Home Left

ସ୍କୁଟି ସହ ଦେଶୀମଦ ଜବତ, ୪ ଗିରଫ

ଦିଗପହଣ୍ଡି(ଡି.ଏନ୍‌.ଏ.)/ପାଟପୁର,୧୭ା୪- ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ସମ୍ମୁଖରୁ ଦିଗପହଣ୍ଡି ପୋଲିସ ଗୁରୁବାର ସ୍କୁଟି (ନଂ.ଓଡି୦୭ଟି-୯୫୩୮) ସହ ୨୫୦ ଦେଶୀମଦ ପାଉଚ ଜବତ କରିଛି। ଦେଶୀମଦ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ଦିଗପହଣ୍ଡି ସୁନାରିସାହିର ସୀମାଞ୍ଚଳ ଚୌଧୁରୀ, ଫୁଲସୁନ୍ଦରୀ ସାହିର…

ଆଇସୋଲେଶନ ସେଣ୍ଟରରେ ବୃଦ୍ଧଙ୍କ ମୃତ୍ୟୁ

ଛତ୍ରପୁର,୧୭ା୪(ଡି.ଏନ୍‌.ଏ.)- ଛତ୍ରପୁର ବ୍ଲକ ସୁନ୍ଦରପୁର ଆଇସୋଲଶନ ସେଣ୍ଟରରେ ଶୁକ୍ରବାର ରାତିରେ ଜଣେ ବୃଦ୍ଧ (୭୫)ଙ୍କ ମୃତ୍ୟୁ ଘଟିଛି। ସେ ଭୁବନେଶ୍ୱରରୁ ଫେରିବା ପରେ ତାଙ୍କୁ ସୁନ୍ଦରପୁର ଆଇସୋଲଶନ ସେଣ୍ଟରରେ ରଖାଯାଇଥିଲା। ସେ କ୍ୟାନ୍ସରରେ ପୀଡିତ ଥିଲେ ବୋଲି ଜଣାପଡିଛି। ଘଟଣାପରେ ପୋଲିସ,…

ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଅପେକ୍ଷା ଯନ୍ତ୍ରଣାଦାୟକ

ନୂଆଦିଲ୍ଲୀ, ୧୭ା୪(ପି.ଟି.)-ନିଜର ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ଓ ଉତ୍କଣ୍ଠାରେ ରହିଛନ୍ତି ଜାତୀୟ ରେକର୍ଡ ହାସଲକାରୀ ଲଙ୍ଗ୍‌ଜମ୍ପର ମୁରଲୀ ଶ୍ରୀଶଙ୍କର। କୋଭିଡ୍‌-୧୯ ମହାମାରୀର ଆବିର୍ଭାବ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ପାଇଁ ସେ ଯେଉଁ ଯୋଜନା…

୨୦୨୧ ଟୋକିଓ ଅଲିମ୍ପିକ୍ସ : ଧୈର୍ଯ୍ୟ ହରାଇ ନାହାନ୍ତି ସାନିଆ

ନୂଆଦିଲ୍ଲୀ, ୧୭।୪- ଦୀର୍ଘ ଦୁଇବର୍ଷ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଟେନିସରୁ ଦୂରେଇ ରହିବାପରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ଭାରତର ସାନିଆ ମିର୍ଜା। ଲକ୍ଷ୍ୟଥିଲା ଟୋକିଓ ଅଲିମ୍ପିକ୍ସ। ମାତ୍ର କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚାଇ ଦିଆ ଯାଇଛି ଏବଂ ସମ୍ପୂର୍ଣ୍ଣ କ୍ରୀଡ଼ା…

ଜି.ଉଦୟଗିରିରେ ବର୍ଷା, କୁଆପଥର ବୃଷ୍ଟି

ଜି.ଉଦୟଗିରି,୧୭ା୪(ଡି.ଏନ୍‌.ଏ.)- ଜି.ଉଦୟଗିରି ସହରରେ ଶୁକ୍ରବାର ଅପରାହ୍ନରେ ପ୍ରବଳ ବର୍ଷା ପବନ ସହ କୁଆପଥର ବୃଷ୍ଟି ହୋଇଛି। ପ୍ରାୟ ଘଣ୍ଟାଏ ଧରି ବର୍ଷାପବନ ଓ କୁଆପଥର ମାଡରେ ଜନଜୀବସ ଅସ୍ତବ୍ୟସ୍ତ ହୋଇପଡିଥିଲା। ୮ଟି ସ୍ଥାନରେ ବଡ଼ବଡ଼ ଗଛ ଭାଙ୍ଗି ପଡିଛି। ବର୍ଷାପବନ ପରେ…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

ବଲାଙ୍ଗୀର ଅଫିସ, ୧୭।୪- ଆଧୁନିକ ଓଡିଶାର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସର ଶୁକ୍ରବାର ବଲାଙ୍ଗୀର ଯୁବ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।…

୬୬ରେ ପହଞ୍ଚିଲା ରାଜଧାନୀର କଣ୍ଟେନମେଣ୍ଟ ଜୋନ୍‌

ନୂଆଦିଲ୍ଲୀ,୧୭।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏଠାରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ମଧ୍ୟ ବଢି ଚାଲିଛି। ଶୁକବ୍ରାର ସୁଦ୍ଧା ସଙ୍ଗମ ବିହାରକୁ ନେଇ ରାଜଧାନୀ ଦିଲ୍ଲିୀର କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ୬୬ରେ ପହଞ୍ଚିଛି। ସଙ୍ଗମ ବିହାରରେ…

କରୋନା ମୁକାବିଲା ନେଇ ସଚେତନ କଲେ ଡାକ୍ତରୀ ଟିମ୍‌

ଲୋଇସିଂହା, ୧୭।୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଆୟୁଷ ଡାକ୍ତରୀ ଟିମ ଶୁକ୍ରବାର ହୀରାପୁର ପଞ୍ଚାୟତ ଅଞ୍ଚଳ ବୁଲି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନତା କରିଥିଲେ। ଆୟୁଷ ଡା.ସଞ୍ଜୀବ ବିଶ୍ୱାଳ, ଡା. ମହାଶ୍ୱେତା ପଣ୍ଡା ଓ ଷ୍ଟାପ ହୀରାପୁର ପଞ୍ଚାୟତର…

ଭାରତ ବିଶ୍ୱକୁ ଔଷଧ ଯୋଗାଉଥିବା ବେଳେ ପାକିସ୍ତାନ ଦେଉଛି ଆତଙ୍କବାଦ: ସେନାମୁଖ୍ୟ

ଶ୍ରୀନଗର,୧୭।୪: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି। ଭାରତ ଏହି ସମୟରେ ବିଶ୍ୱର ବିଭିନ୍ନ ଦେଶକୁ ଔଷଧ ଯୋଗାଉଥିବା ବେଳେ ପାକିସ୍ତାନ କିନ୍ତୁ ଆତଙ୍କବାଦଠାରୁ ଦୂରେଇ ଯାଇନି ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି ଭାରତୀୟ ସେନାମୁଖ୍ୟ ମନୋଜ ମୁକୁନ୍ଦ…

କରୋନା ଟେଷ୍ଟ କଲେ ମୁଖ୍ୟମନ୍ତ୍ରୀ

ଅମରାବତୀ,୧୭।୪: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନମୋହନ ରେଡ୍ଡୀ ଶୁକ୍ରବାର ତାଙ୍କର କୋଭିଡ-୧୯ ଟେଷ୍ଟ କରାଇଛନ୍ତି। ତେବେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ରାପିଡ ଟେଷ୍ଟ କିଟ୍‌ ମାଧ୍ୟମରେ ସେ ଏହି ଟେଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ କୋରିଆରୁ ଶୁକ୍ରବାର ୧…

ଖୁସି ଖବର: ଗୋଟିଏ ଦିନରେ ସୁସ୍ଥ ହେଲେ ୧୦, ଚିହ୍ନଟ ହେଲେ ୧

ଥିରୁଭାନନ୍ତପୁରମ,୧୭।୪: କେରଳରେ କରୋନା ସଂକ୍ରମଣ ପ୍ରଥମେ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଏବେ ସେଠାରୁ ଆସିଛି ଖୁସି ଖବର। ଶୁକ୍ରବାର ସେଠାରେ ଜଣେ ମାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ଜଣ ରୋଗୀ ସୁସ୍ଥ ହୋଇଥିବା କହିଛି…

୧ ଲକ୍ଷ କୋଭିଡ-୧୯ ରାପିଡ ଟେଷ୍ଟିଂ କିଟ୍‌ ଗ୍ରହଣ କଲା ଆନ୍ଧ୍ର ପ୍ରଦେଶ

ଅମରାବତୀ,୧୭।୪: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବାରୁ ଏବେ ଏହାର ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି ଉଭୟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର। ଏହି କ୍ରମରେ ଶୁକ୍ରବାର ଆନ୍ଧ୍ରପ୍ରଦେଶ ସରକାର ଦକ୍ଷିଣ କୋରିଆରୁ ଆସିଥିବା ୧…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri