ନବବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲା ପରିବାର
ପଦ୍ମପୁର, ୧୮।୩(ଡି.ଏନ୍.ଏ.): ଭଦ୍ରକ ଜିଲା ଭଦ୍ରକ ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତ ରାଉତ ସାହିର ଜଣେ ନବ ବିବାହିତ ଯୁବକଙ୍କର ବୁଧବାର ସକାଳେ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ରାଜେନ୍ଦ୍ର ବେହେରା(୨୮)। ପ୍ରକାଶ ଯେ, ଗତ ୧୩ ତାରିଖରେ ରାଜେନ୍ଦ୍ର…
ଜ୍ୟାକ୍ଲିନଙ୍କ ହଟ୍ ଯୋଗ ଲୁକ୍ ପ୍ରଶଂସକଙ୍କ ହୃଦୟରେ ଲଗାଇଲା ନିଆଁ
ମୁମ୍ବାଇ: ବି-ଟାଉନ୍ର ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିସ୍ ତାଙ୍କ ଇନ୍ଷ୍ଟାଗ୍ରାମରେ କିଛି ଭିଡିଓ ଏବଂ ଫଟୋ ଶେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକମାନଙ୍କ ହୃଦୟରେ ନିଆଁ ଲାଗିଯାଇଛି। ଯେଉଁଥିରେ ସେ ବେଶ୍ ହଟ୍ ଲାଗିବା ସହ ଯୋଗ କରୁଥିବା ନଜର ଆସିଛନ୍ତି। ଜ୍ୟାକ୍ଲିନ…
କରୋନା ଆକ୍ରାନ୍ତ ବିଶ୍ୱକପ୍ ଚାମ୍ପିୟନ ଖେଳାଳି
ରୋମ,୧୮।୩- ଜୁଭେଣ୍ଟସ ପକ୍ଷରୁ ଖେଳୁଥିବା ବିଶ୍ୱକପ ଚାମ୍ପିୟନ ଫ୍ରାନ୍ସ ଦଳର ସଦସ୍ୟ ବ୍ଲାଇସେ ମାଟୁଡି ଓ ହେଲାସ ଭେରୋନା ଖେଳାଳି ମାଟି ଜାକାଗନି ଘାତକ ଭାଇରସ କରୋନାରେ ଆକ୍ରାନ୍ତ। ଉଭୟଙ୍କ ସ୍ବାବ ରିପୋର୍ଟ ପଜେଟିଭ ଆସିଥିବା ସେମାନଙ୍କ ସିରି ଏ’ କ୍ଲବ…
ବିଦେଶରୁ ଫେରି ନିଜକୁ କ୍ୱାରାଣ୍ଟାଇନ୍ କଲେ ସୁରେଶ ପ୍ରଭୁ
ନୂଆଦିଲ୍ଲୀ,୧୮।୩: ଭାଜପା ଏମ୍ପି ସୁରେଶ ପ୍ରଭୁ ବିଦେଶରୁ ସ୍ବଦେଶ ଫେରିବା ପରେ ନିଜକୁ ସରକାରଙ୍କ କରୋନା ସୁରକ୍ଷା ମାର୍ଗଦର୍ଶିକା ଅର୍ନ୍ତଗତ କ୍ୱାରାଣ୍ଟାଇନ କରିଛନ୍ତି। ସେ ସୌଦି ଯାତ୍ରା କରିଥିଲେ। ୧୦ ମାର୍ଚ୍ଚରେ ସେ ସୌଦି ଗସ୍ତରେ ଯାଇଥିଲେ। ଭାରତ ଫେରିବା ପରେ…
ତାଳି, ବାସନ ବଜାଇ ଏକଜୁଟ ହୋଇ କରୋନାର ମୁକାବିଲା ଲାଗି ସଚେତନତା ସୃଷ୍ଟି କରୁଛନ୍ତି ଲୋକେ
ମାଦ୍ରିଦ୍,୧୮।୩: କରୋନା ସଂକ୍ରମଣ ଯୋଗୁ ସ୍ପେନ୍ରେ ସ୍ଥିତି ସଙ୍କଟ ଜନକ ହୋଇଛି। ସରକାରଙ୍କ ପକ୍ଷରୁ ଲୋକଙ୍କ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ଲୋକେ ଘରେ ରହି ତାଳି, ବାସନକୁସନ ତଥା ବିଭିନ୍ନ ବାଦ୍ୟ ଯନ୍ତ୍ର ବଜାଇ ଏକ ଜୁଟ…
ଏହି ଅଫିସରେ ଆପଣାଛାଏଁ ଚାଲୁଛି ଚେୟାର, ଫଟୋ ଭାଇରାଲ
ଲଣ୍ଡନ: ଯଦି କୁହାଯାଏ, ଅଫିସ୍ରେ ଚେୟାରଗୁଡ଼ିକ ସ୍ବୟଂଚାଳିତ ଅର୍ଥାତ୍ ଆପଣାଛାଏଁ ଚାଲୁଛି ତେବେ ନିଶ୍ଚିତ ଅବିଶ୍ୱସନୀୟ ଲାଗିବ। ମାତ୍ର ଏହା ସତ। ଏହା କୌଣସି ଯାଦୁଗର ଶୋ’ କିମ୍ବା ଟେକ୍ନିକାଲ ପଦ୍ଧତି ନୁହେଁ। ଇଂଲଣ୍ଡର ମଞ୍ଚେଷ୍ଟରର ଏକ ଅଫିସ୍ରେ ଏପରି ଅଜବ…
ଅସୁସ୍ଥ ମାଈ ହାତୀକୁ ଜଗି ବସିଛି ଦନ୍ତା: ପାଖ ମଡ଼ାଇ ଦେଉନି
ନିରାକାରପୁର, ୧୮।୩(ଡି.ଏନ୍.ଏ.): ଟାଙ୍ଗୀ ବନଖଣ୍ଡ ସରପାରି ପଞ୍ଚାୟତ ବାଁବରଡ଼ା ମୌଜାସ୍ଥିତ ଚାରିବାଟିଆ ଗହିର ଜମିର ମଲାଗୁଣୀ ନଦୀ ପଠାରେ ଏକ ମାଈ ହାତୀ ଅସୁସ୍ଥ ହୋଇ ପଡ଼ି ରହିଛି। ନିକଟରେ ଏକ ଦନ୍ତା ତାକୁ ଜଗି ବସିଥିବା ଦେଖିବାକୁ ମିଳୁଛି। ଦନ୍ତା…
କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କା ବୋନସ ଦେବ ଫେସବୁକ
ଓ୍ବାଶିଂଟନ,୧୮।୩: କରୋନା ସଂକ୍ରମଣ ଆତଙ୍କରେ ସାରା ପୃଥିବୀ ଭୟଭୀତ। ଫେସବୁକ୍ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ଏହା ସହିତ କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କାର ବୋନସ ଦେବାକୁ ଫେସବୁକ ସିଇଓ…
କରୋନା ଗୁଜବ ପ୍ରଚାରକରି ଜେଲ ଗଲେ ଯୁବକ
ତାଳଚେର,୧୮।୩(ନି.ପ୍ର.): କରୋନା ସମ୍ପର୍କରେ ମିଛ ଖବର ପ୍ରଚାରକରି ସାଧାରଣରେ ଆତଙ୍କ ସୃଷ୍ଟି କରୁଥିବା ଜଣେ ଯୁବକଙ୍କୁ ତାଳଚେର କଲିୟାରୀ ପୋଲିସ ମଙ୍ଗଳବାର ରାତିରେ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଜୟକୃଷ୍ଣ ସାହୁ ଓରଫ୍ ରିଙ୍କୁ। ତାଙ୍କ ଘର ତାଳଚେର…
ଏହି ଜେଲ୍ରେ ନୂଆ କଏଦୀଙ୍କ ସହ ରହିବାକୁ ମନାକଲେ ପୁରୁଣା କଏଦୀ, ଜାଣନ୍ତୁ କାରଣ
କାନପୁର,୧୮ା୩: କରୋନା ଭାଇରସ୍କୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏଥିରୁ ବାଦ୍ ପଡ଼ିନାହାନ୍ତି ଜେଲ୍ର ଚାରିକାନ୍ଥ ମଧ୍ୟରେ ରହୁଥିବା କଏଦୀମାନେ। ସେମାନେ ବି ଏହି ଭାଇରସ୍କୁ ନେଇ ବେଶ୍ ସଚେତନ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁର…
ଅପହଞ୍ଚ ଯୋଜନା, ଅସୁରକ୍ଷିତ ଶ୍ରମିକ
ନୟାଗଡ଼ ଅଫିସ,୧୮ା୩: ଶିକ୍ଷାର ଅଭାବ ସାଙ୍ଗକୁ ଅଭିଯୋଗ କରିବାକୁ ସାହସ ଜୁଟାଇପାରୁ ନ ଥିବାରୁ ନୟାଗଡ ଜିଲାର ନିରୀହ ଶ୍ରମିକ ଶୋଷଣର ଶିକାର ହୋଇଚାଲିଛି। କେଉଁଠି ଶାରୀରିକ ନିର୍ଯାତନା ଦିଆଯାଉଛି ତ ଆଉ କେଉଁଠି ବିନା ପାରିଶ୍ରମିକରେ ଗୋତି ଖଟାଉଛନ୍ତି। ଶ୍ରମିକଙ୍କୁ…
ପର୍ଯ୍ୟଟନ କ୍ଷେତ୍ର ହୁକିଟୋଲା ଓ ବତିଘର ପ୍ରବେଶ କଟକଣା
ମହାକାଳପଡା,୧୮।୩ (ଡି.ଏନ.ଏ.): ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିଚାଲିଛି। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସରକାରଙ୍କ ପକ୍ଷରୁ ଜନଗହଳି ସ୍ଥାନ, ପର୍ଯ୍ୟଟନ କ୍ଷେତ୍ର, ମନ୍ଦିର ପରିସର, ମଲ୍, ସିନେମା ହଲ୍, ବିବାହ…
Archives


