Home Left

ଆମେରିକାରେ ନ ଥିବେ ଡୋନାଲ୍ଡ ଟ୍ରମ୍ପଙ୍କ ଏମିତି ପ୍ରଶଂସକ!

ହାଇଦ୍ରାବାଦ୍‌,୧୮।୨: ଫେବୃୟାରୀ ୨୪ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଅହମଦାବାଦ ଯିବେ। ତାଙ୍କୁ ସ୍ବାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଟ୍ରମ୍ପଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।…

ମାଗଣା ଖାଦ୍ୟ ପାଇଁ ଧାଁ ଦୌଡ ବେଳେ ୨୦ ମୃତ

ନିୟାମେ,୧୮।୨: ଆଫ୍ରିକୀୟ ଦେଶ ନାଇଜରରେ ମାଗଣା ଖାଦ୍ୟ ପାଇବାକୁ ଧାଁ ଦୌଡ ହେଉଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୫ ମହିଳା ଓ ୫ ଶିଶୁ ଅଛନ୍ତି। ଏଥିରେ ଅନ୍ୟ ୧୦ ଆହତ ହୋଇଥିବା…

ଶୀତଦିନେ ମେକ୍‌ଅପ

ଶୀତଦିନେ ମେକଅପ୍‌ ହେବା ପୂର୍ବରୁ ସ୍କିନ୍‌କୁ ପୂରା ମଶ୍ଚରାଇଜ୍‌ କରିଦିଅନ୍ତୁ। ଏଥିପାଇଁ ମେକଅପ୍‌ ପୂର୍ବରୁ ନିଜ ସ୍କିନ୍‌କୁ ଭଲ କ୍ଲିଞ୍ଜିଂ ମିଲ୍‌କ ସାହାଯ୍ୟରେ ସଫା କରନ୍ତୁ। -ନିଜ ତ୍ୱଚାକୁ ସର୍ବପ୍ରଥମେ କ୍ଲିଞ୍ଜିଂ ମିଲ୍‌କରେ ସଫା କରନ୍ତୁ। ଏହାପରେ ଫାଉଣ୍ଡେଶନ ଲଗାନ୍ତୁ। ଥଣ୍ଡାଦିନରେ…

ଫ୍ଲୋରାଲ ଫ୍ୟାଶନ

ଫ୍ଲୋରାଲ ପ୍ରିଣ୍ଟ: ଶାଢ଼ିର କେତେ ଭେରାଇଟି ଅଛି, ଯେମିତିକି ବନାରସୀ, କାଞ୍ଜିବରମ୍‌ କିମ୍ବା ସିଲ୍କ। ଏଥିମଧ୍ୟରୁ ଅନ୍ୟତମ ହେଉଛି ଫ୍ଲୋରାଲ ପ୍ରିଣ୍ଟ। ଋତୁ ବଦଳିବା ସହିତ ଫ୍ୟାଶନ୍‌ ମଧ୍ୟ ବଦଳିଯାଏ। ଶୀତଦିନ ଯିବାକୁ ବସିଲାଣି। ଏହା ଭିତରେ ଫ୍ଲୋରାଲ ପ୍ରିଣ୍ଟ ମାର୍କେଟରେ…

ଏକ୍ଟୋପିକ୍‌ ଗର୍ଭାବସ୍ଥା

”ଏକ୍ଟୋପିକ୍‌ ଗର୍ଭାବସ୍ଥା ସେତେବେଳେ ହୋଇଥାଏ, ଯେତେବେଳେ ପ୍ରଜନନ ହୋଇଥିବା ଡିମ୍ବାଣୁ ନିଜକୁ ଗର୍ଭାଶୟର ବାହାରେ ସ୍ଥାପିତ କରିଥାଏ; ସାଧାରଣତଃ ଏହା ନିଜକୁ ଏକ ଟ୍ୟୁବ୍‌ରେ ସ୍ଥାପନା କରିଥାଏ। ଏହି ପରିସ୍ଥିତିରେ ଭ୍ରୂଣ ବିକଶିତ ହୋଇ ଶିଶୁରେ ପରିଣତ ହୋଇ ନ ଥାଏ,…

ବିରୋଧ ପ୍ରଦର୍ଶନ ସ୍ଥଳରେ ପ୍ଲାକର୍ଡ ଧରି କଲେ ବିବାହ

ଚେନ୍ନାଇ,୧୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାକରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଆଜିବି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ତାମିଲନାଡୁର ଓଲ୍ଡ ଓ୍ବାଶରମ୍ୟାନପେଟ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯାଉଛି। ସୋମବାର ଏହି ପ୍ରଦର୍ଶନ ସ୍ଥଳରେ ଶେହେନଶାହା…

ପ୍ରଥମ ଭାରତୀୟ ଭାବେ କୋହଲି କଲେ ଏମିତି କାରନାମା: ପ୍ରିୟଙ୍କାଙ୍କୁ ପଛରେ ପକାଇଲେ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ପରଠାରୁ କୋହଲି ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ହାସଲ କରି…

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମଦାବାଦ ପହଞ୍ଚିଲେ ୨୦୦ ଆମେରିକା ସୁରକ୍ଷାକର୍ମୀ: ସ୍ବତନ୍ତ୍ର ଗାଡିରେ କରିବେ ରୋଡ ଶୋ’

ଅହମଦାବାଦ,୧୮।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତ ୨୪-୨୫ରେ ସେମାନେ ଭାରତ ଆସୁଥିବା ବେଳେ ଏହା ପୂର୍ବରୁ ସୁରକ୍ଷାର ସମସ୍ତ ବ୍ୟବସ୍ଥା…

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପାଇଁ ସଜେଇ ହେଉଛି ଭୁବନେଶ୍ୱର

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଓଡ଼ିଶା ଆୟୋଜନ କରିବାକୁ ଯାଉଛି ‘ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ’ର ପ୍ରଥମ ସଂସ୍କରଣ। ବିଶ୍ୱବିଦ୍ୟାଳୟସ୍ତରରୁ ପ୍ରତିଭାବାନ୍‌ କ୍ରୀଡ଼ାବିତ୍‌ମାନଙ୍କୁ ଖୋଜି ବାହାର କରିବା ପାଇଁ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହିି କାର୍ଯ୍ୟକ୍ରମ ଫେବୃୟାରୀ ୨୨ରୁ ମାର୍ଚ୍ଚ…

ଘନ କୁହୁଡ଼ି ନେଇ ଦୁଇଦିନ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୮ା୨(ବ୍ୟୁରୋ): ସାରା ରାଜ୍ୟରେ ଏବେ ଗରମ ଅନୁଭୂତ ହେଲାଣି। ଦିନରେ ପ୍ରବଳ ଖରା ହେଉଛି। ଲାଗୁଛି ଏଥର ଖରାଦିନ ଲୋକଙ୍କୁ ଛଟପଟ କରିବ। ଅପରପକ୍ଷେ ସୋମବାର ପୁଣି କୁହୁଡ଼ି ପରିଲକ୍ଷିତ ହୋଇଛି। ବିଶେଷକରି ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂପୁର, କଟକ, କେନ୍ଦ୍ରାପଡ଼ା,…

ବଧୂ ବେଶରେ ବସିଥିଲେ ଝିଅ, ଆସିଲେନି ବର

ଭୁବନେଶ୍ୱର,୧୮।୨(ବ୍ୟୁରୋ): ବିବାହ ପାଇଁ ମଣ୍ଡପରେ ରବିବାର ଚାଲିଥିଲା ଜୋରଦାର ପ୍ରସ୍ତୁତି। ବନ୍ଧୁବାନ୍ଧବ ଆସି ଭୋଜି ଖାଇବା ସହ ବଧୂବେଶରେ ଥିବା ଝିଅକୁ ଆଶୀର୍ବାଦ ଦେଇଥିଲେ। ପୁରୋହିତ ବିବାହ ପାଇଁ ସବୁ ଆୟୋଜନ ଶେଷ କରିଦେଇଥିଲେ। କିନ୍ତୁ ବିବାହ ସମୟ ଗଡ଼ିଯାଇଥିଲେ ମଧ୍ୟ…

ଶାସ୍ତ୍ରୀୟ ନୃତ୍ୟକଳାର ବିକାଶ ମୋର ଲକ୍ଷ୍ୟ: ସାଲୁ ଜିନ୍ଦଲ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଭାରତୀୟ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କୁଚିପୁଡ଼ି ନୃତ୍ୟଶିଳ୍ପୀ ତଥା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ଅଧ୍ୟକ୍ଷା ସାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ‘ଉର୍ବଶୀ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୮୧ତମ ଜନ୍ମଦିବସ ଉପଲକ୍ଷେ ରବିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri