Home Left

ସେଲ୍‌ଫ ଆଇସୋଲେଶନ ନିୟମ ଭଙ୍ଗ କରିବା ଲାଗି କ୍ଷମା ପ୍ରାର୍ଥନା କଲେ ଜୋଭିକ୍‌

ମାଡ୍ରିଡ୍‌, ୨୦।୩(ଏଏଫ୍‌ପି)- ରିୟଲ ମାଡ୍ରିଡ୍‌ ଷ୍ଟ୍ରାଇକର ଲୁକା ଜୋଭିକ୍‌ ସେଲଫ ଆଇସୋଲେଶନ ନିୟମ ଭଙ୍ଗ କରି ସର୍ବିୟା ଯାତ୍ରା କରିଛନ୍ତି। ତାଙ୍କୁ ସ୍ବଦେଶ ଫେରିବା ଲାଗି ଅନୁମତି ମିଳିଥିଲା ବୋଲି ସେ ଦାବି କରିଛନ୍ତି। କ୍ଲବର ଜଣେ ବାସ୍କେଟବଲ ଖେଳାଳିଙ୍କ ରିପୋର୍ଟ…

ଜନସାଧାରଣଙ୍କ ଲାଗି କୋଭିଡ୍‌-୧୯ ଟେଷ୍ଟ କରାଇବେ ନାହିଁ ସ୍ପାନିଶ କ୍ଲବ

ମାଡ୍ରିଡ୍‌, ୨୦।୩(ଏପି)- ସ୍ପେନ୍‌ର କିଛି ଫୁଟବଲ କ୍ଲବ ମାରାତ୍ମକ କରୋନା ଭାଇରସ୍‌ ଟେଷ୍ଟ ପାଇଁ ସ୍ପାନିଶ ଲିଗ୍‌ ପକ୍ଷରୁ ପ୍ରଦାନ କରାଯାଇଥିବା ଆବଶ୍ୟକ କିଟ୍‌ ବ୍ୟବହାର ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଦଳର ଖେଳାଳି ଆକ୍ରାନ୍ତ ଥିବାରୁ ସ୍ପାନିଶ ଲିଗ୍‌…

ଡାକ୍ତରଙ୍କ ଉଦ୍ଦେଶ୍ୟରେ ସୁଦର୍ଶନଙ୍କ ବାର୍ତ୍ତା

ପୁରୀ ଅଫିସ,୨୦।୩: ବିଶ୍ୱବାସୀଙ୍କ ନିଦ ଉଡ଼ାଇଥିବା କରୋନା ଏବେ ଭାରତରେ ନିଜ କାୟା ବିସ୍ତାର କରିବାରେ ଲାଗିଲାଣି। ଭାରତରେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଛି। ରାଜ୍ୟରେ ମଧ୍ୟ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବଢ଼ିବା ଆଶଙ୍କା କରାଯାଉଥିବାରୁ…

ସଲମାନ୍‌ଙ୍କ ସହ କାମ କରିବା ପାଇଁ ୪ଗୁଣା ଫିସ୍‌ ବଢ଼ାଇଲେ ପୂଜା

ତାମିଲ ତଥା ବଲିଉଡ୍‌ ଅଭିନେତ୍ରୀ ପୂଜା ହେଗଡେଙ୍କ ଚାହିଦା ଏବେ ଆକାଣ ଛୁଁଆ। ‘ହାଉସଫୁଲ-୪’ ଏବଂ ଆଲୁ ଅର୍ଜୁନଙ୍କ ସହ ‘ଅଲ୍ଲା ବୈକୁଣ୍ଠପୁରାମୁଲୁ’ ରେ କାମ କରିଛନ୍ତି ପୂଜା। ଦୁଇଟି ଯାକ ଫିଲ୍ମ ହିଟ୍‌ ହେବା ପରେ ତାଙ୍କ ଡିମାଣ୍ଡ ବଢ଼ିଯାଇଛି।…

ପିତାଙ୍କ ପରେ କରୋନାକୁ ହରାଇଲେ ପୁଅ

ଗାଜିଆବାଦ,୨୦।୩: ଦେଶରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବା ବେଳେ ଏଥିରେ ୫ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ବିଦେଶୀ ନାଗରିକ ରହିଛନ୍ତି। ଏହାରି ଭିତରେ…

୧ ମିନିଟରୁ ଅଧିକ ସମୟ ହାତ ଧୋେଇ ଟ୍ରୋଲ ହେଲେ ଏକତା

କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ‘ସେଫ୍‌ ହ୍ୟାଣ୍ଡସ୍‌’ ଚ୍ୟାଲେଞ୍ଜ ଆରମ୍ଭ କରିଛି। ଏହି ଚ୍ୟାଲେଞ୍ଜକୁ ଅଭିନେତ୍ରୀ ଅନୁଷ୍କା ଶର୍ମା, ଦୀପିକା ପାଦୁକୋନଙ୍କ ଠାରୁ ଆରମ୍ଭ କରି ଅନେକ କଳାକାର ପାଳନ କରିଛନ୍ତି। ନିକଟରେ ଏକତା କପୁର ମଧ୍ୟ…

ମାର୍ଚ୍ଚ ୨୨, ୨୩ରେ ଗାଁ ସ୍ତରରେ ମିଳିବ ମଧୁବାବୁ ଭତ୍ତା: ମନ୍ତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): କରୋନାକୁ ମୁକାବିଲା କରିବା ଲାଗି ସରକାର ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ହିତାଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତ୍ତା…

ସେଲ୍‌ଫ ଆଇସୋଲେଶନରେ ରହିବେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୦।୩- ଷ୍ଟାର ଜଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ଏନ୍‌ଆଇଏସ୍‌ ପଟିଆଲଠାରେ ୧୪ ଦିନ ପାଇଁ ସେଲ୍‌ଫ ଆଇସୋଲେଶନରେ ରହିବାକୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ନିର୍ଦ୍ଦେଶ ଦେଇଛି। ସେ ତୁର୍କୀରେ ଟ୍ରେନିଂ ସାରି ଫେରିଛନ୍ତି। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ…

କରୋନା ପାଇଁ ସ୍ଥଗିତ ରହିଲା ‘୮୩’ର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଓ ପତ୍ନୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ର ରିଲିଜ୍‌ ଡେଟ୍‌ ଏବେ ଘୋଷଣା କରାଯିବ ନାହିଁ ବୋଲି ଜଣାପଡିଛି। ଏହି ସୂଚନା ରଣବୀର ସିଂ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଦେଇଛନ୍ତି।…

୨ୟ କରୋନା ରୋଗୀ ଏମ୍‌ସର କିଛି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବା ପ୍ରସଙ୍ଗ: ପ୍ରଭାବିତ ବ୍ୟକ୍ତି ପର୍ଯ୍ୟବେକ୍ଷଣରେ ଥିବା କହିଲେ ବାଗ୍‌ଚୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଓଡ଼ିଶାରେ ଚିହ୍ନଟ ୨ୟ କରୋନା ରୋଗୀ ଏମ୍‌ସର କିଛି ଷ୍ଟ୍ରାଫ୍‌ଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଚର୍ଚ୍ଚା ହେଉଛି। ଏ ନେଇ ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ…

ଆଜିର ପରିସ୍ଥିତିରେ ମଣିଷପଣିଆ ହରାନ୍ତୁ ନାହିଁ, ବିଦେଶୀଙ୍କ ପ୍ରତି ଖରାପ ବ୍ୟବହାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଓଡ଼ିଶାରେ ୨ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ପ୍ରଥମରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେହିଭଳି ୧୯ ବର୍ଷୀୟ ୨ୟ କରୋନା ଆକ୍ରାନ୍ତଙ୍କ ଏବେ ଚିକିତ୍ସା ଜାରି ରହିଛି। ତେବେ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଭଲଭାବେ ହାତ ଧୁଅନ୍ତୁ। ଯଥାସମ୍ଭବ…

ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ: ଉପଜିଲାପାଳ

ଆନନ୍ଦପୁର,୨୦।୩(ସ୍ବ.ପ୍ର.): ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଚାଲିଛି। ଏଭଳିସ୍ଥଳେ ଏହାକୁ ରୋକିବା ଲାଗି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଜନସାଧାରଣଙ୍କୁ ପୁନର୍ବାର ସଚେତନତାର ବାର୍ତ୍ତା ଦେଇଛନ୍ତି ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁ। ଶୁକ୍ରବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ଅଧିକାରୀମାନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri