କରୋନା ଭାଇରସ ସଂକ୍ରମଣରେ ହଲିଉଡ୍ ଅଭିନେତା ମାର୍କ ବ୍ଲମଙ୍କ ପରଲୋକ
ଲସ୍ ଆଞ୍ଜେଲସ୍,୨୭।୩: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ହଲିଉଡ୍ ଅଭିନେତା ମାର୍କ ବ୍ଲମଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି।…
ନେପାଳ ପ୍ରଧାନମନ୍ତ୍ରୀ ଅସୁସ୍ଥ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
କାଠମାଣ୍ଡୁ,୨୭।୩: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଅଲୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତିରେ ୬୯ ବର୍ଷୀୟ ଅଲୀଙ୍କ ହୃଦ୍ସ୍ପନ୍ଦନ ବଢ଼ିଯିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ତ୍ରିଭୁବନ ୟୁନିଭର୍ସିଟି ଟିଚିଂ ହସ୍ପିଟାଲରେ…
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରାଣୀ ପଣ୍ଡାଙ୍କ ୫୦ ହଜାର ଟଙ୍କା ଦାନ
ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଓଡ଼ିଶାରେ ତୃତୀୟ ପଜିଟିଭ ରୋଗୀ ଚିହ୍ନଟ ପରେ ରାଜ୍ୟବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ଏବଂ ରାଜ୍ୟବାସୀ ସଂଘର୍ଷ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସଂସ୍ଥା…
ଲକ୍ଡାଉନ୍ ସମୟରେ ନମାଜ ପାଠ ବନ୍ଦ କଲା ପ୍ରଶାସନ: ଭାଙ୍ଗିଲା ଲୋକ ଗହଳି
ଧାମନଗର,୨୭।୩(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ଗୋଡ଼ିପୋଖରୀ ମସ୍ଜିଦରେ ନମାଜ ପାଠ ବନ୍ଦ କରାଯାଇଛି। ଲକ୍ଡାଉନ୍ ସମୟରେ ଲୋକେ ନମାଜ ପାଠ କରୁଥିବାବେଳେ ମାଜିଷ୍ଟ୍ରେଟ ଲଗନଜିତ ବେହେରା, ଧୁଷୁରୀ ଥାନା ଆଇଆଇସି ପ୍ରଫୁଲ ସିଂ ପହଞ୍ଚି ଲୋକ ଗହଳି…
କରୋନା ମୁକାବିଲା ନେଇ ଓଡ଼ିଶା ପୋଲିସକୁ ଡିଜିଙ୍କ ପ୍ରଶଂସା
ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭୂତାଣୁର ମୁକାବିଲା ପାଇଁ ଲକଡାଉନ ଘୋଷଣା ପରେ ଓଡ଼ିଶା ପୋଲିସର କାର୍ଯ୍ୟ ବଢ଼ିଯାଇଛି। ଗତ ସପ୍ତାହରୁ ଧରି ଏଯାବତ ପୋଲିସମାନେ ଜଗିରହି ଲୋକଙ୍କୁ ସଚେତନ କରିବା ସହ ଘରୁ ନ ବାହାରିବା ପାଇଁ ଦିନରାତି ବୁଲି ପ୍ରଚାର କରୁଛନ୍ତି।…
କେରଳ କ୍ୱାରାଣ୍ଟାଇନ୍ରୁ ଫେରାର ଆଇଏଏସ୍ ଅଧିକାରୀ ଉତ୍ତରପ୍ରଦେଶରୁ ଠାବ
ତିରୁଭାନନ୍ତମପୁରମ,୨୭।୩: କରୋନା ଭାଇରସ୍ ବ୍ୟାପିବାକୁ ଥିବା ଶୃଙ୍ଖଳକୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍ ଡାଉନ୍ ଜାରି କରିଛନ୍ତି। କିନ୍ତୁ ଏହାରି ଭିତରେ ଜଣେ ଜୁନିୟର ଆଇଏଏସ୍ ଅଧିକାରୀ ଏହି ନିୟମର ମଜାକ ଉଡାଇବା ସହ କ୍ୱାରାଣ୍ଟାଇନ୍ରୁ ଫେରାର…
କର୍ମଚାରୀଙ୍କୁ ଘରକୁ ବିଦା କଲା ଫୁଟବଲ ଏଫ୍ଏଫ୍ଏ
ସିଡନୀ,୨୭।୩(ଏଏଫ୍ପି): କୋଭିଡ-୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଫୁଟବଲ ଫେଡେରେଶନ ଅଫ୍ ଅଷ୍ଟ୍ରେଲିଆ (ଏଫ୍ଏଫ୍ଏ) ତା’ର କର୍ମଚାରୀଙ୍କୁ ଘରକୁ ବିଦା କରିଛି। ଫେଡେରେଶନର ୭୦ ପ୍ରତିଶତ କର୍ମଚାରୀଙ୍କୁ ଘରକୁ ଯିବାକୁ ପଡିଛି। କରୋନା ଭାଇରସ୍ କାରଣରୁ ସାରା ଦେଶରେ ଫୁଟବଲ ଇଭେଣ୍ଟ…
ଲକ୍ଡାଉନ୍ ସମୟରେ ବରଯାତ୍ରୀ ନେଇ ଯିବାରୁ ପୋଲିସ ଷ୍ଟେଶନରେ ରାତି କାଟିଲେ ବର
ଉଦ୍ଧମ ସିଂ ନଗର,୨୭।୩: କରୋନା ଭାଇରସ ସଂକ୍ରମଣକୁ ଦେଖି ଏବେ ସାରା ଦେଶରେ ଜାରି ରହିଛି ଲକ୍ଡାଉନ୍। ଆଉ ଏହି ସମୟରେ ବିନା ଅନୁମତିରେ ଉତ୍ତରାଖଣ୍ଡ ଉଦ୍ଧମ ସିଂ ନଗରର ଜଣେ ବର ବରଯାତ୍ରୀ ସହ ବାହା ହେବାକୁ ଯାଉଥିବା ବେଳେ…
‘କରୋନା’ ବଢ଼ାଇଛି ଟମାଟୋ ଚାଷୀଙ୍କ ଦୁଃଖ
ପାଟଣା,୨୭।୩(ସ୍ବ.ପ୍ର.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଭାରତ ବି ଏଥିରୁ ବାଦ ପଡିନି। ସରକାର ଲକ୍ଡାଉନ କରି ଏଥିରେ ଅଙ୍କୁଶ ଲଗାବାକୁ ଚେଷ୍ଟା କରୁଥିବାବେଳେ ଏହା ଦେଶର ଅର୍ଥନୀତି ସହ ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିଛି।…
ଭଲ ବେଳା ଆସିଛି
ଶ୍ରଦ୍ଧା କପୁରଙ୍କ ପାଇଁ ଏବେ ଭଲ ବେଳା ଆସିଛି। ଚଳିତବର୍ଷ ଏ ପର୍ଯ୍ୟନ୍ତ ତାଙ୍କ ଅଭିନୀତ ତିନୋଟି ସିନେମା ‘ଶାହୋ’, ‘ଚିତ୍ତଚୋର’ ଏବଂ ‘ବାଗୀ-୩’ ପରଦା ଉପରକୁ ଆସଛି। ‘ବାଗୀ-୩’କୁ ପ୍ରାରମ୍ଭରୁ ଯେଉଁ ସଫଳତା ମିଳିଛି ତାକୁ ଦେଖି ଶ୍ରଦ୍ଧାଙ୍କ ଖୁସି…
ପ୍ରଥମେ ସୈଫ, ତା’ପରେ ଶାହରୁଖ
ଥରେ ମନେପକାନ୍ତୁ ନା, ଶାହରୁଖ-କାଜୋଲ ଅଭିନୀତ ତଥା ୧୯୯୫ରେ ରିଲିଜ ହୋଇଥିବା ହିନ୍ଦୀ ଚଳଚ୍ଚିତ୍ର ‘ଦିଲ୍ଓ୍ବାଲେ ଦୁଲହନିୟଁ। ଲେ ଜାୟେଙ୍ଗେ’କୁ। ଏହି ଫିଲ୍ମଟି ସୁପରଡୁପର ହିଟ୍ ହୋଇଥିଲା। ଯେତେବେଳେ ଏହାର ପ୍ରଯୋଜକ ୟଶ୍ ଚୋପ୍ରା ଏବଂ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ଚିତ୍ରର…
କରୋନା କବଳରେ ୧୦ ମାସର ଭାରତୀୟ ଶିଶୁ
ବେଙ୍ଗାଲୁରୁ,୨୭।୩: ଡରାଉଛି କରୋନା। ଏହି ମାହାମାରୀ ଏବେ ସାରା ବିଶ୍ୱକୁ ଥରାଇ ଦେଇଥିବା ବେଳେ ବହୁ ଶକ୍ତିଶାଳୀ ଦେଶ ମଧ୍ୟ କରୋନା ପାଖରେ ଏକ ପ୍ରକାର ହାର ମାରିଛନ୍ତି କହିଲେ ଚଳେ। ଭାରତରେ ଏକେ କରୋନା ତା’ର କାୟା ବିସ୍ତାର କରି…
Archives


