ଜାଣନ୍ତୁ ‘ଭିଟାମିନ୍-ସି’ ଅଭାବରୁ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ
ଭିଟାମିନ୍-ସି’ ଶରୀର ଲାଗି ଜରୁରୀ। ଏଥିରୁ ଜରୁରୀ ପୋଷକତତ୍ତ୍ୱ ମିଳିଥାଏ। ମାତ୍ର ଅନେକ ଏହି ଭିଟାମିନ କମ୍ ଥିବା ସମସ୍ୟାରେ ଜଡିତ ହୋଇଥାନ୍ତି। ତେବେ ଶରୀରକୁ ଏହି ଭିଟାମିନ୍ ପ୍ରଚୁର ପରିମାଣରେ ଯୋଗାଇବାକୁ ହେଲେ ଏସବୁ ଖାଦ୍ୟକୁ ଡାଏଟରେ ସାମିଲ କରିବା…
ନାଲି ଶାଢ଼ୀରେ ମରାଠୀ ଲୁକ୍ରେ ନଜର ଆସିଲେ ଫାତିମା
ମୁମ୍ବାଇ: ୨୦୧୬ରେ ଫୋଗାଟ ଭଉଣୀଙ୍କ ଉପରେ ତିଆରି ହୋଇଥିବା ଆମିର ଖାଁଙ୍କ ସୁପରହିଟ୍ ଫିଲ୍ମ ‘ଦବଙ୍ଗ’ରେ ଗୀତା ଫୋଗାଟ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଫାତିମା ସନା ଶେଖ୍ଙ୍କ ଏବେ ଅପ୍ କମିଂ ଫିଲ୍ମ ଆସିବାକୁ ଯାଉଛି। ଫାତିମାଙ୍କ ଅପ୍ କମିଂ…
୬୧ ହଜାର କିଲୋମିଟର ଯାତ୍ରା କରି, ମଥାରେ ଲଗାଇଲେ ୪୦ ଶହୀଦ ଯବାନଙ୍କ ଘରର ମାଟି
ଶ୍ରୀନଗର,୧୪।୨: ଗତବର୍ଷ ପୁଲଓ୍ବାମାରେ ଶହୀଦ ହୋଇଥିବା ୪୦ ଯବାନଙ୍କୁ ଶୁକ୍ରବାର ଶ୍ରୀନଗରରେ ଥିବା ସିଆର୍ପିଏଫ୍ର ଲେଥପୋରା ଶହୀଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମହାରାଷ୍ଟ୍ରର ଉମେଶ ଗୋପିନାଥ ଯାଦବ ଏହି ଶ୍ରଦ୍ଧାଞ୍ଜଳି ଉତ୍ସବର ବିଶେଷ ଅତିଥି ଥିବା ସୂଚନା ମିଳିଛି। ଉମେଶ…
ଟ୍ରାଫିକ୍ ଜାମ ଯୋଗୁ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟଣା: ଏକ ଘଣ୍ଟା ନୁହେଁ ୨୨ ମିନିଟ ୩୮ ସେକେଣ୍ଡ ଲାଗିଥିବା କହିଲା କମିଶନରେଟ ପୋଲିସ
ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜଧାନୀ ରାଜରାସ୍ତାରେ ମଙ୍ଗଳବାର ପୂର୍ବାହ୍ନରେ ଟ୍ରାଫିକ ଜାମ୍ ପାଇଁ ଆମ୍ବୁଲାନ୍ସରେ ଥିବା ଶିଶୁପୁତ୍ର ନୀଲ ନୀତୀଶ ନାୟକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକୁ ପରୋକ୍ଷରେ ମିଛ ବୋଲି କହିଛି କମିଶନରେଟ୍ ପୋଲିସ। ଘଟଣାଦିନ ଆମ୍ବୁଲାନ୍ସ ଟାଇମିଂ ଦେଇ ଏହାକୁ ମିଥ୍ୟା ଦର୍ଶାଯାଇଛି।…
ଦିଲ୍ଲୀରୁ ଫେରିଲେ ମୋକିମ: କହିଲେ ସଂଗଠନ ସୁଦୃଢ଼ ହେବା ନେଇ ଆଲୋଚନା ହୋଇଛି
ଭୁବନେଶ୍ୱର,୧୪।୨(ବ୍ୟୁରୋ): ବଦଳିବେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନେତାଙ୍କ ଡକରା ପାଇ ଦିଲ୍ଲୀ ଯାଇ ଫେରିବା ପରେ ଏଭଳି କିଛି ଆଭାସ ମିଳିଛି। ଗସ୍ତ ନେଇ ପ୍ରତିକ୍ରିୟା ରଖି…
ଆରମ୍ଭରୁ ହଟ୍ଟଗୋଳ: ଶନିବାର ଯାଏ ବିଧାନସଭା ମୁଲତବୀ
ଭୁବନେଶ୍ୱର,୧୪।୨(ବ୍ୟୁରୋ): ଶୁକ୍ରବାର ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରାରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିବା ପରେ ଶୋକ ପ୍ରସ୍ତାବ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଗୃହ ଅଫିସର ଗ୍ୟାଲେରିରେ ଜଣେ ମଧ୍ୟ ଅଫିସର ନ ଥିବାରୁ…
ଆଖିତଳେ କଳା ପଡ଼ିଯାଇଛି କି ତା’ହେଲେ ଆପଣାନ୍ତୁ ଏହି ତେଲ
ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ନିମନ୍ତେ ଭିଟାମିନ୍-ଇ ତେଲ ଖୁବ୍ ହିତକାରୀ ହୋଇଥାଏ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ରୂପଚର୍ଯ୍ୟାରେ ପ୍ରତ୍ୟହ ଭିଟାମିନ୍-ଇ ତେଲର ବ୍ୟବହାର କଲେ ଏହାର ଭଲ ପ୍ରଭାବ ପଡ଼େ। କାରଣ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟର ମାତ୍ରା ଭରପୂର ରହିଥାଏ। ଏହି ତେଲ…
ହତ୍ୟା କରିଥିବା ସ୍ବୀକାର କଲେ ଅନୁପ ସାଏ: ଜାଣନ୍ତୁ କାହିଁକି ତାଙ୍କ ଉପରେ ସନ୍ଦେହ କଲା ପୋଲିସ
ଝାରସୁଗୁଡ଼ା ଅଫିସ,୧୪।୨- ଝାରସୁଗଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ପୋଲିସ ବୁଧବାର ରାତିରେ ଏଠାରୁ ଟେକି ନେଇଥିଲା। ଏକ ଡବଲ୍ ମର୍ଡରରେ ତାଙ୍କ ସମ୍ପୃୃକ୍ତି ନେଇ ତାଙ୍କୁ ପୋଲିସ…
କେଜରିଓ୍ବାଲଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଗୀତିକାର ଜାଭେଦ
ନୂଆଦିଲ୍ଲୀ,୧୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ଆମ ଆଦମୀ ପାର୍ଟି(ଏଏପି) ବିଜୟ ଲାଭ କରିଛି। ଏଥିପାଇଁ ଏଏପିକୁ ଦିଲ୍ଲୀବାସୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ଓ ସେଲିବ୍ରିଟିଙ୍କ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ଇତିମଧ୍ୟରେ ବଲିଉଡ୍ ଗୀତିକାର ଜାଭେଦ ଅଖତର…
ଗଦଡ଼ି ନିକଟରେ କାର୍ ଦୁର୍ଘଟଣା: ୪ ଗୁରୁତର, କାର୍ରୁ ମିଳିଲା ମୟୂର ମୃତଦେହ
ଦାରିଙ୍ଗବାଡ଼ି,୧୪।୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଗଦଡ଼ି ନିକଟରେ ଶୁକ୍ରବାର ଏକ କାର୍ ଦୁର୍ଘଟଣା ଘଟିଛି । ଏଥିରେ ୪ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପାରି ନାହିଁ। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାରକରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି…
ତାରାତାରିଣୀ ମନ୍ଦିର ପ୍ରଶାସନ, ସେବାୟତଙ୍କ ଖବରଦାତା ସମ୍ମିଳନୀ: ଦକ୍ଷିଣା ଲାଗି ଖଣ୍ଡାରେ ହାଣିବା ଅଭିଯୋଗ ମିଥ୍ୟା
ପୁରୁଷୋତ୍ତମପୁର,୧୪।୨(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦକ୍ଷିଣା ଲାଗି ଭକ୍ତଙ୍କୁ ସେବାୟତ ଖଣ୍ଡାରେ ହାଣି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଶୁକ୍ରବାର ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ ମନ୍ଦିର କାର୍ଯ୍ୟାଳୟ ପରିସରରେ ଏକ…
ଭାରତରେ ବୋଲ୍ଟଙ୍କ ଠାରୁ ଦ୍ରୁତତମ ଧାବକ
ବାଙ୍ଗାଲୋର,୧୪।୨- ବିଶ୍ୱର ସବୁଠୁ ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବୋଧ ହୁଏ ପ୍ରତିଦ୍ୱନ୍ଦ୍ୱୀ ମିଳିଯାଇଛି। କର୍ନାଟକର ଏକ ଗ୍ରାମରେ ଅନୁଷ୍ଠିତ ପାରମ୍ପରିକ କମ୍ବାଲ ଜକି ଦୌଡ଼ରେ ଶ୍ରୀନିବାସ ରାତାରାତି ସେନସେଶନ ପାଲଟି ଯାଇଛନ୍ତି। ସେ ପାରମ୍ପରିକ…
Archives


