ଆଲିଆଙ୍କ ଜନ୍ମଦିନରେ ଶୁଭେଚ୍ଛା ବାର୍ତ୍ତାଟିଏ ବି ଦେଲେନି ରଣବୀର, କାରଣ ଖୋଜୁଛନ୍ତି ପ୍ରଶଂସକ
ମୁମ୍ବାଇ: କ୍ୟୁଟ୍ ଗାର୍ଲ ଆଲିଆ ଭଟ୍ଟ ଗତ ୧୫ ତାରିଖରେ ୨୭ତମ ଜନ୍ମଦିବସ ପାଳନ କରିଛନ୍ତି। ବଡ଼ ଭଉଣୀ ଶାହୀନ୍ ଏବଂ କିଛି ବାନ୍ଧବୀଙ୍କ ସହିତ ସେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ମାତ୍ର ତାଙ୍କ ବୟଫ୍ରେଣ୍ଡ୍ କୁହାଯାଉଥିବା ରଣବୀର କପୁର…
କରୋନା ଭୟରେ ଘରେ ରହି ଗାଜର ହାଲଓ୍ବା ଖାଉଛନ୍ତି କରୀନା
ସାରା ବିଶ୍ୱ ଏବେ କରୋନା ଭୟରେ। ଏହାକୁ ନେଇ ବଲିଉଡ୍ ଇଣ୍ଡଷ୍ଟ୍ରିରେ ପ୍ରାୟ ସବୁ ଫିଲ୍ମ ଶୁଟିଂ ବନ୍ଦ ହୋଇଯାଇଛି। କଳାକାରମାନେ ଆଉ ଘରୁ ବାହାରକୁ ବାହାରୁ ନାହାନ୍ତି। ଅଭିନେତ୍ରୀ କରୀନା କପୁର ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି। ସେ…
ଏପ୍ରିଲ ୧୫ ଯାଏ ମା’ ବିରଜାଙ୍କ ସାଧାରଣ ଦର୍ଶନ ବନ୍ଦ
ଯାଜପୁର ଅଫିସ୍,୧୮।୩: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ବୁଧବାରଠାରୁ ଏପ୍ରିଲ ୧୫ ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ମାତ୍ର ମା’ଙ୍କ ନୀତିକାନ୍ତିରେ କୌଣସି ପରିବର୍ତ୍ତନ ହେବନାହିଁ। ନିଜ ନିଜ ପାଳିରେ ସେବାୟତମାନେ ମା’ଙ୍କ ପୂଜା କରିବେ। ଏ…
ନୋଏଡାରେ ଚତୁର୍ଥ କରୋନା ରୋଗୀ
ନୋଏଡା,୧୮।୩: ଉତ୍ତରପ୍ରଦେଶ ନୋଏଡାରେ କରୋନା ଭାଇରସ୍ ସଂକ୍ରମଣରେ ଆଉ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ନୋଏଡାରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୪ ହୋଇଥିବା ବେଳେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛ। ସୂଚନାଯୋଗ୍ୟ, ନୋଏଡାରେ…
ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ଘରୋଇ ଉପଚାର
ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ ଜୟପୁରର ଆସୋସିଏଟ୍ ପ୍ରଫେସର ଡ. ସିଆର ଯାଦବ କୁହନ୍ତି, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ଘରୋଇ ଉପଚାର ସବୁଠୁ ଭଲ। ଜାଣନ୍ତୁ ଏ ସମ୍ପର୍କରେ… – ୨୦ଟି ତୁଳସୀପତ୍ରକୁ ଭଲ ଭାବରେ ଧୋଇ ଗୋଟିଏ…
କେରଳ ପୋଲିସର ହ୍ୟାଣ୍ଡ୍ ଓ୍ବାଶିଂ ଡ୍ୟାନ୍ସ୍: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଥିରୁଭାନନ୍ତପୁରମ୍,୧୮।୩: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପୃଥିବୀର ୧୬୫ ଦେଶରେ ସଙ୍କଟ ଦେଖାଦେଇଛି। ଭାରତରେ କରୋନା ସଂକ୍ରମିତଙ୍କ ମଧ୍ୟ ବଢ଼ିଚାଲିଛି। ଏହି ମର୍ମରେ କେରଳ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ଏକ ହ୍ୟାଣ୍ଡ୍ ଓ୍ବାଶିଂ ଡ୍ୟାନ୍ସ୍ ଏବେ ଫେସବୁକ୍ରେ…
ଆଜି ଦିନରେ ଶେଷ ଦିନିକିଆ ଖେଳିଥିଲେ ସଚିନ
ନୂଆଦିଲ୍ଲୀ,୧୮।୩- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଜିକୁ ଠିକ୍ ୮ ବର୍ଷ ତଳେ ଅର୍ଥାତ ୨୦୧୨ ମାର୍ଚ୍ଚ ୧୮ ତାରିଖରେ କ୍ୟାରିୟର ଶେଷ ଥର ପାଇଁ ଟିମ୍ ଇଣ୍ଡିଆର ବ୍ଲୁ ଜର୍ସି ପିନ୍ଧିଥିଲେ। ୨୦୧୨ ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେ ଶେରେ…
କରୋନା ପାଇଁ କଟକଣା ଜାରି କଲେ ଲୋକେ ଭୋକରେ ମରିଯିବେ: ଇମ୍ରାନ ଖାଁ
ଇସଲାମାବାଦ୍,୧୮।୩: ପାକିସ୍ତାନରେ କରୋନା ଯୋଗୁ ଲୋକେ ଆତଙ୍କ ମଧ୍ୟରେ ରହିଛନ୍ତି। ଦେଶର ବିଭିନ୍ନ ସହରକୁ ପାଶ୍ଚାତ୍ୟ ଦେଶ ଭଳି ଆଇସୋଲେଶନ କରାଯିବା ପାଇଁ କଟକଣା ଜାରି କଲେ ବିଷମ ସ୍ଥିତି ସୃଷ୍ଟି ହେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କହିଛନ୍ତି।…
ବଲିଉଡ୍ ବିବାହରେ କରୋନା ଗ୍ରହଣ: ସ୍ଥଗିତ ହେଲା ଷ୍ଟାରଙ୍କ ଓ୍ବେଡିଂ
ମୁମ୍ବାଇ: କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱରେ ଲକ୍ଡାଉନ୍ର ମାହୋଲ ସୃଷ୍ଟି ହୋଇଛି। କରୋନା ଭାଇରସ୍ ସଂକ୍ରମଣ ଯୋଗୁ ଲୋକମାନେ ଘରୁ ବାହାରିବା ବନ୍ଦ କରିସାରିଲେଣି। ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବେ ପର୍ସନାଲ ଓ ପ୍ରୋଫେସନାଲ୍ ଲାଇଫ୍ ଉପରେ କରୋନାର ପ୍ରକୋପ…
ଭାରତୀୟ ଯବାନଙ୍କୁ କରୋନା ସଂକ୍ରମଣ
ଲେହ,୧୮।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି। ଭାରତୀୟ ସେନାରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଦୃଷ୍ଟିକୁ ଆସିଛି। ଲଦାଖର ଲେହଠାରେ ଥିବା ଜଣେ ଭାରତୀୟ ଯବାନଙ୍କ ନମୁନା ପରୀକ୍ଷଣରେ ପଜେଟିଭ୍ ରିପୋର୍ଟ ମିଳିଛି। ଯବାନଙ୍କ ପିତା ଇରାନ…
ଘୁଞ୍ଚିପାରେ ୟୁଏସ୍ ଓପନ୍
ନ୍ୟୁୟର୍କ,୧୮।୩(ଏଏଫପି)- କରୋନା ଭାଇରସ୍ ଯୋଗୁ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ପରେ ଏବେ ୟୁଏସ୍ ଓପନ ଇଭେଣ୍ଟ ଉପରେ କଳାବାଦାଲ ଛାଇ ହୋଇଯାଇଛି। ଇଭେଣ୍ଟକୁ ଅଗଷ୍ଟ ଶେଷ ସପ୍ତାହକୁ ଘୁଞ୍ଚାଇ ଦିଆଯାଇପାରେ। ଅନ୍ୟ ମେଜର ଚାମ୍ପିୟନଶିପ୍ ଆୟୋଜକ, ଅନ୍ତର୍ଜାତୀୟ ଟେନିସ୍ ଫେଡେରେଶନ,…
ବଳାତ୍କାର ଅଭିଯୋଗ ପରେ ବକ୍ସିଂ କୋଚ୍ ଗିରଫ
ନୂଆଦିଲ୍ଲୀ,୧୮।୩- ମହିଳା ଟ୍ରେନିଙ୍କୁ ବଳାତ୍କାର ଅଭିଯୋଗ ଆସିବା ପରେ ହରିୟାଣା ବକ୍ସିଂ କୋଚ୍ଙ୍କୁ ଗିରଫ କରାଯାଇଛି। ଫେବୃୟାରୀରେ ଓ୍ବେଷ୍ଟ ବେଙ୍ଗଲ କ୍ଲାସିକ ବକ୍ସିଂ ଚାମ୍ପିୟନଶିପ୍ ପାଇଁ କୋଲକାତା ଗସ୍ତ କରୁଥିବାବେଳେ ଏହି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ମହିଳା ଟ୍ରେନି। ପ୍ରଥମେ…
Archives


