୫୪ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ବଚ୍ଚନ ପରିବାର

କରୋନାରେ ଆକ୍ରାନ୍ତ ହୋଇଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ। ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ଚର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ବଚ୍ଚନ ପରିବାରର ୪ ସଦସ୍ୟଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ଘରର ସମସ୍ତ ସଦସ୍ୟଙ୍କ ସହିତ କର୍ମଚାରୀମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଛି। କୁହାଯାଉଛି ବଚ୍ଚନ ପରିବାର ଏହି ୪ ସଦସ୍ୟ ୫୪ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ବିମ୍‌ସି ପକ୍ଷରୁ ବଚ୍ଚନ ପରିବାରର କାମ କରୁଥିବା ୫୪ ଜଣଙ୍କ ତଥ୍ୟ ଯୋଗାଡ କରାଯାଉଛି। ଖୁବଶୀଘ୍ର ସେମାନଙ୍କ ସ୍ବାବ୍‌ ଟେଷ୍ଟ କରାଯିବ। ଏପର୍ଯ୍ୟନ୍ତ ୨୮ ଜଣଙ୍କ ଟେଷ୍ଟ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଅମିତାଭ ବଚ୍ଚନ ଗତ ୨-୩ ମାସ ହେବ କରୋନା ଭାଇରସ୍‌ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ଅନେକ ବିଜ୍ଞାପନ ଶୁଟିଂ ମଧ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭୁଲଭୁଲେୟା ୨’ରେ ନଜର ଆସିବେ ବିଦ୍ୟା

ମୁମ୍ବାଇ: ନିର୍ଦ୍ଦେଶକ ଅନିସ ବଜମୀ କିୟାରା ଆଡଭାନୀ ଓ କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ସିକୁଏଲ ‘ଭୁଲଭୁଲେୟା ୨’ ନିର୍ମାଣ କରୁଛନ୍ତି । ତେବେ ଏଥିରେ ବିଦ୍ୟା...

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା

ଲୋକପ୍ରିୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହଠାତ୍‌ ତାଙ୍କ ଅବସ୍ଥା ବିଗିଡିଯିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ...

ନୂଆବର୍ଷ ଛୁଟି ମନାଇବାକୁ ବାହାରିଲେ ଆଲିଆ-ରଣବୀର, ଏୟାରପୋର୍ଟରେ ସ୍ପଟ୍‌

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ରିଲେସନଶିପ୍‌କୁ ନେଇ ବେଶ୍‌ କିଛିଦିନ ଧରି ବଲିଉଡ୍‌ରେ ଚର୍ଚ୍ଚା ହୋଇଆସୁଛି। ଆଉ ଏ କଥା ବି...

ନିକ୍‌ଙ୍କ ବୟସ କମାଇ ଟ୍ରୋଲ୍‌ ହେଲେ ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ବୟସ କମ୍‌ ଲେଖି ଟ୍ରୋଲ୍‌ ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ନିକ୍‌ ଟକିଲା ବ୍ରାଣ୍ଡ୍‌...

ଜର୍ସି ଫ୍ଲପ୍‌ ହେବା ଦେଇଥିଲା ଦୁଃଖ

ବମ୍ବେ: ଫିଲ୍ମ ‘କବିର ସିଂ’ର ସଫଳତା ପରେ ଆଉ ଏକ ସୁପରହିଟ୍‌ ଦକ୍ଷିିଣ ଭାରତୀୟ ଫିଲ୍ମ ‘ଜର୍ସି’ରେ ଅଭିନୟ କରିବାକୁ ବାଛିଥିଲେ ଅଭିନେତା ଶାହିଦ କପୁର।...

ସଲ୍‌ମାନଙ୍କ ସହ କାମ କରିବାକୁ କିଛି ରୁଲ୍‌ ନାହିଁ

ମୁମ୍ବାଇ: ବିଗ୍‌ବସ୍‌ ଫେମ୍‌ ଶେହେନାଜ୍‌ ଗିଲ୍‌ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ସହ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ରେ ବଲିଉଡ୍‌ ଡେବ୍ୟୁ...

ଚଳିତ ସପ୍ତାହରେ ରିଲିଜ ହେବ ୨୩ ଫିଲ୍ମ…

ମୁମ୍ବାଇ : ଅକ୍ଟୋବରର ଶେଷ ସପ୍ତାହରେ ରିଲିଜ ହୋଇଥିବା ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ହିଟ୍‌ କରିବାକୁ ସକ୍ଷମ ହୋଇ ନାହିଁ। ଦର୍ଶକମାନେ ଫିଲ୍ମର କାହାଣୀ ଏବଂ...

ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ମିଳୁଛି ଭଲ ରେସପନ୍ସ

ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। କଶ୍ମୀର...

Advertisement
Archives

Model This Week