ସୁବାସ ନଗର ବସ୍ତିରୁ ହଟିଲା ଆବଦ୍ଧାଞ୍ଚଳ କଟକଣା
ଭୁବନେଶ୍ୱର,୧।୭(ବ୍ୟୁରୋ)-୧୨ ଦିନ ପରେ ଡୁମୁଡୁମା ସୁବାସ ନଗର ବସ୍ତିରୁୁ କଣ୍ଟେନମେଣ୍ଟ (ଆବଦ୍ଧାଞ୍ଚଳ) କଟକଣା ହଟିଛି। ଉକ୍ତ ବସ୍ତିରୁ ଏକାଧିକ ସ୍ଥାନୀୟ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ଗତ ୨୦ରେ ବସ୍ତିର ୩୧୭ଘର ସିଲ୍ କରି ଦିଆଯାଇଥିଲା। ବିଏମ୍ସି ଏହାର ପ୍ରମୁଖ ପ୍ରବେଶ…
ଟିକ୍ ଟକ୍ ବ୍ୟାନ୍ ନେଇ ଏମିତି କହିଲେ ଟିଏମ୍ସି ମହିଳା ଏମ୍ପି
କୋଲକାତା, ୧।୭- ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଯୋଗୁ ତିକ୍ତତା ଚରମସୀମାରେ ପହଞ୍ଚତ୍ବାବେଳେ ନିକଟରେ ଦେଶର ତଥ୍ୟ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୯ ଚାଇନା ଆପ୍କୁ ବ୍ୟାନ କରିଥିଲେ। ବ୍ୟାନ୍ ହୋଇଥିବା ଆପ୍ ମଧ୍ୟରେ ଟିକ୍…
ଲୋକଙ୍କ ଜୀବନ ସୁରକ୍ଷା ପାଇଁ କାମ କର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧।୭(ବ୍ୟୁରୋ)-ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମହାମାରୀ ମୁକାବିଲା ପାଇଁ ବିଜେଡି ବିଧାୟକମାନଙ୍କୁ ୮ ସୂତ୍ରୀ କୋଭିଡ୍ ମୁକାବିଲା ମନ୍ତ୍ର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ ବିଧାୟକମାନଙ୍କୁ କହିଛନ୍ତି ଯେ, ବର୍ତ୍ତମାନ ମାନବଜାତି ଏକ ଅଭୂତପୂର୍ବ ସଙ୍କଟ…
ଆଇସିସି ଅଧ୍ୟକ୍ଷ ପଦରୁ ଓହରିଲେ ମନୋହର
ଦୁବାଇ, ୧।୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି)ର ପ୍ରଥମ ସ୍ବାଧୀନ ଅଧ୍ୟକ୍ଷଭାବେ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ବୁଧବାର ସେ ନିଜ ପଦରୁ ଓହରି ଯାଇଛନ୍ତି। ଆଇସିସି ଅଧ୍ୟକ୍ଷଭାବେ ସେ ୨୦୧୫ ନଭେମ୍ବରରେ ଦାୟିତ୍ୱ ଗ୍ରହଣ କରିଥିଲେ। ”ଦୁଇଥର ୨ ବର୍ଷିଆ…
କ୍ୱାରାଣ୍ଟାଇନ୍ ସେଣ୍ଟରରୁ ଯାଇ ବାପାଙ୍କୁ ମୁଖାଗ୍ନି ଦେଲେ ପୁଅ
ଦିଗପହଣ୍ଡି,୧୭ା୭(ଡି.ଏନ୍.ଏ.)-ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମର ସୀମାଞ୍ଚଳ ସେଠୀ ରାଜ୍ୟ ବାହାରୁ ଫେରି ୧୦ଦିନ ହେଲା ଗ୍ରାମ ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି। ବୁଧବାର ବାପା ବିଶ୍ୱନାଥ ସେଠୀଙ୍କ ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଥିଲା। ସମିତିସଭ୍ୟ ପ୍ରତିନିଧି ପି. ବାଲାଜୀ…
ବାହାର ଦେଶକୁ କରୁଥିଲେ ବଜ୍ରକାପ୍ତା ଚୋରାଚାଲାଣ: ବନ୍ଧା ହେଲେ ପ୍ରଧାନଶିକ୍ଷକ
ଖୁଣ୍ଟୁଣୀ,୧ା୭(ଡି.ଏନ୍.ଏ)-ଆଠଗଡ଼ ବନଖଣ୍ଡରେ ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଗିରଫ କରାଯାଇ ବୁଧବାର କୋର୍ଟଚାଲାଣ କରାଯାଇଛି। ସେ ହେଲେ ବଡ଼ମ୍ବା ଥାନା ଗୋପପୁରର ଶ୍ୟାମସୁନ୍ଦର ବେହେରା। ସେ ଚୌଦ୍ୱାର ଥାନା ଅନ୍ତର୍ଗତ କୟଳପଡ଼ା ୟୁପି ସ୍କୁଲରେ ପ୍ରଧାନଶିକ୍ଷକ…
୩୦ ଟଙ୍କା ମାଗିବାରୁ ପେଟ୍ରୋଲ ପମ୍ପ୍ ସେଲ୍ସମ୍ୟାନଙ୍କୁ ଗୁଳି
ନୋଏଡା, ୧।୭- ୧୦୦ ଟଙ୍କାର ପେଟ୍ରୋଲ ପକାଇ ୭୦ ଟଙ୍କା ଦେଲେ। ବାକି ୩୦ ଟଙ୍କା ମାଗିବାରୁ ରାଗିଯାଇ ପେଟ୍ରୋଲ ପମ୍ପ ସେଲ୍ସମ୍ୟାନଙ୍କୁ ଗୁଳି ମାରିଦେଲେ ଦୁବୃର୍ତ୍ତ। ଏଭଳି ଏକ ଘଟଣା ଉତ୍ତର ପ୍ରଦେଶ ନୋଏଡା ଏକ୍ସପ୍ରେସ ଓ୍ବେ ଥାନା ଅଞ୍ଚଳରେ…
ଭାରତୀୟ କ୍ରିକେଟର୍ଙ୍କୁ ଟି-ଶାର୍ଟ ପ୍ରଦାନ କରିଥିଲେ ଏହି ପାକିସ୍ତାନ ଅଧିନାୟକ
ନୂଆଦିଲ୍ଲୀ, ୧।୭- ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁବର୍ଷ ହେବ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ ଅନୁଷ୍ଠିତ ହୋଇନାହିଁ। ଦୁଇଦେଶର କ୍ରିକେଟ୍ ପ୍ରଶଂସକ ଏବେବି ଚାହିଁ ରହିଛନ୍ତି ଯେ କେବେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଆରମ୍ଭ…
ଚାଇନା କେବେ ଭାରତର ବନ୍ଧୁ ହୋଇ ନ ପାରେ: ବାବା ରାମଦେବ
ହରିଦ୍ୱାର,୧।୭: ଚାଇନାକୁ ପ୍ରବଞ୍ଚକ ଓ ସାମ୍ରାଜ୍ୟବାଦୀ କହିବା ସହ ସେ କେବେ ହେଲେ ଭାରତର ବନ୍ଧୁ ବା ମିତ୍ର ହୋଇ ନ ପାରେ ବୋଲି କହିଛନ୍ତି ଯୋଗଗୁରୁ ବାବା ରାମଦେବ। ବୁଧବାର ସେ ନେପାଳକୁ ପରାମର୍ଶ ଦେଇ କହିଛନ୍ତି କେବେହେଲେ ଡ୍ରାଗନକୁ…
ଧନ ସଞ୍ଚୟ, ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ
ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଧନ ସମ୍ବନ୍ଧରେ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାର ଅନୁସରଣ କରିବା ଦ୍ୱାରା ଜୀବନ ସମୃଦ୍ଧ ଏବଂ ଉଲ୍ଲାସପୂର୍ଣ୍ଣ ହୋଇଥାଏ। ଚାଣକ୍ୟ କୁହନ୍ତି ପଇସା ରୋଜଗାର କରିବା ଏବଂ ସଞ୍ଚୟ କରିବା ଉଭୟ ଆବଶ୍ୟକ।…
ଗର୍ଲ ଫ୍ରେଣ୍ଡଙ୍କୁ ଦେଖା କରିବାକୁ ଲକ୍ଡାଉନ ନିୟମ ଭାଙ୍ଗିଲେ ୭୧ ବର୍ଷର ମେୟର: ସିଡିଚଢି ଝରକା ବାଟେ କଥା ହେଲେ
ଲିସେଷ୍ଟର ସିଟି: ବ୍ରିଟେନର ଲିସେଷ୍ଟର ସିଟିରେ ଜଣେ ୭୧ ବର୍ଷ ବୟସ୍କ ଲେବର ପାର୍ଟିର ମେୟର ସର୍ ପିଟର ସୋଲସବିଙ୍କର ଏବେ ବେଶ ଚର୍ଚ୍ଚା ହେଉଛି। ସେ ଲକ୍ଡାଉନ୍ ନିୟମ ଉଲ୍ଲଘଂନ କରିଛନ୍ତି। ତେବେ ସେ ଗର୍ଲ ଫ୍ରେଣ୍ଡଙ୍କ ପାଇଁ…
ଏହି ୫ ସଙ୍କେତକୁ କରନ୍ତୁନି ଅଣଦେଖା: ସମୟ ଥାଉ ଥାଉ ବଞ୍ଚେଇ ପାରିବେ ସମ୍ପର୍କ
ଯେକୌଣସି ସଂପର୍କ ହେଉନା କାହିଁକି ସେଥିରେ ପ୍ରେମ ରହିବା ଅତ୍ୟନ୍ତ ଜରୁରୀ। ବିଶେଷ ଭାବେ ସେତେବେଳେ ଯେତେବେଳେ ଆପଣ ଆପଣଙ୍କର ସମଗ୍ର ଜୀବନକୁ କାହା ସହିତ ବିତାଉଛନ୍ତି। ମାତ୍ର ଯଦି ଉଭୟଙ୍କ ମଧ୍ୟରେ ପ୍ରେମ ଶେଷ ହେଇଯାଏ, ତେବେ ସମ୍ପର୍କ ବୋଝ…

