ଜେଇଇ, ନିଟ୍ ପାଇଁ ସାନି ତାରିଖ ଘୋଷଣା ୫ରେ
ନୂଆଦିଲ୍ଲୀ,୪ା୫(ପି.ଟି.): ଜେଇଇ ଏବଂ ନିଟ୍ ପ୍ରବେଶିକା ପରୀକ୍ଷା ଲାଗି ସାନି ତାରିଖ ୫ରେ ଘୋଷଣା କରାଯିବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି। କୋଭିଡ୍-୧୯ ସଂକ୍ରମଣ ଯୋଗୁ ସାରାଦେଶ ଲକ୍ଡାଉନ୍ରେ ଥିବାରୁ ପରୀକ୍ଷା ସ୍ଥଗିତ ରହିଥିଲା। ସାନି…
ହିନ୍ଦୁଙ୍କ ଅସଲ ଶତ୍ରୁ ଛଦ୍ମ ହିନ୍ଦୁ
ନୂଆଦିଲ୍ଲୀ,୪ା୫ : ଧର୍ମନିରପେକ୍ଷ (ସେକୁଲାର), ଉଦାର (ଲିବରାଲ), ବୁଦ୍ଧିଜୀବୀ (ଇଣ୍ଟେଲେକ୍ଚୁଆଲ୍) ଭଳି ଉତ୍ତୁଙ୍ଗ ଶବ୍ଦ ଚୁପ୍ ହୋଇଯାଇଛି। ‘ସିକୁଲାର’, ‘ଲିବ୍ଟାର୍ଡ’, ‘ଅର୍ବାନ ନକ୍ସଲ’ ଏହାର ସ୍ଥାନ ନେଇ ଏବେ ଅନେକ ସହରୀ ମଧ୍ୟବିତ୍ତଙ୍କ ଉପହାସର ଫ୍ୟାଶନେବଲ ଶବ୍ଦଜାଲ ପାଲଟିଛି। କେହି କେହି…
୫ ବସ୍ରେ ଆସି ଦିଗପହଣ୍ଡିରେ ପହଞ୍ଚିଲେ ୩୦୪ ପ୍ରବାସୀ ଓଡ଼ିଆ
ଦିଗପହଣ୍ଡି,୪ା୫(ଡି.ଏନ୍.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକକୁ ରବିବାର ରାତିରେ ସୁରଟ ଓ କେରଳରୁ ସମୁଦାୟ ୩୦୪ ଜଣ ପ୍ରବାସୀ ଓଡ଼ିଆ ଆସି ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ୭ ମହିଳାଙ୍କ ସମେତ ୨ ଶିଶୁ ଥିବା ଜଣାପଡ଼ିଛି। ଏମାନଙ୍କୁ ବ୍ଲକ ଅଧୀନ…
କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୩.୧୦ ଲକ୍ଷ କୋଟି ବଢ଼ିଲା
ନୂଆଦିଲ୍ଲୀ,୪। ୫: ଦେଶର ପୁଞ୍ଜିବଜାର କାରବାର ଏବେ ପ୍ରଭାବିତ ସ୍ଥିତିରେ ରହିଛି। ଏହା ସତ୍ତ୍ୱେ ମଧ୍ୟ ଦେଶର ୧୦ ପ୍ରମୁଖ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ଗତ ସପ୍ତାହରେ ୩.୧୦ ଲକ୍ଷ କୋଟି ଟଙ୍କା ବଢିଛି। ଏହି ସମୟରେ ସବୁଠାରୁ ଅଧିକ ଲାଭ…
ନେଳିଆବାଗରେ ଆବଦ୍ଧାଞ୍ଚଳ ଅବଧି ବଢ଼ିଲା
ବାଲେଶ୍ୱର ଅଫିସ, ୪ା୫-ବାଲେଶ୍ୱର ଜିଲାର ପ୍ରଥମ କରୋନା ସଂକ୍ରମିତ ନେଳିଆବାଗର ଜଣେ ୫୮ ବର୍ଷୀୟ ବୟସ୍କ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ଗତ ଏପ୍ରିଲ ୧୯ରୁ ୨୬ତାରିଖ ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ପରେ ଉକ୍ତ ଅଞ୍ଚଳରେ ଲଗାତାର…
କେରଳରୁ ଫେରିଲେ ୯ ପ୍ରବାସୀ ଓଡ଼ିଆ ଶ୍ରମିକ
ପାଟଣା, ୪ା୫(ସ୍ବ.ପ୍ର.)-କରୋନା ସଂକ୍ରମଣ ସକାଶେ ଦେଶ ଲକ୍ଡାଉନ ରହିଛି। ରାଜ୍ୟ ବାହାରକୁ କେରଳ, ତାମିଲନାଡୁ, ଚେନ୍ନାଇ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିବା କେନ୍ଦୁଝର ଜିଲା ପାଟଣା ବ୍ଲକରୁ ୧୨ଶହ ଶ୍ରମିକ ଫସିରହିଛନ୍ତି। ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତରୁ କାମ…
୬ ହଜାର ୮ ଶହ ଟଙ୍କା ଜରିମାନା ଆଦାୟ
ବନ୍ତ,୪।୫(ଡି.ଏନ୍.ଏ.) : କରୋନା ଲକ୍ ଡାଉନ୍ କଟକଣା ସମୟରେ ରବିବାର ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ଅଞ୍ଚଳରେ କିଛି ବ୍ୟକ୍ତି ଆଇନକୁ ଅମାନ୍ୟ କରି ୬ ହଜାର ୮ ଶହ ଟଙ୍କା ତଣ୍ଡ ଗଣିଥିବା ଜଣାଯାଇଛି। ବନ୍ତ ଥାନା…
କ୍ବାରାଣ୍ଟାଇନ୍ରେ ଥିବା ଲୋକଙ୍କୁ ଟ୍ରାକିଂ କରିବ ସ୍ବାସ୍ଥ୍ୟ ଆପ୍
ବ୍ରହ୍ମପୁର ଅଫିସ,୪ା୫-କ୍ବାରାଣ୍ଟାଇନ୍ରେ ଥିବା ଲୋକଙ୍କୁ ଏଣିକି ଟ୍ରାକିଂ କରିବ ସ୍ବାସ୍ଥ୍ୟ ଆପ୍ ା ବାହାରୁ ଆସି ହୋମ୍ କ୍ବାରାଣ୍ଟାଇନ୍ ଓ ଇନ୍ଷ୍ଟିଚ୍ୟୁସ୍ନାଲ କ୍ବାରାଣ୍ଟାଇନ୍ରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ମନିଟରିଂ ତଥା ସେମାନଙ୍କ ଗତିବିଧି ଉପରେ ନଜର ରଖିବା ନେଇ ବ୍ରହ୍ମପୁର ମହାନଗର…
ସୁରଟରୁ ବସ୍ରେ ଭଦ୍ରକ ଆସୁଥିଲେ ମହିଳା: ରାସ୍ତାରେ ସନ୍ତାନ ପ୍ରସବ
ଭଦ୍ରକ ଅଫିସ,୪ା୫: ସୁରଟରୁ ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳକୁ ବସ୍ରେ ଫେରିବାବେଳେ ନାଗପୁରଠାରେ ପ୍ରସବ ଯନ୍ତ୍ରଣା ହେବାରୁ ଜଣେ ମହିଳାଙ୍କ ପାଇଁ ବସ୍ ଅଟକି ଥିଲା। ରାସ୍ତାପାର୍ଶ୍ୱରେ ସନ୍ତାନ ପ୍ରସବ କରିବା ପରେ ଏକ ଆମ୍ବୁଲାନ୍ସରେ ନିକଟରେ ଥିବା ମେଡିକାଲକୁ ତାଙ୍କ…
ଲକ୍ଡାଉନରେ ଏମ୍ଜିଏନ୍ଆର୍ଇଜିଏରୁ ରୋଜଗାର
ନୂଆଦିଲ୍ଲୀ,୪। ୫: ଲକ୍ଡାଉନ ସମୟରେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଗତି ଏବଂ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ଲାଗି ମହାତ୍ମା ଗାନ୍ଧୀ ନ୍ୟାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି(ଏମ୍ଜିଏନ୍ଆର୍ଇଜିଏ)ଦ୍ୱାରା ସରକାର ପଦକ୍ଷେପ ନେବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମ ଅଧୀନ ଛୋଟଛୋଟ ନଦୀଗୁଡିକୁ…
କ୍ୱାରାଣ୍ଟାଇନ୍ ସେଣ୍ଟରରେ ଟିକ୍ଟକ୍: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଭଦ୍ରକ ଅଫିସ,୪ା୫: କରୋନା ମହାମାରୀ ପାଇଁ ସାରା ବିଶ୍ବ ଲଢ଼େଇ କରୁଛି। ଆମ ରାଜ୍ୟରେ ବର୍ତ୍ତମାନ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲା ରେଡ୍ ଜୋନ୍ରେ ରହିଛି। ରେଡ୍ ଜୋନ୍ର କାରଣ ହେଲା କୋଲକାତା ଫେରନ୍ତା। କୋଲକୋତାରୁ ବିଭିନ୍ନ ଉପାୟରେ ଘରକୁ…
ବି.ଡକେବାଡ଼ିରେ ଜ୍ୱର, ଝାଡ଼ା ଘଟଣା ପିଇବା ପାଣି କଥା ଶୁଣିଲାନି ପ୍ରଶାସନ
ଦାରିଙ୍ଗବାଡ଼ି,୪।୫(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରାମରେ ଜ୍ୱର, ଝାଡା ଲାଗି ରହିଛି। କେତେକ ଲୋକଙ୍କ ଜ୍ୱର ଛାଡ଼ୁଥିବା ବେଳେ ଆଉ କେତେଜଣ ଆକ୍ରାନ୍ତ ହେଉଛନ୍ତିି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏମାନଙ୍କ ଚିକିତ୍ସା ଜାରି ରହିଛି ା ତେବେ ପିଇବା ପାଣି…
Archives


