Home Left

ମଦ ଭାଟିରେ ଚଢ଼ାଉ

ରାଇରଙ୍ଗପୁର,୩ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ନିକଟବର୍ତ୍ତି ତେଣ୍ଟପୋଷି ଗ୍ରାମର ଏକ ନାଳ ପାର୍ଶ୍ୱରେ ଚାଲିଥିବା ବେଆଇନ ମଦ ରନ୍ଧା ଭାଟି ଉପରେ ପୋଲିସ ଚଢାଉ କରି ୫୦ ଲିଟର ଦେଶୀ ମଦ ଜବତ କରିଛି। ଚଢ଼ାଉ…

ବଚସାରୁ ଭୁଜାଲି ମାଡ଼

ବାରିପଦା ଅଫିସ, ୩ା୫- ମୟୂରଭଞ୍ଜ ଜିଲା ବାରିପଦା ହାଟରେ ରବିବାର ସାମାନ୍ୟ ବଚସାରୁ ଭୁଜାଲି ମାଡ଼ରେ ଜଣେ ବ୍ୟକ୍ତି ଗୁରତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପିଆରଏମ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତ ବ୍ୟକ୍ତି ଜଣକ ହେଲେ ସହରର ୨୦…

ଜୀବନବିନ୍ଦୁରେ ୪୨ ୟୁନିଟ୍‌ ରକ୍ତ ସଂଗ୍ରହ

କେନ୍ଦୁଝର, ୩ା୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ନିର୍ବାଚନ ମଣ୍ଡଳୀର ପଳାଶପଙ୍ଗା ୪ନଂ. ଜିଲାପରିଷଦ ଜୋନରେ ରବିବାର ପର୍ଜନପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରରେ ମୋଟ ୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଯୁବନେତା…

ଲକ୍‌ଡାଉନ୍‌ ସମୟରେ ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକ ଦେଇ ପାରିବେନି ଯୋଗ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ତୃତୀୟ ଥର ପାଇଁ ଲକ୍‌ଡାଉନ୍‌ ଜାରି ହୋଇଛି। ଲକ୍‌ଡାଉନ୍‌ ସମୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ସହିତ ଅନ୍ୟ କେତେକ…

ଦେଶରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ୩.୨ ପ୍ରତିଶତ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩।୫: ଦେଶର କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ୩.୨ ପ୍ରତିଶତ ରହିଛି। ଏହା ପୃଥିବୀରେ ସବୁଠାରୁ କମ୍‌ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ରବିବାର ସୂଚନା ଦେଇଛନ୍ତି। ଇତିମଧ୍ୟରେ ୧୦ ହଜାର ୮୮୭ ସଂକ୍ରମିତ…

ଉତ୍ତର କୋରିଆ-ଦକ୍ଷିଣ କୋରିଆ ସୀମାରେ ଗୁଳି ବିନିମୟ

ସିଓଲ୍‌,୩।୫: ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ସୀମାରେ ଗୁଳି ବିନିମୟ ଘଟିଛି। ଗତ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ହୋଇଥିବା କୁହାଯାଉଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଦୀର୍ଘ ୨୦ ଦିନ…

ୟୁଏଇରୁ ଭାରତ ଫେରିବାକୁ ପଞ୍ଜିକରଣ କଲେ ଦେଢ଼ଲକ୍ଷରୁ ଅଧିକ ଭାରତୀୟ

ଆବୁଧାବି,୩।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ୟୁଏଇରୁ ସ୍ବଦେଶ ଫେରିବାକୁ ଚାହୁଁଥିବା ଦେଢ଼ ଲକ୍ଷରୁ ଅଧିକ ଭାରତୀୟ ପଞ୍ଜିକରଣ କରିଛନ୍ତି। ଏନେଇ ୟୁଏଇରେ ଥିବା…

ଗୋଟିଏ ଦିନରେ ରୁଷ୍‌ରେ ୧୦ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ

ମସ୍କୋ,୩।୫: ରୁଷ୍‌ରେ କରୋନା ସଂକ୍ରମଣରେ ରେକର୍ଡ ବୃଦ୍ଧି ହୋଇଛି। ଗୋଟିଏ ଦିନରେ ଏଠାରେ ୧୦ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ମସ୍କୋରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ବଢୁଥିବା ଦେଖିବାକୁ ମିଳିଛି। ଚାଇନା, ଇଟାଲି, ଆମେରିକା ତୁଳନାରେ ରୁଷ୍‌ରେ କରୋନା…

ବୁଗୁଡ଼ାରେ ପହଞ୍ଚିଲେ ୩୫୦ରୁ ଊର୍ଦ୍ଧ୍ୱ ସୁରଟ ଫେରନ୍ତା

ବୁଗୁଡ଼ା,୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ବିଭିନ୍ନ ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରବିବାର ୩୫୦ରୁ ଅଧିକ ସୁରଟ ଫେରନ୍ତା ପହଞ୍ଚିବା ଜଣାପଡ଼ିଛି। ସେମାନେ ଶନିବାର ରାତିରେ ୭ଟି ବସ୍‌ରେ ବାହାରିଥିଲେ। ପ୍ରଥମେ ବୁଗୁଡ଼ାରେ ପହଞ୍ଚିବା ପରେ ଗୋଟିଏ ବସ୍‌ର ୫୪ ପ୍ରବାସୀ…

କଲର୍ସ ଚ୍ୟାନେଲରେ ପ୍ରସାରିତ ହେବ ‘ମହାଭାରତ’!

ମୁମ୍ବାଇ,୩।୫: କରୋନା ଲକ୍‌ଡାଉନ ପାଇଁ ଏବେ ସବୁ ଶୁଟିଂ ବନ୍ଦ ଥିବାରୁ ଟେଲିଭିଜନରେ ପୁରୁଣା ଧାରାବାହିକ ଗୁଡିକ ପୁଣିଥରେ ଦେଖିବାକୁ ମିଳିଛି। ଘରୋଇ ଚ୍ୟାନେଲର ପ୍ରତିଯୋଗୀତାରେ ଏକ ପ୍ରକାର ନିଜର ଅସ୍ତିତ୍ୱ ହରାଇଥିବା ଦୂରଦର୍ଶନ ଏବେ ପୁଣିଥରେ ଲୋକଙ୍କ ପ୍ରିୟ ଚ୍ୟାନେଲ…

ସୀମିତ ଓଭରରେ କୋହଲିଙ୍କଠାରୁ ରୋହିତ ଅଧିକ ପ୍ରଭାବୀ: ଗମ୍ଭୀର

ନୂଆଦିଲ୍ଲୀ,୩।୫(ପି.ଟି.): ଧଳା ବଲ୍‌ କ୍ରିକେଟ ବା ସୀମିତ ଓଭର ଫର୍ମାଟରେ ଅଧିନାୟକ ବିରାଟ କୋହଲିଙ୍କ ତୁଳନାରେ ଓପନର ରୋହିତ ର୍ଶମା ଅଧିକ ପ୍ରଭାବୀ ବୋଲି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି। ପରିସଂଖ୍ୟାନ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ କୋହଲି ଆଗରେ ରହିବେ।…

୫୦୦ ବର୍ଷ ତଳେ ପ୍ରାଣୀକେଶରୁ ବ୍ରଶ୍‌ ତିଆରି କରିଥିଲା ଚାଇନା

ବେଜିଂ,୩।୫: ସକାଳୁ ଉଠିଲେ ସଭିଏଁ ଦାନ୍ତ ଘଷିବା ପାଇଁ ବ୍ରଶ୍‌‌ ଖୋଜି ବସନ୍ତି। ବ୍ରଶ୍‌‌ କରିବା ପରେ ଅନ୍ୟ କାମ କରିବାକୁ ଲୋକେ ପସନ୍ଦ କରନ୍ତି। ତେବେ ପ୍ରଥମ ବ୍ରଶ୍‌୍‌ ଚାଇନାରେ ତିଆରି ହୋଇଥିଲା। ୫୦୦ ବର୍ଷ ତଳେ ପ୍ରାଣୀ କେଶରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri