ଟି୨୦ ବିଶ୍ୱକପ୍; ଜୁଲାଇ ପୂର୍ବରୁ ନିଷ୍ପତ୍ତି ନେଇ ହେବନି: ହ୍ବାଇଟ୍
ଖ୍ରୀଷ୍ଟଚର୍ଚ୍ଚ,୨୩।୪ (ପି.ଟି.): କୋଭିଡ୧୯ ସଂକ୍ରମଣ କାରଣରୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍ ଆୟୋଜନ ନେେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖିବା କିମ୍ବା ଘୁଞ୍ଚାଇବା ନେଇ ଆସନ୍ତା ଜୁଲାଇ ପୂର୍ବରୁ ନିଷ୍ପତ୍ତି ନେଇ ହେବନାହଁି ବୋଲି ନ୍ୟୁଜିଲାଣ୍ଡ…
ଏଟିପି, ଡବ୍ଲ୍ୟୁଟିଏର ବିଲୟ ପାଇଁ କିଙ୍ଗ୍, ଫେଡରର, ନାଡାଲଙ୍କ ପ୍ରସ୍ତାବ
ପ୍ୟାରିସ,୨୩।୪ (ଏଏଫ୍ପି): ପୁରୁଷ ଟେନିସର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଏଟିପି ଓ ମହିଳା ଟେନିସର ଡବ୍ଲ୍ୟୁଟିଏର ବିଧିବଦ୍ଧ ବିଲୟ ପାଇଁ ଏବେ ପ୍ରସ୍ତାବ ଦିଆଯାଇଛି। ଡବ୍ଲ୍ୟୁଟିଏ ପ୍ରତିଷ୍ଠାତା ବିଲି ଜିନ୍ କିଙ୍ଗ୍, ସୁଇଜରଲାଣ୍ଡ ଅଭିଜ୍ଞ ଟେନିସ ତାରକା ରୋଜର ଫେଡରର ଓ…
ଅଲିମ୍ପିକ୍ସ ପୁଣିଥରେ ବିଳମ୍ବ ହେବା ଅସମ୍ଭବ: ଟୋକିଓ ମୁଖ୍ୟ
ଟୋକିଓ,୨୩।୫ (ଏଏଫ୍ପି): କୋଭିଡ-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇଯାଇଛି। ତେବେ ଏହି ମେଗା ଇଭେଣ୍ଟକୁ ଆଉଥରେ ବିଳମ୍ବ କରିବା ଅସମ୍ଭବ ବୋଲି ଟୋକିଓ ୨୦୨୦ ଅଧ୍ୟକ୍ଷ ୟୋଶିରୋ ମୋରି କହିଛନ୍ତି। ଅଲିମ୍ପିକ୍ ଏକେ ନୂଆ ତାରିଖ ୨୦୨୧…
ଅଲିମ୍ପିକ୍ସ ଘୁଞ୍ଚିବା ଆମ ଲାଗି ସୁଯୋଗ ସୃଷ୍ଟି କରିଛି: ନମିତା
ବେଙ୍ଗାଲୁରୁ, ୨୩।୪(ପି.ଟି.): ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିବା ଭାରତୀୟ ମହିଳା ହକି ଦଳ ପାଇଁ ଅନୁକୂଳ ପରସ୍ଥିତି ସୃଷ୍ଟି କରିଛି। ପ୍ରସ୍ତୁତି ପାଇଁ ଆମକୁ ଆହୁରି ଗୋଟିଏ ବର୍ଷ ଅଧିକ ମିଳିଛି। ଏହା ଦ୍ୱାରା ଆମେ ଅଧିକ ଗୋଟିଏ ବର୍ଷର…
କରୋନାକୁ ନେଇ ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ବାହାରକୁ ଖେଳିବାକୁ ଯାଅ ନାହିଁ, ପରିବାରଲୋକଙ୍କୁ କଟକଣା ମାନିବାକୁ କୁହ
ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶାରେ ୬୮ହଜାର ୭୧୭ଟି ସ୍କୁଲ ରହିଛି। ସେଥିରେ ୩୬ ଲକ୍ଷ ୫ ହଜାର ୫୩୯ଜଣ ଛାତ୍ରୀଛାତ୍ର ପ୍ରାଥମିକ ବିଦ୍ୟାଳୟ ଏବଂ ୨୧ଲକ୍ଷ ୨୭ହଜାର ୪୩ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ବିଶେଷକରି ୯ମ ଏବଂ ଦଶମରେ ୧ଲକ୍ଷ ୨୯…
୨୪ ଘଣ୍ଟାରେ ୧,୪୦୯ ନୂଆ ସଂକ୍ରମିତ: ୭୮ ଜିଲା କରୋନା ମୁକ୍ତ
ନୂଆଦିଲ୍ଲୀ,୨୩।୪: ଦେଶରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧,୪୦୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୨୧,୩୯୩। ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ…
୨୦ ହଜାର ଯୋଡା ଜୋତା ଦାନ କରିବେ ପ୍ରିୟଙ୍କା !
ମୁମ୍ବାଇ: ଦେଶ କରୋନା ଭାଇରସ ସହ ଲଢୁଥିବା ବେଳେ ଏବେ ସମସ୍ତେ ଏହାଠାରୁ ବିଜୟୀ ହେବାକୁ ଲାଗି ପଡିଛନ୍ତି। ବଲିଉଡ୍ର ଅନେକ ସେଲିବ୍ରିଟି ଏ ଦିଗରେ ସହଯୋଗର ହାତ ବି ବଢାଇଛନ୍ତି। ନିକଟରେ ମିଳିଥିବା ଖବର ଅନୁଯାୟୀ, ବଲିଉଡ୍ ଦେଶୀ ଗର୍ଲ…
ଖୁସି ଖବର: କରୋନା ଯୁଦ୍ଧରେ ବିଜୟୀ ହେଲେ ୯ ମାସର ଶିଶୁ
ଡେରାଡୁନ,୨୩।୪: ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୯ ମାସର କରୋନା ସଂକ୍ରମିତ ଶିଶୁ ମାତ୍ର ୬ ଦିନରେ ସୁସ୍ଥ ହେବା ଘଟଣା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଉତ୍ତରାଖଣ୍ଡର ଏହି ଶିଶୁଟି କମ୍ ବୟସର ପ୍ରଥମ ସଂକ୍ରମିତ…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୪.୭୧ ଲକ୍ଷ ଟଙ୍କା ପ୍ରଦାନ
ବ୍ରହ୍ମପୁର ଅଫିସ,୨୩ା୪: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗଞ୍ଜାମ ଜିଲାର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ଗୁରୁବାର ୪ଲକ୍ଷ ୭୧ ହଜାର ୫୮୬ ଟଙ୍କା ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲା ସିଭିଲ୍ ରେଜିଷ୍ଟ୍ରାର ସମସ୍ତ କର୍ମଚାରୀଙ୍କ ପକ୍ଷରୁ…
ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ ଅଫିସ,୨।୪: କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରାର ଆୟୋଜନକୁ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର। ଗୁରୁବାର ମଧ୍ୟାହ୍ନରେ ଜିଲାପାଳ ବଲଓ୍ବନ୍ତ ସିଂଙ୍କ…
ଆଶ୍ୱସ୍ତ ହେଲେ ଇମ୍ରାନ
ଇସ୍ଲାମାବାଦ,୨୩।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଜଫର ମିର୍ଜା ଟୁଇଟ କରି ଏହି ସୂଚନା ଦେଇଛନ୍ତି। କିଛିଦିନ ପୂର୍ବେ ଇମ୍ରାନ ଜଣେ କରୋନା ପଜିଟିଭଙ୍କ…
ବିନା ସୁରକ୍ଷାରେ କାମ କରୁଛନ୍ତି କରୋନା ଯୋଦ୍ଧା
ଭୋପାଳ,୨୩।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ କରୋନା ଯୋଦ୍ଧା ପାଲଟି ଥିବା ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶରେ ବହୁ ସଫେଇ…
Archives


