ମଟନ ପାଇଁ ଆସି ଔଷଧ ନେବା ଆଳ
ଖୋର୍ଦ୍ଧା ଅଫିସ,୧୮ା୪: ଲକଡାଉନ ବେଳେ ମାସ୍କ ନ ପିନ୍ଧିଲେ ଓ ବିନା କାରଣରେ ବାଇକରେ ବୁଲିଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ତେବେ କେତେଜଣ ଅମାନିଆ ବିଭିନ୍ନ ଆଳ ଦେଖାଇ ବଜାରରେ ବୁଲୁଥିବା ନଜରକୁ ଆସିଛି। ଅନେକ…
ଲକ୍ଡାଉନ୍: ବଦଳୁଛି ଟ୍ରେଣ୍ଡ
ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଲକ୍ଡାଉନ୍ ସମୟରେ ଘରେ ବସି ଟାଇମ୍ପାସ୍ କରିବା ଏବେ ସମସ୍ତଙ୍କ ଚିନ୍ତାର ବିଷୟ। ବିଶେଷକରି ୱାର୍କ ଫ୍ରମ୍ ହୋମ୍ କରୁ ନଥିବା ଲୋକଙ୍କ ପାଇଁ ଏହି ଲକ୍ଡାଉନ ଅଧିକ କଠିନ ହୋଇଯାଇଛି। ଏଭଳିସ୍ଥଳେ ଟାଇମ୍ପାସ୍ର ପ୍ରମୁଖ ମାଧ୍ୟମ ପାଲଟିଛି…
ଉଜୁଡ଼ିଗଲା ସହର ସୌନ୍ଦର୍ଯ୍ୟକରଣ
ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ହକି ବିଶ୍ୱକପ୍ ସମୟରେ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟକରଣ ପାଇଁ ନାନା କିସମର ବୃକ୍ଷଲତା ଲଗାଯାଇଥିଲା। କରୋନା ମାଡ଼ରେ ଏବେ ସେସବୁ କେଉଁଠି ପାଣି ନପାଇ ଶୁଖି ଗଲାଣି ତ ଆଉ କେଉଁଠି ଭଙ୍ଗାକୁଣ୍ଡରେ ନିଜ ମରଣ ଦିନକୁ ଅପେକ୍ଷା କରିରହିଛି।…
କରୋନା ମୁକାବିଲା ପାଇଁ ବରିଷ୍ଠ ନାଗରିକଙ୍କୁ ପୁସ୍ତକ ବାଣ୍ଟିଲା ପୋଲିସ
ଭୁବନେଶ୍ୱର,୧୮ା୪(ବ୍ୟୁରୋ): କମିଶନରେଟ ପୋଲିସ ପକ୍ଷରୁ କରୋନା ମୁକାବିଲା ପାଇଁ ଟ୍ବିନସିଟିର ବିଭିନ୍ନ ଥାନା ଅଞ୍ଚଳରେ ପଞ୍ଜୀକୃତ ବରିଷ୍ଠ ନାଗରିକଙ୍କ ପାଇଁ ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସମ୍ପର୍କରେ ଅଧିକ ସଚେତନ ଓ ସହାୟତା କରିବା ପାଇଁ ଫାଇଟ୍ ଏଗନେଷ୍ଟ…
ଗରିବଙ୍କୁ ରାଶନ ଦେବାକୁ ବିଧାୟକଙ୍କ ଦାବି
କଟକ ଅଫିସ୍,୧୮ା୪: କଟକ ମହାନଗର ନିଗମ ଅଞ୍ଚଳରେ ଅନେକ ଗରିବ ଖଟିଖିଆ, ଦିନମଜୁରିଆ, ଶ୍ରମିକ ମୂଲିଆ ରହିଛନ୍ତି, ଯେଉଁମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇ ରାଶନ କାର୍ଡ ଖଣ୍ଡିଏ ପାଇ ନାହାନ୍ତି। ଯାହାଫଳରେ ସେମାନେ…
୭ ଦିନରେ ୫ ଜଣଙ୍କ ଘରୁ ଚୋରି
ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଲକ୍ଡାଉନ୍ ଅବଧି ଏବେ ଚୋରଙ୍କୁ ସୁହାଉଛି। କରୋନା ଭୟରେ ରାଜଧାନୀ ଛାଡ଼ି ଗ୍ରାମକୁ ଯାଇଥିବା ଲୋକଙ୍କ ଘର ଏବେ ଅସୁରକ୍ଷିତ। ଚୋରମାନେ ଘର ତାଲା ଭାଙ୍ଗି ସର୍ବସ୍ବ ଲୁଟି ନେଉଛନ୍ତି। ଗତ ୭ ଦିନ ଭିତରେ ରାଜଧାନୀରେ ୫ ଜଣଙ୍କ…
କଏଦୀଙ୍କୁ କରୋନା ଭୟ: ମୁକୁଳିଲେ ୩୫ଶହ
କଟକ ଅଫିସ୍,୧୮ା୪: ରାଜ୍ୟରେ ଥିବା ଜେଲ୍ଗୁଡ଼ିକରେ ଅନ୍ତେବାସୀମାନେ କରୋନା ଭୂତାଣୁରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏଣୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ଜେଲ୍ଗୁଡ଼ିକର ସ୍ଥିତି ସମୀକ୍ଷାପରେ କଏଦୀଙ୍କୁ ମୁକୁଳାଇବା ପାଇଁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ…
ଅଧିକ ଲୋକ ଦେଖୁଛନ୍ତି ଶିଶୁଙ୍କ ଅଶ୍ଳୀଳ ଭିଡିଓ
ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଲକ୍ଡାଉନ୍ ପାଇଁ ଲୋକେ ଘରେ ରହିଛନ୍ତି। ଅଧିକାଂଶ ସମୟ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ସହ ବିତୁଛି। ଅନ୍ଲାଇନ୍ରେ କରୋନା ଅପ୍ଡେଟ୍ ସହ ବିଭିନ୍ନ ଖବର ଜାଣୁୁଛନ୍ତି। ଏଥିସହ କିଏ ଅନ୍ଲାଇନ୍ ଶିକ୍ଷା ତ ଆଉ କିଏ ମନୋରଞ୍ଜନମୂଳକ ଭିଡିଓ…
ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନାହିଁ
ଅନୁଗୋଳ ଅଫିସ, ୧୮।୪ – ଶୁକ୍ରବାର ଥିଲା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ। କରୋନା କଟକଣା ପାଇଁ ଅନୁଗୋଳ ବିଜେଡି ପକ୍ଷରୁ ଏହାକୁ ପାଳନ କରାଯାଇ ନାହିଁ। ହେଲେ ଏହି ଅବସରରେ ଦଳ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ…
ଖଲ୍ଲିିକୋଟ କଲେଜ ପକ୍ଷରୁ ଅନ୍ଲାଇନ୍ ଶିକ୍ଷାଦାନ : କ୍ଲାସ କଲେ ବିିିବିଏ, ଇଟିସି, ଏମ୍ଏଫଏ ବିଦ୍ୟାର୍ଥୀ
ବ୍ରହ୍ମପୁର ଅଫିସ,୧୮ା୪-କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଲକ୍ଡାଉନ ଘୋଷଣା ଫଳରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହି ସମୟରେ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ…
ସଂକ୍ରମଣ ରୋକିବ ‘ସେନ୍ସର ଚାଳିତ ବିଶୋଧନ ଯନ୍ତ୍ର’: ୩ ଦିନରେ ତିଆରି କରି ଚର୍ଚ୍ଚାରେ ଯୁବକ
ପଦ୍ମପୁର, ୧୮ା୪(ଡି.ଏନ.ଏ.)-ସାରା ବିଶ୍ୱ ଏବେ କରୋନା କବଳରୁ ମୁକ୍ତି ପାଇବା ପାଇଁ ଲଢ଼େଇ କରୁଛି। ଏଭଳି ସ୍ଥିତିରେ ମଣିଷ ଶରୀରକୁ ମାତ୍ର ଦୁଇ ସେକେଣ୍ଡରେ ପ୍ରାକୃତିକ ବିଶୋଧନ ଦ୍ରବଣ ବ୍ୟବହାର କରି ସେନ୍ସର ଦ୍ୱାରା ମୋଟରଚାଳିତ ସିଞ୍ଚନ ଯନ୍ତ୍ରରେ ପୁରା ମଣିଷ…
ପ୍ରିମିୟମ ଅବତାରରେ ମାରୁତି ସୁଜୁକି ଡିଜାୟାର
ନୂଆଦିଲ୍ଲୀ,୧୮।୪: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ପ୍ରମୁଖ ମଡେଲ ଡିଜାୟାର ପ୍ରିମିୟମ ଅବତାରରେ ଆସିଛି। ଭାରତର ବେଷ୍ଟ ସେଲିଂ ସେଡାନ ଭାବେ ପରିଗଣିତ ଡିଜାୟାର ବୋଲ୍ଡ ଏବଂ ପ୍ରାଚ୍ୟୁର୍ଯ୍ୟପୂର୍ଣ୍ଣ ଢଙ୍ଗରେ ବଜାରକୁ ଆସିଛି। ଏହାର ସାମ୍ନା ଭାଗ ଅତ୍ୟନ୍ତ…
Archives


