କାଉଣ୍ଟି ଖେଳିବେ ହନୁମା
ନୂଆଦିଲ୍ଲୀ, ୧୮।୩ (ପି.ଟି.): ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମାରାତ୍ମକ କରୋନା ଭାଇରସ୍ ଲାଗି ପ୍ରାୟ ସମସ୍ତ ଖେଳ ବାତିଲ ହୋଇସାରିଛି। ଏହି ଅବସରରେ ଖେଳାଳିମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି। ଭାରତୀୟ କ୍ରିକେଟର୍ ହନୁମା ବିହାରୀ ଆଗାମୀ ଗ୍ରୀଷ୍ମ…
ଦୁର୍ନୀତିର ତଦନ୍ତ ନ ହେଲେ ଆନ୍ଦୋଳନ
ଜଳେଶ୍ୱର,୧୮।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବିଡ଼ିଓ ଦୀପ୍ତିରଞ୍ଜନ ସେଠୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।…
ଇଂଲଣ୍ଡରୁ ଫେରିଲେ ଟିଏମ୍ସି ଏମ୍ପି: ଏବେ ପରିବାରଠାରୁ ୭ଦିନ ଯାଏଁ ରହିବେ ଅଲଗା
କୋଲକାତା,୧୮।୩: କୋଲକାତାର ତୃଣମୂଳ କଂଗ୍ରେସ (ଟିଏମ୍ସି)ର ଏମ୍ପି ତଥା ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ଇଂଲଣ୍ଡରୁ ଭାରତକୁ ଫେରିଛନ୍ତି। କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ମିମିଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଇ ନ ଥିଲା। କିନ୍ତୁ…
କରୋନା କରାଇଦେଲା ପାସ୍
ଲକ୍ଷ୍ନୌ,୧୮।୩: ସାରା ଦେଶରେ କରୋନା ଭାଇରସ୍କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ପ୍ରକୋପରୁ ବର୍ତ୍ତିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକତ୍ରିତ ହୋଇ କାର୍ଯ୍ୟ କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ କେତେକ କଟକଣା ଜାରି କରାଯାଇଛି।…
ବଢ଼ୁଛି ସଂକ୍ରମିତ ଆଶଙ୍କା: ଏ ସବୁ ଖାଦ୍ୟ ଖାଇ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ
କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ନେଇ ଦେଶ ତଥା ରାଜ୍ୟ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ମାସ୍କ ଓ ସାନିଟାଇଜର ବ୍ୟବହାର କରି ଏହାକୁ ରୋକିବାକୁ ସଚେତନ କରାଯାଉଛି। ତେବେ ସଚେତନତା…
କରୋନା ଚିନ୍ତାରୁ ଦୂରେଇବା ପାଇଁ ମାଧୁରୀଙ୍କ ଗୀତରେ ନୃତ୍ୟକଲେ ବିଦେଶୀ ମହିଳା
କରୋନା ଭୟରେ ଅଧିକାଂଶ ଦେଶର ଲୋକେ ଘରୁ ବାହାରିବା ବନ୍ଦ କରିଦେଲେଣି। ଏତିକିବେଳେ ଜର୍ମାନର ଜଣେ ମହିଳା କରୋନା ଚିନ୍ତାରୁ ମୁକୁଳିବା ପାଇଁ ଏକ ଖାସ୍ ଉପାୟ ବାଛିଛନ୍ତି। ସେ ରୋଷେଇ ଘରେ କାମ କରିବା ସମୟରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ…
ଚିକିତ୍ସା କରୁଥିବା ଡାକ୍ତର କରୋନାରେ ସଂକ୍ରମିତ
ଲକ୍ଷ୍ନୌ,୧୮।୩: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍କୁ ରୋକିବା ପାଇଁ ସବୁ ଦେଶ ଯଥା ସମ୍ଭବ ଉଦ୍ୟମ ଚଳାଇଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ସରକାର ସ୍କୁଲ, କଲେଜ, ମଲ୍, ସିନେମାହଲ୍ ଆଦି ବନ୍ଦ କରିବା ସହ ଗୋଟିଏ ସ୍ଥାନରେ ଏକତ୍ରିତ…
ଦଶଗୁଣା ବଢ଼ିଛି ନଂ.୧୦୪କୁ କଲ୍: ୪୮ଘଣ୍ଟାରେ ୨୧୩୧ ପଞ୍ଜୀକୃତ, ଖୋର୍ଦ୍ଧା ଜିଲାର ସର୍ବାଧିକ
ଭୁବନେଶ୍ୱର,୧୮।୩(ବ୍ୟୁରୋ): ସମ୍ଭାବ୍ୟ କରୋନା ଭୂତାଣୁ(କୋଭିଡ-୧୯)ର ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାର ପ୍ରତ୍ୟହ ଉଦ୍ୟମ ଜାରି ରଖିଛନ୍ତି। ଏହାକୁ ନେଇ ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା…
କରୋନାକୁ ରୋକିବାରେ ଆଦର୍ଶ ଭୂମିକା ନେବ ଓଡ଼ିଶା; ଲଢ଼ିବା ପାଇଁ ପ୍ରସ୍ତୁତ ରୁହ: ରାଜ୍ୟପାଳ
ଭୁବନେଶ୍ୱର, ୧୮।୩(ବ୍ୟୁରୋ): କରୋନା ପାଇଁ ଭୟଭୀତ ନ ହୋଇ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟପାଳ ପ୍ରଫେସର ଗେଣେଶୀ ଲାଲ ବୁଧବାର ପରାମର୍ଶ ଦେଇଛନ୍ତି। ସୁରକ୍ଷୀତ ରହିବା ସହ ସକାରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ ପାଇଁ ସେ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ…
କରୋନା କଟକଣା: କଳକାରଖାନା କର୍ମଚାରୀଙ୍କ ଲାଗି ଜାରିହେଲା ଗାଇଡ୍ଲାଇନ
ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ଲାଗି କଳକାରଖାନା କର୍ମଚାରୀଙ୍କ ପାଇଁ ଗାଇଡ୍ଲାଇନ୍ ଜାରି ହୋଇଛି। କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ଲାଗି ସାବୁନ ଓ ହ୍ବାଣ୍ଡଓ୍ବାଶ୍ ବ୍ୟବସ୍ଥା ଲାଗି ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀଙ୍କ ମଧ୍ୟରୁ କେହି ଅସୁସ୍ଥତା ଅନୁଭବ କଲେ ଘରେ ରହିବାକୁ କୁହାଯାଇଛି।…
କରୋନା ପାଇଁ ଘୁଞ୍ଚିଲା: ଏପ୍ରିଲ ୨୫ରେ ବାର୍ ଆସୋସିଏଶନ ନିର୍ବାଚନ
ଭୁବନେଶ୍ୱର, ୧୮।୩(ବ୍ୟୁରୋ): କରୋନା ପାଇଁ ସମସ୍ତ ବାର୍ ଆସୋସିଏଶନ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ମାାର୍ଚ୍ଚ ୨୮ ତାରିଖରେ ନିର୍ବାଚନ ହେବାର ରହିଥିଲା। ମାତ୍ର ଏବେ ତାହା ଘୁଞ୍ଚାଯାଇ ଏପ୍ରିଲ ୨୫କୁ ଦିନ ଧାର୍ଯ୍ୟ ହୋଇଛି। ଏ ନେଇ ଓଡ଼ିଶା ବାର୍…
ପୂର୍ବତନ ଚାମ୍ପିୟନ ବକ୍ସରଙ୍କ ମୃତ୍ୟୁ
ଲସ ଏଞ୍ଜେଲ୍ସ,୧୮।୩- ଦୁଇ ଥର ବିଶ୍ୱ ଚାମ୍ପିୟନ ବକ୍ସର ରୋଜର ମେହ୍ବେଦରଙ୍କ ବୁଧବାର ପରଲୋକ ଘଟିଛି। ୫୮ ବର୍ଷୀୟ ବକ୍ସର ରିଙ୍ଗରୁ ଅବସର ନେବା ପରେ ଟ୍ରେନର ଭାବେ କାର୍ଯ୍ୟ କରିଥିଲେ। ସେ କିମ୍ବଦନ୍ତୀ ବକ୍ସର ଫ୍ଲଏଡ ମେହ୍ବେଦରଙ୍କ ଅଙ୍କଲ ଥିଲେ।…
Archives


