ହସ୍ପିଟାଲରୁ ଲୁଚି ପଳାଇଲେ ୧୧ କରୋନା ସନ୍ଦିଗ୍ଧ
ମୁମ୍ବାଇ,୧୬।୩: ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ନଭି ମୁମ୍ବାଇର ଏକ ହସ୍ପିଟାଲରୁ ୧୧ଜଣ କରୋନା ସନ୍ଦିଗ୍ଧ ରୋଗୀ ଲୁଚି ପଳାଇ ଯାଇଥିବା ଜଣାପଡିଛି। ଏମାନେ ଦୁବାଇରୁ ଫେରିଥିବା ବେଳେ ସେମାନଙ୍କ ନିକଟରେ କରୋନା ଭାଇରସ ଥିବା…
ମ୍ୟାକ୍ଲିହାନଙ୍କ ପାଇଁ ସ୍ତ୍ରୀ ଛାଡ଼ିଛନ୍ତି ନୋଟ୍
ଅକ୍ଲାଣ୍ଡ,୧୬।୩- ନ୍ୟୁଜିଲାଣ୍ଡ ପେସର ମିଚେଲ ମ୍ୟାକ୍ଲିହାନ ପାକିସ୍ତାନ ସୁପର ଲିଗ୍ (ପିଏସଏଲ)ରୁ ଫେରିବା ପରେ ୧୪ ଦିନ ପାଇଁ ନିଜ ଆଡ଼ୁ କ୍ୱାରାଣ୍ଟାଇନରେ ରହିଛନ୍ତି। ଏହି ଖେଳାଳି ଟୁଇଟରରେ ଏକ ଫଟୋ ଶେୟାର କରିଛନ୍ତି। ଉକ୍ତ ଫଟୋରେ ମ୍ୟାକ୍ଲିହାନଙ୍କ ଲାଗି ସ୍ତ୍ରୀ…
ଟ୍ରେନିଂ କ୍ୟାମ୍ପ ସ୍ଥଗିତ କଲା ଆରସିବି
ନୂଆଦିଲ୍ଲୀ,୧୬।୩- କରୋନା ଭାଇରସର ଭୟବହତା ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତା’ର ଟ୍ରେନିଂ କ୍ୟାମ୍ପକୁ ସ୍ଥଗିତ ରଖିଛି। ଏହା ଆସନ୍ତା ୨୧ ତାରିଖରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିଲା। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ନିଜ ଛାଇ ଫଟୋ ଶେୟାର କଲେ ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଦମ୍ଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଛପାକ’ରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ମାତ୍ର ଫିଲ୍ମଟି ବକ୍ସ ଅଫିସରେ ସେତେଟା ସଫଳତା ପାଇପାରି ନ…
ନିର୍ଭୟା ମାମଲା: ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ଦୋଷୀଙ୍କ ପରିବାର
ନୂଆଦିଲ୍ଲୀ,୧୬।୩: ନିର୍ଭୟା ଗଣବଳାତ୍କାର ମାମଲାରେ ଏବେ ନୂଆ ମୋଡ ଆସିଛି। ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବା ୪ଦୋଷୀଙ୍କ ପରିବାରଲୋକ ଇଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି ଅନୁମତି ମାଗିଛନ୍ତି। ଇଛାମୃତ୍ୟୁ ମାଗିଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଦୋଷୀଙ୍କ ମା’-ବାପା, ଭାଇ-ଭଉଣୀ…
କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ବିଭାଗୀୟ ମନ୍ତ୍ରୀ
ଭୁବନେଶ୍ୱର, ୧୬।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ଯୋଗାଣ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। କଳାବଜାର ରୋକିବା ପାଇଁ ବିଭାଗ କଡ଼ା ପଦକ୍ଷେପ ନେଇଛି। ଖାଦ୍ୟ ସାମଗ୍ରୀ, ମାସ୍କ ଓ ସାନିଟାଇଜର ବେଆଇନ ଭାବେ ମହଜୁଦ ରଖିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…
ମାସ୍କ ଲଗାଇ କରୋନାଠୁ ଦୂରେଇ ରହିବାକୁ ବାର୍ତ୍ତା ଦେଲା ରାଜ୍ୟ ଛାତ୍ର କଂଗ୍ରେସ
ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟବାସୀ ଚିନ୍ତାରେ ପଡ଼ିଯାଇଛନ୍ତି। ଏ ନେଇ ବିଭିନ୍ନ ସ୍ଥାନରେ ସଚେତନ କରାଯାଉଥିବା ବେଳେ ସୋମବାର ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଆଦିତ୍ୟ ପ୍ରୀତମ୍ ଦାସଙ୍କ ସଂଯୋଜନାରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଛି।…
କରୋନା ଲାଗି ଢେଙ୍କାନାଳରେ ୧୪୪ ଧାରା: ସାଇନ୍ସ ପାର୍କ ବନ୍ଦ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଢେଙ୍କାନାଳ ଅଫିସ ,୧୬।୩: କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସୋମବାର ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଜିଲା ଏବଂ ସହରରେ ୧୪୪ ଧାରା ଜାରି ହୋଇଛି। ଶପିଂ ମଲ୍, ମଣ୍ଡପକୁ ବନ୍ଦ କରାଯାଇ…
ବିଷାକ୍ତ ଖାଦ୍ୟ ଖାଇ ୧ ମୃତ , ୨୪ ଆକ୍ରାନ୍ତ
ଡାବୁଗାଁ,୧୬।୩(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଚିକିଲି ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଆକ୍ରାନ୍ତ ହୋଇଛନ୍ତି । ମୃତକ ହେଲେ ବୁଦେଇ ହରିଜନ (୬୦)। ସୂଚନାଯୋଗ୍ୟ, ରବିବାର ଚିକିଲି ଗ୍ରାମରେ ଏକ ବିବାହ…
ଫିଲ୍ମ ‘ରାଧେ’ରେ ୩ ଖଳନାୟକଙ୍କୁ ସାମ୍ନା କରିବେ ସଲମାନ
ମୁମ୍ବାଇ: କରୋନା ଭାଇରସକୁ ସାମ୍ନା କରୁଥିବା ସାରା ବିଶ୍ୱ ଏବେ ଏହି ମହାମାରୀ କବଳରୁ ରକ୍ଷା ପାଇବାକୁ ଚାହୁଁଛି। ଏହି ସମୟରେ ବଲିଉଡ୍ ମଧ୍ୟ ତା’ର ସମସ୍ତ ଶୁଟିଂକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏବେ ଫିଲ୍ମ ସମ୍ପର୍କିତ ଖବର ଉପରେ…
ସୁପ୍ରିମକୋର୍ଟରେ ଖାରଜ ହେଲା ମୁକେଶଙ୍କ ଆବେଦନ
ନୂଆଦିଲ୍ଲୀ,୧୬।୩: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟ ଦୋଷୀ ମୁକେଶ ସିଂହଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମୁକେଶ ପୁଣି ଥରେ କ୍ୟୁରେଟିଭ୍ ପିଟିଶନ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟର ଅନୁମତି ମାଗିଥିଲେ। ତେବେ ଏହାର ଶୁଣାଣି କରି ସୁପ୍ରିମକୋର୍ଟ ମୁକେଶଙ୍କ ଆବେଦନକୁ…
ଆଇସ୍କ୍ରିମ ବିକ୍ରି କରିବେ କାର୍ତ୍ତିକ!
ମୁମ୍ବାଇ: ବଲିଉଡ୍ ନାୟକ କାର୍ତ୍ତିକ ଆର୍ଯ୍ୟନ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ। ଅଧିକାଂଶ ସମୟରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଫଟୋ ଓ ଭିଡିଓ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥାଏ। ନିକଟରେ ସେ ଏମିତି ଏକ ଭିଡିଓ ଶେୟାର କରିଛନ୍ତି…
Archives


