Posted inଫୁରସତ

୩ କୋଟି କାରରେ ଡେଲିଭରି ହେଉଛି ଆମ୍ବ

ଫଳ ଭିତରେ ରାଜା ଆମ୍ବ। ଏହି ଫଳକୁ ସମସ୍ତେ ପସନ୍ଦ କରିଥାନ୍ତି। ତେବେ ଭାରତରେ ଅତି ସହଜରେ ସବୁ ସ୍ଥାନରେ ଆମ୍ବ ମିଳିଥାଏ। କେଉଁଠି ଠେଲାରେ ତ ଆଉ କେଉଁଠି ଫଳ ବିକ୍ରି ହୋଇଥାଏ। କିନ୍ତୁ ଦୁବାଇରେ ଆମ୍ବ ପାଇଁ ଅର୍ଡର କରିବାକୁ ପଡ଼ିଥାଏ। ତେବେ ଆଶ୍ଚର୍ଯ୍ୟର କଥା ହେଲା ୩ କୋଟି ମୂଲ୍ୟର ଏକ ଲମ୍ବୋର୍ଗିନି କାରରେ ଆମ୍ବ ହୋମ ଡେଲିଭରି ହେଉଛି। ଯେଉଁ ସୁପରମାର୍କେଟରେ ଏହି ଆମ୍ବ ଅର୍ଡର ହେଉଛି ତା’ର ମ୍ୟାନେଜର ମହମ୍ମଦ ଜେହାନଜେବ ନିଜେ ଏହାର ଡେଲିଭରି କରୁଛନ୍ତି।
ମହମ୍ମଦ ଜେହାନଜେବ ଜୁନ୍‌ ୧୮ରୁ ଫେସ୍‌ବୁକ୍‌ ପେଜ୍‌ରେ ‘ମ୍ୟାଙ୍ଗୋ ଇନ୍‌ ଲମ୍ବୋର୍ଗିନି’ ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଲୋକଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କୁ ସ୍ବତନ୍ତ୍ର ଅନୁଭବ କରାଇବା ପାଇଁ ସେ ଏପରି କରୁଥିବା କହିଛନ୍ତି। ବର୍ତ୍ତମାନ ଗୋଟିଏ ଦିନରେ ୭-୮ଜଣଙ୍କ ଘରେ ପହଞ୍ଚାଯାଉଛି। ଆଗକୁ ଏହି ସଂଖ୍ୟା ୧୨କୁ ବୃଦ୍ଧି କରାଯିବାକୁ ମହମ୍ମଦ ଆଶା ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ପ୍ରେମିକ ସହ ରହିବାକୁ ଯାଇଥିଲେ ଯୁବତୀ, ଘରକୁ ଫେରିବା ପରେ ଦେଖିଲେ ଏଭଳି ଦୃଶ୍ୟ

ମହାମାରୀ କରୋନା କବଳରେ ସାରା ବିଶ୍ୱ। ଲକ୍‌ଡାଉନ୍‌ରେ ଫସି ରହିଛନ୍ତି କୋଟି କୋଟି ଲୋକ। ସଂକ୍ରମଣକୁ ଭୟ କରି କିଛି ଲୋକ ସହର ଛାଡ଼ି ଗାଁ...

ମଣିଷଙ୍କ ପରି ସେଲ୍‌ଫି ନେଉଛି ଗରିଲା

ଆଜିକାଲି ଯାହାକୁ ଦେଖ ସେଲ୍‌ଫି ନେବାରେ ବ୍ୟସ୍ତ। ସାଧାରଣତଃ ମଣିଷ ସେଲ୍‌ଫି ନେବାର ଦେଖିଛନ୍ତି। କିନ୍ତୁ କେବେ ଜୀବଜନ୍ତୁ ସେଲ୍‌ଫି ନେବାର ଦେଖିଛନ୍ତି କି? ବିଶ୍ୱାସ...

ଲକ୍‌ଡାଉନ୍‌ରେ ମିଳିଲାନି ସିଗାରେଟ୍‌: ସ୍ପେନ୍‌ରୁ ଇଟାଲୀ ଚାଲି ପଳେଇଲେ ଯୁବକ, ଗଣିଲେ ଜରିମାନା

ପ୍ୟାରିସ୍‌,୮ା୪: ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଏଥିପାଇଁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଲୋକେ ଘରୁ...

୧୦୦ତମ ଜନ୍ମ ଦିନରେ ଜେଲ୍‌ ଗଲେ ବୃଦ୍ଧା

ଓ୍ବାଶିଂଟନ,୭।୩: ନିଜ ଜନ୍ମ ଦିନକୁ କିଛି ନିଆରା ଢ଼ଙ୍ଗରେ ପାଳନ କରିବା ପାଇଁ ପ୍ରତିଟି ବ୍ୟକ୍ତି ଚିନ୍ତା କରିଥାନ୍ତି। ତେବେ ଜନ୍ମ ଦିନରେ ଜେଲ ଯିବାର...

ଖୋଲାରେ ପରିସ୍ରା ନ କରିବା ପାଇଁ ନିଆରା ପଦକ୍ଷେପ

ବେଙ୍ଗାଲୁରୁ: କେନ୍ଦ୍ର ସରକାର ସ୍ବଚ୍ଛତା ଅଭିଯାନ ଜରିଆରେ ସାରା ଦେଶକୁ ସଫାସୁତରା ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।...

ନୃତ୍ୟରୁ ମିଳିଥିବା ଟଙ୍କା ଘରେ ଦେଇଥିଲି: ଚିରସ୍ରୋତା ଖୁଣ୍ଟିଆ

ପୁରୀ ଜିଲା ସାକ୍ଷୀଗୋପାଳଠାରେ ମୋ ଜନ୍ମ। ସତ୍ୟବାଦୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌.ସି.ଏସ୍‌ କଲେଜରେ ଗ୍ରାଜୁଏଶନ୍‌ ଯାଏଁ ପଢ଼ିଲି। ପାଠରେ...

୩୩୦ ଫୁଟ ଉଚ୍ଚର ଝରଣା: ଖସିବନି ପାଦ, ସହଜରେ ଚଢ଼ିହେବ ଉପରକୁ

ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯାହାର ସ୍ବତନ୍ତ୍ରତା ପାଇଁ ଲୋକଙ୍କ ମଧ୍ୟରେ ବେଶ୍‌ ପରିଚିତି ଲାଭ କରିଥାଏ। ସେଥିପାଇଁ ଏହି ସ୍ଥାନର ମଜା ଉଠାଇବାକୁ...

୬କେଶର ଦାମ୍‌ ୧୦ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୧୯।୫: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ରକ୍‌ଷ୍ଟାରଙ୍କ ମଧ୍ୟରେ ଆମେରିକାର ଗାୟକ କୁର୍ଟ କୋବେନ ଅନ୍ୟତମ। କୁର୍ଟ ଜଣେ ଗୀତିକାର ଓ ଗିଟାରିଷ୍ଟ ହେବା ସହ ନିର୍ବାଣା...

Advertisement


Archives

Model This Week