଯୋଗୁ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଡନୀ ଜନିତ ସମସ୍ୟା ଥିବାରୁ ସେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି। ବର୍ତ୍ତମାନ…

ହାଇୱାକୁ ଧକ୍କା ଦେଲା ବାଇକ: ୨ ମୃତ, ଜଣେ ଗୁରୁତର

ଗୋପାଳପୁର/କନିଷି,୧୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ଗୋଳନ୍ଥରା ଚଟି ଛକରେ ସୋମବାର ମଧ୍ୟରାତ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ଗୋଳନ୍ଥରା…

କର୍ଲାମୁଣ୍ଡା ବ୍ଲକ: ୬ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେବେ ୧୨୪୧ ଛାତ୍ରୀଛାତ୍ର

କର୍ଲାମୁଣ୍ଡା,୧୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୩ଟି ହାଇସ୍କୁଲରୁ ୧୨୪୧ ଛାତ୍ରୀଛାତ୍ର ୬ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେବେ। ତେବେ ରିଷିଡା ସରକାରୀ ବାପୁଜୀ ଉଚ୍ଚ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାକେନ୍ଦ୍ରରେ ସର୍ବାଧିକ ୨୭୧ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri