ପର୍ଯ୍ୟବେକ୍ଷଣରେ ରୋନାଲ୍ଡୋ
ଲିସବନ(ପର୍ତ୍ତୁଗାଲ),୧୩।୩- ବିଶ୍ୱର ସବୁଠୁ ଲୋକପ୍ରିୟ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସାଥି ଖେଳାଳି କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏଥିଯୋଗୁ ରୋନାଲ୍ଡୋ ନିଜକୁ ପର୍ଯ୍ୟବେକ୍ଷଣରେ ରଖିଛନ୍ତି। ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ। ମାତ୍ର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି…
ଉନ୍ନାଓ ମାମଲା: ପୀଡ଼ିତା ପିତାଙ୍କୁ ହତ୍ୟା ଘଟଣାରେ ସେନ୍ଗାରଙ୍କୁ ୧୦ ବର୍ଷ ଜେଲ
ନୂଆଦିଲ୍ଲୀ,୧୩।୩: ଉନ୍ନାଓ ବଳାତ୍କାର ଘଟଣାର ପୀଡିତାଙ୍କ ପିତାଙ୍କ ମୃତ୍ୟୁ ମାମଲାରେ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ବିହିଷ୍କୃତ ବିଧାୟକ କୁଲଦୀପ ସିଂ ସେନ୍ଗାରଙ୍କୁ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ୧୦ ବର୍ଷ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଉକ୍ତ ମାମଲାର ସମସ୍ତ…
ସୈଫ୍ଙ୍କ ଅବିକଳ ଦିଶୁଛନ୍ତି ତୈମୁର, କରିନା ଶେୟାର କଲେ ଫଟୋ
ବମ୍ବେ: ପିଲାଟି ଦିନୁ ଚର୍ଚ୍ଚାରେ ରହିଆସୁଥିବା ତୈମୁର ଅଲ୍ଲୀ ଖାଁ କୌଣସି ଷ୍ଟାରଠାରୁ କମ୍ ନୁହନ୍ତି। ସବୁବେଳେ ତାଙ୍କର କ୍ୟୁଟ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେପରି କିଛି ଘଟିଛି। ନିକଟରେ ସୋସିଆଲ ମିଡିଆରେ ପ୍ରତ୍ୟକ୍ଷ ଭାବେ ଯୋଡ଼ି…
ପ୍ଲାଷ୍ଟିକ ବଦଳରେ କାଚ, ମେଟାଲ ବୋତଲରେ ସପ୍ଲାଏ ହେବ କ୍ଷୀର
ଓ୍ବାଶିଂଟନ୍,୧୩ା୩ : ପ୍ଲାଷ୍ଟିକ ମୁକ୍ତ ପାଇଁ ଆମେରିକା ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଏଣିକି କ୍ଷୀର ପ୍ଲାଷ୍ଟିକ ବଦଳରେ କାଚ ଏବଂ ମେଟାଲ ବୋତଲରେ ସପ୍ଲାଏ ହେବ ବୋଲି ଆମେରିକାର କମ୍ପାନି ଲୁପ୍ ପକ୍ଷରୁ କୁହାଯାଇଛି। ‘ଦ ମିଲ୍କ ମ୍ୟାନ୍’…
ରୋବୋ ମାଧ୍ୟମରେ ଆରମ୍ଭ ହେଲା କରୋନା ସଚେତନତା କାର୍ଯ୍ୟକ୍ରମ
କୋଚି,୧୩।୩: କରୋନା ଭାଇରସ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆରମ୍ଭ କରାଯାଇଛି ଷ୍ଟାର୍ଟ ଅପ୍ ମିଶନ। କେରଳର କୋଚିରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ୨ଟି ରୋବୋକୁ ବ୍ୟବହାର କରାଯାଇଛି। ଅସିମୁଭ ରୋବୋଟିକ୍ସର ପ୍ରତିଷ୍ଠାତା ତଥା ସିଇଓ ଜୟକ୍ରିଷ୍ଣନ ଟି କହିଛନ୍ତି…
ଉଜ୍ଜ୍ୱଳ ତ୍ୱଚା ଲାଗି ପାଣିରେ ମିଶାଇ ପିଅନ୍ତୁ ଏସବୁ ଜିନିଷ
ବର୍ତ୍ତମାନ ଜୀବନଶୈଳୀ ଓ ଖାଦ୍ୟପେୟ ଅନେକ ସମସ୍ୟା ସୃଷ୍ଟି କରୁଛି। ସେଥିମଧ୍ୟରୁ ମୁହଁରେ ଦାଗ ଅନ୍ୟତମ। ଅନେକ ସମୟରେ ଖାଦ୍ୟପେୟଜନିତ ଅବହେଳା ଲାଗି ବ୍ରଣ ଉଠି କଳାଦାଗ ହୋଇଥାଏ। ସୌନ୍ଦର୍ଯ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଥିବା ଆଜିର ଯୁବପିଢ଼ି ଏହି ସମସ୍ୟାକୁ…
ଗାଧୋଇବା ବେଳେ ଚିତ୍ରୋତ୍ପଳାରେ ବୁଡ଼ି ୨ଯୁବକ ମୃତ
ପାଟକୁରା,୧୩।୩(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଗରଦପୁର ତହସିଲ ଅନ୍ତର୍ଗତ ପାଟକୁରା ବ୍ରିଜ୍ ନିକଟରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ଶୁକ୍ରବାର ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମହମ୍ମଦ ହାସନ ଅଲ୍ଲୀ(୧୯), ତାରିକ୍ ଅହମ୍ମଦ(୨୦)। ଘଟଣାସ୍ଥଳରେ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ…
ସାମ୍ନାକୁ ଆସିଲା କରୋନା ଭାଇରସରେ ସଂକ୍ରମିତ ଫୁସ୍ଫୁସ୍ର ପ୍ରଥମ ୩ଡି ଇମେଜ!
ଓ୍ବାଶିଂଟନ,୧୩।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ଏଥିରେ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୧ଲକ୍ଷ ପାର କରି ସାରିଲାଣି। ଅପରପକ୍ଷେ ଏହାକୁ…
ସମଗ୍ର ବିଶ୍ୱକୁ ‘ନମସ୍କାର’ର ବାର୍ତ୍ତା ଦେଲେ ପ୍ରିୟଙ୍କା
ସାରା ବିଶ୍ୱରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆରମ୍ଭକରି ଖେଳ ଜଗତ ପର୍ଯ୍ୟନ୍ତ ସବୁଆଡେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି। କରୋନା ଯୋଗୁ ବଡ଼ ବଡ଼ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଫିଲ୍ମର ରିଲିଜ୍ ଡେଟ୍…
ଜୁନ୍ ୧୨ରେ ରିଲିଜ୍ ହେବ ଉର୍ବଶୀଙ୍କ ‘ଭର୍ଜିନ ଭାନୁପ୍ରିୟା’
ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ ରିଲିଜ୍ ଅପେକ୍ଷାରେ ରହିଛି। ଫିଲ୍ମର କାହାଣୀ ଏପରି ଜଣେ ଝିଅର ରହିଛି ଯାହାକୁ କୁମାରୀ ରହିବା ପାଇଁ ଭବିଷ୍ୟବାଣୀ ହେଉଛି। ଏହାକୁ ନେଇ ସେ ଚିନ୍ତାରେ ପଡ଼ିଯାଉଛନ୍ତି।…
ଡାଲି ଜାତୀୟ, ତୈଳବୀଜ ଜମିରୁ ଜଳ ନିଷ୍କାସନ ପାଇଁ ପରାମର୍ଶ
ଭୁବନେଶ୍ୱର,୧୩।୩(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ଼ ଓ ଉତ୍ତର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଯୋଗୁ ଓଡ଼ିଶାର ଅଧିକାଂଶ ଜିଲାରେ ୧୨ରୁ ୧୫ ତାରିଖ ମଧ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି।…
ଆନ୍ତଃରାଜ୍ୟ ହାଇଓ୍ବା, ଜେସିବି ଚୋର ଗ୍ୟାଙ୍ଗ ଠାବ
ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରୁ ଜେସିବି ଓ ହାଇଓ୍ବା ଟ୍ରକ ଚୋରି କରୁଥିବା ଆନ୍ତଃରାଜ୍ୟ ଚୋରି ଗ୍ୟାଙ୍ଗକୁ ଠାବ କରିଛି କମିଶନରେଟ ପୋଲିସ। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍ ସମେତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରଛି ସ୍ପେଶାଲ ସ୍କ୍ବାଡ୍। ଏଥିସହ…
Archives


