ପୁରୀ ଇନ୍ଦିରା ଭବନରେ ରକ୍ତାକ୍ତ ସଂଘର୍ଷ
ପୁରୀ ଅଫିସ, ୧୮।୨: ପଦାରେ ପଡ଼ିଲା ପୁରୀ ଜିଲା କଂଗ୍ରେସର ଗୋଷ୍ଠୀ କନ୍ଦଳ। ଜିଲା ଦଳୀୟ କାର୍ଯ୍ୟାଳୟ ଇନ୍ଦିରା ଭବନ ପାଲଟିଲା ରଣକ୍ଷେତ୍ର। ପ୍ରଦେଶ କଂଗ୍ରେସ କମିଟି ନେତାଙ୍କ ଆଗରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଲା ରକ୍ତାକ୍ତ ସଂଘର୍ଷ। ଏଥିରେ ୩ଜଣ…
ନିଆରା ପରମ୍ପରା: ଯେଉଁଠି ଲାଗେ ଦେବତାଙ୍କ ଅଦାଲତ
ଛତିଶଗଡ଼ ବସ୍ତର ଜିଲାରେ ଥିବା କାଣ୍ଡଗାଁରେ ଦେଖିବାକୁ ମିଳେ ଏକ ନିଆରା ପରମ୍ପରା। ଏହି ଗାଁର ଅଧିବାସୀମାନେ କୌଣସି ଅଭିଯୋଗର ଶୁଣାଣି ପାଇଁ କୋର୍ଟ ଅବା ଥାନାର ଦ୍ୱାରସ୍ଥ ହୋଇ ନ ଥାଆନ୍ତି। ଗାଁ ମଧ୍ୟରେ ବସୁଥିବା ଈଶ୍ୱର ବା ଦେବତାଙ୍କ…
ବିବାହ କରିବାକୁ କହି ଠକିନେଲେ ୨୫ ଲକ୍ଷ
ଭୁବନେଶ୍ୱର,୧୮।୨(ବ୍ୟୁରେ): ପ୍ରଥମେ ବନ୍ଧୁତା, ପରେ ପ୍ରେମ। ସମ୍ପର୍କ ଆଗକୁ ବଢ଼ିବା ପରେ ବିବାହ କରିବାକୁ କହି ଯୁବତୀଙ୍କଠାରୁ ଠକିନେଲେ ୨୫ ଲକ୍ଷ। ପ୍ରତାରଣା ଓ ଠକେଇର ଶିକାର ହୋଇଥିବା ଯୁବତୀ ଜଣକ ହେଉଛନ୍ତି ଜଣେ ବ୍ୟାଙ୍କ୍ କର୍ମଚାରୀ। ଠକେଇ ଓ ପ୍ରତାରଣା…
ମଦ୍ୟପାନ କରି କିକ୍ ମାରିଲେ ଷ୍ଟାର୍ଟ ହେବନି ବାଇକ
ପ୍ରୟାଗରାଜ, ୧୮।୨: ମଦ୍ୟପାନ କରି ରାସ୍ତାରେ ଗାଡ଼ି ଚଳାଇବା ଯୋଗୁ ବହୁ ଦୁର୍ଘଟଣା ଘଟିଥାଏ। ତେବେ ଉତ୍ତରପ୍ରଦେଶର ମୋତିଲାଲ ନେହେରୁ ପ୍ରାଦ୍ୟୋଗିକ ସଂସ୍ଥାନର ୧୩ ଜଣ ଛାତ୍ରୀଛାତ୍ର ଏକ ନିଆରା ହାଇବ୍ରିଡ୍ ଇଲେକ୍ଟ୍ରିକ୍ ବାଇକ ତିଆରି କରିଛନ୍ତି। ମଦ୍ୟପାନ କରି ନିଶାସକ୍ତ…
ରାଜଧାନୀରେ ୧ ଲକ୍ଷ ଲୁଟ୍, ବ୍ୟବସାୟୀ ଆହତ
ଭୁବନେଶ୍ୱର,୧୮।୨(ବ୍ୟୁରେ): ଗତ ସପ୍ତାହରେ ଖାରବେଳନଗର ଥାନା ଅନ୍ତର୍ଗତ ରେଡ୍କ୍ରସ୍ ଭବନ ସମ୍ମୁଖରୁ ଜଣେ ପୋଲିସ କର୍ମଚାରୀଙ୍କଠାରୁ ୨ଲକ୍ଷ ଲୁଟ୍ ହୋଇଥିଲା। ଏହି ଘଟଣାରେ କମିଶନରେଟ ପୋଲିସ ଅଭିଯୁକ୍ତଙ୍କୁ ଏଯାଏ ଠାବ କରିପାରି ନ ଥିବାବେଳେ ସୋମବାର ଆଉ ଏକ ଘଟଣା ଘଟିଛି।…
ସାମାଜିକ ବୈଷମ୍ୟ, ଅର୍ଥନୈତିକ ଅସ୍ଥିରତା ଆଣିବ କେନ୍ଦ୍ର ବଜେଟ
ଭୁବନେଶ୍ୱର,୧୮।୨(ବ୍ୟୁରେ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସଂସଦରେ ଉପସ୍ଥାପନ କରିଥିବା ୨୦୨୦-୨୧ ବଜେଟ ସମ୍ପୂର୍ଣ୍ଣ ଦିଶାହୀନ। ସାମାଜିକ ବୈଷମ୍ୟ ବୃଦ୍ଧି କରିବା ସହ ଦେଶର ଆର୍ଥିକ ଅଧୋଗତି ଆଣିବ ବୋଲି ସିଟିଜେନ୍ସ ଫୋରମର ମାସିକ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ପୂର୍ବତନ ଅର୍ଥମନ୍ତ୍ରୀ…
ଆପାର୍ଟମେଣ୍ଟରୁ ଖସି ଛାତ୍ରୀ ମୃତ୍ୟୁ ଘଟଣା: ରହସ୍ୟ ସୃଷ୍ଟି କଲା ମୃତା ଛାତ୍ରୀଙ୍କ ଇନ୍ଷ୍ଟାଗ୍ରାମ ପୋଷ୍ଟ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ବଡଗଡ଼ ଥାନା ଅନ୍ତର୍ଗତ ବିଜେବି ନଗରସ୍ଥିତ ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଖସି ଅଷ୍ଟମ ଶ୍ରେଣୀ ଛାତ୍ରୀ କୃତ୍ତିକା ମିଶ୍ରଙ୍କ ରବିବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା। ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ତାହାକୁ ନେଇ ଏବେ ବି ସସ୍ପେନ୍ସ…
ପରିବାରର ସହଯୋଗ ନ ମିଳିବାରୁ ପୋଲିସ ଷ୍ଟେଶନରେ ବିବାହ କଲେ ପ୍ରେମୀ ଯୁଗଳ
ଲକ୍ଷ୍ନୌ,୧୮।୨: ଉତ୍ତର ପ୍ରଦେଶ ଲକ୍ଷ୍ନୌର ପ୍ରେମୀ ଯୁଗଳ ମନିଷ ଓ କିରଣଙ୍କୁ ପରିବାର ଲୋକଙ୍କ ସହଯୋଗ ନ ମିଳିବାରୁ ସେମାନେ ପୋଲିସର ସହାୟତା ନେଇଥିଲେ। ଏହାପରେ ଲକ୍ଷ୍ନୌର ମହିଳା ଥାନାରେ ପୋଲିସ ଉପସ୍ଥିତିରେ ସୋମବାର ସେମାନଙ୍କର ବିବାହ ହୋଇଥିବା ଜଣାପଡିଛି। ବିଶେଷ…
ଅଜୟଙ୍କୁ ‘ଜଗଦୀଶ କଥା ସମ୍ମାନ’
ଭୁବନେଶ୍ୱର, ୧୮।୨(ବ୍ୟୁରୋ): ଜଗଦୀଶ ମହାନ୍ତି ଟ୍ରଷ୍ଟ ପକ୍ଷରୁ ସୋମବାର ସ୍ଥାନୀୟ ଏକ ହୋଟେଲରେ ‘ଜଗଦୀଶ ଜୟନ୍ତୀ’ ପାଳିିତ ହୋଇଯାଇଛି। କଥାକାର ଡ. ସରୋଜିନୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ବିଶିଷ୍ଟ…
୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଏକାମ୍ରଶ୍ରୀ ସମ୍ମାନ
ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍.ଏ.):ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ପ୍ରତିବର୍ଷ ଭଳି ଚଳିତବର୍ଷ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଅହରାତ୍ର ଭଜନ ସମାରୋହ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଜାତୀୟ ସ୍ତରୀୟ କଳାକାରଙ୍କ ସହ ରାଜ୍ୟର ୨୫ରୁ ଊର୍ଦ୍ଧ୍ୱ ଖ୍ୟାତନାମା କଳାକାର ଭଜନ…
ବିଶିଷ୍ଟ ଚିକିତ୍ସକ ଅମରେଶ୍ୱର ନାୟକଙ୍କ ପରଲୋକ
ଭୁବନେଶ୍ୱର ୧୮।୨(ବ୍ୟୁରୋ): ରାଜ୍ୟର ଜଣେ ବିଶିଷ୍ଟ ହୋମିଓପା୍ୟାଥିକ ଚିକିତ୍ସକ ଭାବେ ପରିଚିତ ଡା.ଅମରେଶ୍ୱର ନାୟକ(୬୮ )ଙ୍କର ରବିବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କ ନିକଟରେ ସପରିବାର ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ଜଗତସିଂହପୁର…
ଇମ୍ରାନ ଖାନ୍ଙ୍କୁ ପ୍ରଥମ ସ୍ତ୍ରୀଙ୍କ ପ୍ରଶ୍ନ, ତୁମେ କେମିତି କଳା ଯାଦୁ କରୁଛ
ଇସଲାମାବାଦ୍,୧୮।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ଙ୍କ ଅତୀତ ତାଙ୍କ ପିଛା ଛାଡୁନି। ଏଥର ସେ ନିଜ ପ୍ରଥମ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍ଙ୍କ ରୋଷର ଶିକାର ହୋଇଛନ୍ତି। ଜେମିମା ଏକ ପୋଷ୍ଟର ଟୁଇଟ୍ କରି ଇମ୍ରାନଙ୍କ ଉପରେ ବର୍ଷିଛନ୍ତି। ଏହି ପୋଷ୍ଟରରେ ଇମ୍ରାନ…
Archives


