ଅନିଶ୍ଚିତତାରେ ପିଡିଏସ୍ ସାମଗ୍ରୀ ବଣ୍ଟନ
ସମ୍ବଲପୁର, ୨୬।୩ (ବ୍ୟୁରୋ): କରୋନା କଟକଣା ଓ ଲକ୍ ଡାଉନ୍ ଘୋଷଣା ପରେ ରାଜ୍ୟ ସରକାର ୩ମାସର ଆଗୁଆ ପିଡିଏସ୍ ସାମଗ୍ରୀ ବଣ୍ଟନ କରିବା ପାଇଁ ଘୋଷଣା କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଜିଲା ଯୋଗାଣ ବିଭାଗ ପକ୍ଷରୁ କିଭଳି ଭାବେ…
ବିଶ୍ୱକପ୍ ଖେଳି ନ ଥିବା ମହାନ ଟେଷ୍ଟ ବ୍ୟାଟ୍ସମ୍ୟାନ
କ୍ରିକେଟରଙ୍କ ପାଇଁ ବିଶ୍ୱକପ୍ ଖେଳିବା ଏକ ସମ୍ମାନର ବିଷୟ। କ୍ରିକେଟ ଇତିହାସରେ କିଛି ଏଭଳି ମହାନ ଖେଳାଳି ଅଛନ୍ତି, ଯେଉଁମାନେ ଲମ୍ବା ସମୟ ଧରି ଦଳରେ ଥିଲେ, ହେଲେ ବିଶ୍ୱକପ୍ ଖେଳିବାକୁ ସୁଯୋଗ ପାଇ ନଥିଲେ। ଏହି ଧାରାରେ ପ୍ରଥମେ ଅଛନ୍ତି…
ଲକ୍ ଡାଉନ୍ ସମୟରେ ଘର ପାଖରେ ପହଞ୍ଚିବ ଅତ୍ୟାବଶ୍ୟକ ସାମଗ୍ରୀ
ନଏଡ଼ା,୨୬।୩: ଲକ୍ ଡାଉନ୍ ସମୟରେ ଲୋକେ ଘରୁ ବାହାରକୁ ବାହାରିବା କଷ୍ଟକର ବ୍ୟାପାର ହୋଇଯାଇଛି। ଏହି ସମୟରେ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବ ବୋଲି କହିଛନ୍ତି ନଏଡା ପ୍ରଶାସନ। ଯେଉଁମାନେ ହୋମ୍ ଡେଲିଭରି ଦେବେ ସେମାନେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା…
ଭାଜପାର ମହାଭୋଜ ଅଭିଯାନ ଆରମ୍ଭ: ପ୍ରତିଦିନ ୫କୋଟି ଲୋକଙ୍କୁ ଦିଆଯିବ ଭୋଜନ
ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ୍ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଦିନ ଯାଏଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ହେଲେ ଏହି ଲକ୍ଡାଉନ୍ ସମୟରେ ଗରିବ, ଶ୍ରମିକ ଓ ଦିନମଜୁରିଆଙ୍କ ସମସ୍ୟା ବଢ଼ିଯାଇଛି। ତେଣୁ ଏମାନଙ୍କୁ ଦୃଷ୍ଟିରେ…
ଲକ୍ଡାଉନ୍ ପରେ ସାମାଜିକ ଦୂରତ୍ୱକୁ ଗରୁତ୍ୱ: ଦୁର୍ଗମ ଅଞ୍ଚଳରେ ଦିନ ମଜୁରିଆ ପ୍ରଭାବିତ
ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍.ଏ.): ସାରା ଭାରତବର୍ଷରେ କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଫଳରେ ରାଜ୍ୟର ସମସ୍ତ ଜିଲାକୁ ଲକ୍ଡାଉନ୍ କରାଯାଇଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ଅଞ୍ଚଳରେ ଲକ୍ଡାଉନ୍ ପ୍ରଭାବ…
ଲକ୍ଷ୍ନୌରେ ଫସି ରହିଛନ୍ତି ୫ ଯୁବକ
ସମ୍ବଲପୁର, ୨୬।୩ (ବ୍ୟୁରୋ) କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍ ଡାଉନ ଘୋଷଣା ହେବାପରେ ବିଭିନ୍ନ ସ୍ଥାନରେ ଶ୍ରମିକମାନେ ଫଶି ରହିଛନ୍ତି। ଲକ୍ଷ୍ମୌରେ ସମ୍ବଲପୁର ଜିଲାର ୫ଜଣ ଯୁବକ ଫସିଥିବା ନେଇ ସୂଚନା ମିଳିଛି। ସୋସିଆଲ ମିଡିଆରେ ସେମାନେ ଫଟୋ…
ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୪ ଛୁଇଁଲା
ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ଘଟଣାରେ ମହାରାଷ୍ଟ୍ର ଏକ ନମ୍ବର ସ୍ଥାନରେ ରହିଛି। ଏଠାରେ ୧୨୪ ଲୋକଙ୍କଠାରେ କରୋନା ଭୂତାଣୁ…
ସାରା ବିଶ୍ୱ ଲକ୍ଡାଉନ୍ରେ ଥିବା ବେଳେ ସ୍ବାଭାବିକ ପରିସ୍ଥିତିକୁ ଫେରୁଛି ଚାଇନା
ବେଜିଂ,୨୬।୩: ସାରା ବିଶ୍ୱରେ ପ୍ରାୟ ୨୦ ପ୍ରତିଶତ ଜନସଂଖ୍ୟା କେରାନା ଭାଇରସ୍ ଯୋଗୁ ଏବେ ଲକ୍ଡାଉନ୍ରେ ରହିଛନ୍ତି। ମହାମାରୀ କରୋନାକୁ ରୋକିବା ପାଇଁ ଲୋକମାନେ ଘର ବନ୍ଦୀ ଥିବା ବେଳେ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟରେ ତାଲା ପଡ଼ିଛି। ହେଲେ…
କୋଭିଡ୍-୧୯ ରିଲିଫ ପାଣ୍ଠିକୁ ୫ ନିୟୁତ ଅର୍ଥ ଦେବେ ପାକିସ୍ତାନ କ୍ରିକେଟର
କରାଚୀ,୨୬।୩- ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କ୍ରିକେଟରମାନେ ସରକାରଙ୍କ ଜରୁରୀକାଳିନ ପାଣ୍ଠିକୁ ୫ ନିୟୁତ ଟଙ୍କା ଯୋଗାଇବେ। ଏହା ବ୍ୟତୀତ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କର୍ମକର୍ତ୍ତାମାନେ ଏକ ଦିନର ଦରମା ପ୍ରଦାନ କରିବା ନେଇ ଚେୟାରମ୍ୟାନ ଇଶାନ ମାନି କହିଛନ୍ତି।…
ଗାଁ ରାସ୍ତା ସିଲ୍
ସମ୍ବଲପୁର, ୨୬।୩ (ବ୍ୟୁରୋ) କରୋନା ସଂକ୍ରମଣକୁ ନେଇ ସମ୍ବଲପୁର ଜିଲାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସହର ସହ ଗ୍ରାମାଞ୍ଚଳରେ ମଧ୍ୟ ଲୋକମାନେ ସଚେତନ ହେବା ଦେଖା ଦେଇଛି । ଶାସନ ଥାନା ବହିଦାର ନୂଆଁପାଲି ଗ୍ରାମକୁ ଯୁବକମାନେ ସିଲ୍…
କରୋନା ଟାଣିଛି ଲକ୍ଷ୍ମଣରେଖା
ରାୟପୁର/ମହାସମୁଦ/ସୁକ୍ମା: କରୋନା ସଂକ୍ରମଣ ରୋକିବାକୁ ଛତିଶଗଡ଼ ରାଜ୍ୟର ୩ ଗ୍ରାମର ବାସିନ୍ଦା ଟାଣିଛନ୍ତି ଲକ୍ଷ୍ମଣ ରେଖା। ୩୧ ମାର୍ଚ୍ଚ ଯାଏ ଗ୍ରାମ ଭିତରକୁ ବାହାରର କୌଣସି ବ୍ୟକ୍ତିଙ୍କ ପ୍ରବେଶ ଉପରେ ଲାଗିଛି କଟକଣା। କେବଳ ଏତିକି ନୁହେଁ, ବାହାର ରାଜ୍ୟରେ କାମ…
କରୋନା ଭାଇରସ: ବ୍ରିଟେନ ହସ୍ପିଟାଲରେ ୪ ଦିନ ପରେ ଆଉ ମିଳିବ ନାହିଁ ସ୍ଥାନ!
ଲଣ୍ଡନ,୨୬।୩: କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇବାକୁ ଚେଷ୍ଟା କରୁଥିବା ଆଲୋଚନା ହେଉଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲିରେ ରହିଛି। ଅର୍ଥାତ୍ କରୋନା ସଂକ୍ରମଣରେ ଚାଇନାରେ ଯେମିତି ମୃତ ଓ…
Archives


