ବିସିସିଆଇ ଭାଷ୍ୟକାର ପ୍ୟାନେଲରୁ ବାଦ୍ ପଡ଼ିଲେ ମଞ୍ଜରେକର
ମୁମ୍ବାଇ,୧୪।୩- କରୋନା ଭାଇରସ୍ ଯୋଗୁ ଆଇପିଏଲ୍ ସ୍ଥଗିତ ଓ ଭାରତ- ଦକ୍ଷିଣ ଆଫ୍ରିକା ସିରିଜ୍ ବାତିଲ ହୋଇଥିବା ବେଳେ ବିସିସିଆଇର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରତି କାହାରି ଧ୍ୟାନ ଆକର୍ଷିତ କରିନାହିଁ। ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଭାଷ୍ୟକାର ସଞ୍ଜୟ ମଞ୍ଜରେକରଙ୍କୁ…
ଝରିଗାଁରେ କରୋନା ଭୟ: ଶ୍ରୀହରିକୋଟାରୁ ଫେରିଥିବା ୨ ଯୁବକଙ୍କୁ ଗାଁରେ ପୂରାଇ ଦେଲେନି ଗ୍ରାମବାସୀ
ଝରିଗାଁ,୧୪।୩(ସ୍ବ.ପ୍ର.): ସମଗ୍ର ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ମଧ୍ୟ ଏହି ଆତଙ୍କ ଖେଳିଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ, ନବରଙ୍ଗପୁର ଜିଲା ବାଣୁଆଗୁଡ଼ା ପଞ୍ଚାୟତ ପଲସଗାଁର କିଛି ଯୁବକ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର…
ଆଇସୋଲେଶନ ଓ୍ବାର୍ଡକୁ ନ ଗଲେ ଭୋଗିବାକୁ ପଡିବ ଜେଲ ଦଣ୍ଡ
ରୋମ,୧୪।୩: କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲି ମୁହାଁ ହୋଇଥିବା କୁହାଯାଉଛି। କାରଣ ଏଠାରେ ଏବେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଆୟତ୍ତକୁ ଆଣିବାକୁ ଯାଇ ଇଟାଲି ସରକାର ଆଇନରେ ମଧ୍ୟ ପରିବର୍ତ୍ତନ କରିଥିବା…
ଓଲଟିଲା ଡଙ୍ଗା: ଜୀବନ ସହ ବାଜି ଲଗାଇ ୮୮ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ୨ ପୋଲିସ କର୍ମଚାରୀ
ମୁମ୍ବାଇ,୧୪।୩ : କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦ୍ୟତମ ଉଦାହରଣ ମୁମ୍ବାଇରେ ଘଟିଛି। ୮୮ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା। ତେବେ ୨ ଜଣ ପୋଲିସ କର୍ମଚାରୀ ପ୍ରଶାନ୍ତ ଧରତ…
୩ ଘଣ୍ଟା ବିଳମ୍ବରେ ନିଗମ ବୋଧ ଘାଟ ଶ୍ମଶାନରେ ହେଲା କରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ,୧୪।୩: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ୬୮ ବର୍ଷ ବୟସ୍କା ମହିଳାଙ୍କ ଅନ୍ତିମ ସଂସ୍କାରରେ ବାଧା ସୃଷ୍ଟି ହୋଇଥିଲା। ତାଙ୍କ ମୃତଦେହଙ୍କୁ ନିଗମ ବୋଧ ଘାଟ ଶ୍ମଶାନକୁ ଅଣା ଯାଇଥିଲା। ତେବେ ଶ୍ମଶାନ…
କରୋନା ପାଇଁ ବେପାର ମାନ୍ଦା: କିଲୋ ୫୦ ଟଙ୍କାରେ ବି ଚିକେନ୍ ନେବାକୁ ଲୋକେ ଅମଙ୍ଗ
ବିଜେପୁର,୧୪।୩(ଡି.ଏନ୍.ଏ.): ଚାରିଆଡ଼େ କରୋନା ଭୟ। ଚାଇନାରୁ ସୃଷ୍ଟ ଏହି ସଂକ୍ରମଣ ଏବେ ବିଶ୍ୱବାସୀଙ୍କ ନିଦ ହଜାଇସାରିଲାଣି। ଭାରତରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ଏପରିସ୍ଥଳେ ଲୋକମାନେ କରୋନା ଭୟରେ ମାଂସ ଖାଇବା ବନ୍ଦ କରିଦେଇଛନ୍ତି। ବରଗଡ଼ ଜିଲା ବିଜେପୁର…
ସ୍କୁଟିରୁ ୧୨ ଫୁଟ ଲମ୍ବର ନାଗ ଉଦ୍ଧାର
ଢେଙ୍କାନାଳ ଅଫିସ,୧୪।୩: ଢେଙ୍କାନାଳ ଜିଲା ମହିସାପାଟ ରେଙ୍ଗାଲି କଲୋନୀରୁ ସ୍କୁଟି ଭିତରୁ ଶନିବାର ଏକ ନାଗ ସାପ ଉଦ୍ଧାର କରାଯାଇଛି। ଯାହାର ଲମ୍ବ ୬ ଫୁଟ ହେବ । ରେଙ୍ଗାଲି ଦକ୍ଷିଣ କେନାଲର ଜଣେ କର୍ମଚାରୀ ସୁରେଶ ସାହୁଙ୍କ ସ୍କୁଟିରୁ ଏହି…
ଝାରସୁଗୁଡ଼ା ଜିଲା ସ୍ବାସ୍ଥ୍ୟ ସମିତି ବୈଠକ: କରୋନା ମୁକାବିଲା ଲାଗି ଆଲୋଚନା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ
ଝାରସୁଗୁଡ଼ା ଅଫିସ,୧୪।୩: ଝାରସୁଗୁଡ଼ା ଜିଲା ସ୍ବାସ୍ଥ୍ୟ ସମିତି ବୈଠକ ସ୍ଥାନୀୟ ସର୍କିଟ ହାଉସଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇ ଜିଲାର ସ୍ବାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି। ଜିଲାପାଳ…
ରୁଦ୍ଧ ଷ୍ଟାଡିୟମରେ ଖେଳାଯିବ ଇରାନି କପ୍
ମୁମ୍ବାଇ,୧୪।୩- କରୋନା ଭାଇରସ ଯୋଗୁ ଆଇପିଏଲର ୧୩ତମ ସଂସ୍କରଣକୁ ଏପ୍ରିଲ ୧୫ ତାରିଖକୁ ଘୁଞ୍ଚାଇ ଦେଇଥିବାବେଳେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍କୁ ବାତିଲ କରି ଦେଇଛି ବିସିସିଆଇ। ହେଲେ ରଣଜୀ ଚାମ୍ପିୟନ ଓ ଅବଶିଷ୍ଟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଇରାନୀ କପ୍ ଖେଳାଯିବ…
ବନ୍ଦ ହେଲା ଏଫିଲ ଟାଓ୍ବାର
ପ୍ୟାରିସ,୧୪।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏବେ ଏଥିରେ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ଏହାସହ ୧ଲକ୍ଷ ୪୦ ହଜାର ଏଥିରେ ସଂକ୍ରମିତ ଥିବା ଜଣାପଡିଛି। ଏହାର ଭୟାବହତାକୁ ରୋକିବାକୁ ବିଭିନ୍ନ…
କରୋନା ସଚେତନତା: ଛତ୍ରପୁର ଷ୍ଟେଶନରେ ଯାତ୍ରୀଙ୍କ ହାତ ଧୁଆଗଲା
ଛତ୍ରପୁର,୧୪।୩(ଡି.ଏନ୍.ଏ.)- ଚାଇନାରୁ ସୃଷ୍ଟ କରୋନା ଏବେ ଭାରତରେ ପ୍ରବେଶ କରିସାରିଛି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ଘଟିଲାଣି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନ କରାଯାଉଛି। ଏହି କ୍ରମରେ…
ଧରିତ୍ରୀ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍: ରକ୍ତ କର୍କଟ ପୀଡ଼ିତ ଶିଶୁଙ୍କ ଚିକିତ୍ସା ସହାୟତା ପାଇଁ ନିବେଦନ କଲେ ସ୍ବେଚ୍ଛାସେବୀ
ବରଗଡ଼ ଅଫିସ, ୧୪।୩- ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧୬ ଡ୍ୟାମ୍ କଲୋନୀ (ଗାନ୍ଧୀନଗର) ନିବାସୀ ଅଜୟ ଦୀପଙ୍କ ଏକମାତ୍ର ଶିଶୁପୁତ୍ର ରୋହିତ(୫) ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ମୁମ୍ବାଇସ୍ଥିତ ଟାଟା…
Archives


