ମାଗଣା ଖାଦ୍ୟ ଯୋଗାଇଲେ ଅମ୍ପାୟର ଆଲିମ ଦାର୍
ଲାହୋର,୨୭।୩(ପି.ଟି)- ପାକିସ୍ତାନର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏଲିଟ ପ୍ୟାନେଲ ଅମ୍ପାୟର ଆଲିମ ଦାର୍ ତାଙ୍କ ବଦାନ୍ୟତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। କରୋନା ଭାଇରସ୍ ସଂକ୍ରମଣ କାରଣରୁ ଚାକିରି ହରାଇଥିବା ବେକାର ଲୋକମାନଙ୍କୁ ସେ ତାଙ୍କ ରେଷ୍ଟୁରାଣ୍ଟରେ ମାଗଣାରେ ଖାଦ୍ୟ ଯୋଗାଇଛନ୍ତି।…
ଭିଡିଓ କନ୍ଫରେନ୍ସିଂ ଜରିଆରେ ରେଡିଓ ଜକିଙ୍କ ସହ କଥା ହେଲେ ମୋଦି
ନୂଆଦିଲ୍ଲୀ,୨୭।୩: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢି ଚାଲିଛି। ଏହାକୁ କାବୁ କରିବାକୁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି। ଏବେ କରୋନାକୁ ନେଇ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ କରୋନାକୁ ନେଇ…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୫ ନୂଆ ରୋଗୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୪
ନୂଆଦିଲ୍ଲୀ,୨୭।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ଶୁକ୍ରବାର ୭୫ ଜଣ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୪ରେ ପହଞ୍ଚିଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ…
କୋଭିଡ ୧୯ର ମାଇକ୍ରୋସ୍କୋପି ପ୍ରତିଛବି ପ୍ରକାଶ କଲେ ଭାରତୀୟ ବିଶେଷଜ୍ଞ
ନୂଆଦିଲ୍ଲୀ,୨୭।୩: ଭାରତୀୟ ବିଶେଷଜ୍ଞଙ୍କୁ ମିଳିଛି ଏକ ସଫଳତା। SARS-CoV-2 virus ବା କୋଭିଡ ୧୯ର ଏକ ମାଇକ୍ରୋସ୍କୋପି ପ୍ରତିଛବି ଭାରତୀୟ ବିଶେଷଜ୍ଞଙ୍କ ଦ୍ୱାରା ଜାରି କରାଯାଇଛି। କେରଳରେ ଜାନୁୟାରୀ ୩୦ରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ସଂକ୍ରମିତଙ୍କ ଗଳାର ସ୍ବାବ୍ ପରୀକ୍ଷାରୁ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦଙ୍କ ପରଲୋକ
ଲକ୍ଷ୍ନୌ,୨୭।୩: ପୁର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦ ବର୍ମାଙ୍କର ଶୁକ୍ରବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ। ସମାଜବାଦୀ ପାର୍ଟିର ଜଣେ ଆଗଧାଡିର ନେତା ଭାବେ ସେ ବେଶ୍ ପରିଚିତ ଥିଲେ। ସମାଜବାଦୀ ପାର୍ଟିରୁ ସେ…
ତୃତୀୟ ଥର ପାଇଁ କନିକାଙ୍କ ରିପୋର୍ଟ ଆସିଲା ପଜିଟିଭ
ମୁମ୍ବାଇ,୨୭।୩: ବଲିଉଡ୍ ଗାୟିକା କନିକା କପୁରଙ୍କ କରୋନା ପଜିଟିଭ୍ ଥିବା ତୃତୀୟ ଥର ରିପୋର୍ଟରେ ବି ଆସିଛି। ସେ କରୋନାରେ ପୀଡ଼ିତ ହେବା ପରେ ତାଙ୍କ ପରିବାର ଲୋକେ କରୋନା ଟେଷ୍ଟ ରିପୋର୍ଟକୁ ନେଇ ଅଭିଯୋଗ ଆଣିଥିଲେ। ଏହାପରେ ତାଙ୍କର ୨…
ବୋରିସଙ୍କୁ ଯୋଦ୍ଧା ବୋଲି କହିଲେ ମୋଦି
ନୂଆଦିଲ୍ଲୀ,୨୭।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନାରେ ପୀଡ଼ିତ ହେବା ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜଣେ ଯୋଦ୍ଧା ବୋଲି କହିଛନ୍ତି। ଟୁଇଟ୍ କରି ମୋଦି ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ମୋଦି…
ଲକ୍ଡାଉନ୍: ସାହାଯ୍ୟକାରୀ ପୋଲିସଙ୍କ ନାମ ଅନୁସାରେ ପୁଅର ନାମ ରଖିଲେ ତମନ୍ନା
ବରେଲି,୨୭।୩: ଉତ୍ତରପ୍ରଦେଶ ବରେଲିରେ ତମନ୍ନା ଖାଁ ନାମକ ଜଣେ ୨୬ ବର୍ଷୀୟା ମହିଳା ଗୁରୁବାର ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ବେଳେ ପିଲାଟିର ନାଁ ରଖିଛନ୍ତି ରଣବୀଜୟ ଖାଁ। ତେବେ ଏହା ପଛର କାହାଣୀ ସମସ୍ତଙ୍କ ପାଇଁ ଏକ ଭିନ୍ନ…
ବାହାରୁ ଆସୁଥିବା ଲୋକଙ୍କ ପାଇଁ ୧୦୦ ମନିଟରିଂ ଟିମ୍ ମୁତୟନ: ସଂଗରୋଧ ସହ ସ୍ବାସ୍ଥାବସ୍ଥା ଉପରେ ନଜର ରଖିବାକୁ କରୁଛନ୍ତି ଯୋଗାଯୋଗ
ଭୁବନେଶ୍ୱର, ୨୭।୩(ବ୍ୟୁରୋ): କରୋନା କବଳରେ ଏବେ ବିଶ୍ୱର ୧୮୯ ଦେଶ । ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୪ ହଜାର ୯୬୮ ଥିବା ବେଳେ ଶୁକ୍ରବାର ଏହା ୫ ଲକ୍ଷ ୩୭ହଜାର ୧୭୮ରେ ପହଞ୍ଚିଛି। ସେହିଭଳି ମୃତକଙ୍କ ସଂଖ୍ୟା ୨୧୩୫୩ରୁ…
କରୋନା ସହ ଲଢିବାକୁ ପ୍ରଭାସ ଦେଲେ ୪ କୋଟି ଟଙ୍କା
ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସ କରୋନା ସଂକ୍ରମଣ ପାଇଁ ୪ କୋଟି ଟଙ୍କା ଦାନ କରିଥିବା ସୂଚନା ମିଳିଛି। ଏହି ଅଭିନେତା ଗୁରୁବାର ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୩ କୋଟି ଟଙ୍କା ଦେଇଥିବା ବେଳେ ୫୦ଲକ୍ଷ ଲେଖାଏଁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ…
ଫସିଥିବା ଓଡ଼ିଆଙ୍କ ସହଯୋଗ କରନ୍ତୁ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ସଂଗଠନ, ରାଜ୍ୟ ସରକାର ବହନ କରିବେ ଖର୍ଚ୍ଚ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୭।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ଦ୍ୱାରା ସମଗ୍ର ବିଶ୍ୱ ଏବେ କବଳିତ। ଏହାକୁ ମୁକାବିଲା କରିବା ଲାଗି ଦେଶକୁ ୨୧ ଦିନ ଲକ୍ଡାଉନ୍ ଘୋଷଣା କରାଯାଇଛି। ରାଜ୍ୟରେ ଏହା ଜାରି ରହିଛି। ଏପରିସ୍ଥଳେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆମାନେ…
କରୋନା ମୁକାବିଲା ପାଇଁ ନିରନ୍ତର ଦାୟିତ୍ୱସମ୍ପନ୍ନ ଭାବେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି ଗଣମାଧ୍ୟମ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୭।୩(ବ୍ୟୁରୋ): ମହାମାରୀ ରୂପ ନେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା ଦିଗରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Archives


