Home Left

ଦକ୍ଷିଣ କୋରିଆ ତିଆରି କରୁଛି କରୋନା କିଟ୍‌: ୧୦ ମିନିଟ୍‌ରେ ମିଳିବ ରିପୋର୍ଟ !

ସିଓଲ,୨୨।୩: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ସଂକ୍ରମିତଙ୍କଠାରେ ଭୂତାଣୁ ଚିହ୍ନଟ ପାଇଁ କରାଯାଉଥିବା ପରୀକ୍ଷାରେ ଅଧିକ ସମୟ ଲାଗୁଛି। ଫଳରେ ଏହାକୁ ରୋକିବାରେ ବାଧା ସୃଷ୍ଟି ହେଉଛି। ତେବେ ଭୂତାଣୁ ଚିହ୍ନଟ…

ଟ୍ରାଭେଲ୍‌ ଟାଟୁ: ଦେଖାଯାଏ ଫ୍ୟାଶନେବଲ୍‌, ବଢ଼ାଏ ବୁଲିବାର କ୍ରେଜ୍‌

ଆଜିକାଲିର ମଡର୍ନ ଦୁନିଆରେ ଟାଟୁ କରିବାକୁ ନେଇ ଯୁବପିଢ଼ିଙ୍କ ଭିତରେ ବେଶ୍‌ କ୍ରେଜ୍‌ ରହୁଥିବା ଦେଖିବାକୁ ମିଳୁଛି। ଖାସ୍‌ କରି ଟ୍ରାଭେଲ୍‌ ଟାଟୁର ଡିମାଣ୍ଡ ଏବେ କାହିଁରେ କେତେ। ଏହି ଟାଟୁ କେବଳ ଫ୍ୟାଶନେବଲ୍‌ ଦେଖାଯାଏ ତାହା ନୁହେଁ, ବେଳେବେଳେ ଏହା…

୪୫ ମିନିଟ୍‌ରେ ହେବ କରୋନା ଚିହ୍ନଟ: ଆମେରିକା ଦେଲା ଅନୁମତି

ଓ୍ବାଶିଂଟନ,୨୨।୩: ମହାମାରୀ କରୋନା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାର ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ଆମେରିକା ଅନୁମତି ଦେଇଛି। ମାତ୍ର ୪୫ ମିନିଟ୍‌ ମଧ୍ୟରେ କରୋନା ସଂକ୍ରମଣ ସମ୍ପର୍କରେ ଏହି ରାପିଡ୍‌ ଟେଷ୍ଟ୍‌ ଦ୍ୱାରା ଜଣାପଡ଼ିବ। ଫଳରେ କମ…

ଜନତା କର୍ଫ୍ୟୁ ପ୍ରଭାବ: ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ପଦ୍ମପୁର,୨୨।୩(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଭଦ୍ରକ ଜିଲା ପଦ୍ମପୁର ଅଞ୍ଚଳରେ ଜନତା କର୍ଫ୍ୟୁର ପ୍ରଭାବ ରବିବାର ଦେଖିବାକୁ ମିଳିଛି। ନାୟକାଣୀଡିହି, ବିଦେଇପୁର, ଚାନ୍ଦିମାଳ, ରାଜଘରପୋଖରୀ, ଲକ୍ଷ୍ମୀଦାସପୁର, ସାବରଙ୍ଗ, ଇଚ୍ଛାପୁର ଆଦି ସ୍ଥାନରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି ।…

କରୋନା ଭାଇରସ: ଚିକିତ୍ସା ସମୟରେ ସହଯୋଗ କରୁ ନାହାନ୍ତି କନିକା!

ଲକ୍ଷ୍ନୌ,୨୨।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ ନିକଟରେ କରୋନା ପଜିଟିଭ୍‌ ମିଳିବା ପରେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କାରଣ ଲଣ୍ଡନରୁ ଫେରିବା ପରେ କନିକା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ପାର୍ଟିରେ ଯୋଗ ଦେଇଥିବା ବେଳେ ସେଠାରେ ବହୁ ରାଜନେତା ଓ…

ଝାରସୁଗୁଡ଼ା, ବ୍ରଜରାଜନଗରରେ ଲକ୍‌ଡାଉନ୍‌: ରାସ୍ତାଘାଟ ଶୂନ୍‌ଶାନ, ବଜାର ଫାଙ୍କା

ଝାରସୁଗୁଡା ଅଫିସ,୨୨।୩- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ଦିନିକିଆ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଏହାଛଡ଼ା ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଜିଲା ଓ ବିଭିନ୍ନ ସହର ସମେତ ଝାରସୁଗୁଡା…

ବାପାଙ୍କୁ ହତ୍ୟାକରି ଆତ୍ମହତ୍ୟା କଲେ ପୁଅ

ଚୌଦ୍ୱାର,୨୨।୩(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସହରରେ ଘଟିଛି ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଘଟଣାକୁ ନେଇ ପୁଅ ବାପାଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ମୃତ ବାପା ହେଲେ ଚୌଦ୍ୱାର ପୌରପାଳିକାର ୧୧ ନଂ…

ଜନତା କର୍ଫ୍ୟୁ: ଜରୁରିକାଳୀନ ସେବାକୁ ଛାଡ଼ି ସବୁ ବନ୍ଦ

ସରଣ୍ଡା,୨୨ା୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱ କରୋନା ସହ ସଂଘର୍ଷ କରୁଥିବାବେଳେ ଏହି ସଂକ୍ରମଣ ରୋକିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ କ୍ରମେ ରବିବାର ଦେଶବ୍ୟାପୀ ଚାଲିଥିବା ଜନତା କର୍ଫ୍ୟୁକୁ ସରଣ୍ଡାରେ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳିଛି। ବରଗଡ଼ ଜିଲା ଅତାବିରା…

ଆଇସ୍‌ ଏଜ୍‌ରେ ମାମୋଥ୍‌ ହାଡ଼ରେ ଘର ନିର୍ମାଣ କରୁଥିଲା ମାନବ…

ମସ୍କୋ, ୨୨।୩: ଆଇସ୍‌ ଏଜ୍‌ରେ ମାନବ କିଭଳି ଘରେ ବାସ କରୁଥିଲା ସେନେଇ ପ୍ରମାଣ ମିଳିଛି। ୟୁକ୍ରେନ୍‌ ଏବଂ ରୁଷିଆର କେତେକ ଅଞ୍ଚଳର ଖନନ ସମୟରେ ମାଟି ତଳୁ ଗୋଲାକାର ଭାବେ ପୋତା ଯାଇଥିବା ମାମୋଥ୍‌ କଙ୍କାଳର ସନ୍ଧାନ ପ୍ରତ୍ନତତ୍ତ୍ୱବିତ୍‌ମାନେ ପାଇଛନ୍ତି।…

କଫି କପ୍‌ ବି ବ୍ୟକ୍ତିଙ୍କ ସ୍ବଭାବ ସମ୍ପର୍କରେ ଦେଇଥାଏ ସୂଚନା…

ନ୍ୟୁୟର୍କ,୨୨।୩: କୌଣସି ବ୍ୟକ୍ତିଙ୍କ ସ୍ବଭାବ କିପରି ତାହା ସେ ବ୍ୟବହାର କରୁଥିବା କଫି କପ୍‌ରୁ ହିଁ ଜଣାପଡ଼ିଥାଏ। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା ସତ୍ୟ। ଏନେଇ ‘ଫୁଡ୍‌ କ୍ୱାଲିଟି ଆଣ୍ଡ ପ୍ରିଫରେନ୍ସ’ ପତ୍ରିକାରେ ଏକ…

କ୍ୱାରାଣ୍ଟାଇନ୍‌କୁ ନମାନି ଜରିମାନା ଦେଲେ ୫୦ ହଜାରରୁ ଅଧିକ ଲୋକ

ରୋମ୍‌,୨୨।୩: ଇଟାଲିରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଫଳରେ ସରକାରୀ ଆଇନକୁ ମାନି ସାଢ଼େ ୬ କୋଟି ଲୋକ ବାଧ୍ୟ ହୋଇ ଘରେ ରହିଛନ୍ତି। ତେବେ ୫୦ ହଜାର ୮୯୨ଲୋକ କ୍ୱାରାଣ୍ଟାଇନ୍‌କୁ ନମାନି ଜରିମାନା ଦେଇଛନ୍ତି। ପ୍ରତିଲୋକଙ୍କୁ ୧୬ ହଜାର…

କରୋନାକୁ ଡରିଲେ ‘ବାହୁବଳୀ’: ଆଇସୋଲେଶନରେ ୧୪ ଦିନ

ମୁମ୍ବାଇ: କରୋନା ଭୟ ଏବେ ସମସ୍ତଙ୍କୁ। ସାରା ବିଶ୍ୱରେ ଏହା କାୟା ବିସ୍ତାର କରି ସାରିଥିବା ବେଳେ ଭାରତରେ ବି କରୋନା ତା’ର ଉପସ୍ଥିତି ଜାହିର କରି ସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜନତା କର୍ଫ୍ୟୁ ଘୋଷଣା କରିଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri