Posted inଜାତୀୟ

କଂଗ୍ରେସରେ ସବୁ ଗଧ ଅଛନ୍ତି, କାହିଁକି ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୧୨।୭: ରାଜସ୍ଥାନର ଶାସକ ଦଳ କଂଗ୍ରେସର ଦୁଇ କ୍ଷମତା କେନ୍ଦ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ଅସନ୍ତୋଷ ସାମ୍ନାକୁ ଆସିଛି। ସିଏମ ଅଶୋକ ଗେହଲୋତଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ୧୦ରୁ ଅଧିକ ବିଧାୟକଙ୍କ ସହ ଦିଲ୍ଲୀ ହାଇକମାଣ୍ଡଙ୍କୁ ଭେଟିବାକୁ ଆସିଛନ୍ତି। ଏଭଳି ପରିସ୍ଥିତିରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଟୁଇଟ ଯୋଗେ କହିଛନ୍ତି ‘ମୁଁ ଦଳ ପାଇଁ ଚିନ୍ତିତ। ଘୋଡାମାନେ ଘୋଡାଶାଳ ଛାଡିବା ପରେ ଆମେ ଜାଗ୍ରତ ହେବା କି? ଭାଜପା ଦଳର ଜାତୀୟ ସୋସିଆଲ ମିଡିଆ ଦାୟିତ୍ୱରେ ଥିବା ପ୍ରୀତି ଗାନ୍ଧୀ ଏହି ଟୁଇଟର ଜବାବରେ କହିଛନ୍ତି, ଘୋଡାମାନେ କେଉଁଠାରେ ଅଛନ୍ତି? ତୁମର ଘୋଡାଶାଳରେ କେବଳ ଗଧ ଅଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ହଜାର ପୃଷ୍ଠାର ରାମଚରିତ ମାନସ ଲେଖିଲେ ଶରଦ

ଜୟିପୁର,୨୩।୯: ରାଜସ୍ଥାନ ଜୟିପୁରର ଜଣେ ବ୍ୟକ୍ତି ଶରଦ ମାଥୁର ୩ ହଜାର ପୃଷ୍ଠାର ରାମଚରିତ ମାନସ ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶରଦ ଜଣେ...

ବିଧାନସଭାର ସିଏଲ୍‌ପି ପଦରୁ ଇସ୍ତଫା ଦେଲେ ବାଲାସାହେବ ଥୋରାଟ

ନୂଆଦିଲ୍ଲୀ,୭।୨: କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରାଟ ବିଧାନସଭା ସିଏଲ୍‌ପି ପଦରୁ ଇସ୍ତଫା ଦେଇଛନ୍ତି। ନାସିିକ ବିଧାନ ପରିଷଦ ନିର୍ବାଚନ ପରେ ବାଲାସାହେବ ଥୋରାଟ ଏବଂ...

ବର୍ଷକ ମଧ୍ୟରେ ଭାଜପା ହାତରୁ ଖସି ଯାଇପାରେ ପଞ୍ଚମ ରାଜ୍ୟ

ନୂଆଦିଲ୍ଲୀ,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ମତଗଣନା ସୋମବାର ସକାଳୁ ଆରମ୍ଭ ହୋଇଛି। ଏଥିରେ ସକାଳ ୧୧ଟା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ୩୧ଟି ଆସନରେ ଆଗୁଆ...

୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କଲେ ଦୂର ସମ୍ପର୍କୀୟ

ବସ୍ତି,୧୩।୯: ଜଣେ ୧୬ ବର୍ଷୀୟ ନାବାଳକ ପଡ଼ୋଶା ଘରର ୮ ବର୍ଷୀୟା ଝିଅଙ୍କୁ ବଳାତ୍କାର କରିଛନ୍ତି। ଉତ୍ତରପ୍ରଦେଶର ବସ୍ତି ଜିଲାରେ ରବିବାର ଏଭଳି ଘଟଣା ଘଟିଛି।...

କଂଗ୍ରେସ ଅଟକାଇଥିଲା ଅଯୋଧ୍ୟା ରାୟ

ମାନିକା/ଲୋହାରଡ଼ାଗା,୨୨-୧୧(ପି.ଟି.):କଂଗ୍ରେସ ଅଯୋଧ୍ୟା ରାୟକୁ ସୁପ୍ରିମକୋର୍ଟରେ ଅଟକାଇଥିଲା ଓ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଝୁଲାଇ ରଖିଥିଲା ବୋଲି ଗୁରୁବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ସମାଲୋଚନା କରିଛନ୍ତି।...

ରାହୁଲଙ୍କୁ ବଙ୍ଗଳା ଖାଲି କରିବା ନୋଟିସ: ସିବଲ କହିଲେ ଛୋଟ ଲୋକଙ୍କ ଛୋଟ ରାଜନୀତି…

ନୂଆଦିଲ୍ଲୀ,୨୮।୩ : ବଙ୍ଗଳା ଖାଲି କରିବାକୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେଇଛନ୍ତି। ରାହୁଲ ଗାନ୍ଧୀ ଲୋକସଭା ସଚିବାଳୟକୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କୁ...

କର୍ନାଟକରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା: ୧୮ ଗିରଫ

ବାଙ୍ଗାଲୋର, ୭ା୭: ପୂର୍ବଶତ୍ରୁତାକୁ କେନ୍ଦ୍ର କରି କର୍ନାଟକର କେରୁର ଜିଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡରେ ୩ ଜଣ ଆହତ ହୋଇଥିବା ବେଳେ...

ପ୍ରେସକ୍ରିପଶନ ଉପରେ ଶ୍ରୀହରି ଲେଖିବାକୁ ଡାକ୍ତରଙ୍କୁ ଶିବରାଜଙ୍କ ପରାମର୍ଶ…

ଭୋପାଳ,୧୫।୧୦ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଭାଜପାର ହିନ୍ଦୀକୁ ସରକାରୀ ଭାଷାରେ ସାମିଲ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ସେ...

Advertisement
Archives

Model This Week