Home Left

ଚାଉଳ, ଗହମ ହେରଫେର ନେଇ ମୁଜାଗଡ଼ ସରପଞ୍ଚଙ୍କୁ ବହିଷ୍କାର ଦାବି: ଗ୍ରାମବାସୀଙ୍କ ରାସ୍ତାରୋକୋ

ଭଞ୍ଜନଗର,୧୪।୩(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରପଞ୍ଚ ଶିବଶଙ୍କର ପ୍ରଧାନଙ୍କୁ ବହିଷ୍କାର ଦାବିରେ ଶନିବାର ରାସ୍ତାରୋକୋ ହୋଇଛି। ଉତ୍ତ୍ୟକ୍ତ ଲୋକେ ମୁଜାଗଡ଼ଠାରେ ଭଞ୍ଜନଗର ଫୁଲବାଣୀ ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଭଞ୍ଜନଗର-ଫୁଲବାଣୀ ମୁୁଖ୍ୟରାସ୍ତା ସକାଳୁ ବନ୍ଦ ରହିଛି। ତେଣୁ ରାସ୍ତାର…

ଲଣ୍ଡନରେ ଚିହ୍ନଟ ହେଲେ ସର୍ବକନିଷ୍ଠ କରୋନା ସଂକ୍ରମିତ

ଲଣ୍ଡନ,୧୪।୩: ଉତ୍ତର-ପୂର୍ବ ଲଣ୍ଡନରେ ଜନ୍ମର ମାତ୍ର କେଇ ମିନିଟ୍‌ ପରେ ଜଣେ ଶିଶୁ କରୋନା ଭାଇରସରେ ପୀଡିତ ଥିବା କୁହାଯାଉଛି। ବିଶ୍ୱର ସେ ସର୍ବ କନିଷ୍ଠ କରୋନା ସଂକ୍ରମିତ ରୋଗୀ ବୋଲି ଜଣାପଡିଛି। ପ୍ରାୟ ୨ ଦିନ ତଳେ ଜଣେ ଗର୍ଭବତୀ…

ଟ୍ରାକ୍ଟର ଧକ୍କାରେ ନାବାଳକ ଶ୍ରମିକ ମୃତ: ଗାଁରେ ଉତ୍ତେଜନା, କ୍ଷତିପୂରଣ ଦାବିରେ ମୃତଦେହ ଛାଡୁ ନାହାନ୍ତି ପରିବାରଲୋକେ

ପାଟଣା,୧୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଟ୍ରାକ୍ଟର ଧକ୍କାରେ ଜଣେ ନାବାଳକ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶଶୀ ମୁଣ୍ଡାଙ୍କ ପୁଅ ଭିମ(୧୫)। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ପରିବାର ଲୋକେ ଓ…

ନାଗପୁର ହସ୍ପିଟାଲରୁ ୫ କରୋନା ସନ୍ଦିଗ୍ଧ ଫେରାର: ହାଇ ଆଲର୍ଟରେ ସହର

ମୁମ୍ବାଇ,୧୪।୩: କରୋନା ଭାଇରସ୍‌ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏପରିକି ହସ୍ପିଟାଲରେ ଏକୁଟିଆ ସଂକ୍ରମିତ ରୋଗୀ ନିଜର ଚିକିତ୍ସା କରାଉ ନ ଥିବା ବେଳେ ସନ୍ଦିଗ୍ଧ ମଧ୍ୟ ଯାଞ୍ଚ…

ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବ ରେଲଓ୍ବେ

ନୂଆଦିଲ୍ଲୀ,୧୪।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲଓ୍ବେ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବା ଲାଗି ରେଲଓ୍ବେ ନିଷ୍ପତ୍ତି ନେଇଛି। ପୂର୍ବରୁ ଏହାକୁ ମାସକୁ ଥରେ ଧୁଆ ଯାଉଥିଲା ଏବଂ ୧୫…

କରୋନା କଟକଣା: ଘରୁ ବାହାରିଲେ ୨୫୦୦୦ ଟଙ୍କା ଜରିମାନା

ରୋମ୍‌, ୧୪।୩: କରୋନା ମହାମାରୀ ଯୋଗୁ ଚାଇନା ପରେ ଏବେ ଇଟାଲୀରେ ସଙ୍କଟ ଦେଖାଦେଇଛି। ମୃତକ ଏବଂ ସଂକ୍ରମିତଙ୍କ ସଂଖ୍ୟା ଏଠାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଲୋକଙ୍କ ଘରୁ ବାହାରିବା ଉପରେ କଟକଣା ଜାରି…

ଖରା ହେଲେ କମିବ କରୋନା ଭାଇରସ ପ୍ରକୋପ!

ଓ୍ବାଶିଂଟନ,୧୪।୩: କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୪୫ ଦେଶରେ ବ୍ୟାପିଥିବା ବେଳେ ଏବେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି। ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି କି ଖରା ହେଲେ କରୋନା ଭାଇରସ ମରିଯିବ ଓ ଏହାର ପ୍ରକୋପ…

ଲୋକି ଫର୍ଗୁସନଙ୍କ ଚିନ୍ତା ବଢ଼ିଲା

ମେଲବୋର୍ନ,୧୪।୩- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକଆ ମ୍ୟାଚ୍‌ରେ ଖେଳିଥିବା ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରଥମ ମ୍ୟାଚ୍‌ ପରେ ତଣ୍ଟି ଦରଜ ହେଉଥିବା ସେ ମେଡିକାଲ ଟମ୍‌କୁ ଜଣାଇଥିଲେ। ଏଥିଯୋଗୁ ତାଙ୍କୁ ଆଗାମୀ ୨୪ ଘଣ୍ଟା ପାଇଁ…

ଇରାନରେ କରୋନା ନେଲା ୫୧୪ ମୁଣ୍ଡ: ସାଟେଲାଇଟ୍‌ ଫଟୋରେ ମୃତକଙ୍କ କବର

ତେହରାନ,୧୪।୩: ଚାଇନାର ଉହାନରେ ଦେଖାଦେଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ଇରାନରେ ଆତଙ୍କ ସୃଷ୍ଟି କରିଛି। କରୋନା ସଂକ୍ରମଣ ଯୋଗୁ ଇତିମଧ୍ୟରେ ଏଠାରେ ୫୧୪ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦ ହଜାରରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି। ମୃତକଙ୍କୁ…

ଅଧାରୁ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ସିରିଜ ସ୍ଥଗିତ

ମେଲବୋର୍ନ,୧୪।୩- ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସୀମିତ ଓଭର କ୍ରିକେଟ ସିରିଜ୍‌କୁ ଶନିବାର ସ୍ଥଗିତ କରି ଦିଆଯାଇଛି। କରୋନା ଭାଇରସର ଭୟାବହତାରୁ ବର୍ତ୍ତିବା ଲାଗି ନ୍ୟୁଜିଲାଣ୍ଡ ସରକାରଙ୍କ ଦ୍ୱାରା ବିଦେଶ ଫେରନ୍ତା ଯାତ୍ରୀଙ୍କ ଲାଗି ନୂଆ କଟକଣା ଘୋଷଣା କରିଛି।…

ଗାଧୋଇବା ସମୟରେ କରୁଛନ୍ତି କି ଏସବୁ ଭୁଲ

ଦିନତମାମ କାର୍ଯ୍ୟବ୍ୟସ୍ତତା ଯୋଗୁ ଥକ୍କାପଣ ଓ ଦେହରେ ଜମା ହୋଇଥିବା ମଇଳାରୁ ମୁକ୍ତି ପାଇବା ଲାଗି ଗାଧୋଇବା ନିତାନ୍ତ ଜରୁରୀ। ତେବେ କିଛି ଲୋକ ଗାଧୋଇବା ଲାଗି ଗରମ ପାଣି ବ୍ୟବହାର କରୁଥିବା ବେଳେ କେହି କେହି ଏଥିଲାଗି ଥଣ୍ଡା ପାଣି…

ତିହାର ଜେଲରେ ଖୋଲିଲା ଆଇସୋଲେଶନ ସେଲ୍‌

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ଆମ ଦେଶରେ ବ୍ୟାପିବା ଆରମ୍ଭ କରିଥିବା ବେଳେ ଏବେ ଏହାକୁ ନେଇ ସଚେତନା ସୃଷ୍ଟି କରାଯାଉଛି। କେବଳ ବାହାରେ ଥିବା ଲୋକେ ନୁହେଁ ଜେଲରେ ଥିବା କଏଦୀମାନେ କିପରି ଏହି କରୋନା ଭାଇରସଠାରୁ ଦୂରେଇ ରହିପାରିବେ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri